ଫାଇଲ ଦେଖିଲେ ପୀଠ, ରାୟ ସଂରକ୍ଷିତ
ନୂଆଦିଲ୍ଲୀ,୨୫ା୧୧:ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ରୁ ସ୍ବେଚ୍ଛାକୃତ ଅବସର (ଭିଆର୍ଏସ୍) ନେବା ମାତ୍ରେ ନିର୍ବାଚନ କମିଶନର (ଇସି) ଭାବେ ଅବସ୍ଥାପିତ ହୋଇଥିବା ପୂର୍ବତନ କେନ୍ଦ୍ର ସଚିବ ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଗୁରୁବାର ଦ୍ୱିତୀୟ ଦିନ ଶୁଣାଣି ହୋଇଛି। ଜଷ୍ଟିସ୍ କେ.ଏମ୍.…
ବିଧାନସଭାରେ ଭାବବିହ୍ବଳ ହେଲେ ସୂର୍ଯ୍ୟବଂଶୀ
ଭୁବନେଶ୍ୱର,୨୫ା୧୧(ବ୍ୟୁରୋ):ଚଳିତ ଅଧିବେଶନରେ କୋଭିଡ୍ କଟକଣା ହଟିଯାଇଛି। ୨ବର୍ଷ ପରେ ପୂର୍ବଭଳି ସଦସ୍ୟମାନେ ନିଜ ସିଟ୍କୁ ଫେରିଛନ୍ତି । ଗୁରୁବାର ବିଧାନସଭା ଆରମ୍ଭ ହୋଇଥିଲା। ତେବେ ସଦସ୍ୟମାନଙ୍କ ସଂଖ୍ୟା କମ୍ ରହିଥିଲା। ପଦ୍ମପୁର ଉପନିର୍ବାଚନ ଚାଲିଥିବାରୁ ବିରୋଧୀ ଓ ଶାସକ ଦଳର ବହୁ…
ସାଙ୍ଗ ପ୍ରେମିକାଙ୍କ ସହ କଥା ହେବାରୁ ନିର୍ଯାତନା, ୫ ଛାତ୍ର ଗିରଫ
ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାସ୍ତାରେ ରାଜେଶ କୁମାର ନାୟକ ନାମକ ଜଣେ ଛାତ୍ରଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ସଂପୃକ୍ତ ୫ଜଣ ଛାତ୍ରଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ଜିଲା ଆଠଗଡ ଥାନା…
ବିଜେଡି ବିଧାୟକଙ୍କ ଭାଇ ଗଙ୍ଗାଧରଙ୍କୁ ଜେରା
ଭୁବନେଶ୍ୱର,୨୫।୧୧(ବ୍ୟୁରୋ):ବହୁଚର୍ଚ୍ଚିତ ବ୍ଲାକ୍ମେଲର୍ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାରର ରହସ୍ୟ ଖୋଜୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଇତିମଧ୍ୟରେ ଜେରା ପ୍ରକ୍ରିୟାକୁ ଜୋର୍ଦାର କରିଛି। ତାଙ୍କ କଳା ସାମ୍ରାଜ୍ୟର ଲିଙ୍କ୍ରେ ଥିବା ବିଭିନ୍ନ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇ ପର୍ଯ୍ୟାୟକ୍ରମେ ସେମାନଙ୍କୁ କାର୍ଯ୍ୟାଳୟକୁ…
ଅଧିକାରୀ ଦେଖିବେ ‘ଦମନ’
ଭୁବନେଶ୍ବର, ୨୫ା୧୧(ବ୍ୟୁରୋ):ଓଡ଼ିଆ ସିନେମା ‘ଦମନ’ର ଲୋକପ୍ରିୟତା ଏବଂ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ ଜିଲା/ଉପଖଣ୍ଡ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଏଥିପାଇଁ ଉପଯୁକ୍ତ ସିନେମା/ଥିଏଟର ହଲ୍ ବୁକ୍ କରିବା ନିମନ୍ତେ ଜିଲାପାଳଙ୍କୁ କୁହାଯାଇଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ…
ଭକ୍ତଙ୍କୁ ରୁମ୍ ଦେବା ନାମରେ ଠକେଇ
ପୁରୀ ଅଫିସ, ୨୫ା୧୧: ଶ୍ରୀମନ୍ଦିର ପ୍ରଶାସନ ଅଧୀନସ୍ଥ ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସରେ ଭକ୍ତଙ୍କୁ ରୁମ୍ ଦେବା ନାମରେ ସାଇବର ଲୁଟେରା ଠକୁଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା। ଏଭଳି ଘଟଣା ଲୋକଲୋଚନକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ…
ନିର୍ଦ୍ଧାରିତ ସମୟରେ ସବୁ କାମ ଶେଷ କର
ଭୁବନେଶ୍ବର,୨୫ା୧୧(ବ୍ୟୁରୋ):ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡ଼ିକ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି ା ଗୁରୁବାର ପୂର୍ବାହ୍ନରେ ଲୋକସେବା ଭବନସ୍ଥ ଗ୍ରାମ୍ୟ…
୩ ବର୍ଷ ପରେ ସ୍ବାମୀଙ୍କୁ ଭେଟିଲେ ସ୍ତ୍ରୀ, ପରେ ଯାହା ହେଲା ଜାଣିଲେ, ଆଖିରେ ଆସିଯିବ ଲୁହ
ଚାଇନାରୁ ଏମିତି ଏକ ଖବର ଆସିଛି, ଯାହା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ। ଦୀର୍ଘ ତିନି ବର୍ଷର ଅପେକ୍ଷା ପରେ ଜଣେ ରୁଷିଆ ମହିଳା ତାଙ୍କ ସ୍ବାମୀଙ୍କୁ ଭେଟିବା ପାଇଁ ଚାଇନାରେ ପହଞ୍ଚିଥିଲେ। କିନ୍ତୁ କିଛି ଘଣ୍ଟା ମଧ୍ୟରେ ଏହି…
ପଦ୍ମପୁର ପାଇଁ ବିଧାନସଭା ଖାଁ ଖାଁ
ଭୁବନେଶ୍ୱର,୨୫ା୧୧(ବ୍ୟୁରୋ):ବିଧାନସଭାର ଶୀତକାଳୀନ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି । ହେଲେ ପ୍ରଥମ ଦିନରେ ବିଧାନସଭା ପରିସର ଖାଁ ଖାଁ ଲାଗୁଥିଲା। ଶାସକ ଦଳର ପ୍ରାୟ ୫୦ ପ୍ରତିଶତ ବିଧାୟକ ଏବଂ ଅଧିକାଂଶ ମନ୍ତ୍ରୀଙ୍କର ଦେଖା ନ ଥିଲା। ପଦ୍ମପୁର ଉପନିର୍ବାଚନ ପାଇଁ…
ବିଧାନସଭାରେ ଅର୍ଚ୍ଚନା ଝଡ଼
ଭୁବନେଶ୍ୱର, ୨୫ା୧୧(ବ୍ୟୁରୋ):ବିଧାନସଭାର ଶୀତ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରଥମାର୍ଦ୍ଧ ସ୍ବର୍ଗତ ସଦସ୍ୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୃହକୁ ଅପରାହ୍ନ ୫ଟା ଯାଏ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବା ପୂର୍ବରୁ ବିରୋଧୀ…
ଟସ୍ ଜିତିଲା ନ୍ୟୁଜିଲାଣ୍ଡ
ଅକଲାଣ୍ଡ,୨୫।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଏହି ମ୍ୟାଚ୍ରେ ଟସ ଜିତିବା ପରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…
ଇତିହାସ ରଚିଲେ ରୋନାଲ୍ଡୋ
କାତାର,୨୫।୧୧: ପର୍ତ୍ତୁଗାଲର ତାରକା ଷ୍ଟ୍ରାଇକର ତଥା ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଇତିହାସ ସୃଷ୍ଟି କରିଛନ୍ତି। ସେ ଫିଫା ବିଶ୍ୱକପର ପାଞ୍ଚଟି ସଂସ୍କରଣରେ ଗୋଲ ସ୍କୋର କରିବାରେ ଦୁନିଆର ପ୍ରଥମ ଖେଳାଳି ହୋଇଛନ୍ତି। ଘାନା ବିପକ୍ଷ ମ୍ୟାଚ୍ରେ ସେ ଏହି କୀର୍ତ୍ତିମାନ ହାସଲ…
Archives


