Home

ଭିଏଟ୍‌ନାମ ରାଷ୍ଟ୍ରପତିଙ୍କ ଇସ୍ତଫା

ବ୍ୟାଙ୍କକ୍‌,୧୮।୧: ଭିଏଟ୍‌ନାମ ରାଷ୍ଟ୍ରପତି ଗୁଏନ୍‌ ଜୁଆନ୍‌ ଫୁକ୍‌ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଦେଶରେ ଅନେକ ଦୁର୍ନୀତି ମାମଲା ଲାଗି ତାଙ୍କୁ ଦାୟୀ କରାଯାଉଥିଲା। ଶାସକ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ବୈଠକରେ ଗୁଏନ୍‌ କହିଥିଲେ, ସେ ରାଷ୍ଟ୍ରପତି ପଦରେ…

ପଙ୍କଜ ସିଂ ଡେପୁଟି ଏନ୍‌ଏସ୍‌ଏ

ନୂଆଦିଲ୍ଲୀ,୧୮।୧(ପି.ଟି.): ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଅବସରପ୍ରାପ୍ତ ମହାନିର୍ଦ୍ଦେଶକ ପଙ୍କଜ କୁମାର ସିଂଙ୍କୁ ଜାତୀୟ ସୁରକ୍ଷା ଉପପରାମର୍ଶଦାତା (ଡେପୁଟି ଏନ୍‌ଏସ୍‌ଏ) ନିଯୁକ୍ତ କରାଯାଇଛି। ୧୯୮୮ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡରର ଏହି ଆଇପିଏସ୍‌ ଅଫିସର ଏହି ପଦବୀରେ ୨ ବର୍ଷ ରହିବେ। ସେ…

ବୃଦ୍ଧଙ୍କୁ ସ୍କୁଟରରେ ଘୋଷାଡ଼ିଲେ

ବେଙ୍ଗାଲୁରୁ, ୧୮।୧: ମଙ୍ଗଳବାର ବେଙ୍ଗାଲୁରୁର ଜନଗହଳି ସଡ଼କରେ ଜଣେ ବୃଦ୍ଧଙ୍କୁ ସ୍କୁଟର ଚାଳକ ଘୋଷାଡ଼ି ନେଇ ଗିରଫ ହୋଇଛନ୍ତି। ସ୍କୁଟର ଚଲାଉଥିବା ସାହିଲ ଏକ କାର୍‌ ସହ ପିଟି ହୋଇଥିଲେ। ଏହାପରେ ୭୧ ବର୍ଷୀୟ ମୁଟ୍ଟାପା କାର୍‌ରୁ ବାହାରି ସ୍କୁଟର ପାଖକୁ…

୨୩ ଲକ୍ଷ ଟଙ୍କା ବିଲ୍‌ ନ ଦେଇ ଗ୍ରାହକ ଚମ୍ପଟ

ନୂଆଦିଲ୍ଲୀ,୧୮।୧: ଜଣେ ବ୍ୟକ୍ତି ନିଜକୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ବାସିନ୍ଦା ଏବଂ ଆବୁଧାବୀ ରାଜପରିବାରର କର୍ମଚାରୀ ପରିଚୟ ଦେଇ ଦିଲ୍ଲୀର ଲୀଲା ପ୍ୟାଲେସ୍‌ ହୋଟେଲରେ ପ୍ରାୟ ୪ ମାସ ରହିଥିଲେ। ସେ ହୋଟେଲର ୨୩ ଲକ୍ଷ ଟଙ୍କା ବିଲ୍‌ ପୈଠ…

ପ୍ରଚଣ୍ଡଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

କାଠମାଣ୍ଡୁ,୧୮।୧(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ମଙ୍ଗଳବାର ତାଙ୍କ କ୍ୟାବିନେଟର ପ୍ରଥମ ସମ୍ପ୍ରସାରଣ କରିଛନ୍ତି। ଏଥିରେ ୧୨ ଜଣଙ୍କୁ ମନ୍ତ୍ରୀ ଏବଂ ୩ ଜଣଙ୍କୁ କନିଷ୍ଠ ମନ୍ତ୍ରୀ କରାଯାଇଛି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ୩ ସପ୍ତାହରୁ…

ଅନୁପ ଗୁପ୍ତା ଚଣ୍ଡିଗଡ଼ ମେୟର ନିର୍ବାଚିତ

ଚଣ୍ଡିଗଡ଼,୧୮।୧: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଯଶବୀର ସିଂଙ୍କୁ ମାତ୍ର ଗୋଟିଏ ଭୋଟରେ ପରାସ୍ତ କରି ଭାଜପାର ଅନୁପ ଗୁପ୍ତା ମଙ୍ଗଳବାର ଚଣ୍ଡିଗଡ଼ର ନୂଆ ମେୟର ନିର୍ବାଚିତ ହୋଇଛନ୍ତି। ଗୁପ୍ତାଙ୍କୁ ୧୫ ଭୋଟ ମିଳିଥିବାବେଳେ ଏଏପି ପ୍ରାର୍ଥୀ ୧୪ଟି ଭୋଟ…

ଜାତି ଜନଗଣନା ବିରୋଧରେ ସୁପ୍ରିମକୋର୍ଟରେ ସାନି ପିଟିଶନ

ନୂଆଦିଲ୍ଲୀ,୧୮।୧: ବିହାର ସରକାରଙ୍କ ଜାତି ଜନଗଣନା ନିଷ୍ପତ୍ତି ବିରୋଧରେ ମଙ୍ଗଳବାର ସୁପ୍ରିମକୋର୍ଟରେ ସାନି ପିଟିଶନ ଦାଏର ହୋଇଛି। ରାଜ୍ୟ ସରକାରଙ୍କ କାର୍ଯ୍ୟ ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ କରୁଥିବା ଏଥିରେ ଅଭିଯୋଗ କରାଯାଇଛି। ଜାତି ଜନଗଣନା ବିଜ୍ଞପ୍ତି ଭେଦଭାବପୂର୍ଣ୍ଣ ଏବଂ ଅସାମ୍ବିଧାନିକ…

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମ୍ୟାଚ୍‌

ହାଇଦ୍ରାବାଦ୍‌,୧୮।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ୧୮ ଜାନୁଆରୀ ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେଉଛି। ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳାଯିବ। ୧୬ ଜାନୁଆରୀରେ ନ୍ୟୁଜିଲାଣ୍ଡ ଦଳ ହାଇଦ୍ରାବାଦରେ ପହଞ୍ଚିଛି। ଏହି ସିରିଜ୍‌ ରୋମାଞ୍ଚକର…

‘ଭାରତ ସହ ସୁସମ୍ପର୍କ ଚାହେଁ ପାକିସ୍ତାନ’

ଆବୁଧାବି/ଇସ୍‌ଲାମାବାଦ,୧୮ା୧: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଭାରତ ବିରୋଧୀ ସ୍ବର ଏବେ ନରମିବା ଆରମ୍ଭ ହୋଇଛି। ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନାର ପ୍ରସ୍ତାବ ଦେଇଛନ୍ତି। ଭାରତ ବିରୋଧରେ…

ଆମେ ବିନା କାରଣରେ ଲୋକଙ୍କୁ ଜେଲରେ ରଖିବାକୁ ଚାହୁଁନା: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୭।୧ : ମଙ୍ଗଳବାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଜଷ୍ଟିସ ଏସ.କେ କୌଲ, ଜଷ୍ଟିସ ଏସ ଓକା ଏବଂ ଜେ.ବି ପାରଦୀୱାଲାଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି, ଅନାବଶ୍ୟକ ଭାବେ ଲୋକଙ୍କୁ ଜେଲରେ ରଖିବାରେ…

ଚଳିତ ବର୍ଷ ଭାରତୀୟଙ୍କ ଦରମାରେ ସର୍ବାଧିକ ବୃଦ୍ଧି ହେବ…

ନୂଆଦିଲ୍ଲୀ,୧୭।୧ : ନିକଟରେ ହୋଇଥିବା ଏକ ଆକଳନରୁ ଜଣାପଡିଛି ଯେ ଚଳିତ ବର୍ଷ ଭାରତରେ କର୍ମଚାରୀଙ୍କ ଦରମା ୯.୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ସମସ୍ତ ଏସୀୟ ଦେଶ ତୁଳନାରେ ଏହି ବୃଦ୍ଧି ଭାରତରେ ସର୍ବାଧିକ । ତଥାପି, ବଢୁଥିବା ମୁଦ୍ରାସ୍ଫୀତିକୁ…

ସବୁ ଧର୍ମର ଲୋକଙ୍କ ସହିତ ମିଳାମିଶା କର,ବିଶ୍ୱବିଦ୍ୟାଳୟ-ଚର୍ଚ୍ଚ ଯାଅ: କାର୍ଯ୍ୟକାରିଣୀରେ ମୋଦିଙ୍କ ମନ୍ତ୍ରୀ…

ନୂଆଦିଲ୍ଲୀ,୧୭।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ଭାଜପା ନେତା ଓ କର୍ମୀଙ୍କୁ ଆସନ୍ତା ବର୍ଷ ହେବାକୁଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ନିର୍ବାଚନ ଆଉ ୪୦୦ ଦିନ ଥିବାବେଳେ ପ୍ରଧାନମନ୍ତ୍ରୀ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତିି। ସବୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri