ଦାଢ଼ି ରଖିଥିବା-ପଗଡ଼ି ବାନ୍ଧିଥିବା ଶିଖ୍ଙ୍କୁ ଆମେରିକା ମେରାଇନ କର୍ପସରେ ଅନୁମତି…
ଓ୍ବାଶିଂଟନ,୨୪।୧୨ : ଆମେରିକାର ଏକ କୋର୍ଟ ନୌସେନାରେ ନିଯୁକ୍ତି ପାଇଥିବା ଶିଖମାନଙ୍କୁ ଦାଢ଼ି ରଖିବା ଏବଂ ପଗଡ଼ି ବାନ୍ଧିବାକୁ ଅନୁମତି ଦେଇଛନ୍ତି। ଧାର୍ମିକ ଅନୁମତି ଦେବା ଦ୍ୱାରା ସମନ୍ବୟକୁ କ୍ଷୁର୍ଣ୍ଣ କରିବ ବୋଲି ଆବେଦନ କରାଇଥିବା ଯୁକ୍ତିକୁ ବିଚାରପତିମାନେ ଖାରଜ କରିଛନ୍ତି।…
ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗ ମାମଲା: ଶାହି ଇଦ୍ଗାହ ସର୍ଭେ ନିର୍ଦ୍ଦେଶ…
ମଥୁରା,୨୪।୧୨ : ମଥୁରାର ଏକ ସ୍ଥାନୀୟ ଅଦାଲତ ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦ୍ଗାହ ବିବାଦ ମାମଲାରେ ବାରାଣସୀର ଜ୍ଞାନବାପି ମାମଲାରେ ଇଦ୍ଗାହ ଉପରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ପାଇଁ କୋର୍ଟ ଆସନ୍ତା ଜାନୁଆରୀ ୨୦…
ପିତାଙ୍କ ଜନ୍ମଦିନରେ ପିଲାଦିନର ଫଟୋ ଶେୟାର କଲେ ସୋନମ
ମୁମ୍ବାଇ: ଆଜି ଅର୍ଥାତ୍ ନଭେମ୍ବର ୨୪ରେ ଅଭିନେତା ଅନିଲ କପୁରଙ୍କ ଜନ୍ମଦିନ। ପିତାଙ୍କ ୬୬ତମ ଜନ୍ମଦିନରେ ଝିଅ ତଥା ଅଭିନେତ୍ରୀ ସୋନମ କପୁର କିଛି ପୁରୁଣା ଫଟୋ ଶେୟାର କରି ପିଲାଦିନର ସ୍ମୃତିକୁ ତାଜା କରିଛନ୍ତି। ଗୋଟିଏ ଫଟୋରେ ସେ ତାଙ୍କ…
ଦୈନିକ ସଂକ୍ରମଣ ପୁଣି ବଢ଼ିଲା…
ନୂଆଦିଲ୍ଲୀ, ୨୪।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବଢ଼ି ୨ ଶହ ରହିଛି। ଏହା ବଢ଼ି ୨୦୦ ଛୁଇଁଛି।…
ଫିଲ୍ମ ବ୍ୟତୀତ ଘରଭଡ଼ାରୁ ଏତିକି ଟଙ୍କା ରୋଜଗାର କରିଥାନ୍ତି କାଜଲ
ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନେ ଫିଲ୍ମ ଏବଂ ବିଜ୍ଞାପନରେ କାମ କରିବା ପାଇଁ ବହୁତ ଫି’ ଦାବି କରିଥାନ୍ତି। କିନ୍ତୁ ଏହି ସେଲିବ୍ରିଟିମାନଙ୍କ ରୋଜଗାରର ଉତ୍ସ କେବଳ ଏହା ମଧ୍ୟରେ ବି ସୀମିତ ନୁହେଁ। ଅନେକ ଷ୍ଟାର୍ ଫିଲ୍ମ, ସିରିୟଲ, ବିଜ୍ଞାପନରୁ ଯେତିକି…
ଗ୍ୟାସ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ: ୨୦ ମୃତ
କେପ୍ ଟାଉନ୍,୨୪।୧୨: ସାଉଥ ଆଫ୍ରିକାର ବକ୍ସବର୍ଗ ସହରରେ ଶନିବାର ସକାଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଓଆର୍ ଟେମ୍ବୋ ମେମୋରିଆଲ ହସ୍ପିଟାଲଠାରୁ କିଛି ମିଟର ଦୂରରେ ଥିବା ହସ୍ପିଟାଲ ରୋଡରେ ଏକ ଗ୍ୟାସ ଟ୍ୟାଙ୍କରରେ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ…
ଟୁଇନ୍ସ ବେବିଙ୍କୁ ଧରି ମୁମ୍ବାଇରେ ପହଞ୍ଚିଲେ ଇଶା ଅମ୍ବାନୀ: ଗ୍ରାଣ୍ଡ ଓ୍ବେଲକମ୍ ପାଇଁ ଏୟାରପୋର୍ଟରେ ପହଞ୍ଚିଲେ ପୁରା ପରିବାର
ମୁମ୍ବାଇ,୨୪।୧୨: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଝିଇ ଇଶା ଅମ୍ବାନୀ ନିକଟରେ କାଲିଫର୍ନିଆର ଲସ୍ ଏଞ୍ଜେଲସ୍ରେ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଇଶା ତାଙ୍କ ଯାଆଁଳା ପିଲାଙ୍କ ସହ ପ୍ରଥମ ଥର ପାଇଁ…
ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ଏନ୍ଆଇଏର ଚଢ଼ାଉ: ଟାର୍ଗେଟରେ ଆତଙ୍କବାଦୀଙ୍କ ସାହାଯ୍ୟକାରୀ
ଶ୍ରୀନଗର,୨୪।୧୨: ଆତଙ୍କବାଦୀଙ୍କ ନେଟୱାର୍କକୁ ଭାଙ୍ଗିବା ପାଇଁ ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ପକ୍ଷରୁ ଶନିବାର ଚଢ଼ାଉ କରାଯାଇଛି। ଜମ୍ମୁର କଠୁୁଆ ଜିଲାରେ ନାର୍କୋ ଟେରିରିଜମ୍ ଏବଂ ଟେରର ଫଣ୍ଡିଂ ମାମଲାରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ଯେଉଁଥିରେ…
ମାଇନସ୍ ୪୫ଡିଗ୍ରୀ ତଳକୁ ଖସିଲା ପାରଦ: ନ୍ୟୁୟର୍କରେ ଇମର୍ଜେନ୍ସି ଘୋଷଣା
ଶିକାଗୋ,୨୪ା୧୨: କରୋନା ସହିତ ବର୍ତ୍ତମାନ ଆମେରିକା ଶୀତଦିନିଆ ବାତ୍ୟା (ବମ୍ବ ସାଇକ୍ଲୋନ) ସହ ସଂଘର୍ଷ କରୁଛି। ବମ୍ବ ସାଇକ୍ଲୋନ ଯୋଗୁ ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ମୋଣ୍ଟାନା ରାଜ୍ୟରେ ଶୁକ୍ରବାର ତାପମାତ୍ରା ମାଇନସ୍ ୪୫ ଡିଗ୍ରୀକୁ ତଳକୁ ଖସିଆସିଛି। ସେହିପରି ଡେସ ମୋଇନେସ୍,…
ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସୋନିଆ-ପ୍ରିୟଙ୍କା-ରବର୍ଟ ଭଦ୍ରା
ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ଯାତ୍ରା ଶନିବାର ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ବଦରପୁର ସୀମା ଦେଇ ଏହି ଯାତ୍ରା ଦିଲ୍ଲୀରେ ପ୍ରବେଶ କରିଛି। ଏହି ପଦଯାତ୍ରାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, କଂଗ୍ରେସର…
ଓଡ଼ିଶା ରଣଜୀ ଦଳରେ ୪ ପରିବର୍ତ୍ତନ
ଭୁବନେଶ୍ୱର,୨୪।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରଣଜୀ ଟ୍ରଫି ଦଳର ଆରମ୍ଭ ଭଲ ହୋଇନାହିଁ। ବରୋଦା ବିପକ୍ଷରେ ଦଳ ପ୍ରଥମ ଇନିଂସରେ ପଛୁଆ ରହି ମ୍ୟାଚ ଡ୍ର ରଖିଥିବାବେଳେ ଉତ୍ତରାଖଣ୍ଡ ନିକଟରୁ ଇନିଂସ ପରାଜୟ ବରଣ କରିଛି। ଫଳସ୍ବରୂପ ପରବର୍ତ୍ତୀ ୨ଟି ମ୍ୟାଚ ପାଇଁ…
କ୍ରୀଡ଼ାର ଅର୍ଥ ସ୍ବଚ୍ଛତା, ସଚ୍ଚୋଟତା ଓ ସମ୍ମାନ: ପଙ୍କଜ
ଭୁବନେଶ୍ୱର, ୨୪।୧୨(କ୍ରୀଡ଼ା ପ୍ରତିନିଧି): ଭାରତର ପ୍ରମୁଖ ଫେରୋ ଆଲଏଜ ଉତ୍ପାଦନକାରୀ କମ୍ପାନୀ ଇମ୍ଫାଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୂଲ୍ୟରେ ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ପ୍ରତିଭା ସମ୍ପନ୍ନ ଅନ୍ତର୍ଜାତୀୟ ଅଭିଜ୍ଞ…
Archives


