Home

ଦକ୍ଷିଣ ଆଫ୍ରିକା ହାରିଲା, ଭାରତକୁ ଫାଇଦା

ନୂଆଦିଲ୍ଲୀ,୨୯।୧୨:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ଦଳ କ୍ରମାଗତ ଦ୍ୱିତୀୟ ମ୍ୟାଚକୁ ଏକ ବଡ଼ ବ୍ୟବଧାନରେ ହରାଇଛି। ଫଳରେ ଦକ୍ଷିଣ ଆଫ୍ରିକା ଦଳର ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିବାର ଦାବି ଦୁର୍ବଳ ହୋଇଛି। ଏହି ବିଜୟ ସହିତ…

ଅଜଣା ଗାଡ଼ି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୨୯ା୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ବୁଧବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ କାରଖାନା ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ରାଜଗାଙ୍ଗପୁର ଥାନା ଗରିଆମାଳ ଅଞ୍ଚଳର…

ଭାରତ-ସାଇପ୍ରସ ମଧ୍ୟରେ ହେବ ପ୍ରତିରକ୍ଷା ଚୁକ୍ତି, ସାଇପ୍ରସ ଗସ୍ତରେ ଜୟଶଙ୍କର…

ନୂଆଦିଲ୍ଲୀ/ନିକୋସିଆ,୨୯।୧୨ : ଭୂମଧ୍ୟସାଗରରେ ତୁର୍କୀର ଆକ୍ରୋଶ ଯୋଗୁ ଅସୁବିଧାରେ ପଡିଥିବା ସାଇପ୍ରସ ପ୍ରତିରକ୍ଷା ସମେତ ଭାରତ ସହିତ ଅନେକ ଚୁକ୍ତି କରି ଏକ ଦୃଢ଼ ବାର୍ତ୍ତା ଦେବାକୁ ଯାଉଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ସାଇପ୍ରସ ଗସ୍ତ ଆରମ୍ଭ…

ନିର୍ବାଚନର ୧୦ ମାସ ପରେ ବି ବ୍ଲକ ପରିସରରେ ଗଦା ହୋଇଛି ଭୋଟ୍‌ ବାକ୍ସ

କଟକ ସଦର,୨୯ା୧୨(ଡି.ଏନ୍‌.ଏ.): କଟକ ସଦର ବ୍ଲକ ପରିସରରେ ଥିବା ସାଇକେଲ ଷ୍ଟାଣ୍ଡରେ ଗଦା ହୋଇଛି ଭୋଟ୍‌ ବାକ୍ସ। ପଞ୍ଚାୟତ ନିର୍ବାଚନ ସରିବାର ୧୦ ମାସ ବିତି ଯାଇଥିଲେ ମଧ୍ୟ ବିଡିଓ କିମ୍ବା ଜିଲା ପ୍ରଶାସନର ଏଥି ପ୍ରତି ନଜର ନାହିଁ। କାରଣ…

ପାଭେଲ: ଆତ୍ମହତ୍ୟା ନା ହତ୍ୟା

ରାୟଗଡ଼ାରୁ ସୁନୀତ୍‌ ମିଶ୍ର, ୨୯ା୧୨:  ଓଡ଼ିଶା ଭ୍ରମଣରେ ଆସିଥିବା ରୁଷିଆ ନାଗରିକ ଆଣ୍ଟୋଭ ପାଭେଲ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ରାୟଗଡ଼ାଠାରେ ରହସ୍ୟଜନକ ମୃତ୍ୟୁ ସମ୍ପର୍କରେ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ପ୍ରଥମରୁ ଯଦିଓ ଏହି ଘଟଣା ବାହାରକୁ…

ମେଲବୋର୍ନରେ ଭାରତ-ପାକିସ୍ତାନ ଟେଷ୍ଟ ମ୍ୟାଚ ହେବା ନେଇ ଚର୍ଚ୍ଚା, ଭିକ୍ଟୋରିଆ ସରକାରଙ୍କ ଉଦ୍ୟମ…

ମେଲବୋର୍ନ,୨୯।୧୨ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ବର୍ଷ ପରେ ପୁଣି ଟେଷ୍ଟ ମ୍ୟାଚ ଖେଳାଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରିକେଟର ଦୀର୍ଘତମ ଫର୍ମାଟରେ, ଏହି ଦୁଇ ଦଳ ଶେଷ ଥର ପାଇଁ ୨୦୦୭ ରେ ମୁହାଁମୁହିଁ ହୋଇଥିଲେ…

ବିଶାଳକାୟ କୁମ୍ଭୀରକୁ ମସାଜ କରୁଛନ୍ତି ଯୁବତୀ, ଭିଡିଓ ଦେଖିଲେ…

କୁମ୍ଭୀର ଏମିତି ଏକ ପ୍ରାଣୀ, ଯାହା ଅତ୍ୟନ୍ତ ଭୟଙ୍କର। ସେଥିପାଇଁ ଏହି ଜୀବକୁ ସବୁବେଳେ ବନ୍ଦ କରି ରଖାଯାଏ। ପ୍ରାୟ ସମସ୍ତେ ଏହା ନିକଟକୁ ଯିବାକୁ ଭୟ କରିଥାନ୍ତି। ମାତ୍ର ଜଣେ ଯୁବତୀ ଏହି ଭୟଙ୍କର ଜୀବକୁ ମମାଜ କରି ଆନନ୍ଦ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୯।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ…

ପ୍ରସିଦ୍ଧ ଫିଲ୍ମ ନିର୍ମାତା ନିତିନ ମନମୋହନଙ୍କ ପରଲୋକ

ବଲିଉଡର ପ୍ରସିଦ୍ଧ ନିର୍ମାତା ନିତିନ ମନମୋହନଙ୍କର ପରଲୋକ ଘଟିଛି। ଡିସେମ୍ବର ୩ ହୃଦଘାତରେ ହେବା ପରେ ନିତିନଙ୍କୁ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା। ଗୁରୁବାର ସେ ଶେଷନିଃଶ୍ୱାସ ତ୍ୟାଗ…

ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ହାଓ୍ବଡା, ୨୯।୧୨: କୋଲକାତାର ହାଓ୍ବଡା ଜିଲାରେ ଝାଡ଼ଖଣ୍ଡ ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟା ଅଭିଯୋଗରେ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି। ସ୍ବାମୀ ତାଙ୍କୁ ଦୁର୍ବୃତ୍ତ ଲଗାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, କାର୍‌ରେ ସ୍ବାମୀ ପ୍ରକାଶ କୁମାର ଓ କୁନି…

ରାହୁଲଙ୍କ ସୁରକ୍ଷା ନେଇ ସିଆରପିଏଫର ଜବାବ, ସେ ନିଜେ କରୁଛନ୍ତି ବ୍ୟବସ୍ଥାର ଉଲ୍ଲଂଘନ,୨୦୨୦ ଠାରୁ ୧୧୩ ଥର…

ନୂଆଦିଲ୍ଲୀ,୨୯।୧୨ : ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ କଂଗ୍ରେସ ପ୍ରସଙ୍ଗ ଉଠାଇଛି। ଗୋଟିଏ ଦିନ ପୂର୍ବରୁ ଦଳର ନେତା କେସି ଭେନୁଗୋପାଲ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ସୁରକ୍ଷା ଅଭାବ ଅଭିଯୋଗ…

ମତଦାନ ପାଇଁ ଆଉ ପ୍ରବାସୀଙ୍କୁ ଘରକୁ ଫେରିବାକୁ ପଡ଼ିବ ନାହିଁ, ରିମୋର୍ଟ ଇଭିଏମ୍‌ର ପ୍ରୋଟୋଟାଇପ ବିକଶିତ କଲେ ଇସି…

ନୂଆଦିଲ୍ଲୀ,୨୯।୧୨ : ମତଦାନ ପ୍ରତ୍ୟେକ ବୟସ୍କଙ୍କ ସାମ୍ବିଧାନିକ ଅଧିକାର। କିନ୍ତୁ ଅନେକ ଲୋକ ଘରୁ ଦୂରରେ ଥିବାରୁ ଭୋଟ ଦେବାକୁ ଅସମର୍ଥ ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ନିର୍ବାଚନ ଆୟୋଗ ଏପରି ଏକ ସମାଧାନ ବାହାର କରିଛନ୍ତି ଯେ ଘରଠାରୁ ଦୂରରେ ରହୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri