ପାଗଳ କଲା ଆଲିଆଙ୍କ ଆଉଟ୍‌ଫିଟ୍‌

ମୁମ୍ବାଇ: ବଲିଉଡ୍‌ର ଷ୍ଟାଇଲ୍‌ଶ ଏବଂ ଫ୍ୟାଶନେବଲ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ହେଉଛନ୍ତି ଜଣେ। ସେ ସବୁବେଳେ ନିଜର ଆଉଟ୍‌ଫିଟ୍‌ ଏବଂ ଲୁକ୍‌ରେ ଲୋକଙ୍କୁ ପାଗଳ କରିଦିଅନ୍ତି। ଏପରିକି ଲୋକେ ଆଲିଆଙ୍କ ଲୁକ୍‌ ଆଉ ଷ୍ଟାଇଲ୍‌କୁ ଫଲୋ ବି କରନ୍ତି। ଏବେ ଆଲିଆ ତାଙ୍କ ସାନ ଯାଆଙ୍କ ସାଦଖିଆରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଏକ ବ୍ଲୁୂ କଲରର ଫ୍ଲୋରାଲ ଡ୍ରେସ୍‌ ପିନ୍ଧି ଖୁବ୍‌ ସୁନ୍ଦର ଦିଶୁଥିଲେ। ଏହି ଡ୍ରେସ୍‌କୁ ସେ ଆଗରୁ ବି ପିନ୍ଧିଛନ୍ତି। ଆଲିଆ ତାଙ୍କର ଏହି ଡ୍ରେସ୍‌କୁ ଫିଲ୍ମ ‘ଡାର୍ଲିଙ୍ଗ୍‌ସ’ର ପ୍ରମୋଶନରେ ପିନ୍ଧିଥିଲେ। ସେହି ସମୟରେ ଯେମିତି ଆଉଟ୍‌ଲୁକ୍‌ରେ ଥିଲେ ଯାଆଙ୍କ ସାଦଖିଆରେ ଠିକ୍‌ ସେମିତି ଲୁକ୍‌ରେ ନଜର ଆସିଛନ୍ତି। ଯାହା ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଦାନ କଲେ ୧.୨୫ କୋଟି ଟଙ୍କା

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀକୁ ନେଇ ସାରା ବିଶ୍ୱରେ ସଂଘର୍ଷ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସମସ୍ତେ ଏବେ ସହାୟତାର ହାତ ବଢ଼ାଇଛନ୍ତି।...

ମଲାଲାଙ୍କ ବାୟୋପିକ୍‌ରେ ରିମ୍‌ ଶେଖ୍‌, ଜାନୁୟାରୀ ୩୧ରେ ହେବ ରିଲିଜ

ବମ୍ବେ: ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜାଇଙ୍କ ବାୟୋପିକ୍‌ରେ ନଜର ଆସିବେ ଟେଲି ଅଭିନେତ୍ରୀ ରିମ୍‌ ଶେଖ୍‌। ନିକଟରେ ଏହାର ଟ୍ରେଲର ରିଲିଜ କରାଯାଇଛି। ଦର୍ଶକ...

ଜିମ୍‌ ଯାଇ କିମ୍ବା ଯୋଗ କରି ନୁହେଁ, ଏମିତି ୧୫ କିଲୋ ଓଜନ କମାଇଲେ ଭାରତୀ

ଟିଭିର ସବୁଠାରୁ ଲୋକପ୍ରିୟ କମେଡି ଶୋ ‘ଦି କପିଲ ଶର୍ମା ଶୋ’ର ପୁନଃଆରମ୍ଭକୁ ନେଇ ଦର୍ଶକମାନେ ବହୁତ ଖୁସି ଅଛନ୍ତି। ଏଥର ଶୋ’ରେ ବହୁତ ପରିବର୍ତ୍ତନ...

ଦିନ ଥିଲା ତୃତୀୟ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଥିଲେ, ଏବେ କୋଟିପତି ଅଭିନେତ୍ରୀ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଲୋକପ୍ରିୟ ତଥା ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଅନୁଷ୍କା ସେଟ୍ଟୀ ଜଣେ। ତାଙ୍କ ପ୍ରକୃତ ନାମ ସ୍ବିଟି ସେଟ୍ଟୀ। ‘ରୁଦ୍ରମାଦେବୀ, ମିର୍ଚ୍ଚି ଏବଂ...

ପରଦାକୁ ଆସୁଛି ‘ଇଣ୍ଡିଆନ୍‌-୨’

ସୁପରଷ୍ଟାର କମଲ ହାସନ ନିଜ ଆଗାମୀ ଫିଲ୍ମ ଇଣ୍ଡିଆନ୍‌-୨କୁ ନେଇ ବ୍ୟସ୍ତ ଅଛନ୍ତି। ପାଖାପାଖି ୪୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମର ଶୁଟିଂ ଏବେ...

ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଆତ୍ମହତ୍ୟାର ଧମକ ଦେଲେ ଏହି ଅଭିନେତ୍ରୀ

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି।...

ଜଣେ ଝିଅ ପାଇଁ ଅଭିନେତା ହୋଇଥିଲେ କପିଲ ଶର୍ମା

କମେଡି କିଙ୍ଗ କପିଲ ଶର୍ମାଙ୍କ ପ୍ରସିଦ୍ଧ ଶୋ ‘ଦି କପିଲ ଶର୍ମା ଶୋ’ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କପିଲ ଆଜି ଜଣେ ସଫଳ...

କମଲ ହାସନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା: ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ,୨୪।୧୧: ସାଉଥ ସୁପରଷ୍ଟାର କମଲ ହାସନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଶ୍ରୀ ରାମଚନ୍ଦ୍ର ମେଡିକାଲ (ଏସଆରଏମ୍‌ସି)ରେ ଭର୍ତ୍ତି କରାଯାଇଛି। ବୁଧବାର ଅପରାହ୍ନରେ ହାଇଦ୍ରାବାଦରୁ ଚେନ୍ନାଇରେ ପହଞ୍ଚିବା...

Advertisement
Archives

Model This Week