‘ଆର୍ଆର୍ଆର୍’ ଟିମ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୧୧।୧: ସୁପରହିଟ ଫିଲ୍ମ ‘ଆର୍ଆର୍ଆର୍’ ସମ୍ମାନଜନକ ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ଜିତିଛି॥ ଏସଏସ ରାଜାମୌଲୀଙ୍କ ଏହି ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଶ୍ରେଷ୍ଠ ଅରିଜନାଲ ଗୀତର ଆୱାର୍ଡ ମିଳିଛି। ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଫିଲ୍ମର ଏହି ସଫଳତା ପାଇଁ ସମଗ୍ର ଦେଶ ଗର୍ବିତ…
କର୍ନାଟକରେ କଂଗ୍ରେସର ନିର୍ବାଚନ ଅଭିଯାନ ଆରମ୍ଭ…
ବେଙ୍ଗାଲୁରୁ,୧୧।୧ : କଂଗ୍ରେସ ପକ୍ଷରୁ ୨୦୨୩ କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ଗୁରୁବାରଠାରୁ ଆରମ୍ଭ ହୋଇଛି। ପାର୍ଟି ରାଜ୍ୟ ଅଧ୍ୟକ୍ଷ ଡି.କେ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବେଲାଗାଭିରୁ ଦଳର “ପିପୁଲ୍ସ ଭଏସ ଯାତ୍ରା” ଲଞ୍ଚ କରିଛନ୍ତି।…
ହୃଦୟ ଜିତିଲେ ହିଟ୍ମ୍ୟାନ୍
ଗୁଆହାଟୀ,୧୧।୧: ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଗୁଆହାଟୀରେ ଖେଳାଯାଇଥିବା ଏହି ମ୍ୟାଚରେ ଏକ ରୋଚକ…
ବ୍ରୁକ୍, ଗାର୍ଡନର ଶ୍ରେଷ୍ଠ ଖେଳାଳି
ଦୁବାଇ, ୧୧ା୧ (ପି.ଟି.): ହ୍ୟାରି ବ୍ରୁକ୍ସ ପ୍ରଥମ ଥର ଆଇସିସି ପୁରୁଷ ପ୍ଲେୟର ଅଫ୍ ଦି ଇୟର ପୁରସ୍କାର ଲାଭ କରିଛନ୍ତି। ତାଙ୍କର ବିସ୍ଫୋରକ ବ୍ୟାଟିଂ ସହାୟତାରେ ଇଂଲଣ୍ଡ ପାକିସ୍ତାନରେ ଐତିହାସିକ ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ସିରିଜ ବିଜୟୀ ହୋଇଥିଲା।…
ଆଶିଷଙ୍କ ଜାମିନ ଆବେଦନର ବିଚାର ୨୦ ଜାନୁୟାରୀରେ…
ନୂଆଦିଲ୍ଲୀ,୧୧।୧ : ଲଖିମପୁର ଖେରୀରେ ଚାଷୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ ଗୁରୁବାର କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି ଜାନୁଆରୀ ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଆଲ୍ଲାହାବାଦ ହାଇକୋର୍ଟଙ୍କ…
ହୁଗୋଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ
ପ୍ୟାରିସ, ୧୧ା୧(ଏପି): ଫ୍ରାନ୍ସ ଫୁଟ୍ବଲ ଦଳର ଅଧିନାୟକ ହୁଗୋ ଲୋରିସ୍ଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି। ୩୬ବର୍ଷୀୟ ଗୋଲ୍କିପର ନିଜ ଦେଶ ତରଫରୁ ରେକର୍ଡ ୧୪୫ ମ୍ୟାଚ ଖେଳିଛନ୍ତି। ଲୋରିସ ୨୦୧୮ରେ ବିଶ୍ୱକପ୍ ଜିତିଥିଲେ। ତାଙ୍କ ଅଧିନାୟକତ୍ୱରେ ଫ୍ରାନ୍ସ ଗତ ମାସରେ…
ପଦାର୍ପଣ କଲେ ମହିଳା ଅମ୍ପାୟର
ନୂଆଦିଲ୍ଳୀ,୧୧ା୧ (ପି.ଟି.): ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ଅମ୍ପାୟର ଭୂମିକାରେ ମ୍ୟାଚ ପରିଚାଳନା କରିଥିଲେ ୩ ଜଣ ମହିଳା। ଜଣେ ପୂର୍ବତନ ସ୍କୋରର, ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଓ ଜଣେ ପୂର୍ବତନ ଖେଳାଳି ମଙ୍ଗଳବାର ରଚିଛନ୍ତି ଇତିହାସ। ପୂର୍ବରୁ…
୮୦୦ କୋଟି ଟଙ୍କାର ବିଲେଇ
ଟେଲର ସ୍ବିଫ୍ଟ ଦୁନିଆର ସବୁଠାରୁ ଲୋକପ୍ରିୟ ପପ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ। ସେ କେବଳ ପ୍ରସିଦ୍ଧ ନୁହଁନ୍ତି, ତାଙ୍କ ବିଲେଇ ଅଲିଭିଆ ବେନସନକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥାଏ। ଟେଲର ସ୍ବିଫ୍ଟଙ୍କୁ ଫଲୋ କରୁଥିବା ଲୋକମାନେ ତାଙ୍କ ବିଲେଇ ପ୍ରତି ଥିବା…
ଇସଲାମିକ ନିୟମ ଅନୁସାରେ ପୋଷାକ ପିନ୍ଧିଲେ ବାଳିକାଙ୍କୁ ମିଳିବ ପ୍ରାଥମିକ ଶିକ୍ଷା: ଘୋଷଣା କଲା ତାଲିବାନ…
କାବୁଲ,୧୧।୧ : ଆଫଗାନିସ୍ତାନରେ ତାଲିବାନ ଶାସକ ବାଳିକାମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ବାଳିକାମାନଙ୍କୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାକୁ ଅନୁମତି ଦିଆ ଯାଇଥିବାବେଳେ ଶିକ୍ଷା ମନ୍ତ୍ରଣାଳୟ ଏକ ସର୍ତ୍ତ ରଖିଛି…
ସଚିନଙ୍କ ରେକର୍ଡର ସମକକ୍ଷ କୋହଲି
ଗୁଆହାଟୀ,୧୧ା୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଶତକ ହାସଲ କରିବା ସହିତ ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ବିରାଟ କୋହଲି। ୨୦୨୨ ବର୍ଷ ଯେଉଁ ଫର୍ମରେ ଶେଷ କରିଥିଲେ ୨୦୨୩ ବର୍ଷକୁ ମଧ୍ୟ…
ପ୍ରଥମ ଦିନରେ ୧୨ ଉଇକେଟ ପତନ
ଭୁବନେଶ୍ୱର,୧୧ା୧(ସ୍ପୋଟର୍ସ ବ୍ୟୁରୋ): ହିମାଚଳ ପ୍ରଦେଶର ଅଟଳ ବିହାରୀ ବାଜପେୟୀ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭ ହୋଇଛି ଓଡ଼ିଶା ଓ ହିମାଚଳ ପ୍ରଦେଶ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ୍। ପ୍ରଥମ ଦିବସରେ ଦୁଇଟି ଅର୍ଦ୍ଧଶତକ ଦେଖିବାକୁ ମିଳିଥିବା ବେଳେ ୧୨ ଉଇକେଟର ପତନ…
ଆଣ୍ଟିବାୟୋଟିକକୁ ସାବଧାନ ! ୪୮ ପ୍ରତିଶତ ପେଟ ସମସ୍ୟା ସୃଷ୍ଟି କରୁଥିବା ଆଶଙ୍କା…
ନ୍ୟୁୟର୍କ,୧୧।୧ : ଆଣ୍ଟିବାୟୋଟିକ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ ୪୦ ବର୍ଷ ବୟସ ପରେ, ଟିକେ ଯତ୍ନର ସହ ଆଣ୍ଟିବାୟୋଟିକ ଖାଆନ୍ତୁ, କାରଣ ସେଗୁଡିକ ଯୋଗୁ ପ୍ରଦାହଜନକ ଅନ୍ତଃସ୍ଥଳୀ (ଆଇବିଡି) ହେବାର ଆଶଙ୍କା ୪୮ ପ୍ରତିଶତ…
Archives


