ପାକିସ୍ତାନ ରିଲିଫ୍ ସାମଗ୍ରୀ ଫେରାଇ ଦେଲା ତୁର୍କୀ
ଇସଲାମାବାଦ୍,୧୯।୨: ବିଦେଶୀ ଋଣ ଏବଂ ଅର୍ଥ ଅଭାବ ଦେଇ ଗତି କରୁଥିବା ପାକିସ୍ତାନ ଅନ୍ୟ ଦେଶକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଭୂମିକମ୍ପ ପ୍ରଭାବିତ ତୁର୍କୀକୁ ରିଲିଫ ସାମଗ୍ରୀ ପଠାଇ ଏବେ ପୁଣି ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ…
ଶିବସେନା ଶାଖା ଉପରେ ଶିନ୍ଦେଙ୍କ ନଜର…
ମୁମ୍ବାଇ,୧୯।୨ : ଶିବସେନା ଶାଖାଗୁଡ଼ିକୁ ଦଳର ମୂଳ ଭିତ୍ତିଭୂମି ଏବଂ ମେରୁଦଣ୍ଡ ଭାବରେ ବିବେଚନା କରାଯାଏ। ଯେପର୍ଯ୍ୟନ୍ତ ଶାଖା ଅଛନ୍ତି, ଉଦ୍ଧବ ଠାକରେ ପରିବାର ମହାରାଷ୍ଟ୍ର ରାଜନୀତିରେ ଯେକୌଣସି ସମୟରେ ପ୍ରତ୍ୟାବର୍ତ୍ତନ କରିପାରିବେ। ଏଭଳି ପରିସ୍ଥିତିରେ ପର୍ଯ୍ୟବେକ୍ଷକମାନେ ମତ ପୋଷଣ କରୁଛନ୍ତି…
ସ୍କୁଲ୍ ଡ୍ରେସ୍ରେ ଥିବା ଏହି କୁନି ଝିଅ ଏବେ ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ସେଲିବି୍ରିଟିମାନେ ବେଳେବେଳେ ସେମାନଙ୍କର ପିଲାଦିନର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଯାହାକୁ ଚିହ୍ନିବାରେ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଏବେ ସେମିତି ଜଣେ ଅଭିନେତ୍ରୀଙ୍କ ପିଲାଦିନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ସ୍କୁଲ୍ ଡ୍ରେସ୍ ପିନ୍ଧି…
ଛୋଲେ-ଭଟୁରେ ଅର୍ଡର ଦେଲେ କୋହଲି
ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ସମୟରେ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଛୋଲେ-ଭଟୁରେ ଦେଖି କେତେ ଖୁସି ହୋଇଯାଉଛନ୍ତି ତାହା ଦେଖାଯାଇଛି।…
ଉଦ୍ଧବଙ୍କ ପୂର୍ବରୁ ସୁପ୍ରିମ୍କୋର୍ଟରେ ପହଞ୍ଚିଲେ ଶିନ୍ଦେ…
ମୁମ୍ବାଇ,୧୯।୨ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳ ଶିବସେନାର ନାମ ଏବଂ ନିର୍ବାଚନ ଚିହ୍ନକୁ ଉଦ୍ଧବ ଠାକରେଙ୍କ ହାତରୁ ଛଡ଼ାଇ ନେବା ପରେ ମଧ୍ୟ ଚୁପ ହୋଇ ବସି ନାହିଁ। ଶିବସେନାକୁ ନେଇ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ସମର୍ଥନ କରିବା ପାଇଁ…
ଆଜା-ଆଜା କହିବା ମଧ୍ୟ ଯୌନ ଉତ୍ପୀଡନ: କୋର୍ଟ…
ମୁମ୍ବାଇ,୧୯।୨ : ମୁମ୍ବାଇର ଏକ କୋର୍ଟ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୋଗ ହୋଇଛି ଯେ ଯୁବକ ଜଣକ ନାବାଳିକାକୁ ଆଜା-ଆଜା ବୋଲି କହି ଡାକିଥିଲେ। ମୁମ୍ବାଇର ଦିନଦୋଶିର ଏକ…
ଆଫଗାନିସ୍ତାନକୁ ଡରୁଛି ପାକିସ୍ତାନ !…
ଇସଲାମାବାଦ,୧୯।୨ : ଆଫଗାନିସ୍ତାନକୁ ପାକିସ୍ତାନ ଡରୁଛି। ଆତଙ୍କବାଦକୁ ରୋକିବା ପାଇଁ ପରାମର୍ଶ ଦେବା ସମ୍ପର୍କରେ କହି ପାକିସ୍ତାନ ଏହି ଭୟ ପ୍ରକାଶ କରିଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ କହିଛନ୍ତି ଯେ ଯଦି ମଧ୍ୟବର୍ତ୍ତୀ ଆଫଗାନିସ୍ତାନ ସରକାର ନିଜ…
ସୌରାଷ୍ଟ୍ର ରଣଜୀ ଚାମ୍ପିଅନ୍
କୋଲକାତା,୧୯।୨: ରଣଜୀ ଟ୍ରଫି ୨୦୨୩ର ଫାଇନାଲରେ ସୌରାଷ୍ଟ୍ର ବେଙ୍ଗଲକୁ ୯ ଉଇକେଟରେ ପରାସ୍ତ କରିଛି। ଏହା ସହିତ ଗତ ତିନି ସିଜିନରେ ଦ୍ୱିତୀୟ ଥର ପାଇଁ ଏହି ଦଳ ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚରେ ଜୟଦେବ ଉନାଦକତ୍ ଚମତ୍କାର ପ୍ରଦର୍ଶନ କରି…
ଯୁଦ୍ଧକୁ ନେଇ ଆମେରିକାର ଅଭିଯୋଗ, ପୁଟିନ କରିଛନ୍ତି ବଡ଼ ଅପରାଧ…
ଓ୍ବାଶିଂଟନ,୧୯।୨ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ବର୍ଷେ ବିତିବାକୁ ଯାଉଛି। ଏପରିସ୍ଥଳେ ଆମେରିକା ରୁଷିଆ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ଆମେରିକା କହିଛି ଯେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନରେ ମାନବିକତା ବିରୋଧରେ ଏକ ବଡ଼ ଅପରାଧ କରିଛନ୍ତି। ଆମେରିକାର…
ରୁଷିଆ ଉପରେ ଅଧିକ କଟକଣା ହେବ ଲାଗୁ, ଜି-୭ ଦେଶ ୟୁକ୍ରେନକୁ କଲେ ସମର୍ଥନ…
ମସ୍କୋ,୧୯।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗୋଟିଏ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୨ ଫେବୃଆରୀ ୨୪ ରେ, ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା। କେହି ଆଶା କରି ନ ଥିଲେ ଯେ ୟୁକ୍ରେନ ରୁଷିଆ…
ଜାଡେଜାଙ୍କ ବୋଲିଂରେ ଘାଇଲା ହେଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍, ୧୧୩ରେ ଅଲଆଉଟ୍
ନୂଆଦିଲ୍ଲୀ,୧୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ଜାରି ରହିଛି। ରବିବାର ଲଞ୍ଚ ବିରତି ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍ ଦ୍ୱିତୀୟ ଇନିଂସରେ ୧୧୩ରେ ଅଲଆଉଟ୍ ହୋଇଛି। ଫଳରେ ଭାରତକୁ ବିଜୟ ଲାଗି ୧୧୫ ରନ୍ର…
ଘନ କୁହୁଡ଼ି ଯୋଗୁ ୩୦ରୁ ଅଧିକ ଯାନ ମଧ୍ୟରେ ଧକ୍କା: ବହୁ ଆହତ…
ମିରଟ,୧୯।୨ : ଶନିବାର ବିଳମ୍ବିତ ରାତିରେ ମିରଟରେ ଘନ କୁହୁଡି ଆରମ୍ଭ ହୋଇ ରବିବାର ସକାଳ ପର୍ଯ୍ୟନ୍ତ ପରିସ୍ଥିତି ଏହିପରି ରହିଥିଲା। ଏହି କାରଣରୁ ମିରଟ-ଦିଲ୍ଲୀ ଏକ୍ସପ୍ରେସଓ୍ବେରେ ୩୦ ରୁ ଅଧିକ ଗାଡି ପରସ୍ପର ସହ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ…
Archives


