ଝୁଲଣଙ୍କୁ ‘ଡବଲ୍’ ଦାୟିତ୍ୱ: ମୁମ୍ବାଇ ଇଣ୍ଡିଆନ୍ସ ପରାମର୍ଶଦାତା-ବୋଲିଂ କୋଚ୍ ନିଯୁକ୍ତ
ନୂଆଦିଲ୍ଲୀ,୫।୨: ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଭେଟେରାନ ବୋଲର୍ ଝୁଲଣ ଗୋସ୍ବାମୀଙ୍କୁ ଆସନ୍ତା ମହିଳା ପ୍ରିମିୟର ଲିଗ୍(ଡବ୍ଲ୍ୟୁଏଏଲ୍)ର ଉଦ୍ଘାଟନୀ ସିଜନ ଲାଗି ମୁମ୍ବାଇ ଇଣ୍ଡିଆନ୍ସର ପରାମର୍ଶଦାତା ଏବଂ ବୋଲିଂ କୋଚ୍ ଭାବେ ନିଯୁକ୍ତି ମିଳିଛି। ସେହିଭଳି ଫ୍ରାଞ୍ଚାଇଜ୍ ଇଂଲଣ୍ଡ ମହିଳା…
ଫେବୃଆରୀ ୬ରେ ନୁହେଁ, ଏହି ଦିନ ହେବ କିଆରା-ସିଦ୍ଧାର୍ଥଙ୍କ ବିବାହ
ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ଆଜିକାଲି ନିଜ ବିବାହକୁ ନେଇ ଚର୍ଚ୍ଚା ଅଛନ୍ତି। ଉଭୟଙ୍କ ବିବାହ ଫେବୃଆରୀ ୬ ହେବ ବୋଲି ଆଲୋଚନା ହେଉଥିଲା। କିନ୍ତୁ ଏବେ ଏହା ଫେବୃଆରୀ ୭ରେ ହେବ ବୋଲି ଜଣାପଡିଛି। ବିବାହର ସମସ୍ତ…
ପରଭେଜଙ୍କ ଦେହାନ୍ତ ପରେ ଥରୁର ଜଣାଇଲେ ସମବେଦନା, ଭାଜପା କଲା କଟାକ୍ଷ
ନୂଆଦିଲ୍ଲୀ,୫।୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଦୁବାଇରେ ପରଲୋକ ଘଟିଛି। ଭାରତ ସହ ତାଙ୍କର ସମ୍ପର୍କ ବେଶ ଜଟିଳ ରହିଥିଲା। ଏଭଳିସ୍ଥିତିରେ କଂଗ୍ରେସ ନେତା ଶଶି ଥରୁର ତାଙ୍କ ଦେହାନ୍ତ ସମ୍ପର୍କରେ ଟୁଇଟ କରି ବିବାଦକୁ ଆସିଛନ୍ତି। “Pervez Musharraf,…
ଧୋନୀଙ୍କୁ ଏମିତି ପରାମର୍ଶ ଦେଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଦୁବାଇର ଏକ ଡାକ୍ତରଖାନାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଅନେକ ଦିନ ଧରି ମୁଶାରଫଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ…
ସପ୍ନାଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ଭାଉଜ
ବମ୍ବେ: ଅଡ଼ୁଆରେ ହରିୟାଣାର ଲୋକପ୍ରିୟ ନୃତ୍ୟଶିଳ୍ପୀ ସପ୍ନା ଚୌଧୁରୀ। ତାଙ୍କ ସହ ଭାଇ କର୍ଣ୍ଣ ଏବଂ ମା’ ନୀଲମ୍ଙ୍କ ବିରୋଧରେ ଭାଉଜ ପାଲଓ୍ବାଲ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଭାଉଜଙ୍କ ଅଭିଯୋଗ ପରେ ଯୌତୁକ ନିର୍ଯାତନା ସମେତ ଅନେକ ଗୁରୁତର ଧାରା…
ସ୍ବାଧୀନତା ପରେ ଦେଶରେ ୬ଗୁଣା ବଢ଼ିଛି ଭୋଟରଙ୍କ ସଂଖ୍ୟା, ୨୦୧୯ରେ ୩୦ କୋଟି ଭୋଟର ଦେଇ ନାହାନ୍ତି ଭୋଟ…
ନୂଆଦିଲ୍ଲୀ,୫।୨ : ସ୍ବାଧୀନତା ପରଠାରୁ ଦେଶରେ ଭୋଟରଙ୍କ ସଂଖ୍ୟା ୬ ଗୁଣା ବୃଦ୍ଧି ପାଇଛି। ଜାନୁଆରୀ ୧ ସୁଦ୍ଧା ଦେଶର ମୋଟ ଭୋଟରଙ୍କ ସଂଖ୍ୟା ୯୪.୫୦କୋଟିକୁ ବୃଦ୍ଧି ପାଇଛି। ଖବର ଅନୁଯାୟୀ, ୧୯୫୧ ମସିହାରେ ଦେଶର ମୋଟ ଭୋଟର ୧୭.୩୨ କୋଟି…
ପେଶାୱର ପରେ କ୍ୱେଟାରେ ବୋମା ବିସ୍ଫୋରଣ
ଇସଲାମାବାଦ,୫ ।୨: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଥିବା କ୍ୱେଟାରେ ରବିବାର ଏକ ପୋଲିସ ପୋଷ୍ଟକୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରାଯାଇଛି । ଉଦ୍ଧାର କରୁଥିବା ଅଧିକାରୀମାନେ କହିଛନ୍ତି କ୍ୱେଟା ପୋଲିସ ଲାଇନ ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୫ ଜଣ…
ହିନ୍ଦୁ-ମୁସଲମାନ ବନ୍ଧୁତାର ଉଦାହରଣ: ବନ୍ଧୁଙ୍କ ପାଇଁ ଛାଡ଼ିଲେ ପଦବୀ…
ଗୟା,୫।୨ : ବନ୍ଧୁତାର କୌଣସି ଧର୍ମ ନାହିଁ। କିନ୍ତୁ ବନ୍ଧୁତାର କିଛି କାହାଣୀ ଉଦାହରଣ ପାଲଟିଯାଏ । ଯେତେବେଳେ ଧର୍ମ ନାମରେ ଘୃଣା ବିସ୍ତାର କରିବାର ପ୍ରୟାସ ଦେଖାଯାଇଥାଏ ସେତେବେଳେ ଏଭଳି ଉଦାହରଣଗୁଡ଼ିକ ସମାଜର ଠିକାଦାରଙ୍କୁ ଉପଯୁକ୍ତ ଉତ୍ତର ଦେବାକୁ ସକ୍ଷମ…
ପଶ୍ଚିମବଙ୍ଗରେ ପୁଣି ହିଂସା, ବୋମା ବିସ୍ଫୋରଣରେ ଟିଏମ୍ସି କର୍ମୀଙ୍କ ମୃତ୍ୟୁ
କୋଲକାତା,୫।୨: ପଶ୍ଚିମବଙ୍ଗର ବୀରଭୂମ ଜିଲାର ମାରଗ୍ରାମରେ ଏକ ବୋମା ବିସ୍ଫୋରଣରେ ରବିବାର ଜଣେ ତୃଣମୂଳ କଂଗ୍ରେସ କର୍ମୀ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣରେ ଶାସକ ଦଳର ପଞ୍ଚାୟତ ମୁଖିଆଙ୍କ ଭାଇ ଆହତ ହୋଇଥିଲେ। ମୃତ ନ୍ୟୁଟନ ଶେଖଙ୍କ ପରିବାର ସଦସ୍ୟ ଏହି…
ଉମରାନ ମଲିକ ତିଳକ ନ ଲଗାଇବା ବିବାଦ ପରେ ଭାଇରାଲ୍ ହେଉଛି ଏହି ଫଟୋ
ନୂଆଦିଲ୍ଲୀ,୫।୨:ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ଟେଷ୍ଟ ସିରିଜ ଫେବୃଆରୀ ୯ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସିରିଜ ଆରମ୍ଭ ହେବାର ଠିକ ପୂର୍ବରୁ ଭାରତର ଦୁଇ ତାରକା ଖେଳାଳି ମହମ୍ମଦ ସିରାଜ ଏବଂ ଉମ୍ରାନ ମଲିକଙ୍କ ନାମ ବିବାଦ ଭିତରକୁ…
ଘରୋଇ ଅଶୋଧିତ ତୈଳ ଉପରେ ବଢ଼ିଲା ଅପ୍ରତ୍ୟାଶିତ ଲାଭ ଟିକସ…
ନୂଆଦିଲ୍ଲୀ,୫।୨ : ଅଶୋଧିତ ତୈଳ ଦର ବୃଦ୍ଧି ମଧ୍ୟରେ ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏକ କ୍ରମରେ, ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ତଥା ଡିଜେଲ ଏବଂ ଏଟିଏଫ ରପ୍ତାନି ଉପରେ…
ମୁସଲମାନ ମା’ଙ୍କ ସମ୍ପତ୍ତି ଉପରେ ହିନ୍ଦୁ ଝିଅଙ୍କର ନାହିଁ ଅଧିକାର: କୋର୍ଟ…
ଅହମଦାବାଦ,୫।୨ : ତିନି ହିନ୍ଦୁ ଝିଅଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ମାମଲାକୁ ଅହମଦାବାଦର ଏକ କୋର୍ଟ ଖାରଜ କରିଦେଇଛନ୍ତି। ଏଥିରେ ଦାବି କରାଯାଇଥିଲା ଯେ ସେମାନଙ୍କ ମା’ଙ୍କ ମୃତ୍ୟୁ ପରେ ହିନ୍ଦୁ ଝିଅମାନଙ୍କର ମଧ୍ୟ ସମ୍ପତ୍ତି ଉପରେ ଅଧିକାର ରହିଛି।…
Archives


