ଟଙ୍କଧରଙ୍କ ସହ ଓଡ଼ିଶା ଏଫ୍ସିର ଚୁକ୍ତି
ଭୁବନେଶ୍ୱର, ୧।୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଫୁଟବଲ ଏକାଡେମୀର ସଦସ୍ୟ ଟଙ୍କଧର ବାଗ୍ଙ୍କ ସହ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ର ଅନ୍ୟତମ ପ୍ରତିଷ୍ଠିତ ଦଳ ଓଡ଼ିଶା ଏଫ୍ସି ଚୁକ୍ତି କରିଛି। ଏହି ଚୁକ୍ତି ଅଢ଼େଇ ବର୍ଷ ପାଇଁ ହୋଇଥିବା ଫ୍ରାଞ୍ଚାଇଜ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।…
ବଜେଟରେ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍: ଅର୍ଥମନ୍ତ୍ରୀ…
ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ଦେଶର ସାଧାରଣ ବଜେଟ ୨୦୨୩ ଉପସ୍ଥାପନ କରଛନ୍ତି। ଦେଶର ସ୍ବାଧୀନତାର ସୁବର୍ଣ୍ଣ ଯୁଗର ଏହା ହେଉଛି ପ୍ରଥମ ବଜେଟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆମେ ପ୍ରତ୍ୟେକ ବିଭାଗରେ ପହଞ୍ଚିବାକୁ…
ଜାତୀୟ ସିନିୟର ଭଲିବଲ ପାଇଁ ଓଡ଼ିଶା ଦଳ
ଭୁବନେଶ୍ୱର, ୧।୨(କ୍ରୀଡ଼ା ପ୍ରତିନିଧି): ଆସାମର ଗୁଆହାଟୀଠାରେ ୭୧ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍ (ମହିଳା/ପୁରୁଷ) ଫେବୃୟାରୀ ୨ରୁ ଆରମ୍ଭ ହେବ। ଏଥିପାଇଁ ଓଡ଼ିଶା ମହିଳା ଓ ପୁରୁଷ ଦଳ ମଙ୍ଗଳବାର ଘୋଷଣା କରାଯାଇଛି। ଉଭୟ ଦଳର ୧୨ ଜଣ ଲେଖାଏ ଖେଳାଳିଙ୍କ…
ହିମ ସ୍ଖଳନରେ ବିଶ୍ୱ ଚାମ୍ପିୟନ ସ୍କିଅରଙ୍କ ମୃତ୍ୟୁ
ଟୋକିଓ, ୧।୨(ଏପି): ସେଣ୍ଟ୍ରାଲ ଜାପାନ ଅନ୍ତର୍ଗତ ପାର୍ବତ୍ୟାଞ୍ଚଳରେ ହିମ ସ୍ଖଳନରେ ପୋତି ହୋଇ ବିଶ୍ୱ ଚାମ୍ପିୟନ ୩୧ ବର୍ଷୀୟ ହାଫ୍ପାଇପ୍ ସ୍କିଅର କାଇଲ ସ୍ମାଇନ୍ଙ୍କ ମୃତ୍ୟୁ ଘଟିଛି। ଯୁକ୍ତରାଷ୍ଟ୍ର ଆମେରିକା ଫ୍ରି ସ୍କି ଟିମ୍ ସୋସିଆଲ ମିଡିଆରେ ଏହି ୩୧ ବର୍ଷୀୟ…
ଓଡ଼ିଶାର ୫ ଖେଳାଳି ସାମିଲ
ବେଙ୍ଗାଲୁରୁ, ୧।୨: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ମଙ୍ଗଳବାର ଭାରତୀୟ ଜୁନିୟର ମହିଳା ହକି ଦଳ ଘୋଷିତ ହୋଇଛି। ପ୍ରୀତି ଏବଂ ଋତଜା ଦାଦାସୋ ପିସାଲ ଯଥାକ୍ରମେ ଦଳର ଅଧିନାୟିକା ଓ ଉପ-ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଭାରତୀୟ ଦଳରେ ଓଡ଼ିଶାର ୫…
କ୍ୟାବିନେଟ ବୈଠକରେ ବଜେଟକୁ ମଞ୍ଜୁରୀ…
ନୂଆଦିଲ୍ଲୀ,୧।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସଂସଦ ଭବନରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବଜେଟ-୨୦୨୩କୁ ମଞ୍ଜୁରୀ ମିଳିଛି । ୨୦୨୩ ବଜେଟକୁ କ୍ୟାବିନେଟ ଅନୁମୋଦନ ମିଳିବା ପରେ ଏହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ। ବୈଠକରେ…
ମଧୁଶାଳା ସ୍ଥାନରେ ନିର୍ମାଣ ହେବ ଗୋଶାଳା: ଉମା ଭାରତୀ…
ଭୋପାଳ,୧।୨ : ଭାଜପାର ବରିଷ୍ଠ ନେତ୍ରୀ ଉମା ଭାରତୀ ମଧ୍ୟପ୍ରଦେଶରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ବୃଦ୍ଧି ହେବାର ଅନ୍ୟତମ କାରଣ ମଦ୍ୟପାନ ବୋଲି କହିଛନ୍ତି। ଭୋପାଳର ଏକ ମନ୍ଦିରରେ ତାଙ୍କର ଚାରି ଦିନର ରହଣି ଶେଷ କରିବା ପୂର୍ବରୁ ଉମା…
ନୁଭୋକୋ ପକ୍ଷରୁ ଟେକ୍ ଏକ୍ସପ୍ରେସ୍ ଉଦ୍ଘାଟିତ
ନୂଆଦିଲ୍ଲୀ,୧।୨: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ନୁଭୋକୋ ଭିସ୍ତାସ୍ କର୍ପୋରେଶନ ଲିଃ ପକ୍ଷରୁ ନିକଟରେ ୫୦ଟି ଟେକ୍ ଏକ୍ସପ୍ରେସ୍ ଯାନ (ଟେକ୍ନିକାଲ ମୋବାଇଲ ଭ୍ୟାନ୍) ର ଶୁଭାରମ୍ଭ କରାଯାଇଛି। ଏପରିକି ଟେକ୍ ଏକ୍ସପ୍ରେସ ହେଉଛି ଏକ ମାଗଣା ମୂଲ୍ୟ-ଯୋଗକାରୀ ସେବା, ଯାହାକୁ…
ଏସ୍ଏଲ୍ଏଲ୍ ମାଧ୍ୟମରେ ୨୫୦ ମିଲିୟନ ଡଲାର ସଂଗ୍ରହ
ନୂଆଦିଲ୍ଲୀ,୧।୨: ଦେଶର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ନିକଟରେ ଇଣ୍ଟରନ୍ୟାଶନାଲ ବ୍ୟାଙ୍କରୁ ସଷ୍ଟେନେବିଲିଟି ଲିଙ୍କ୍ଡ ଲୋନ୍ (ଏସ୍ଏଲ୍ଏଲ୍) ମାଧ୍ୟମରେ ୨୫୦ମିଲିୟନ ଡଲାର ସଂଗ୍ରହ କରିଛି। ବିଶେଷକରି କମ୍ପାନୀ ତା’ର କ୍ୟାପେକ୍ସ ପଦକ୍ଷେପକୁ ଆର୍ଥତ୍କ ସହାୟତା ଦେବା ତଥା କାର୍ବନ…
ଲାଲ ସମ୍ବଲପୁରୀ ରେଶମ ଶାଢିରେ ବଜେଟ ଉପସ୍ଥାପନ…
ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ସଂସଦରେ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀଙ୍କର ଏକ ସୁନ୍ଦର ଶାଢି ସଂଗ୍ରହ ସେଟ ଅଛି। ତାଙ୍କ ଶାଢିର ରଙ୍ଗ ପ୍ରାୟତଃ ଦେଶର ନୋଟ୍ର ରଙ୍ଗ ସହିତ ମେଳ ଖାଉଥିବା…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୧।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। କେନ୍ଦ୍ର ସ୍ବାସ୍ଥ୍ୟ…
ବଜେଟକୁ ରାଷ୍ଟ୍ରପତିଙ୍କ ଔପଚାରିକ ମଞ୍ଜୁରୀ…
ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ଦେଶର ସାଧାରଣ ବଜେଟ ୨୦୨୩ ଉପସ୍ଥାପନ କରିବେ। ଇତି ମଧ୍ୟରେ ଅର୍ଥମନ୍ତ୍ରୀ କ୍ୟାବିନେଟ ବୈଠକରେ ଯୋଗଦେବା ପାଇଁ ସଂସଦ ଗୃହରେ ପହଞ୍ଚିଛନ୍ତି। ଏହାପୂର୍ବରୁ ସେ ରାଷ୍ଟ୍ରପତି ଭବନରେ ପହଞ୍ଚିବା…
Archives


