Home

ଅକ୍ସଫୋର୍ଡ ୟୁନିଭର୍ସିଟି ହସ୍ପିଟାଲର ସିଇଓ ଭାବେ ନିଯୁକ୍ତ ହେଲେ ମେଘନା ପଣ୍ଡିତ

ଲଣ୍ଡନ,୧୮ା୨: ଅକ୍ସଫୋର୍ଡ ୟୁନିଭର୍ସିଟି ହସ୍ପିଟାଲ (OUH) ଏନ୍‌ଏଚ୍‌ଏସ୍‌ ଫାଉଣ୍ଡେଶନ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଭାରତୀୟ ବଂଶୋଭବ ପ୍ରଫେସର ମେଘନା ପଣ୍ଡିତଙ୍କୁ ନିଯୁକ୍ତ କରାଯାଇଛି। ଏହି ପଦବୀ ପାଇବାରେ ସେ ପ୍ରଥମ ମହିଳା। କୌଣସି ଜାତୀୟ ସ୍ବାସ୍ଥ୍ୟ ସେବା…

ମୋ ବିରୋଧରେ ସମସ୍ତ କ୍ଷମତା ଲଗାଇଛନ୍ତି ସରକାର: ସିସୋଡିଆ…

ନୂଆଦିଲ୍ଲୀ,୧୮।୨ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଶନିବାର କହିଛନ୍ତି ଯେ ମଦ ନୀତି ପ୍ରସଙ୍ଗରେ ତାଙ୍କୁ ପୁଣି ପଚରାଉଚରା ପାଇଁ ଡକାଯାଇଛି। ତାଙ୍କୁ ହଇରାଣ କରିବା ପାଇଁ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଏଜେନ୍ସିଗୁଡିକର ପୂର୍ଣ୍ଣ କ୍ଷମତାର ଅପବ୍ୟବହାର କରୁଥିବା…

କରୋନା ମହାମାରୀ ପରେ ବଢୁଛି କର୍କଟ ମାମଲା: ରାମଦେବ…

ପଣଜୀ,୧୮।୨ : ଗୋଆରେ ଏକ ସମାବେଶକୁ ସମ୍ବୋଧିତ କରି ବାବା ରାମଦେବ ଶନିବାର ଦାବି କରିଛନ୍ତି ଯେ କରୋନା ମହାମାରୀ ପରେ ଦେଶରେ କର୍କଟ ମାମଲାରେ ବୃଦ୍ଧି ଘଟିଛି। ପତଞ୍ଜଳି ଯୋଗ ସମିତି ଶନିବାର ଠାରୁ ଗୋଆରେ ତିନି ଦିନିଆ ଯୋଗ…

ପ୍ରେସ୍‌ମିଟ୍‌ ବର୍ଜନ କଲେ ଗଣମାଧ୍ୟମ ପ୍ରତିନିଧି

ଆନନ୍ଦପୁର,୧୮ା୨(ସ୍ବ.ପ୍ର.): ଆନନ୍ଦପୁର ଜଳସମ୍ପଦ ବିଭାଗ ଅଧୀନରେ ନିର୍ମାଣାଧୀନ ପ୍ରକଳ୍ପ ପରିଦର୍ଶନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ଏ ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜିଲା ପ୍ରଶାସନ ସ୍ତରରେ ସୂଚନା ପ୍ରଦାନ କରାଯିବା ସହିତ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ…

ଜୁନ୍‌ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଆନନ୍ଦପୁର ବ୍ୟାରେଜ: ମୁଖ୍ୟ ଶାସନ ସଚିବ

ଆନନ୍ଦପୁର,୧୮ା୨(ସ୍ବ.ପ୍ର.): ୪୭୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ୨୦୨୦ ଜାନୁୟାରୀ ୩୧ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଲୋକର୍ପଣକୁ ଦୀର୍ଘ ୩ ବର୍ଷ ଅତିକ୍ରାନ୍ତ କରିଥିଲେ ବି ଅଦ୍ୟାବଧି ଏହା କାର୍ଯ୍ୟକ୍ଷମ ହୋଇପାରିନି।…

କାର୍ତ୍ତିକଙ୍କ ଚାଲାଣ କାଟିଲା ପୋଲିସ

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଫିଲ୍ମ ‘ଶେହଜାଦା’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କାର୍ତ୍ତିକ ଏବଂ କ୍ରୀତି ସାନନଙ୍କ ଏହି ଫିଲ୍ମ ରିଲିଜ ହେବା ପରଠାରୁ ଏହା ରେକର୍ଡ କରିଛି। ଉଭୟେ ‘ଶେହଜାଦା’କୁ ନେଇ ବହୁତ ଉତ୍ସାହିତ ଅଛନ୍ତି। କାର୍ତ୍ତିକ…

ଅଙ୍କିତ ନୁହନ୍ତି, ଷ୍ଟାନଙ୍କୁ ଡେଟ୍‌ କରିବାକୁ ଚାହାନ୍ତି ପ୍ରିୟଙ୍କା

ବମ୍ବେ: ବିଗ୍‌ବସ୍‌ ଜିତି ନାହାନ୍ତି ସତ, ହେଲେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ଆମେ କହୁଛୁ ବିବାଦୀୟ ରିଆଲିଟି ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚାହର ଚୌଧୁରୀଙ୍କ କଥା। ଶୋ’ ଶେଷ ହେବା ପରେ ଅନେକ…

ଜେଲରେ କାମ କରୁଥିବା ସମୟରେ ଆହତ ହେଲେ କଏଦୀଙ୍କୁ ମିଳିବ କ୍ଷତିପୂରଣ: ହାଇକୋର୍ଟ…

ନୂଆଦିଲ୍ଲୀ,୧୮।୨ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନୀତି ଅଭାବରୁ ଜଣେ କଏଦୀଙ୍କୁ ଯନ୍ତ୍ରଣା ଭୋଗିବାକୁ ଦିଆଯାଇପାରିବ ନାହିଁ ଏବଂ ବନ୍ଦୀମାନଙ୍କର ମୌଳିକ ଅଧିକାର ପ୍ରତି ଅଣଦେଖା କରୁଥିବା କର୍ତ୍ତୃପକ୍ଷଙ୍କୁ ଜାଗ୍ରତ କରିବା ପାଇଁ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିବା…

ଦ୍ୱିତୀୟ ଦିନର ଖେଳ ଶେଷ: ଅଷ୍ଟ୍ରେଲିଆ ୬୨ରନ୍‌ରେ ଅଗ୍ରଣୀ

ନୂଆଦିଲ୍ଲୀ,୧୮।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିଲ୍ଲୀ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୧ ଉଇକେଟ ହରାଇ ମୋଟ ୬୨ରନ୍‌ ଅଗ୍ରଣୀ ହାସଲ କରିଛି। ଟ୍ରାଭିସ ହେଡ୍‌ ୩୯ ଏବଂ ମାର୍ନସ ଲାବୁଶେନ୍‌…

ଆତଙ୍କବାଦ-ବାମପନ୍ଥୀ ଉଗ୍ରବାଦ ୮୦ ପ୍ରତିଶତ ହ୍ରାସ ପାଇଛି: ଶାହା…

ମୁମ୍ବାଇ,୧୮।୨ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ, ଉତ୍ତର-ପୂର୍ବରେ ବାମପନ୍ଥୀ ଉଗ୍ରବାଦରେ ୮୦ ପ୍ରତିଶତ ହ୍ରାସ ଘଟିଛି। ନାଗପୁରର ଏକ ମରାଠୀ ଖବରକାଗଜର ସୁବର୍ଣ୍ଣ ଜୟନ୍ତୀ…

୨୬୨ରେ ଅଟକିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୮।୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଟିମ୍‌ ୨୬୨ ରନ୍‌ କରିଛି। ଦଳ ପକ୍ଷରୁ ଅକ୍ଷର ପଟେଲ ୭୪ ଏବଂ ଆର୍‌. ଅଶ୍ୱିନ ୩୭ ରନ୍‌ କରିଛନ୍ତି। ସେହିଭଳି ବିରାଟ କୋହଲି ମଧ୍ୟ ୪୪ ରନ୍‌…

ୟୁକ୍ରେନ ଉପରେ ପୁଣି କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ

କିଭ୍‌,୧୮ା୨: ପ୍ରାୟ ଏକ ବର୍ଷ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ନେଉନି। ରୁଷିଆ କ୍ରମାଗତ ଭାବରେ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି। ଶନିବାର ୟୁକ୍ରେନର ପଶ୍ଚିମ ଅଞ୍ଚଳରେ ରୁଷିଆ ପୁଣି ଥରେ କ୍ଷେପଣାସ୍ତ୍ର ମାଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri