Home

ସିରିଆ ଉପରେ ଇସ୍ରାଏଲର ବିମାନ ଆକ୍ରମଣ, ସାଧାରଣ ନାଗରିକଙ୍କ ସମେତ ୧୫ ମୃତ

ଦମିସ୍କ,୧୯ ।୨: ବିନାଶକାରୀ ଭୂକମ୍ପରେ ପ୍ରଭାବିତ ହୋଇଥିବା ସିରିଆର ରାଜଧାନୀ ଦମିସ୍କ ଉପରେ ଇସ୍ରାଏଲ ଶନିବାର ପୁଣିଥରେ ବିମାନ ଆକ୍ରମଣ କରିଛି । ମାନବାଧିକାର ସଂସ୍ଥାନ ସିରିଆନ ଅବଜରଭେଟିଭର ସୂଚନା ଅନୁଯାୟୀ, ମିଡିଆ ରିପୋର୍ଟରେ ଦର୍ଶାଯାଇଛି କି ଏହି ଆକ୍ରମଣରେ ସାଧାରଣ…

ବିତାରପତି ନିଯୁକ୍ତିରେ କଲେଜିୟମ୍‌ ମଡେଲ ଉପଯୁକ୍ତ, ଏହାଠାରୁ ଅନ୍ୟ କିଛି ଶ୍ରେଷ୍ଠ ନୁହେଁ: ପୂର୍ବତନ ସିଜେଆଇ…

ନୂଆଦିଲ୍ଲୀ,୧୮।୨ : ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ୟୁ ୟୁ ଲଲିତ ଶନିବାର କହିଛନ୍ତି ଯେ ବିଚାରପତିଙ୍କ ନିଯୁକ୍ତିର କଲେଜିୟମ ବ୍ୟବସ୍ଥା ଏକ ଉପଯୁକ୍ତ ମଡେଲ ଯାହା ପୂର୍ଣ୍ଣ ଭାବେ ପ୍ରମାଣିତ। ନ୍ୟାୟିକ ନିଯୁକ୍ତି ଏବଂ ସଂସ୍କାର ଉପରେ ଏକ…

ଚାଇନାର ବିସ୍ତାରବାଦୀ ନୀତି: ଏଲଏସିରେ ନୂଆ ରେଳଲାଇନ ନିର୍ମାଣ ଜାରି…

ବେଜିଂ,୧୮।୨ : ଚାଇନା ଏହାର ବିସ୍ତାରବାଦୀ ନୀତି ଜାରି ରଖିଛି। ବର୍ତ୍ତମାନ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ନିକଟରେ ଏକ ନୂତନ ରେଳ ଲାଇନ ସ୍ଥାପନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ରେଳ ଟେକ୍ନୋଲୋଜିର ରିପୋର୍ଟ ଅନୁଯାୟୀ, ଏହି ରେଳ…

କନ୍ଧମାଳ ହଳଦୀ ଦେଖି ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, କଫି ପ୍ୟାକେଟ୍‌ ବି କିଣିଲେ

ଦାରିଙ୍ଗବାଡ଼ି,୧୮ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଅନସୂଚିତ ଜନଜାତି ବସବାସ କରୁଛନ୍ତି। ଏହି ଜିଲାର ହଳଦୀ ସମଗ୍ର ବିଶ୍ୱ ଦରବାରରେ ପରିଚିତ ରହିଥିବା ବେଳେ ଜୈବିକ ପଦ୍ଧତିର ହଳଦୀ ପାଇଁ ବିଶ୍ୱ ବିଖ୍ୟାତ ହୋଇପାରିଛି। ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ କନ୍ଧମାଳ ହଳଦୀର…

କାର ଉପରେ ଠିଆ ହେଲେ କେବେ ବି ବାଲାସାହେବ ହୋଇ ପାରିବେନି ଉଦ୍ଧବ: ଭାଜପା…

ମୁମ୍ବାଇ,୧୮।୨ : ଶିବସେନାର ନିର୍ବାଚନୀ ଉଦ୍ଧବ ଠାକରେଙ୍କଠାରୁ ଚିହ୍ନ ଛଡ଼ାଇ ନିଆଯାଇଥିବା ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି। ଏହା ସହିତ ବାସଭବନ ମାତୋଶ୍ରୀରେ ଉଦ୍ଧବ ତାଙ୍କ ସମର୍ଥକଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଏକ କାର ଉପରେ ଠିଆ ହୋଇ ପରାମର୍ଶ…

ନୌସେନାର ଘୋଷଣା: ଆଇଏନଏସ ବିକ୍ରାନ୍ତ-ବିକ୍ରମାଦିତ୍ୟରେ ମୁତୟନ ହେବ ସ୍ବଦେଶୀ ଫାୟାର ଫାଇଟିଙ୍ଗ୍‌ ବୋଟ…

ନୂଆଦିଲ୍ଲୀ,୧୮।୨ : ପ୍ରତିରକ୍ଷା କ୍ଷେତ୍ରରେ ମେକ ଇନ ଇଣ୍ଡିଆ ପାଇଁ ଏକ ପ୍ରମୁଖ ସଫଳତା ଅନ୍ତର୍ଗତ ଭାରତୀୟ ନୌସେନା ଖୁବ ଶୀଘ୍ର ବିମାନ ପରିବହନକାରୀ ଆଇଏନଏସ ବିକ୍ରାନ୍ତ ଏବଂ ଆଇଏନଏସ ବିକ୍ରମାଦିତ୍ୟ ସମେତ ବୃହତ୍ତମ ଯୁଦ୍ଧ ଜାହାଜରେ ସ୍ବଦେଶୀ ଫାୟାର ଫାଇଟିଙ୍ଗ୍‌…

ରାଜ୍ୟଙ୍କ ପାଇଁ ୫ ବର୍ଷର ଜିଏସଟି କ୍ଷତିପୂରଣ, ପେନସିଲ ଶାର୍ପନର ଉପରେ ଜିଏସଟି କମି ୧୨ ପ୍ରତିଶତ ହେଲା…

ନୂଆଦିଲ୍ଲୀ,୧୮।୨ : ଦ୍ରବ୍ୟ ଏବଂ ସେବା କର(ଜିଏସଟି)ର ୪୯ତମ ବୈଠକ ଶନିବାର ନୂଆଦିଲ୍ଲୀରେ ସମାପ୍ତ ହୋଇଛି। ଏହି ଜିଏସ୍‌ଟି ପରିଷଦ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆପିଲ…

ପାକିସ୍ତାନ ସରକାରଙ୍କ ପୁଣି ପତନ ଆଶଙ୍କା, ମରିୟମ ନଓ୍ବାଜ ଶାହବାଜଙ୍କୁ କଲେ ବିରୋଧ…

ଇସଲାମାବାଦ,୧୮।୨ : ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ସରକାରଙ୍କର ପୁଣି ଥରେ ପତନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସରିଫ ପରିବାରରେ ଏକ ବଡ଼ ମତଭେଦ ଥିବା ଜଣାପଡିଛି। ଶରିଫ ପରିବାରର ଶାସକ ଦଳ ପିଏମଏଲ (ଏନ) ରେ ବିଭାଜନ…

ଦିବ୍ୟାଙ୍ଗଙ୍କ ନିକଟରେ ଭତ୍ତା ପହଞ୍ଚାଇଲା ଡ୍ରୋନ୍‌

ନୂଆପଡ଼ା ଅଫିସ,୧୮ା୨: ନୂଆପଡ଼ା ସଦର ବ୍ଲକ ଭାଲେଶ୍ୱର ପଞ୍ଚାୟତରେ ଡ୍ରୋନ୍‌ ସାହାଯ୍ୟରେ ଦିବ୍ୟାଙ୍ଗଙ୍କ ନିକଟରେ ପହଞ୍ଚିଛି ଭତ୍ତା ଟଙ୍କା। ଜିଲାରେ ପ୍ରଥମ କରି ଡ୍ରୋନ୍‌ ଯୋଗେ ହିତାଧିକାରୀଙ୍କ ନିକଟକୁ ଭତ୍ତା ଟଙ୍କା ପଠାଇ ଇତିହାସ ସୃଷ୍ଟି କରିଛନ୍ତି ଭାଲେଶ୍ୱର ପଞ୍ଚାୟତ ସରପଞ୍ଚ…

ବାଇକ୍‌ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ,୧୮ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ଛକଠାରେ ଶନିବାର ସନ୍ଧ୍ୟାରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ତିଳେଶ୍ୱର ପଟରୁ ଭେଜିଗୋରା…

ମୋଦି ସରକାର ଏତେ ଦୁର୍ବଳ ବୋଲି ମୁଁ ଜାଣି ନ ଥିଲି: ଚିଦାମ୍ବରମ…

ନୂଆଦିଲ୍ଲୀ,୧୮।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଥିବା ଆମେରିକୀୟ ବିଲିୟନେୟାର ଜର୍ଜ ସୋରେସଙ୍କ ଉପରେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମଧ୍ୟ ନିଜର ମତ ଦେଇଛନ୍ତି। ଚିଦାମ୍ବରମ ଟୁଇଟ କରି କହିଛନ୍ତି ଯେ ଜର୍ଜ ସୋରୋସ ଅତୀତରେ ଯାହା…

ବେଲଜ୍ଜା ଭାବରେ ମିଛ କହୁଛନ୍ତି କେଜରିଓ୍ବାଲ ସରକାର: ଭାଜପା…

ନୂଆଦିଲ୍ଲୀ,୧୮।୨ : ଭାରତୀୟ ଜନତା ପାର୍ଟି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କୁ ଟାର୍ଗେଟ କରିଛି। ଶନିବାର ଭାଜପା ପକ୍ଷରୁ ଏକ ଗଣମାଧ୍ୟମ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଦିଲ୍ଲୀ ଭାଜପା ଅଧ୍ୟକ୍ଷ ବିରେନ୍ଦ୍ର ସଚ୍ଚଦେବ, ଏମ୍‌ପି ପରଭେଶ ବର୍ମା ତଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri