ପୁଣି କର୍ମଚାରୀଙ୍କୁ ଛଟେଇ କଲା ଟୁଇଟର

ନୂଆଦିଲ୍ଲୀ,୨୬।୨: ଲୋକପ୍ରିୟ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟୁଇଟର ପୁଣି ଥରେ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ଏହି ଅଷ୍ଟମ ରାଉଣ୍ଡ ଛଟେଇର ପ୍ରଭାବ ଅନେକ ଇଞ୍ଜିନିୟରିଂ ଟିମ୍‌ ଉପରେ ପଡ଼ିଛି। ଏଥିରେ ବିଜ୍ଞାପନ ପ୍ରଯୁକ୍ତିବିଦ୍ୟା, ଟୁଇଟର ଆପ୍‌, ଟୁଇଟର ସିଷ୍ଟମ ଆଦି ଚଳାଉଥିବା କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି। ତେବେ କର୍ମଚାରୀଙ୍କ ଏହି ଛଟେଇ ନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

ଟୁଇଟରର ନୂଆ ମାଲିକ ଭାବେ ଏଲନ୍‌ ମସ୍କ ଯୋଗଦେବା ପରଠାରୁ ଲଗାତର ଭାବେ କମ୍ପାନୀ ପକ୍ଷରୁ ଛଟେଇ କରାଯାଉଛି। ଗତ ବର୍ଷ ନଭେମ୍ବରରେ କମ୍ପାନୀ ୩୭୦୦ କର୍ମଚାରୀଙ୍କୁ ବାହାର କରିଥିଲା। ନିକଟରେ କମ୍ପାନୀ ଭାରତରେ ୨ କାର୍ଯ୍ୟାଳୟକୁ ବନ୍ଦ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଲୁ ହେବ ବନ୍ଦ ଏଲ୍‌ଆଇସି ପଲିସି

ନୂଆଦିଲ୍ଲୀ, ୨୪ ।୮ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପଲିସି ବନ୍ଦ ହୋଇଯାଇଥିଲେ ଉପଭୋକ୍ତା ଏହାକୁ ପୁଣି ଥରେ ଚାଲୁ କରିପାରିବେ। ଅକ୍ଟୋବର ୨୨ ଯାଏ...

ବିଶ୍ୱକପ୍‌ ଦେଖିବା ଲାଗି ଜିଓର ଧମାକାଦାର ଅଫର୍‌: ସବୁ ମ୍ୟାଚ୍‌ର ସିଧା ପ୍ରସାରଣ ମାଗଣା

ନୂଆଦିଲ୍ଲୀ,୬।୬: କ୍ରିକେଟ୍‌ ମ୍ୟାଚ୍‌ ଲାଇଭ୍‌ ଦେଖିବାରେ ଜିଓ ସବୁଠାରୁ ଗ୍ରହଣୀୟ ସେବା ଭାବେ ପରିଗଣିତ ହୋଇଆସୁଛି। ବିଗତ ଆଇପିଏଲ୍‌ ଏବଂ ବିସିସିଆଇ ଦ୍ୱାରା ଆୟୋଜିତ ଇଣ୍ଡିଆ...

ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ,୨୩-୫: ଚଳିତ ଆର୍ଥତ୍କ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ଲାଗି ବିଭିନ୍ନ ଶିଳ୍ପ ସଙ୍ଗଠନ...

ବୀମା କ୍ଷେତ୍ର ପ୍ରତି ଉତ୍ସାହ ବଢ଼ିଛି

ଭୁବନେଶ୍ୱର,୧୦ା୧୨: ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ (ୟୁଆଇଆଇସିଏଲ୍‌)ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ...

ଏନ୍‌ଡିଏ ସରକାର ବିକିବେ ଶସ୍ତା ଏସି

ନୂଆଦିଲ୍ଲୀ,୩୦-୫: ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ଶସ୍ତା ଦରରେ ଲୋକଙ୍କୁ ଏସି ଯୋଗାଇବେ। ସରକାର ଦେଶବାସୀଙ୍କୁ ବଜାର ମୂଲ୍ୟଠାରୁ ୧୫ରୁ ୨୦ ପ୍ରତିଶତ ଶସ୍ତାରେ...

୧୦୦ ରୁଟ୍‌ରେ ଗଡିବ ୧୫୦ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ,୩୦-୧୨: ଦେଶର ୧୦୦ ରୁଟ୍‌ରେ ୧୫୦ ଘରୋଇ ଟ୍ରେନ ଗଡିବ। ଏଥି ଲାଗି ଆସନ୍ତା ମାସରେ ବିଡ୍‌ ଆହ୍ବାନ କରାଯିବ ବୋଲି ରେଲଓ୍ବେର ଜଣେ ବରିଷ୍ଠ...

ବୃତ୍ତିକୁ ବ୍ରତ ଭାବେ ଗ୍ରହଣ କରିଛି

ଟିମ୍‌ ଆଡ୍‌ମାର୍କର ପରିକଳ୍ପନା ଓ ଏହାର ଯାତ୍ରା କିଭଳି ଜାରି ରହିଛି? ରେଭେନ୍‌ଶା ମହାବିଦ୍ୟାଳୟରୁ ବାଣିଜ୍ୟରେ ଉଚ୍ଚଶିକ୍ଷା ଶେଷକଲା ପରେ ବାପାଙ୍କ ବ୍ୟବସାୟରେ ଯୋଗଦେଇ ଦେଖାଶୁଣା...

କରୋନା ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଣମାଧ୍ୟମ ଶିଳ୍ପ: ସରକାରୀ ସହାୟତା ଅପରିହାର୍ଯ୍ୟ

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଦେଖାଦେଇଛି ଆର୍ଥିକ ମାନ୍ଦାବସ୍ଥା। ଏହାଯୋଗୁ ବିଭିନ୍ନ ଗଣମାଧ୍ୟମ ଶିଳ୍ପ ଅଧିକ ପ୍ରଭାବିତ ହୋଇଛନ୍ତି। ୨୦୦ରୁ ଅଧିକ ଦେଶରେ କରୋନା...

Advertisement
Archives

Model This Week