ଚାଇନା ହସ୍ପିଟାଲରେ ଲୋକଙ୍କ କରୁଣ ଚିତ୍କାର…
ବେଜିଂ,୨୯।୧୨ : ଚାଇନାରେ କରୋନା ସଂକ୍ରମଣ ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ହସ୍ପିଟାଲ ଏବଂ ଶ୍ମଶାନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଦକ୍ଷିଣ ପଶ୍ଚିମ ଚେଙ୍ଗଡୁ ସହରର ଏକ ପ୍ରମୁଖ ହସ୍ପିଟାଲ ହୁଆକ୍ସିର କର୍ମଚାରୀମାନେ କହିଛନ୍ତି…
ହୋଟେଲରେ ଅଗ୍ନିକାଣ୍ଡ: ୧୦ ଜୀବନ୍ତ ଦଗ୍ଧ, ୫୦ରୁ ଅଧିକ ଫସି ରହିଛନ୍ତି…
ଫେନମ ପେନହ,୨୯।୧୨ : କାମ୍ବୋଡିଆର ପୋଇପେଟର ଏକ ହୋଟେଲରେ ଘଟିଥିବାଅଗ୍ନିକାଣ୍ଡରେ ୧୦ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏଥିସହ ଆହତ ଅବସ୍ଥାରେ ୩୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କୁ ଚିକିତ୍ସା ପାଇଁ ହସସ୍ପିଟାଲରେ ଭର୍ତ୍ତି କରାଯାଇଛି। ୫୦ରୁ ଅଧିକ ଲୋକ…
ମହିଳାଙ୍କ ବିରୋଧରେ ଲାଗୁ ହୋଇଥିବା କଟକଣା ଶୀଘ୍ର ଫେରାଇ ନେବାକୁ ତାଲିବାନକୁ ଆମେରିକାର ଚେତାବନୀ…
ଓ୍ବାଶିଂଟନ,୨୯।୧୨ : ମହିଳାଙ୍କ ବିରୋଧରେ ଲାଗୁ ହୋଇଥିବା କଟକଣା ଶୀଘ୍ର ଫେରାଇ ନେବାକୁ ତାଲିବାନକୁ ଆମେରିକା ଚେତାବନୀ ଦେଇଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ତାଲିବାନ ସରକାରଙ୍କ ଆଫଗାନିସ୍ତାନରେ ଏନଜିଓରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ନିଷିଦ୍ଧ କରିବାକୁ ଦେଇଥିବା ଆଦେଶକୁ…
ଚାଇନାରୁ ଇଟାଲୀ ଯାଉଥିବା ଅଧା ଯାତ୍ରୀ କରୋନା ପଜିଟିଭ୍…
ବେଜିଂ,୨୯।୧୨ : ଚାଇନାରୁ ଇଟାଲୀ ଯାଉଥିବା ବିମାନର ଅଧା ଯାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଏହି କାରଣରୁ ଚାଇନାଠାରୁ ଅନ୍ୟ ଦେଶକୁ କରୋନା ବିସ୍ତାର ହେବାର ଆଶଙ୍କା ଆହୁରି ବଢ଼ିବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ…
ବିଜ୍ନେସ୍ ପାଓ୍ବାର ଲିଷ୍ଟ୍-୨୦୨୨
ଗତ ୨ ବର୍ଷର କୋଭିଡ୍ଜନିତ ଆର୍ଥିକ ଦୁଃସ୍ଥିତିକୁ ସାମ୍ନା କରିଥିବା ଉଦ୍ୟୋଗଜଗତ ବିଦାୟୀ ବର୍ଷ ୨୦୨୨ରେ ସ୍ବାଭାବିକ ଅବସ୍ଥାକୁ ଫେରିଥିଲା। ରାଜ୍ୟର ଅର୍ଥନୀତି ଓ ନିଯୁକ୍ତି କ୍ଷେତ୍ରକୁ ସୁଦୃଢ଼ କରିବାରେ ଉଦୀୟମାନ ଉଦ୍ୟୋଗୀମାନଙ୍କଠାରୁ ଆରମ୍ଭକରି ପ୍ରତିଷ୍ଠିତ ଶିଳ୍ପୋଦ୍ୟୋଗୀଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ସେହିମାନଙ୍କୁ…
ଇମର୍ଜିଂ ପ୍ଲେୟର ଦୌଡ଼ରେ ଅର୍ଶଦୀପ, ରେଣୁକା, ୟସ୍ତିକା
ଦୁବାଇ,୨୯ା୧୨(ପି.ଟି): ଆଇସିସି ଉଦୀୟମାନ ଖେଳାଳି (ଇମର୍ଜିଂ ପ୍ଲେୟର) ଦୌଡରେ ସାମିଲ ହୋଇଛନ୍ତି ଭାରତର ଅର୍ଶଦୀପ ସିଂ, ରେଣୁକା ସିଂ ଓ ୟସ୍ତିକା ଭାଟିଆ। ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ୍, ନ୍ୟୁଜିଲାଣ୍ଡର ଫିନ୍ ଆଲେଡ୍ ଏବଂ ଆଫଗାନିସ୍ତାନର ଇବ୍ରାହିମ୍ ଜାଦ୍ରାନଙ୍କ ସହିତ ସେ…
ତେଲଙ୍ଗାନାଠାରୁ ହାରିଲା ଓଡ଼ିଶା
ଭୁବନେଶ୍ୱର, ୨୯।୧୨ (କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପରାଜିତ ହୋଇଥିବାବେଳେ ତେଲେଙ୍ଗାନା, ମେଘାଳୟ ଓ ସିକ୍କିମ ବିଜୟ ହାସଲ କରିଛି। କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ…
ପୁରସ୍କାର ରାଶି ଘୋଷଣାକଲା ହକି ଇଣ୍ଡିଆ
ଭୁବନେଶ୍ୱର,୨୯ା୧୨(ସ୍ପୋଟର୍ସ ବ୍ୟୁରୋ) : ଏଫ୍ଆଇଏଚ୍ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଖେଳାଳିଙ୍କ ମନୋବଳ ବଢାଇବା ପାଇଁ ପଦକ୍ଷେପ ନେଇଛି ହକି ଇଣ୍ଡିଆ।…
ଦଳକୁ ଫେରିଲେ ଭେଟେରାନ୍ ଶିଖା ପାଣ୍ଡେ
ନୂଆଦିଲ୍ଲୀ,୨୯ା୧୨ : ବୁଧବାର ମହିଳା ଟି୨୦ ବିଶ୍ୱକପ ଓ ଦକ୍ଷିଣ ଆଫ୍ରିକା ତ୍ରିରାଷ୍ଟ୍ରୀୟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ହରମନପ୍ରୀତ୍ କୌରଙ୍କ ନେତୃତ୍ୱରେ ଘୋଷଣା କରାଯାଇଥିବା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭେଟେରାନ ଶିଖା ପାଣ୍ଡେ। ଭାରତର ଏହି ବରିଷ୍ଠ…
ଓଡ଼ିଶାର ଦୃଢ଼ ଜବାବ
ଭୁବନେଶ୍ୱର, ୨୯।୧୨ (କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ହରିୟାଣାକୁ ଦୃଢ଼ ଜବାବ ଦେଇଛି ଘରୋଇ ଓଡ଼ିଶା। ହରିୟାଣାର ପ୍ରଥମ ଇନିଂସ ସ୍କୋର ୩୩୮ ରନ ଜବାବରେ ଓଡ଼ିଶା ବୁଧବାର ଦ୍ୱିତୀୟ ଦିବସ ଖେଳ…
ବେଦାନ୍ତର ‘ସିଏସ୍ଆର୍ କ୍ୟାମ୍ପେନିଂ’
ଭୁବନେଶ୍ୱର,୨୯।୧୨: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍ ପକ୍ଷରୁ ଏକ ୨ ଦିନିଆ ‘ସିଏସ୍ଆର୍ କ୍ୟାମ୍ପେନିଂ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର କୋରାପୁଟ ଓ ରାୟଗଡ଼ା ଜିଲାର ବିଭିନ୍ନ ବ୍ଲକର ବୃଦ୍ଧ…
ଏକକାଳୀନ ୧୧ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ
ମୁମ୍ବାଇ,୨୯।୧୨: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଏକକାଳନୀ ଦେଶର ୧୧ଟି ପ୍ରମୁଖ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏପରିକି ବର୍ତ୍ତମାନ ସୁଦ୍ଧା କମ୍ପାନୀର ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଥିବା ଏକକାଳୀନ ସହର ସଂଖ୍ୟା…
Archives


