Home

ରୁମ୍‌ରୁ ଗର୍ଭ ପରୀକ୍ଷା କିଟ୍‌ ମିଳିବାରୁ ଝିଅକୁ ହତ୍ୟା

କୌଶମ୍ବି, ୧୦।୨:ଉତ୍ତର ପ୍ରଦେଶ କୌଶମ୍ବିର ଟେନଶାହ ଆଲାମବାଦ ଗ୍ରାମରେ ଝିଅକୁ ହତ୍ୟା ଅଭିଯୋଗରେ ଦମ୍ପତିଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ୨୧ ବର୍ଷୀୟା ଯୁବତୀଙ୍କ ରୁମ୍‌ରୁ ପ୍ରେଗ୍‌ନାନ୍ସି ଟେଷ୍ଟ୍‌ କିଟ୍‌ ମିଳିବା ପରେ ବାପା ନରେଶ ଓ ମା’ ଶୋଭା ଝିଅଙ୍କୁ…

ଦାରିଦ୍ର୍ୟ, ବେରୋଜଗାରୀ ରୋକିବା ସୁଯୋଗ ହରାଇଛି ବଜେଟ: ବିରୋଧୀ

ନୂଆଦିଲ୍ଲୀ,୧୦।୨(ପି.ଟି.):ଦେଶରୁ ଦାରିଦ୍ର୍ୟ ଓ ବେରୋଜଗାରୀ ହଟାଇବା ଦିଗରେ କେନ୍ଦ୍ର ବଜେଟ ସୁଯୋଗ ହରାଇଛି ବୋଲି ଗୁରୁବାର ବିରୋଧୀ ଅଭିଯୋଗ କରିଛନ୍ତି। ଲୋକ ସଭାରେ ବଜେଟ ଉପରେ ଆଲୋଚନା ବେଳେ ଏହା କୃଷକ, ଚାଷୀ ଏବଂ ଗ୍ରାମାଞ୍ଚଳ ବିରୋଧୀ ବୋଲି ତୃଣମୂଳ କଂଗ୍ରେସ…

ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୧୦।୨(ଆଇଏଏନ୍‌ଏସ୍‌):ଆଦାନୀ ଗ୍ରୁପ୍‌ର ଜାଲିଆତି ସମ୍ପର୍କରେ ଆମେରିକାର ଶର୍ଟ ସେଲ୍‌ କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟର ତଦନ୍ତ ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏକ କମିଟି ଦ୍ୱାରା କରାଇବା ପାଇଁ ଦାଏର ପିଟିଶନ୍‌ର ଶୁଣାଣି ଶୁକ୍ରବାର ସର୍ବୋଚ୍ଚ ଅଦାଲତ କରିବେ। ହିଣ୍ଡେନବର୍ଗ…

ଖାଦ୍ୟ ସଙ୍କଟରେ ଭୂକମ୍ପ ବିପନ୍ନ

ଆଙ୍କାରା/ଡାମାସକସ୍‌,୧୦।୨:ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଗୁରୁବାର ୧୯,୩୦୦ ଟପିଛି। ଭୂକମ୍ପକୁ ୪ ଦିନ ବିତିଥିଲେ ହେଁ ପ୍ରବଳ ଥଣ୍ଡା ଯୋଗୁ ହଜାର ହଜାର ବିଲ୍ଡିଂର ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଭଗ୍ନାବଶେଷ ତଳୁ ଜୀବନ ବଞ୍ଚାଇବା…

ଓଡ଼ିଶା ପାଇଁ ସ୍ବତନ୍ତ୍ର ପାହ୍ୟା ଦାବି କଲା ବିଜେଡି

ନୂଆଦିଲ୍ଲୀ,୧୦ା୨:ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡ଼ିଶାକୁ ସ୍ବତନ୍ତ ଫୋକସ ପାହ୍ୟା ପ୍ରଦାନ ଲାଗି ବିଜେଡି ଗୁରୁବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି। ଲୋକ ସଭାରେ କେନ୍ଦ୍ର ବଜେଟ ଉପରେ ଆଲୋଚନା ବେଳେ ବରିଷ୍ଠ ବିଜେଡି ସଦସ୍ୟ ଭର୍ତ୍ତୃହରି ମହତାବ କୌଣସି ପ୍ରାକୃତିକ…

ଇଚିଙ୍ଗ୍‌ ପାଉଡର ପକାଇବାରୁ ମନ୍ତ୍ରୀ ହଟହଟା

ଅଶୋକନଗର, ୧୦ା୨:ଭାରତୀୟ ଜନତା ପାର୍ଟିର ବିକାଶ ଯାତ୍ରାରେ ଯୋଗ ଦେବା ଅବସରରେ ମଧ୍ୟପ୍ରଦେଶ ଅଶୋକନଗର ଜିଲା ମୁଙ୍ଗୋଓଲି ବିଧାୟକ ତଥା ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବଙ୍କୁ ହଟହଟା ହେବାକୁ ପଡ଼ିଛି। ମଙ୍ଗଳବାର ମନ୍ତ୍ରୀ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀ ମୁଙ୍ଗୋଓଲିର ଏକ…

ଗୋପାଳଙ୍କୁ ଗୁଜରାଟ କାହିଁକି ନେଲେ

ଭୁବନେଶ୍ୱର(ବ୍ୟୁରୋ)/କଟକ ଅଫିସ,୧୦ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବହିଷ୍କୃତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କୁ କ୍ରାଇମ୍‌ବ୍ରାଞ୍ଚ ବୁଧବାରଠାରୁ ପୁଣି ୫ଦିନିଆ ରିମାଣ୍ଡରେ ଆଣିଛି। ତୃତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣିବା ପରେ ତାଙ୍କୁ ରାତିରେ ଗୁଜରାଟ ନିଆଯାଇଥିଲା।…

୧୪ ବର୍ଷର କଲ୍‌ ଲେଟର ଶେୟାର କଲେ ଏହି ଆଇଏଏସ୍‌ ଅଫିସର

ୟୁପିଏସ୍‌ସି ଦ୍ୱାରା କରାଯାଇଥିବା ପରୀକ୍ଷା ଦେଶର ସବୁଠାରୁ ବଡ଼ ଏବଂ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ। ଯେଉଁଥିପାଇଁ ଯୋଗ୍ୟତା ପାଇବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରୀଛାତ୍ର କଠିନ ପରିଶ୍ରମ କରୁଛନ୍ତି। ନିଜ ଘର ଛାଡି, ସେମାନେ ସେଠାରେ ରହିଥାନ୍ତି…

ଆଜି ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୧୦ା୨(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ପୂର୍ବାହ୍ନ ୧୧ଟା ୪୫ରେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ବା ପରେ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ…

ଜିଦ୍‌ରେ ଆନ୍ଧ୍ର, ଅନାଇଛି ଓଡ଼ିଶା

ପଟ୍ଟାଙ୍ଗି, ୧୦।୨(ଡି.ଏନ.ଏ.):କୋଟିଆ ଲୋଭ ଛାଡ଼ିପାରୁନାହିଁ ଆନ୍ଧ୍ର। କଳ, ବଳ, କୌଶଳ ଖଟାଇ ସୀମାନ୍ତ ଓଡ଼ିଶାର ଏହି ଭୂଖଣ୍ଡକୁ କରାୟତ୍ତ କରିବା ଲାଗି ଜିଦ୍‌ରେ ଅଟଳ ରହିଛି ପଡ଼ୋଶୀ ରାଜ୍ୟ। ସେଠାକାର ପ୍ରଶାସନିକ ଅଧିକାରୀ ଏବଂ ରାଜନେତା ନିୟମିତ ବ୍ୟବଧାନରେ କୋଟିଆ ଗ୍ରାମପୁଞ୍ଜରେ…

ତୁର୍କୀ ଭୂକମ୍ପର ଭବିଷ୍ୟବାଣୀ କରିଥିବା ବିଶେଷଜ୍ଞ କହିଲେ ଏଥର ପାଳି ଭାରତ, ପାକିସ୍ତାନର

ଆମଷ୍ଟରଡାମ,୧୦ ।୨: ତୁର୍କୀ ଓ ସିରିଆରେ ଆସିଥିବା ବିନାଶକାରୀ ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୨୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଛି । ତେବେ ଏହ ଭୂକମ୍ପର ଭବିଷ୍ୟବାଣୀ କରିଥିବା ଡଚର ବିଶେଷଜ୍ଞ ଫ୍ରେକ ହୋଗରବିଟ୍‌ସ ଏବେ ଘୋଷଣା କରିଛନ୍ତି…

ଟେଡି ଡେ: ସାଥୀଙ୍କୁ ଦିଅନ୍ତୁ ଏହି ରଙ୍ଗର ଟେଡି

କପଲ୍‌ଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି ପ୍ରପୋଜ୍‌ ଡେ’ ବା ପ୍ରେମ ନିବେଦନ ଦିବସ। ସେହିପରି ତୃତୀୟ ଦିବସରେ ଚକୋଲେଟ୍‌ ଦେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri