ପନ୍ତଙ୍କୁ ଛାଡ଼ି ଏହି ପାକିସ୍ତାନୀ କ୍ରିକେଟରଙ୍କ ପ୍ରେମରେ ପଡ଼ିଲେଣି ଉର୍ବଶୀ !
ବମ୍ବେ: ନିଜ ବୃତ୍ତିଗତ ଜୀବନଠାରୁ ଅଧିକ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା। ଦୀର୍ଘଦିନ ଧରି ସେ କ୍ରିକେଟର ରିଷଭ ପନ୍ତଙ୍କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ନାମ ପାକିସ୍ତାନର କ୍ରିକେଟର…
ଆଇପିଏଲ୍-୨୦୨୩: ଖେଳାଯିବ ୭୦ ଲିଗ୍ ମ୍ୟାଚ୍; ଜାଣନ୍ତୁ କେଉଁଦିନ, କାହା ସହ କାହାର ହେବ ମୁକାବିଲା
ନୂଆଦିଲ୍ଲୀ,୧୭।୨: ଇଣ୍ଡିଆନ୍ ପ୍ରିମିୟର ଲିଗ(ଆଇପିଏଲ୍)ର ୧୬ ତମ ସିଜନ ପାଇଁ ବିସିସିଆଇ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଚଳିତ ବର୍ଷ ମାର୍ଚ୍ଚ ୩୧ରୁ ଆଇପିଏଲ୍ ଆରମ୍ଭ ହେବ। ଟୁର୍ନାମେଣ୍ଟରେ ମୋଟ ୭୦ ଲିଗ୍ ମ୍ୟାଚ ଖେଳାଯିବାକୁ ଥିବା ବେଳେ ମେ’ ୨୧…
ଆଇପିଏଲ୍ର ୧୬ତମ ସିଜନ୍ ପାଇଁ ପ୍ରକାଶ ପାଇଲା କାର୍ଯ୍ୟସୂଚୀ: ମାର୍ଚ୍ଚ ୩୧ରେ ଆରମ୍ଭ ମେ’ ୨୮ରେ ଶେଷ
ନୂଆଦିଲ୍ଲୀ,୧୭।୨: ଆଇପିଏଲର ୧୬ତମ ସିଜନ୍ ଲାଗି ବିସିସିଆଇ ଶୁକ୍ରବାର ମ୍ୟାଚ୍ର କାର୍ଯ୍ୟସୂଚୀ ତାଲିକା ପ୍ରକାଶ କରିଛି। ମାର୍ଚ୍ଚ ୩୧ତାରିଖରୁ ଆଇପିଏଲ୍ ମହାସମର ଆରମ୍ଭ ହେବ। ମେ’ ୨୮ରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ତାଲିକାରେ ଉଲ୍ଲେଖ କରାଯାଇଛି। ଆଇପିଏଲ୍ର ପ୍ରଥମ ମ୍ୟାଚ୍…
ଶାହାରୁଖଙ୍କ ରେକର୍ଡ ଭାଙ୍ଗିଲେ ଏମ୍ସି ଷ୍ଟାନ୍
ବମ୍ବେ: ବିଗ୍ବସ୍ ବିଜେତା ହେବା ପରେ ରାପର୍ ଏମ୍ସି ଷ୍ଟାନ ଓରଫ ଅଲତାଫ ଶେଖଙ୍କ ଲୋକପ୍ରିୟତା ଆକଶ ଛୁଉଁଛି। ଏବେ ସେ ଭାରତର ସବୁଠାରୁ ଚର୍ଚ୍ଚିତ ସେଲିବ୍ରିଟି ପାଲଟିଛନ୍ତି। ସୋସିଆଲ ମିଡିଆରେ ସେ ଏକ ନୂଆ ଉପଲବ୍ଧି ହାସଲ କରିଛନ୍ତି। ସେ…
ଆସିଲା ଫୋନ୍ କଲ୍: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବୋମା
ଲକ୍ଷ୍ନୌ,୧୭।୨: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ବାହାରେ ବୋମା ଥିବା ନେଇ ଏକ ଫୋନ୍ କଲ୍ ଆସିଥିଲା। ଏହି ସୂଚନା ମିଳିବା ପରେ ସେଠାରେ ଭୟର ବାତାବରଣ ଖେଳିଯାଇଛି। ଘଟଣାସ୍ଥଳରେ ପୋଲିସ ଓ ବୋମା ନିଷ୍କ୍ରିୟ ସ୍କ୍ବାଡ୍…
ଅଷ୍ଟ୍ରେଲିଆ ବିପକ୍ଷରେ ଜାଡେଜାଙ୍କ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ,୧୭।୨: ଅଷ୍ଟ୍ରେଲିଆ ବିପକ୍ଷରେ ନୂଆଦିଲ୍ଲୀରେ ଖେଳାଯାଉଥିବା ସିରିଜର ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବିଶ୍ୱ ରେକର୍ଡ କରିଛନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ଉସମାନ ଖ୍ବାଜାଙ୍କ ଉଇକେଟ ନେବା ପରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। କ୍ରିକେଟ ଇତିହାସରେ ସେ କିମ୍ବଦନ୍ତୀ…
ଯଦି କେହି ଭାରତକୁ ହିନ୍ଦୁ ରାଷ୍ଟ୍ର କରିବାକୁ ଚାହୁଁଛି, ତେବେ ସେ ଦେଶକୁ ବରବାଦ କରିବାକୁ ଚାହୁଁଛି: ନୀତୀଶ
ପାଟନା,୧୭।୨: ଭାରତକୁ ହିନ୍ଦୁ ରାଷ୍ଟ୍ର କରିବା ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଦେଶରେ ପ୍ରତ୍ୟେକ ଧର୍ମ ଏବଂ ସମ୍ପ୍ରଦାୟର ଲୋକ ବାସ କରନ୍ତି। ଯଦି କେହି ଭାରତକୁ ହିନ୍ଦୁ ରାଷ୍ଟ୍ର…
୩ରୁ ୨କାର୍ଯ୍ୟାଳୟକୁ ବନ୍ଦ କଲା ଟୁଇଟର ଇଣ୍ଡିଆ
ନୂଆଦିଲ୍ଲୀ,୧୭।୨: ବିଶ୍ୱର ଆଇଟି କମ୍ପାନୀଗୁଡିକ ଦ୍ୱାରା ବଡ଼ ଧରଣର ଛଟେଇ କରାଯାଉଛି। ଭାରତ ଏଥିରୁ ବାଦ୍ ପଡ଼ିନାହିଁ। ଏହି କ୍ରମରେ ଟୁଇଟର ଇଣ୍ଡିଆ ଦେଶରେ ଥିବା ମୁମ୍ବାଇ ଏବଂ ଦିଲ୍ଲୀ କାର୍ଯ୍ୟାଳୟ ବନ୍ଦ କରିଦେଇଛି । ବର୍ତ୍ତମାନ କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ…
ଶନିବାର ମହାରାଷ୍ଟ୍ର ଗସ୍ତ କରିବେ ସ୍ବରାଷ୍ଟ୍ରମନ୍ତ୍ରୀ
ନୂଆଦିଲ୍ଲୀ,୧୭।୨: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଫେବୃଆରୀ ୧୮ ଏବଂ ୧୯ରେ ୨ଦିନିଆ ମହାରାଷ୍ଟ୍ର ଗସ୍ତ କରିବେ। ଏହି ସମୟରେ ଶାହା ପୁଣେରେ ଜମ୍ମୁ-କଶ୍ମୀରରେ ଶହୀଦ ହୋଇଥିବା ଯବାନ, ପୋଲିସ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ପିଲାମାନଙ୍କୁ ଭେଟିବେ। ଏତଦ୍ବ୍ୟତୀତ ଶାହା ନାଗପୁରର…
ନେପାଳ ବିମାନ ଦୁର୍ଘଟଣାରେ ମାନବୀୟ ତ୍ରୁଟି ସନ୍ଦେହ
କାଠମାଣ୍ଡୁ,୧୭ା୨: ନେପାଳରେ ଗତ ମାସରେ ଘଟିଥିବା ବିମାନ ଦୁର୍ଘଟଣାର ପ୍ରାଥମିକ ଅନୁସନ୍ଧାନ ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ୧୪ ପୃଷ୍ଠାର ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାର କାରଣକୁ ମାନବୀୟ ତ୍ରୁଟି ବୋଲି କୁହାଯାଉଛି। ନେପାଳର ପର୍ଯ୍ୟଟନ, ସଂସ୍କୃତି ଏବଂ ବେସାମରିକ ବିମାନ…
ଏତିକି ଟଙ୍କାର ମାଲିକାଣୀ ସ୍ବରା ଭାସ୍କର
ମୁମ୍ବାଇ: ଅଭିନେତ୍ରୀ ସ୍ବରା ଭାସ୍କର ଇତିମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସ୍ବରା ଲୁଚିଛପି ପ୍ରେମିକ ତଥା ଯୁବନେତା ଫହାଦ ଅହମ୍ମଦଙ୍କୁ କୋର୍ଟମ୍ୟାରେଜ କରିନେଇଛନ୍ତି। ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିବା ସ୍ବରାଙ୍କ ନିକଟରେ ଅମାପ ସମ୍ପତ୍ତି ରହିଛି। ସ୍ବରାଙ୍କ ନିକଟରେ ପ୍ରାୟ ୪୦…
ସ୍ବାମୀଙ୍କଠାରୁ ଏହି ଅଭିନେତ୍ରୀଙ୍କର ଅଧିକ ଫଲୋଅର୍ସ
ମୁମ୍ବାଇ: ବଲିଉଡ୍ର କିଛି ଅଭିନେତ୍ରୀଙ୍କର ଲକ୍ଷାଧିକ ଫଲୋଅର୍ସ ଅଛନ୍ତି। ଏପରିକି ଏହି ଅଭିନେତ୍ରୀଙ୍କର ସ୍ବାମୀ ଜଣାଶୁଣା ଅଭିନେତା ହୋଇଥିଲେ ମଧ୍ୟ ତାଙ୍କର ଅଭିନେତ୍ରୀଙ୍କ ତୁଳନାରେ ଫ୍ୟାନ୍ ଫଲୋଅର୍ସ ରହିଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ସ୍ବାମୀ ରଣବୀର ସିଂଙ୍କଠାରୁ ଇନ୍ଷ୍ଟାଗ୍ରାମରେ ଅଧିକ ଫଲୋଅର୍ସ…
Archives


