Home

ବେଦାନ୍ତ ପକ୍ଷରୁ ମେଗା ସ୍ବାସ୍ଥ୍ୟ ସଚେତନତା ଅଭିଯାନ

ଭୁବନେଶ୍ୱର, ୨୦।୨: ବେଦାନ୍ତ ଆଲୁମିନିୟମ୍‌ର ଓଡ଼ିଶା ୟୁନିଟ ପକ୍ଷରୁ ନିକଟରେ ଏକ ମେଗା ସ୍ବାସ୍ଥ୍ୟ ସଚେତନତା ସୁନ୍ଦରଗଡ଼ଠାରେ ଶୁଭାରମ୍ଭ କରାଯାଇଥିଲା। ଏପରିକି କମ୍ପାନୀ ଗତ ସପ୍ତାହବ୍ୟାପୀ ସଚେତନତା ଅଭିଯାନ ଚଳାଇଛି। ବିଶେଷ କରି ଉକ୍ତ ଅଞ୍ଚଳର କିଶୋରୀ ବାଳିକାମାନଙ୍କ ମଧ୍ୟରେ ମାସିକ…

ସୋନାଲିକାର ଅତ୍ୟାଧୁନିକ ଟ୍ରାକ୍ଟର୍‌ ରେଞ୍ଜ୍‌ ଉନ୍ମୋଚିତ

ଭୁବନେଶ୍ୱର, ୨୦।୨: ସୋନାଲିକା ଟ୍ରାକ୍ଟର୍ସର ଅତ୍ୟାଧୁନିକ ଟ୍ରାକ୍ଟର୍‌ ରେଞ୍ଜ୍‌ ନିକଟରେ ଆୟୋଜିତ କୃଷି ଓଡ଼ିଶା ପରିସରରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ବ୍ରାଣ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଟେକ୍ନୋଲୋଜିରେ ସୁସଜ୍ଜିତ ଟ୍ରାକ୍ଟରଗୁଡ଼ିକର ବଜାର ପ୍ରବେଶ ହୋଇଥିବା ଜଣାପଡ଼ିଛି। ଏପରି କି…

ବରଗଡ଼ରେ ତନିଷ୍କର ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର/ବରଗଡ଼ ଅଫିସ୍‌,୨୦।୨: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଟାନ ତନିଷ୍କର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଓଡ଼ିଶା ବଜାରରେ ଶୁଭାରମ୍ଭ କରାଯାଇଛି। ବିଶେଷ କରି ରବିବାର ବରଗଡ଼ ସହରର ଭଟଲି ଛକ ଠାରେ ତନିଷ୍କର ନୂତନ ଷ୍ଟୋର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ…

ରାଜ୍ୟର ୧୩ ସହରରେ ଏୟାରଟେଲ୍‌ ୫ଜି ପ୍ଲସ

ଭୁବନେଶ୍ୱର, ୨୦।୨: ଭାରତୀ ଏୟାରଟେଲ ପକ୍ଷରୁ ଓଡ଼ିଶାର ଭବାନୀପାଟଣା, ଢେଙ୍କାନାଳ, ଝାରସୁଗୁଡା, ପାରାଦୀପ ଏବଂ ବରଗଡ ଭଳି ସହରରେ ୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏହା ପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ, ଅନୁଗୋଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱର ଭଳି…

ନ୍ୟାୟ ପାଇଁ ଜୟନାରାୟଣଙ୍କୁ ଭେଟିଲେ ସୋମାଲିକା

ଭୁବନେଶ୍ୱର,୨୦।୨(ବ୍ୟୁରୋ): ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ୁନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୬ ତାରିଖରୁ ଜଗତ୍‌ସିଂହପୁର ଥାନା ପୋଲିସ ବିଧାୟକ ଦାସଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।…

‘ନବ ଦାସ ହତ୍ୟାକାଣ୍ଡ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ବଳିଷ୍ଠ ଉଦାହରଣ’

ଭୁବନେଶ୍ବର,୨୦ା୨(ବ୍ୟୁରୋ): ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ଦିନ ଦ୍ୱିପ୍ରହରରେ ଗୁଳିକରି ହତ୍ୟା କଲେ। ରାଜ୍ୟ ଇତିହାସରେ ଏହା ଏକ ବିରଳ ଘଟଣା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସର୍ବଶ୍ରେଷ୍ଠ ଉଦାହରଣ।…

ଛାତ୍ରୀଛାତ୍ରଙ୍କ ୧୫୦ ସାଟେଲାଇଟ୍‌ ମହାକାଶ ଗଲା

ଚେନ୍ନାଇ, ୨୦।୨: ତାମିଲନାଡ଼ୁର ଚେଙ୍ଗାଲ ପୋଟ୍ଟୁ ଜିଲା ପଟ୍ଟିପୋଲାମ ଗ୍ରାମରୁ ରବିବାର ଏ.ପି.ଜେ. ଅବଦୁଲ କଲାମ ସାଟେଲାଇଟ୍‌ ଲଞ୍ଚ ଭେହିକଲ୍‌ ମିଶନ୍‌-୨୦୨୩ ଉତ୍‌କ୍ଷେପଣ କରାଯାଇଛି। କାର୍ଯ୍ୟକ୍ରମରେ ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ଯୋଗଦେଇଥିଲେ। ଦ ମାର୍ଟିନ ଫାଉଣ୍ଡେଶନ୍‌, ଡ. ଏ.ପି.ଜେ. ଅବ୍‌ଦୁଲ…

୨୫ରେ ଓଡ଼ିଶା-ଜାପାନ ମହୋତ୍ସବ

ପୁରୀ ଅଫିସ,୨୦ା୨: ଚଳିତ ମାସ ୨୫ ତାରିଖ ସନ୍ଧ୍ୟା ୫ଟାରେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ୍‌ର ବାଲିଘାଇ ଛକସ୍ଥିତ ଚନ୍ଦ୍ରଶେଖର ଏକାଡେମୀ ପରିସରରେ ଓଡ଼ିିଶା-ଜାପାନ ମହୋତ୍ସବ ଅନୁଷ୍ଠିତ ହେବ। ଜାପାନରୁ ଆସିଥିବା କଳାକାରମାନେ ଏଥିରେ ଜାପାନର କଳା, ସଂସ୍କୃତି ପ୍ରଦର୍ଶନ କରିବେ।…

ଅଭିନେତା ତାରକ ରତ୍ନଙ୍କ ଅକାଳ ବିୟୋଗ

ନୂଆଦିଲ୍ଲୀ,୨୦।୨ : ଏନ୍‌.ଟି. ରାମାରାଓଙ୍କ ନାତି ତଥା ଅଭିନେତାରୁ ରାଜନେତା ହୋଇଥିବା ନନ୍ଦମୁରୀ ତାରକ ରତ୍ନଙ୍କର ଶନିବାର ଅକାଳ ବିୟୋଗ ହୋଇଛି। ତାଙ୍କୁ ୩୯ ବର୍ଷ ହୋଇଥିଲା। ତାଙ୍କ ପରଲୋକ ଟଲିଉଡ୍‌ ସେଲିବ୍ରିଟି ଓ ରାଜନେତାମାନଙ୍କୁ ସ୍ତବ୍ଧ କରିଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୨ ବର୍ଷରେ ୧,୫୦୦ କୋଟି ଲୁଟ୍‌

ନୂଆଦିଲ୍ଲୀ, ୨୦।୨: ‘ପ୍ରିୟ ଏସ୍‌ବିଆଇ ୟୁଜର୍‌, ଆପଣଙ୍କ ଆକାଉଣ୍ଟ ଆଜି ବ୍ଲକ୍‌ ହୋଇଯିବ। ଦୟାକରି ଆପଣଙ୍କ ପାନ୍‌ କାର୍ଡ ତୁରନ୍ତ ଅପ୍‌ଡେଟ୍‌ କରନ୍ତୁ। ଏଠାରେ କ୍ଲିକ୍‌ କରନ୍ତୁ।’ ସାଇବର ଅପରାଧର ଶିକାର ହୋଇଥିବା ଅନେକଙ୍କ ଭଳି ଦିଲ୍ଲୀର କୋମଲ (ଛଦ୍ମନାମ) ମଧ୍ୟ…

ଜାଲରେ ପଡ଼ିଲା ୨ କୁଇଣ୍ଟାଲ ଓଜନର ସାର୍କ

ଭୋଗରାଇ,୨୦ା୨(ଡି.ଏନ.ଏ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଦୀଘା ଉପକୂଳ ଗଭୀର ସମୁଦ୍ରରେ ପୁଣି ଏକ ବିରଳ ପ୍ରଜାତିର ସାର୍କ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି। ଟ୍ରଲର ମାଲିକ ଏହି ବିଶାଳକାୟ ସାର୍କକୁ ରବିବାର ଦୀଘା ମୁହାଣ ଆନ୍ତର୍ଜାତିକ ମାଛ ମାର୍କେଟକୁ ବିକ୍ରି…

ୟୁକ୍ରେନକୁ ସାହାଯ୍ୟ କରିବାର ଲକ୍ଷ୍ୟ, ହେଲେ ରୁଷିଆକୁ ନଷ୍ଟ କରିବାରେ କରିବେନି ସହଯୋଗ: ଫ୍ରାନ୍ସ ରାଷ୍ଟ୍ରପତି

ମ୍ୟୁନିଖ,୨୦ ।୨: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରୋ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇବା ସହ କହିଛନ୍ତି, ଫ୍ରାନ୍ସର ଲକ୍ଷ୍ୟ ୟୁକ୍ରେନକୁ ବଞ୍ଚାଇବା, ହେଲେ ରୁଷିଆକୁ ନଷ୍ଟ କରିବା ନୁହେଁ । ମ୍ୟୁନିଖ ସିକ୍ୟୁରିଟି କନଫରେନ୍ସରେ ସାମିଲ ହେବାକୁ ଜର୍ମାନୀରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri