Home

ହୋଟେଲରେ ନିଆଁ ଲାଗି ୧୬ ମୃତ

ଫନୋମ୍‌ ପେନ୍‌ହ,୨୯ା୧୨: କାମ୍ବୋଡିଆର ଏକ ହୋଟେଲ କାସିନୋରେ ଗୁରୁବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ୧୨…

ଚାଇନାର ଗୁପ୍ତଚର ମହିଳା ଗିରଫ

ଗୟା,୨୯।୧୨: ଭାରତରେ ଅନୁପ୍ରବେଶ କରିବାକୁ ଚାଇନା ଅନେକ ଅସଫଳ ଉଦ୍ୟମ କରିସାରିଛି। ନିଜର ମନ୍ଦ କାର୍ଯ୍ୟକଳାପରେ ବିଫଳ ହେବା ପରେ ଏବେ ଚାଇନାର ନୂଆ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ବର୍ତ୍ତମାନ ସୁରକ୍ଷା ଏଜେନ୍ସି ପକ୍ଷରୁ ଦାବି କରାଯାଇଛି ଯେ, ଏବେ ଭାରତରେ…

ବ୍ରହ୍ମୋସ୍‌ର ନୂଆ ଅବତାରର ସଫଳ ପରୀକ୍ଷଣ

କୋଲକାତା,୨୯।୧୨: ଭାରତ ଲଗାତର ଭାବେ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଚାଇନା ଏବଂ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଭାରତ ନିଜର କ୍ଷେପଣାସ୍ତ୍ର କ୍ଷମତାକୁ ଉନ୍ନତ କରିବାରେ ଲାଗିପଡ଼ିଛି। ଇତିମଧ୍ୟରେ ଭାରତୀୟ ବାୟୁସେନା ସଫଳତାର ସହ ବ୍ରହ୍ମୋସ ଏୟାର-ଲଞ୍ଚ…

ଦମ୍ପତିଙ୍କୁ ଗୁଳିକରି ହତ୍ୟା ଘଟଣା: ମାସେ ପରେ ବି ସୁରାକ୍‌ ପାଉନି ପୋଲିସ

ବଡ଼ବିଲ,୨୯ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗ୍ରାମରେ ଗତ ନଭେମ୍ବର ୨୮ ରାତିରେ ଗୁଳିକରି ଦମ୍ପତିଙ୍କୁ ହତ୍ୟା ଘଟଣାର ଏକ ମାସ ପରେ ବି ପୋଲିସକୁ ଅପରାଧୀମାନଙ୍କ ସମ୍ପର୍କରେ ସୁରାକ ମିଳିପାରିନି। ସନ୍ଦେହରେ ତଦନ୍ତ ଜାରି ରଖିଛି ପୋଲିସ।…

ତୁନିଶାଙ୍କ ଆତ୍ମହତ୍ୟା ମାମଲାରେ ନୂଆମୋଡ଼

ମୁମ୍ବାଇ: ଜଣାଶୁଣା ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ହେଉଛି। ପୋଲିସ ତାଙ୍କ ମା’ ବନିତା ଶର୍ମାଙ୍କ ବୟାନ ରେକର୍ଡ କରିବାକୁ ଥାନାକୁ ଡକାଇଛି। ତାଙ୍କ ମା’ ଶିଜାନ ମହମ୍ମଦ ଖାନଙ୍କ ଉପରେ ଡ୍ରଗ୍ସ ବ୍ୟବହାର କରୁଥିବା ଅଭିଯୋଗ…

ମିକା କରିଥିଲେ ନକଲି ସ୍ବୟଂମ୍ବର ଡ୍ରାମା!

ବମ୍ବେ: କିଛି ମାସ ତଳେ ସ୍ବୟଂମ୍ବରକୁ ନେଇ ଚର୍ଚ୍ଚାରେ ଥିଲେ ଲୋକପ୍ରିୟ ଗାୟକ ମିକା ସିଂହ। ହେଲେ ଏବେ ତାହା କେବଳ ଶୋ’ ପାଇଁ ଏକ ଡ୍ରାମା ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହା ପଛରେ କାରଣଟି ହେଲା ନିକଟରେ…

୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା ଅଫିସ,୨୯ା୧୨: ଜାନୁୟାରୀ ୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏନେଇ କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି। କୁମ୍ଭୀର ଗଣନା ପାଇଁ ଭିତରକନିକା ଜାନୁୟାରୀ ୪ରୁ ୧୪ ପର୍ଯ୍ୟନ୍ତ ବନ୍ଦ…

ଟି-୨୦ ପ୍ଲେୟାର ଅଫ ଦି ଇୟର ପୁରସ୍କାର ଦୌଡରେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୯।୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୨ ବାର୍ଷିକ ପୁରସ୍କାର ପାଇଁ ଖେଳାଳିଙ୍କ ନାମ ତାଲିକାଭୁକ୍ତ କରିଛି। ଟି-୨୦ ସର୍ଟଲିଷ୍ଟରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର ଯାଦବ ସ୍ଥାନ ପାଇଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ତିନି ଖେଳାଳିଙ୍କୁ ମଧ୍ୟ ସର୍ଟଲିଷ୍ଟ କରାଯାଇଛି। ଦିନିକିଆରେ…

ଉପବାଚସ୍ପତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ  ଫେରୁଥିବା ବେଳେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଅନୁଗୋଳରୁ ଫେରୁଥିବା ବେଳେ ୫୫ ନଂ ଜାତୀୟ ରାଜପଥର ପଞ୍ଚମହଲାଠାରୁ ବନ୍ତଳା ରାସ୍ତାକୁ ଟର୍ନିଂ ସମୟରେ ଏହି ଦୁର୍ଘଟଣା…

ଅନୁଗୋଳରେ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁଗୋଳ ଜିଲା ଗସ୍ତ କରି ୧୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୧୩ କୋଟି ଟଙ୍କାରେ ୭୪୬ଟି ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ, ୧୪୯୨ କୋଟି ଟଙ୍କାର ୭୯୫ଟି ପ୍ରକଳ୍ପ…

ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର

ମୁମ୍ବାଇ,୨୯।୧୨: ଚଳିତ ବର୍ଷ ଟି-୨୦ରେ ଭାରତ ପାଇଁ ଚମତ୍କାର କରିଥିବା ସୂର୍ଯ୍ୟକୁମାର ଯାଦବ ଆଇସିସି ର଼୍ୟାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ବର୍ତ୍ତମାନ ସେ ଏକ ନୂତନ ଦାୟିତ୍ୱ ପାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ…

ବିମାନରେ ରୋମାଣ୍ଟିକ୍‌ ହେଲେ ଅଭିନେତ୍ରୀ

ପାକିସ୍ତାନ ଅଭିନେତ୍ରୀ ଇକ୍‌ରା ଅଜିଜ୍‌ ବେଶ୍‌ ପ୍ରସିଦ୍ଧ। ଏହି ଟେଲି ଅଭିନେତ୍ରୀଙ୍କର ଅନେକ ପ୍ରଶଂସକ ବି ରହିଛନ୍ତି। ଏପରିକି ତାଙ୍କ ଇନ୍‌ଷ୍ଟାଗ୍ରାମରେ ୯୩ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଏବେ ଇକ୍‌ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri