ନୂଆବର୍ଷରେ ତୃତୀୟ ବ୍ୟାଚ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଭାରତକୁ ହସ୍ତାନ୍ତର କରିବ ରୁଷିଆ…
ନୂଆଦିଲ୍ଲୀ/ମସ୍କୋ,୨୪।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସତ୍ତ୍ୱେ ରୁଷିଆ ଭାରତକୁ ନୂଆବର୍ଷ ଅର୍ଥାତ୍ ଆସନ୍ତା ୨୦୨୩ ବର୍ଷ ଜାନୁଆରୀ-ଫେବୃଆରୀରୁ ତୃତୀୟ ବ୍ୟାଚ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ହସ୍ତାନ୍ତର କରିବା ଆରମ୍ଭ କରିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ…
ଧାନ ଚୋରି କରି କୋର୍ଟ ଚାଲାଣ
ଆନନ୍ଦପୁର,୨୪ା୧୨(ସ୍ବ.ପ୍ର.): ଧାନ ଚୋରି ଅଭିଯୋଗରେ ଆନନ୍ଦପୁର ପୋଲିସ ଶନିବାର ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାଉଁଶଗଡ଼ ଗ୍ରାମର ଘନଶ୍ୟାମ ବାଗସିଂ ଓ ନାରାୟଣ ପାତ୍ର ମିଳିତ ଭାବେ ୪୦ ବସ୍ତା ଧାନ ସେହି ଗ୍ରାମର ଶରତ ପାତ୍ରଙ୍କ…
ଆଉଟ୍ ହେବା ପରେ ଖୁସି ମନାଇଲେ ବାଲାଂଦେଶ ଖେଳାଳି, ରାଗରେ ନିଆଁବାଣ ହେଲେ କୋହଲି…
ଢାକା,୨୪।୧୨: ପୁଣି ରାଗରେ ନିଆଁବାଣ ହୋଇଛନ୍ତି ବିରାଟ କୋହଲି। ବାଲାଂଦେଶ ବିପକ୍ଷରେ ଜାରି ଦ୍ୱିତୀୟ ଟେଷ୍ଟରେ ତାଙ୍କର ଏଭଳି ରୂପ ଦେଖିବାକୁ ମିିଳିଛି। ଆଉଟ୍ ହେବା ସମୟରେ ସେ ବାଲାଂଦେଶର ଖେଳାଳିଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତି ଏପରି…
ତାଇଓ୍ବାନ ଗସ୍ତରେ ଯିବେ ଜାପାନର ସଂସଦୀୟ ପ୍ରତିନିଧି ଦଳ
ତାଇପେ,୨୪ା୧୨: ଜାପାନର ଏକ ସଂସଦୀୟ ପ୍ରତିନିଧି ଦଳ ସୋମବାର ତାଇଓ୍ବାନ ଗସ୍ତ କରିବେ ଏବଂ ୪ ଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ତାଇ ଇଙ୍ଗ-ଓ୍ବେନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିବେ। ଏଥିପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MOFA)କୁ ଦର୍ଶାଇ କହିଛି,…
ଓବିସିଙ୍କ ପାଇଁ ଜାତି ଭିତ୍ତିକ ଜନଗଣନା: କେନ୍ଦ୍ରକୁ ସୁପ୍ରିମ୍କୋର୍ଟଙ୍କ ଜବାବ ତଲବ…
ନୂଆଦିଲ୍ଲୀ,୨୪।୧୨ : ଆଗାମୀ ଜନଗଣନାରେ ଅନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ଜାତି ଭିତ୍ତିକ ଜନଗଣନା ଲାଗି ନିର୍ଦ୍ଦେଶ ଲୋଡିଥିବା ଆଦେବନରେ ସୁପ୍ରିମକୋର୍ଟ କେନ୍ଦ୍ର ତଥା ଅନ୍ୟ ପକ୍ଷକାରମାନଙ୍କୁ ଜବାବ ତଲବ କରିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦଚୂଡ଼ ଏବଂ ବିଚାରପତି…
ଅର୍ଚ୍ଚନାଙ୍କ ହାତ ଲେଖା ନେଲା ପୋଲିସ୍
ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଲେଡି ବ୍ଲାକ୍ମେଲର୍ ଅର୍ଚ୍ଚନା ନାଗଙ୍କ ହସ୍ତାକ୍ଷର ନେଇଛି କମିଶନରେଟ ପୋଲିସ। ତାଙ୍କ ଡାଏରୀର ଲେଖା ସହ ହସ୍ତାକ୍ଷର ମେଳ କରିବାକୁ ଶନିବାର ଝାରପଡ଼ା ଜେଲରୁ ନମୁନା ଅଣାଯାଇଛି। ଏହାଫଳରେ କୋର୍ଟରେ ଦେବା ଲାଗି ଏକ ବଳିଷ୍ଠ ପ୍ରମାଣ ପୋଲିସ ପାଖରେ…
ସମ୍ପୂର୍ଣ୍ଣ ଲକ୍ଡାଉନ ମୁହାଁ ଚାଇନା, ଜିନପିଙ୍ଗଙ୍କ ନିଷ୍ପତ୍ତିକୁ ଅପେକ୍ଷା…
ବେଜିଂ,୨୪।୧୨ : ଚାଇନାରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଦିନକୁ ଦିନ ବିଗିଡୁଥିବା ପରିସ୍ଥିତି ମଧ୍ୟରେ ଖବର ଆସୁଛି ଯେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଶନିବାର କିମ୍ବା ରବିବାର ପ୍ରଥମ ଥର ପାଇଁ କୋଭିଡ ସମୀକ୍ଷା ବୈଠକ କରିପାରନ୍ତି।…
ୟୁକ୍ରେନ ଉପରେ ରୁଷିଆର ପୁଣି ଆକ୍ରମଣ: ୫ ମୃତ, ୩୫ ଆହତ
କିଭ୍,୨୪ା୧୨: ରୁଷିଆ ପୁଣି ୟୁକ୍ରେନ ଉପରେ ଶନିବାର ଆକ୍ରମଣ କରିଛି। ଅଧିକାରୀମାନେ କହିଛନ୍ତି, ନିକଟରେ ମୁକ୍ତ ହୋଇଥିବା ୟୁକ୍ରେନ ସହର ଖେର୍ସନ ଉପରେ ରୁଷିଆ ଆଜି ଆକ୍ରମଣ କରିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି।…
ଚାଇନାରେ କରୋନା ବେକାବୁ: ଗୋଟିଏ ଦିନରେ ୩ କୋଟି ୭୦ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ…
ବେଜିଂ,୨୪।୧୨ : ଚାଇନାରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ବ୍ଲୁମବର୍ଗ ଅନୁସାରେ ଚାଇନା ସରକାରଙ୍କ ସର୍ବୋଚ୍ଚ ସ୍ବାସ୍ଥ୍ୟ ପ୍ରାଧିକରଣର ଆକଳନ ଅନୁଯାୟୀ, ଏହି ସପ୍ତାହରେ ଗୋଟିଏ ଦିନରେ ଚାଇନାରେ ପ୍ରାୟ ୩ କୋଟି ୭୦ ଲକ୍ଷ ନୂଆ କରୋନା ଆକ୍ରାନ୍ତଙ୍କୁ…
ରୋମାଞ୍ଚକର ସ୍ଥିତିରେ ଢାକା ଟେଷ୍ଟ: ୫୦ ନପୂରୁଣୁ ୪ ଉଇକେଟ ହରାଇଲା ଭାରତ
ଢାକା,୨୪।୧୨: ରେମାଞ୍ଚକର ସ୍ଥିତିରେ ପହଞ୍ଚିଛି ଢାକା ଟେଷ୍ଟ। ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତକୁ ବିଜୟ ଲାଗି ୧୪୫ ରନ୍ର ଟାର୍ଗେଟ ମିଳିଛି। ତେବେ ଶନିବାର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍ ୪ ଉଇକେଟ ହରାଇ ୪୫…
ଚାଇନା ଅଧିକାରୀଙ୍କ ମନ୍ତବ୍ୟକୁ ସେନସର କରାଗଲା, ଦେଶରୁ ବାହାରକୁ ଯିବନି କରୋନା ତଥ୍ୟ !…
ବେଜିଂ,୨୪।୧୨ : ଚାଇନାର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହଥିଲେ ଯେ ଚାଇନାର ଏକ ସହରରେ ପ୍ରତିଦିନ ପାଞ୍ଚ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ତେବେ ସ୍ବାସ୍ଥ୍ୟ ଅଧିକାରୀଙ୍କ ଏହି ମନ୍ତବ୍ୟକୁ ତୁରନ୍ତ ସେନ୍ସର କରାଯାଇଥିଲା। କିଙ୍ଗଦାଓ୍ବଠାରେ ଶାସକ କମ୍ୟୁନିଷ୍ଟ…
ସମୁଦ୍ରରେ ଓଲଟିଲା ଡଙ୍ଗା, ୫ ଗୁରୁତର
ପାରାଦୀପ,୨୪ା୧୨(ସ୍ବ.ପ୍ର.): ଶନିବାର ପାରାଦୀପ ସମୁଦ୍ରରେ ଡଙ୍ଗା ଓଲଟି ପଡ଼ିବାରୁ ୫ ମତ୍ସ୍ୟଜୀବୀ ଗୁରୁତର ହୋଇଛନ୍ତି। ଡଙ୍ଗା ଓଲଟି ପଡ଼ିବା ପରେ ଲହଡ଼ିରେ ଭାସି ଯାଇ ପଥର ଚଟାଣରେ ମାଡ଼ ହେବାରୁ ମତ୍ସ୍ୟଜୀବୀଙ୍କ ମୁଣ୍ଡ ଓ ଶରୀରରେ ଆଘାତ ଲାଗିଛି। ଗୁରୁତର ମତ୍ସ୍ୟଜୀବୀଙ୍କୁ…
Archives


