୨୫ ରନ୍ରେ ଅଲଆଉଟ୍
ପୋଟଫେଷ୍ଟରୁମ,୧୬।୧: ଆଇସିସି ଅଣ୍ଡର-୧୯ ମହିଳା ଟି-୨୦ କ୍ରିକେଟ ବିଶ୍ୱକପରେ ଜିମ୍ବାୱେ ବିପକ୍ଷରେ ଇଂଲଣ୍ଡ ୧୭୪ ରନରେ ବିଜୟ ହାସଲ କରିଛି। ଇଂଲଣ୍ଡକୁ ଏକ ବଡ଼ ବିଜୟ ଦେବାରେ ଦଳର ବୋଲରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦକ୍ଷିଣ ଆଫ୍ରିକାର ପୋଟଫେଷ୍ଟରୁମରେ ଖେଳାଯାଇଥିବା…
ଶଯ୍ୟା ଅଭାବ, ଚଟାଣରେ ରୋଗୀ ଚିକିତ୍ସା
ରାଉରକେଲା ଅଫିସ,୧୬।୧: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)କୁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ରୋଗୀ ଆସି ଚିକିତ୍ସିତ ହେଉଛନ୍ତି। ଏହା ସହରର ପ୍ରମୁଖ ଡାକ୍ତରଖାନା ହୋଇଥିବାବେଳେ ପଶ୍ଚିମ ଓଡିଶା ସମେତ ପଡୋଶୀ ୩ଟି ରାଜ୍ୟର ରୋଗୀ ନିର୍ଭର କରିଥାନ୍ତି। ଡାକ୍ତରଖାନାରେ ବିଭିନ୍ନ…
ପୁରୁଣା ଗାଡ଼ିକୁ ଅଦରକାରୀ କରିବା ଲାଗି ୨ ହଜାର କୋଟି ପ୍ରୋତ୍ସାହନ ଦେବେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୬।୧ : ପୁରୁଣା ଯାନବାହାନକୁ ଅଦରକାରୀ କରିବା ଲାଗି ପୁଞ୍ଜି ବିନିଯୋଗ ଯୋଜନା ପାଇଁ ସ୍ବତନ୍ତ୍ର ସହାୟତା ଅନ୍ତର୍ଗତରେ କେନ୍ଦ୍ର ସରକାର ୨ ହଜାର କୋଟି ଟଙ୍କା ପ୍ରୋତ୍ସାହନ ଦେବେ। ଏହା ବ୍ୟତୀତ ସ୍କ୍ରାପ ପାଇଁ ଯାନ ପ୍ରଦାନ କରୁଥିବା ଲୋକଙ୍କୁ…
ଭାରତରେ ୨୧ ଧନ କୁବେରଙ୍କ ପାଖରେ ଗଦାଗଦା ଧନ, କରୋନା ମହମାରୀରେ ୧୨୧ ପ୍ରତିଶତ ବଢ଼ିଛି…
ନୂଆଦିଲ୍ଲୀ,୧୬।୧ : ଧନୀ ଏବଂ ଗରିବଙ୍କ ମଧ୍ୟରେ ପାର୍ଥକ୍ୟକୁ ନେଇ ଦୁନିଆରେ ଏକ ଦୀର୍ଘ ବିତର୍କ ଚାଲିଛି। ତେବେ ଭାରତ ପରି ବିକଶିତ ଦେଶରେ ମଧ୍ୟ ଏହି ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅକ୍ସଫାମର ରିପୋର୍ଟରେ ଏହା ପ୍ରକାଶ ପାଇଛି।…
ଗୋଟିଏ ପରିବାରର ୩ ଜଣଙ୍କୁ ଆକ୍ରମଣ କଲା ହାତୀ, ଡାକ୍ତରଖାନାରେ ଭର୍ତ୍ତି
କେନ୍ଦୁଝର,୧୬ା୧(ସ୍ବ.ପ୍ର.): ତେଲକୋଇ ରେଞ୍ଜ ଅନ୍ତର୍ଗତ ବିମଳା ସେକ୍ସନ ଅଧିନସ୍ଥ ନମକାନି ଗ୍ରାମ ନିକଟରେ ହାତୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ରଶ୍ମିତା ଦେହୁରୀ, ସତିଆ ଦେହୁରୀ ଓ ସେମାନଙ୍କ ୮ ବର୍ଷର ପୁଅ। ଗତକାଲି ରାତିରେ ସେମାନେ…
ଜଲ୍ଲିକଟ୍ଟୁରେ ୬୦ ଆହତ, ପ୍ରଶାସନ ପକ୍ଷରୁ ୨୦୦୦ ପୋଲିସ ମୁତୟନ…
ଚେନ୍ନାଇ,୧୬।୧ : ମକର ସଂକ୍ରାନ୍ତି ପର୍ବ ସହିତ ଜଲ୍ଲିକଟ୍ଟୁ ମଧ୍ୟ ତାମିଲନାଡୁରେ ଆରମ୍ଭ ହୋଇଛିନ। ଏ ସମ୍ପର୍କରେ ପ୍ରଶାସନକୁ ମଧ୍ୟ ସତର୍କ କରାଯାଇଛି। ଏହି ଖେଳରେ ରବିବାର ମଦୁରାଇର ଆଭାନିୟାପୁରମ ଅଞ୍ଚଳରେ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି । ଏହି…
ରାଇସ ମିଲ୍ ବିମ୍ ପଡ଼ି ୨ ଶ୍ରମିକଙ୍କ ଜୀବନ ଗଲା
ନୟାଗଡ଼ ଅଫିସ,୧୬ା୧: ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କସ୍ଥିତ ଏକ ରାଇସ୍ ମିଲ୍ରେ ଅଘଟଣ ଘଟିଛି। ବିମ୍ ପଡ଼ିବାରୁ ୨ ଶ୍ରମିକଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲା ତିରିଶିଂ ଗ୍ରାମର ରାମେଶ୍ୱର ଦିହୁଡ଼ି ଏବଂ କଟକ ଜିଲା…
ସର୍ବ ପୁରାତନ ମାମଲାର ଫଇସଲା ଦେଲେ ହାଇକୋର୍ଟ…
କୋଲକାତା,୧୬।୧ : କୋଲକାତା ହାଇକୋର୍ଟରେ ଦେଶର ସର୍ବ ପୁରାତନ ମକଦ୍ଦମାର ଫଇସଲା ୭୨ ବର୍ଷ ପରେ ପ୍ରଦାନ କରି ଏହାକୁ ଶେଷ କରିଛନ୍ତି। କୌତୁହଳର ବିଷୟ, କୋଲକାତା ହାଇକୋର୍ଟର ବର୍ତ୍ତମାନର ପ୍ରଧାନ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ୧୯୫୧ ମସିହାରେ ଜନ୍ମ ହୋଇଥିଲେ,…
୨୦୨୫ ସୁଦ୍ଧା ଦେଶବ୍ୟାପୀ ସ୍ଥାପନ ହେବ ଡୋପଲର ପାଣିପାଗ ରାଡାର…
ନୂଆଦିଲ୍ଲୀ,୧୬।୧ : କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଗତ ଆଠରୁ ନଅ ବର୍ଷ ମଧ୍ୟରେ ପାଣିପାଗ ବିଭାଗର ପୂର୍ବାନୁମାନର ସଠିକତା ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଏହି କ୍ରମରେ, ୨୦୨୫ ସୁଦ୍ଧା, ସମଗ୍ର ଦେଶରେ ଏକ ଡୋପଲର…
ଧନ କୁବେରଙ୍କ ସମ୍ପତ୍ତି ଦିନ ପିଛା ବଢୁଛି ୨୨ ହଜାର କୋଟି…
ଓ୍ବାଶିଂଟନ,୧୬।୧ : ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱର ୧ ପ୍ରତିଶକ ଧନ କୁବେରଙ୍କ ସମ୍ପତ୍ତି ପ୍ରାୟ ଦୁଇଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଏକ ନୂତନ ରିପୋର୍ଟରେ ପ୍ରକାଶ ପାଇଛି। ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ…
ବିଦ୍ରୋହ ଧମକ ଦେଲେ ପୁଟିନ ସେନା
ମସ୍କୋ,୧୬।୧: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଆଉ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ରୁଷିଆ ସେନା ପୁଟିନଙ୍କୁ ବିଦ୍ରୋହର ଧମକ ଦେଇଛି। ରୁଷିଆର ସୈନିକମାନେ ଭ୍ଲାଦିମିର ପୁଟିନଙ୍କ ନାମରେ ଏକ ଭିଡିଓ ଜାରି…
ସ୍ତ୍ରୀଙ୍କୁ ମାରି ୬ ପିଲାଙ୍କ ଆଗରେ କଡ଼େଇରେ ସିଝାଇଲେ ସ୍ବାମୀ
କରାଚି,୧୬ା୧: କରାଚିର ଗୁଲଶନ-ଇ-ଇକ୍ବଲରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ତାଙ୍କ ୬ ପିଲାଙ୍କ ଆଗରେ ସ୍ତ୍ରୀଙ୍କୁ ମାରି କଡ଼େଇରେ ସିଝାଇବା ପରି ଅତ୍ୟନ୍ତ ଅମାନବିକ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଲଶନ-ଇ-ଇକ୍ବଲର ବ୍ଲକ ୪ରେ ଥିବା ଏକ ଘରୋଇ…
Archives


