Home

ଆମ ସୀମାରେ ପ୍ରବେଶ କରିଛନ୍ତି ୟୁକ୍ରେନ୍ ଆକ୍ରମଣକାରୀ ନାଗରିକଙ୍କ ଉପରେ କରିଛନ୍ତି ଗୁଳି ବର୍ଷଣ, ଯୁଦ୍ଧ ମଧ୍ୟରେ ପୁଟିନଙ୍କ ଦାବି

ମସ୍କୋ,୩ ।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି । ପୁଟିନ ଦାବି କରିଛନ୍ତି, କି ୟୁକ୍ରେନର ଏକ ବଡ ଗ୍ରୁପ ଗୁରୁବାର ରୁଷିଆ ସୀମାରେ ପ୍ରବେଶ କରିଛନ୍ତି ଓ ଆତଙ୍କବାଦୀ ଭଳି ସାଧାରଣ…

ଗେଲ୍‌ (ଇଣ୍ଡିଆ) ସହ ଟିଏସ୍‌ଏମ୍‌ଏଲ୍‌ର ବୁଝାମଣା ସ୍ବାକ୍ଷରିତ

ନୂଆଦିଲ୍ଲୀ,୩।୩:ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ଏବଂ ଗେଲ୍‌ (ଇଣ୍ଡିଆ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଟିଏସ୍‌ଏମ୍‌ଏଲ୍‌ ପରିଚାଳନା କ୍ଷେତ୍ରରେ କାର୍ବନ ଫୁଟ୍‌ପ୍ରିଣ୍ଟ ହ୍ରାସ କରିବାର ପ୍ରତିବଦ୍ଧତାକୁ ଦୋହରାଇ କଟକର ଆଠଗଡ଼ ସ୍ଥିତ ଫେରୋ…

ନୁଭୋକୋର ନୂଆ ମାର୍କେଟିଂ କ୍ୟାମ୍ପେନ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୩।୩:ନୁଭୋକୋ ଭିସ୍ତାସ୍‌ କର୍ପୋରେଶନ ଲିଃର ନୂଆ ମାର୍କେଟିଂ କ୍ୟାମ୍ପେନ୍‌ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀ ଉତ୍ତର ଭାରତ ବଜାର ଉପରେ ଏକ ସ୍ବତନ୍ତ୍ର ଧ୍ୟାନ କେନ୍ଦ୍ରିତ ସହ ଦେଶବ୍ୟାପୀ ଏହାର ନୂଆ ଇଣ୍ଟିଗ୍ରେଟେଡ୍‌ ମାର୍କେଟିଂ କ୍ୟାମ୍ପେନ୍‌ ଆରମ୍ଭ କରିଛି। ଉକ୍ତ…

ଟିକିରିରେ ଭୂକମ୍ପ

ଟିକିରି,୩ା୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିରେ ଶୁକ୍ରବାର ସକାଳ ୫.୬ମିନିଟ୍‌ ଭୂକମ୍ପ ଅନୁଭୂତ ହୋଇଛି। ୨ରୁ ୩ ସେକେଣ୍ଡ ଧରି ଏହି ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୮ ଥିବାଜଣାପଡ଼ିଛି। ଅଞ୍ଚଳରେ ଥିବା ବିଭିନ୍ନ ଘରଦ୍ୱାର ଦୋହଲି…

ଖୁବ୍‌ଶୀଘ୍ର ସରିବ ‘ଡିଏନ୍‌ ଫେରିଟେଲ’

ଭୁବନେଶ୍ୱର,୩।୩:ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଏନ୍‌ ହୋମସ’ର ବହୁ ଚର୍ଚ୍ଚିତ ବାସଗୃହ ପ୍ରକଳ୍ପ ‘ଡିଏନ ଫେରିଟେଲ’ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଡିଏନ୍‌ ହୋମସ ପକ୍ଷରୁ ଗୁରୁବାର ସ୍ଥାନୀୟ ପାତ୍ରପଡାଠାରେ ଏକ…

‘ହୋଣ୍ଡା ଅଲ୍‌ ନ୍ୟୁ ସିଟି’ର ବଜାର ପ୍ରବେଶ

ଭୁବନେଶ୍ୱର,୩।୩:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡ (ଏଚସିଆଇଏଲ)ର ବହୁ ପ୍ରତିକ୍ଷୀତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ହୋଣ୍ଡା ଅଲ ନ୍ୟୁ ସିଟି’ର ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଏଚସିଆଇଏଲର ସ୍ବୀକୃତିପ୍ରାପ୍ତ…

ଭୋ ଭାନ୍‌ ଥୋଙ୍ଗ ଭିଏଟ୍‌ନାମ ରାଷ୍ଟ୍ରପତି

ହାନୋଇ, ୩।୩:ଭୋ ଭାନ୍‌ ଥୋଙ୍ଗ୍‌ ଗୁରୁବାର ଭିଏଟ୍‌ନାମର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଭିଏଟନାମ (ସିପିଭି)ର ପୋଲିଟବ୍ୟୁରୋ ସଦସ୍ୟ ଥୋଙ୍ଗ୍‌ଙ୍କୁ ରାଷ୍ଟ୍ରପତି ପଦ ପାଇଁ ୯୮.୩୮% ଭୋଟ ମିଳିଥିଲା। ରାଷ୍ଟ୍ରପତି ଏବଂ ସୋସିଆଲିଷ୍ଟ ରିପବ୍ଲିକ୍‌ ଅଫ୍‌ ଭିଏତନାମର…

ବଦଳିବ ୪ ଚିରସ୍ରୋତା ଝରଣାର ରୂପ

ନୟାଗଡ଼ ଅଫିସ,୩।୩: ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତର ଗୋଟିଏ ପାହାଡ଼ରେ ୪ ଚିରସ୍ରୋତା ଝରଣାକୁ ଦେଖିବାକୁ ଗୁରୁବାର ନୟାଗଡ଼ ବିଧାୟକ ଅରୁଣ ସାହୁ, ଜିଲାପାଳ ରବୀନ୍ଦ୍ର ନାଥ ସାହୁ, ଡିଏଫଓ କ୍ଷମା ଷଡ଼ଙ୍ଗୀ, ବିଡିଓ ସନ୍ତୋଷ କୁମାର ଜେନା, ଜିଲା ପର୍ଯ୍ୟଟନ…

ଜି-୨୦ ବହିର୍ବ୍ୟାପାର ମନ୍ତ୍ରୀ ସମ୍ମିଳନୀରେ ମତଭେଦ

ନୂଆଦିଲ୍ଲୀ, ୩ା୩(ପି.ଟି.): ଜି-୨୦ ରାଷ୍ଟ୍ରସମୂହର ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସହମତି ହାସଲ ଲାଗି ଆୟୋଜକ ଭାରତର ଜୋର୍‌ଦାର ଉଦ୍ୟମ ସତ୍ତ୍ୱେ ୟୁକ୍ରେନ୍‌ ବିବାଦ ଉପରେ ତୀବ୍ର ମତଭେଦ ପ୍ରକାଶ ପାଇଥିଲା। ତେଣୁ ସମ୍ମିଳନୀର ନିଷ୍କର୍ଷ ସମ୍ପର୍କରେ ମିଳିତ…

ମିଥ୍ୟା ସତ୍ୟପାଠ ଜାଲିଆତି ଧରାପଡ଼ିଲା

ନୟାଗଡ଼ ଅଫିସ/ଓଡ଼ଗାଁ,୩ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବରସାହି ପଞ୍ଚାୟତ ସିଙ୍ଗାରପୁର ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଥ୍ୟା ସତ୍ୟପାଠରେ ଜାଲିଆତି କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଜଣକ ନାଁରେ ଆସିଥିବା ଆବାସ କାର୍ଯ୍ୟାଦେଶକୁ ଅନ୍ୟ ଜଣଙ୍କୁ ଦେଇ ପଞ୍ଚାୟତ ନିର୍ବାହୀ…

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପାଇବେ ସାହିତ୍ୟ ଭାରତୀ ସମ୍ମାନ

କଟକ ଅଫିସ,୩ା୩:ଗଙ୍ଗାଧର ରଥ ଫାଉଣ୍ଡେଶନ ପକ୍ଷରୁ ସର୍ବୋଚ୍ଚ ‘ସାହିତ୍ୟ ଭାରତୀ ସମ୍ମାନ : ୨୦୨୩’ ସାହିତି୍ୟକ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ ପ୍ରଦାନ କରାଯିବ। ଏହି ସମ୍ମାନ ବାବଦକୁ ତାଙ୍କୁ ୧ ଲକ୍ଷ ଟଙ୍କା ଓ କୋଣାର୍କ ସୂର୍ଯ୍ୟ ମନ୍ଦିରର ରୌପ୍ୟ ପ୍ରତିକୃତି…

ରାସ୍ତାକୁ ଦୁର୍ଘଟଣାପ୍ରବଣ ଘୋଷଣା ପାଇଁ କେନ୍ଦ୍ରାପଡ଼ା ଆର୍‌ଟିଓଙ୍କୁ ଚିଠି

ଆଳି,୩ା୩ (ଡି.ଏନ.ଏ.): କଟକ-ଚାନ୍ଦବାଲି ରାସ୍ତାର ଆଳି ଥାନା ଅନ୍ତର୍ଗତ ସିଙ୍ଗିରି କଟବନ୍ଧ ଛକ ନିକଟରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବାରୁ ଓ ଆଇନ ଶୃଙ୍ଖଳା ବ୍ୟାହତ ହେଉଥିବାରୁ ପୋଲିସ ମୁଣ୍ଡ ବ୍ୟଥାର କାରଣ ପାଲଟୁଛି। ଏହି ସ୍ଥାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?