Home

ନ୍ୟୁଜିଲାଣ୍ଡରେ ଗାବ୍ରିଏଲ ଘୁର୍ଣ୍ଣିବାତ୍ୟାରେ ୧୧ ମୃତ, ହଜାର ହଜାର ନିଖୋଜ

ୱେଲିଂଟନ,୨୦ ।୨: ନ୍ୟୁଜିଲାଣ୍ଡରେ ରବିବାର ଆସିଥିବା ଗାବ୍ରିଏଲ ଘୂର୍ଣ୍ଣିବାତ୍ୟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଏବେବି ହଜାର ହଜାର ଲୋକ ନିଖୋଜ ଥିବା କୁହାଯାଉଛି । ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିସ ହିପକିଂସ ଗାବ୍ରିଏଲ ଘୁର୍ଣ୍ଣିବାତ୍ୟାକୁ ଚଳିତ…

ଆଜିଠାରୁ ଆଦିବାସୀ ମେଳା

ଭୁବନେଶ୍ୱର,୨୦।୨(ବ୍ୟୁରୋ): ସୋମବାରଠାରୁ ଆରମ୍ଭ ହେବ ଆଦିବାସୀ ମେଳା। ଭୁବନେଶ୍ୱରର ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ଏହା ମାର୍ଚ୍ଚ ୧ ପର୍ଯ୍ୟନ୍ତ ଚାଲିବ। ଓର୍‌ମାସ୍‌, ଦି ଇଣ୍ଟେଗ୍ରେଟେଡ୍‌ ଟ୍ରାଇବାଲ୍‌ ଡେଭେଲପ୍‌ମେଣ୍ଟ ଏଜେନ୍ସି ଓ ଆଦିବାସୀ ଉନ୍ନୟନ ସମନ୍ବୟ ନିଗମ ପକ୍ଷରୁ ୧୦ଦିନ ଧରି ଚାଲିବାକୁ…

ନବମ ଶ୍ରେଣୀ ମାର୍କ ଅପଲୋଡ୍‌ ପାଇଁ ଲିଙ୍କ୍‌ ନାହିଁ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟର ସମସ୍ତ ମେଣ୍ଟର ସ୍କୁଲଗୁଡ଼ିକ ନବମ ଶ୍ରେଣୀର ଫର୍‌ମେଟିଭ ଆସେସ୍‌ମେଣ୍ଟ(ଏଫ୍‌ଏ) ପରୀକ୍ଷା ଫଳକୁ ଫେବୃୟାରୀ ୧୫ରୁ ୨୨ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଏକ ଲିଙ୍କ୍‌ରେ ଅପ୍‌ଲୋଡ୍‌ କରିବା ପାଇଁ କୁହାଯାଇଥିଲା। ଏନେଇ ଗତ ଜାନୁୟାରୀ ୫ରେ ବୋର୍ଡ ପକ୍ଷରୁ…

କଂଗ୍ରେସ ବିନା ବିରୋଧୀ ମେଣ୍ଟ ହୋଇପାରିବ ନାହିଁ: ଜୟରାମ

ନୂଆଦିଲ୍ଲୀ,୨୦।୨: କଂଗ୍ରେସ ବିନା ବିରୋଧୀ ମେଣ୍ଟ ହୋଇପାରିବ ନାହିଁ। କଂଗ୍ରେସକୁ ଛାଡ଼ି ଯେକୌଣସି ମେଣ୍ଟ ବିଫଳ ହେବ। ୨୦୨୪ ସାଧାରଣ ନିର୍ବାଚନ ସମେତ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନ ନିମନ୍ତେ ମେଣ୍ଟ ଗଠନ ନେଇ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ…

ବାହାଘରରେ ଟଙ୍କା ଉଡ଼ାଇଲେ ଭାଜପା ନେତା

ମେହସନା, ୨୦।୨: ବିବାହକୁ ନେଇ ଅନେକ ସ୍ଥାନରେ ଭିନ୍ନଭିନ୍ନ ରୀତି, ନିୟମ ରହିଛି, ଯାହାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଲୋକେ ବହୁ ଆୟୋଜନ କରିଥାନ୍ତି। କନିଆ ଘରକୁ ବରଯାତ୍ରୀ ଶୋଭାଯାତ୍ରା ବାହାରିବା ସମୟରେ ସେମାନଙ୍କ ଉପରକୁ ଟଙ୍କା ଫିଙ୍ଗାଯିବାର ପରମ୍ପରା…

ଜେଇଇ ମେନ୍‌ -୨: ମାର୍ଚ୍ଚ ୧୨ରେ ସରିବ ଆବେଦନ

ଭୁବନେଶ୍ୱର, ୨୦।୨(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ୨୦୨୩ର ଦ୍ୱିତୀୟ ସେସନ ବା ସେସନ-୨ ଏପ୍ରିଲ ୬ରୁ ୧୨ ମଧ୍ୟରେ ଅନୁଷ୍ଠିତ ହେବ। ଭାରତ ସମେତ ଦେଶ ବାହାରର ୧୭ ସହରରେ ପରୀକ୍ଷା କେନ୍ଦ୍ର ରହିବ। ଏଥିପାଇଁ…

ବ୍ରାଜିଲର ଅଧିକାଂଶ ସହରରେ ବନ୍ୟା ଭୂସ୍ଖଳନ, ୨୪ ମୃତ, କାର୍ନିଭାଲ ରଦ୍ଦ

ସାଓ ପାଉଲୋ,୨୦ ।୨: ବ୍ରାଜିଲର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ସାଓ ପାଉଲୋ ବନ୍ୟା ଓ ଭୂସ୍ଖଳନରେ ଖୁବ୍ ପ୍ରଭାବିତ ହୋଇଛି । ବ୍ରାଜିଲର ଅଧିକାରୀଙ୍କ ପକ୍ଷରୁ ରବିବାର ସୂଚନା ଦିଆଯାଇଛି କି ଉତ୍ତର ସାଓ ପାଉଲ ରାଜ୍ୟର ଅଧିକାଂଶ…

ଆମେରିକାର ଯୁଦ୍ଧାଭ୍ୟାସକୁ ଭୟ କଲା ନାହିଁ ଉତ୍ତର କୋରିଆ, ପୁଣି ପରୀକ୍ଷା କଲା ବାଲେଷ୍ଟିକ ମିଶାଇଲ

ସିଓଲ,୨୦ ।୨: ଆମେରିକା-ଦକ୍ଷିଣ କୋରିଆ ମିଳିତ ଭାବେ ଆକାଶମାର୍ଗରେ ଯୁଦ୍ଧାଭ୍ୟାସ କରିବାର ଗୋଟିଏ ଦିନ ପରେ ଉତ୍ତର କୋରିଆ ପୁଣିଥରେ ସ୍ୱଳ୍ପ କ୍ଷମତା ସମ୍ପନ୍ନ ଦୁଇଟି ବାଲେଷ୍ଟିକ ମିଶାଇଲ ପରୀକ୍ଷା କରିଛି । ଗଣ ମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି…

ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ନିରପେକ୍ଷ ତଦନ୍ତ ଦାବିକଲେ ବାପା

ଆନନ୍ଦପୁର,୧୯ା୨(ସ୍ବ.ପ୍ର.): ଘସିପୁରା ଥାନା ଅଧୀନ କେଶଦୁରାପାଳରେ ଏକ ବଧୂହତ୍ୟା ଘଟଣାକୁ ନେଇ ମାମଲା ରୁଜୁ ହୋଇଛି। କେସ୍‌ ନଂ ୪୧/୨୩ରେ ମାମଲା ରୁଜୁ ହୋଇଛି। ଢେଙ୍କାନାଳ ମୀନାବଜାର କୁମ୍ଭାରୀସାହିର ସନ୍ତୋଷ କୁମାର ସେନାପତିଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ,…

ସ୍ତ୍ରୀଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ସ୍ବାମୀ

କେନ୍ଦୁଝର,୧୯ା୨(ସ୍ବ.ପ୍ର.): ତେଲକୋଇ ଥାନା ରଗଡ଼ା ଗାଁରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଶନିବାର ଏକ ଧାରୁଆ ଅସ୍ତ୍ରରେ ବୀଭତ୍ସ ଭାବେ ହାଣି ହତ୍ୟା କଲାପରେ ରବିବାର ତେଲକୋଇ ଥାନାରେ ଆତ୍ମସମର୍ପଣ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତଙ୍କ ନାମ ରଥିଆ ସେଠୀ(୩୨)।…

ଦୁଇ ପରିବାରକୁ ସାମାଜିକ ବାସନ୍ଦ: ଗାଁରେ ଉତ୍ତେଜନା

ପୁରୁଷୋତ୍ତମପୁର,୧୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମରେ ଗୁଣିଗାରେଡ଼ି ଅନ୍ଧବିଶ୍ବାସ ଓ ସାମାଜିକ ବାସନ୍ଦ ଭଳି ଘଟଣା ଘଟି ଗ୍ରାମଗୁଡ଼ିକରେ ଅଶାନ୍ତି ଲାଗି ରହିବା ସହ ହତ୍ୟାକାଣ୍ଡ ଭଳି ଘଟଣା ଘଟୁଛି। ଯାହାକୁ ନେଇ ପୋଲିସ ଓ ପ୍ରଶାସନର ମୁଣ୍ଡବ୍ୟଥା ହେଉଛି। ଏଭଳି…

ବାଇକ୍‌କୁ ପିଟିଲା ପିକ୍‌ଅପ୍‌, ଦୁଇ ଭାଇଙ୍କ ଜୀବନ ଗଲା

ଜେକେପୁର,୧୯ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡ଼ା ବ୍ରିଜ୍‌ ନିକଟରେ ପିକ୍‌ଅପ୍‌-ବାଇକ୍‌ ମଧ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ବୁଲୁ ବେନିଆ(୩୭) ଓ ମନୋଜ ବେନିଆ(୨୫)। ସୂଚନାନୁସାରେ, କୋଲନରା ବ୍ଲକ ଅନ୍ତର୍ଗତ ରାମପୁର ଗ୍ରାମର ବୁଲୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri