Home

କିଷାନ ସରକାରର ଆହ୍ବାନ ଦେଲେ କେସିଆର

ନାଣ୍ଡେଡ,୬।୨ : ଜାତୀୟ ରାଜନୀତି ଉପରେ ଆଖି ପକାଇଥିବା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ତାଙ୍କ ଦଳର ନାଁ ବଦଳାଇ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ରଖିଥିଲେ। ଏହି ଦଳ ପ୍ରଥମ ଥର ପାଇଁ ତେଲଙ୍ଗାନା ବାହାରେ ରାଲି…

ଭଗବାନଙ୍କ ନିକଟରେ କୌଣସି ଜାତି-ବର୍ଣ୍ଣ ନାହିଁ, ପଣ୍ଡିତମାନେ ଏସବୁ କରିଛନ୍ତି ସୃଷ୍ଟି: ମୋହନ ଭାଗବତ

ମୁମ୍ବାଇ,୬।୨: ଜାତି ଧର୍ମ ସମ୍ବନ୍ଧରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ(ଆରଏସଏସ୍‌)ର ମୁଖ୍ୟ ମୋହନ ଭାଗବତ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ମୁମ୍ବାଇରେ ସେଣ୍ଟ ଶିରୋମଣି ରୋହିଦାସ ଜୟନ୍ତୀ ଉପରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଭାଗବତ କହିଛନ୍ତି, ଆମ ସମାଜ ବିଭାଜନର…

ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇସଲାମାବାଦ୍‌,୬।୨: ପାକିସ୍ତାନର ଅର୍ଥନୈତିକ ଅବସ୍ଥା ବେହାଲ ହୋଇପଡିଛି। ସାଧାରଣ ଜନତା ଦରଦାମ ବୃଦ୍ଧି ଯୋଗୁ ଚିନ୍ତାରେ ଅଛନ୍ତି। ଲୋକମାନେ ସରକାରଙ୍କୁ ବିରୋଧ କରିବାକୁ ରାଜରାସ୍ତାକୁ ଓହ୍ଲାଉଛନ୍ତି। କିନ୍ତୁ ଏପରି ପରିସ୍ଥିତିରେ ମଧ୍ୟ ପାକିସ୍ତାନର…

ହିମସ୍ଖଳନରେ ୮ ମୃତ୍ୟୁ

ଭିଏନା, ୬।୨: ଅଷ୍ଟ୍ରିଆରେ ହୋଇଥିବା ହିମସ୍ଖଳନରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଏନେଇ ସୂଚନା ଦେଇଛି। ପୋଲିସର ସୂଚନାନୁସାରେ, ସ୍କୁଲ ଛୁଟି ସମୟରେ ଭିଏନାରେ ସ୍କି ରିସର୍ଟଗୁଡିକରେ ପ୍ରବଳ ଭିଡ଼ ଦେଖାଦେଇଛି। ପବନ ଏବଂ ତୁଷାରପାତ ଯୋଗୁ…

ଆଦାନୀ ପ୍ରସଙ୍ଗ: ସରକାରଙ୍କୁ ପ୍ରତିଦିନ ୩ ପ୍ରଶ୍ନ ପଚାରିବ କଂଗ୍ରେସ

ନୂଆଦିଲ୍ଲୀ,୫।୨ :ଆମେରିକାର ଶର୍ଟ ସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍‌ର ଜାଲିଆତିକୁ ପଦାରେ ପକାଇବା ପରେ ଏହି ଗ୍ରୁପ୍‌ କମ୍ପାନୀର ଶେୟାର ମୂଲ୍ୟ ହ୍ରାସ ପାଇଚାଲିଛି। ଏହି ପ୍ରସଙ୍ଗରେ କଂଗ୍ରେସ ରବିବାରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୈନିକ ୩ଟି ପ୍ରଶ୍ନ ପଚାରିବ…

ନେପାଳ ସରକାରରେ ଫାଟ

କାଠମାଣ୍ଡୁ,୫।୨: ନେପାଳରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ନେତୃତ୍ୱରେ ଶାସକ ମିଳିତ ମେଣ୍ଟରେ ବିବାଦ ବୃଦ୍ଧି ପାଇଛି। ରବିବାର ରାଷ୍ଟ୍ରିୟ ସ୍ବତନ୍ତ୍ର ପାର୍ଟି (ଆରଏସପି) ଶାସକ ମିଳିତ ମେଣ୍ଟରୁ ଅଲଗା ହେବା ନେଇ ଘୋଷଣା କରିଛି। ଆରଏସପି ସଭାପତି ରବି…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୬ ଜୀବନ, ୬୬ ଆହତ

ବେଜିଂ,୫।୨: ଚାଇନାର ହୁନାନ ପ୍ରଦେଶରେ ଏକକାଳୀନ ୪୯ ଗାଡି ଧକ୍କାରେ ୧୬ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ୬୬ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ହୁନାନ ପ୍ରଦେଶର ଚାଙ୍ଗସାଖା ସହରର ଶୁଚାଙ୍ଗ-ଗୁଆଙ୍ଗଜୋ ରାଜପଥରେ ୧୦ ମିନିଟ୍‌ ମଧ୍ୟରେ ୪୯ଟି…

ଇମୋଶନାଲ୍‌ କାର୍ଡ ଖେଳିଲେ ସିଦ୍ଦରମୈୟା

ବେଙ୍ଗାଲୁରୁ,୫।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦରମୈୟା ବିଧାନସଭା ନିର୍ବାଚନ ପୂର୍ବରୁ ଇମୋଶନାଲ୍‌ କାର୍ଡ ଖେଳିଛନ୍ତି। ଚଳିତ ବିଧାନସଭା ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ହେବ। ଅବସର ପରେ ମଧ୍ୟ ସେ ରାଜନୀତିରେ ସକ୍ରିୟ ରହିବେ ବୋଲି ଘୋଷଣା…

‘ଜେଲେନସ୍କିଙ୍କୁ ହତ୍ୟା କରିବେ ନାହିଁ, ପୁଟିନ ଦେଇଛନ୍ତି ପ୍ରତିଶ୍ରୁତି’

ଜେରୁଜେଲମ,୫।୨: ମାସ ମାସ ଧରି ଚାଲିଆସୁଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହେଉନାହିଁ। ପାଶ୍ଚାତ୍ୟ ଦେଶରୁ ୟୁକ୍ରେନକୁ ଭାରୀ ଅସ୍ତ୍ର ମିଳୁଥିବାବେଳେ ରୁଷିଆ ମଧ୍ୟ କ୍ଷେପଣାସ୍ତ୍ର ଆକ୍ରମଣକୁ ବୃଦ୍ଧି କରିଛି। ଏହା ମଧ୍ୟରେ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ ଏକ…

ତ୍ରିପୁରା ବିଧାନସଭା ନିର୍ବାଚନ: ଘୋଷଣାପତ୍ର ଜାରି କଲା ଟିଏମସି

ଅଗରତାଲା,୫।୨: ତୃଣମୂଳ କଂଗ୍ରେସ (ଟିଏମସି) ରବିବାର ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି। ଦୁଇ ଲକ୍ଷ ଚାକିରି ଏବଂ ବେରୋଜଗାର ଯୁବକମାନଙ୍କ ପାଇଁ ମାସିକ ୧୦୦୦ ଟଙ୍କା ଭତ୍ତା ପ୍ରତିଶୃତି ଦେଇଛି ଟିଏମସି। ଏହା ସହିତ ପଶ୍ଚିମବଙ୍ଗ ରାଜ୍ୟ…

ଭାଜପା ନେତାଙ୍କୁ ହତ୍ୟା

ରାୟପୁର,୫।୨: ଛତିଶଗଡର ବିଜାପୁରରେ ରବିବାର ନକ୍ସଲମାନେ ଭାଜପାର ମଣ୍ଡଳ ଅଧ୍ୟକ୍ଷ ନୀଳକଣ୍ଠ କକ୍କେମଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ନିଜ ଗାଁରୁ ଫେରୁଥିଲେ। ଏହି ସମୟରେ ନକ୍ସଲମାନେ ରାସ୍ତାରେ ଗାଡିଟିକୁ ଅଟକାଇଥିଲେ। ଏହା…

ରାତି ୧୨ ପରେ ଆପେ ଆପେ ଚାଲୁଛି ମୋଟରସାଇକେଲ: ରହସ୍ୟମୟୀ ଘଟଣାର ଭିଡିଓ ସିସିଟିଭିରେ କଏଦ

ଚିତ୍ରକୋଣ୍ଡା,୫।୨(ଡି.ଏନ୍‌.ଏ): ରାତି ପ୍ରାୟ ୧୨ଟା ପରେ ମୋଟରସାଇକେଲ ଆପେ ଆପେ ଚାଲୁଚି। ବିନା ଚାଳକରେ ମୋଟରସାଇକେଲଟି ଚାଲିବା ଯେତିକି ରହସ୍ୟମୟ, ସେତିକି ଆଶ୍ଚର୍ଯ୍ୟଜନକ। ଏଭଳି ଏକ ଅଦ୍ଭୁତ ଘଟଣା ଚିତ୍ରକୋଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚିତ୍ରକୋଣ୍ଡା ସଦର ମହକୁମାସ୍ଥିତ ଦୈନିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri