Posted inଜାତୀୟ

ଋତୁସ୍ରାବ ସମୟରେ ମହିଳାଙ୍କୁ ମିଳିବ ଛୁଟି ! ଦାବିକୁ ନେଇ ଫେବୃୟାରୀ ୨୪ରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୧୫।୨: ଦେଶର ସମସ୍ତ କାର୍ଯ୍ୟରତ ମହିଳା ଏବଂ ଛାତ୍ରୀଙ୍କୁ ‘ମାସିକ ଋତୁସ୍ରାବ’ ସମୟରେ ଛୁଟି ମିଳିବା ଉଚିତ ବୋଲି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି। ବୁଧବାର ସୁପ୍ରିମକୋର୍ଟରେ ଏହି ପିଟିସନର ଶୀଘ୍ର ଶୁଣାଣି ପାଇଁ ଦାବି କରାଯାଇଥିଲା। ଏହା ପରେ ୨୪ ଫେବୃଆରୀରେ ଏହାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି।

ଆବେଦନରେ କୁହାଯାଇଛି ଯେ କେତେକ ଦେଶରେ ମହିଳାମାନଙ୍କୁ ଋତୁସ୍ରାବ ସମୟରେ ଛୁଟି ଦିଆଯାଇଥାଏ। କାରଣ ଏହି ସମୟରେ ମହିଳାମାନଙ୍କୁ ହୃଦଘାତ ଭଳି ଯନ୍ତ୍ରଣା ଭୋଗିବାକୁ ପଡିଥାଏ। ମହାମାରୀ ପରଠାରୁ ମହିଳାଙ୍କ ସ୍ବାସ୍ଥ୍ୟକୁ ଗୁରୁତର ସହ ନିଆଯାଉଛି। ବିଶ୍ୱର ବିଭିନ୍ନ ଦେଶର ସରକାର ସାନିଟାରୀ ପ୍ୟାଡ, ଟାମ୍ପନ ଏବଂ ମାସିକ ଋତୁସ୍ରାବ କପ୍‌ ଭଳି ଉତ୍ପାଦ ମାଗଣାରେ ଯୋଗାଇବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀରରେ ରାଜ୍ୟ ବାହାର ଲୋକଙ୍କୁ ଭୋଟ ଅନୁମତିକୁ ନେଇ ସର୍ବ ଦଳୀୟ ବୈଠକ, ଭାଜପାକୁ ମିଳିନାହିଁ ନିମନ୍ତ୍ରଣ

ଜମ୍ମୁ,୨୨ ।୮: କଶ୍ମୀରରେ ରହୁଥିବା ରାଜ୍ୟ ବାହାରର ଲୋକଙ୍କୁ ଭୋଟ ଦେବାର ଅଧିକାର ଦେଇଛନ୍ତି ନିର୍ବାଚନ କମିଶନ । ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି...

ପାସପୋର୍ଟରେ ମା’ଙ୍କ ନାଁ ବଦଳାଇବାକୁ ଚାହୁଛନ୍ତି ମେହେବୁବାଙ୍କ ଝିଅ

ଶ୍ରୀନଗର,୨୩।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରେଟିକ ପାର୍ଟି(ପିଡିପି)ର ଅଧ୍ୟକ୍ଷ ମେହେବୁବା ମୁଫତିଙ୍କ ସାନ ଝିଅ ଏବେ ପାସପୋର୍ଟରେ ମା’ ମେହେବୁବାଙ୍କ ନାଁରେ ପରିବର୍ତ୍ତନ...

ରାହୁଲଙ୍କ ନେତୃତ୍ୱକୁ କେହି କରିବେନି ସ୍ବୀକାର: ଭାଜପା…

ନୂଆଦିଲ୍ଲୀ,୨୦।୩ : ଭାଜପା ରାଜ୍ୟସଭା ଏମ୍‌ପି ହରନାଥ ସିଂ ଯାଦବ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ କେହି...

ମଧ୍ୟାହ୍ନ ଭୋଜନ ଯୋଜନାରେ ଛଅ ମାସର ଶୁଖିଲା ରାଶନ ଦେବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୯ ।୧୨: ଦିଲ୍ଲୀ ମୁଖ୍ୟମନ୍ତୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର କହିଛନ୍ତି ଯେ ମଧ୍ୟାହ୍ନ ଭୋଜନ ଯୋଜନାରେ ପିଲାମାନଙ୍କୁ ୬ ମାସର ଶୁଖିଲା ରାଶନ ଯୋଗାଇ ଦିଆଯିବ...

କ୍ଷେତରୁ ମିଳିଲା ‘ଆଇ ଲଭ୍ ପାକିସ୍ତାନ’ ଲେଖାଥିବା ବେଲୁନ

ଚଣ୍ଡିଗଡ଼,୧୫ ।୮: ପଞ୍ଜାବ ରୁପନଗରରେ ଏକ କ୍ଷେତରୁ ‘ଆଇ ଲଭ୍ ପାକିସ୍ତାନ’ ଲେଖାଥିବା ବେଲୁନ ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋଲିସ...

ଜେଟ୍‌ ଏୟାରଓ୍ବେଜ୍‌ କର୍ମଚାରୀଙ୍କ ଆତ୍ମହତ୍ୟାକୁ ନେଇ ମୋଦିଙ୍କୁ ଜବାବ ମାଗିଲା କଂଗ୍ରେସ

ନୂଆଦିଲ୍ଲୀ,୨୮।୪: କଂଗ୍ରେସର ବିରିଷ୍ଠ ନେତା ଆନନ୍ଦ ଶର୍ମା ଜେଟ୍‌ ଏୟାରଓ୍ବେଜର କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିଛନ୍ତି। ସେ କହିଛନ୍ତି ଏହା ହେଉଛି...

ସକ୍ରିୟ ମାମଲା କମୁଛି,ଦୈନିକ ସଂକ୍ରମଣ ବଢୁଛି…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଦେଶରେ ଗତ...

ନିର୍ଭୟା ମାମଲା: ଜେଲ୍‌ ପ୍ରଶାସନଙ୍କୁ ରିପୋର୍ଟ ମାଗିଲେ କୋର୍ଟ

ନୂଆଦିଲ୍ଲୀ,୧୬।୧: ଦୀର୍ଘ ୭ ବର୍ଷ ତଳର ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ମାମଲାର ଶୁଣାଣି କରି ଆଜି ଦିଲ୍ଲୀର ଏକ କୋର୍ଟ ତିହାର ଜେଲ୍‌...

Advertisement
Archives

Model This Week