Home

ରୁଷିଆ-ୟୁକ୍ରେନ ଯୁଦ୍ଧରେ ଚାଇନାର ପ୍ରବେଶ: ବଢ଼ିଲା ପଶ୍ଚିମ ଦେଶଙ୍କ ଚିନ୍ତା…

ବେଜିଂ,୨୨।୨ : ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନଙ୍କ ସୈନ୍ୟଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। କିନ୍ତୁ ଚାଇନା ନେଇଥିବା ପଦକ୍ଷେପ ଏହି ସବୁ ଦେଶର ଚିନ୍ତା ବଢ଼ାଇ ଦେଇଛି। ଫେବୃଆରୀ ୨୪ ରେ ଯୁଦ୍ଧକୁ…

କମ୍ ଜନସଂଖ୍ୟାକୁ ନେଇ ଚିନ୍ତାରେ ଚାଇନା ସରକାର, ଜନସଂଖ୍ୟା ବୃଦ୍ଧି ପାଇଁ ଲାଗୁ ହେବ ଯୋଜନା

ବେଜିଂ,୨୨ ।୨: ଚାଇନାରେ ବେଳକୁ ବେଳ ଜନସଂଖ୍ୟା କମ୍ ହେବାରେ ଲାଗିଛି । ଆଉ ଏବେ ଏହା ଜିନପିଙ୍ଗ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଦେଶରେ ଜନ୍ମହାରକୁ ବୃଦ୍ଧି କରିବାକୁ ଏବେ ନୂଆ ସ୍କିମ ଲାଗୁ କରାଯିବ । ଏହି…

ଅପରେଶନ ଦୋସ୍ତ: ସହାୟତା ପାଇଁ ‘ଦୋସ୍ତ’ ଭାରତୀୟଙ୍କୁ ଧନ୍ୟବାଦ ଦେଲା ତୁର୍କୀ, ରାଷ୍ଟ୍ରଦୂତ କହିଲେ ହୃଦୟକୁ ଛୁଇଁଲା

ନୂଆଦିଲ୍ଲୀ,୨୨ ।୨: ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପ ସମୟରେ ଏହାକୁ ସହଯୋଗର ହାତ ବଢାଇଥିଲା ଭାରତ । ରିଲିଫ ସାମଗ୍ରୀ ସହ ଉଦ୍ଧାରକାରୀ ଦଳ ତୁର୍କୀରେ ପହଞ୍ଚି ଭୂକମ୍ପ ପୀଡ଼ିତଙ୍କୁ ଉଦ୍ଧାର କରିଥିଲେ । ‘ଅପରେଶନ ଦୋସ୍ତ’ ମାଧ୍ୟମରେ ଭାରତର ଏହି…

ବାଲଟ ପାଇଁ ଅର୍ଥ ନାହିଁ: ଶ୍ରୀଲଙ୍କାରେ ନିର୍ବାଚନ ସ୍ଥଗିତ

କଲମ୍ବୋ,୨୨।୨: ଦେବାଳିଆ ହୋଇପଡ଼ିଥିବା ଶ୍ରୀଲଙ୍କାରେ ବାଲଟ ପେପର ଛାପିବାକୁ ଅର୍ଥ ନାହିଁ। ତେଣୁ ଆସନ୍ତା ମାସରେ ହେବାକୁ ଥିବା ସ୍ଥାନୀୟ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏହାକୁ ବିରୋଧ କରି ବିପକ୍ଷ ଦଳଗୁଡ଼ିକ ମଙ୍ଗଳବାର ପାର୍ଲାମେଣ୍ଟରେ ହଟ୍ଟଗୋଳ କରିବାରୁ ଗୃହକୁ ମୁଲତବୀ ରଖାଯାଇଛି।…

ଦେଶରେ ସମ୍ବିଧାନ ରହିଛି, ଯିଏ ଯେମିତି କରିବ ସେମିତି ପାଇବ: ବାଗେଶ୍ୱର ବାବା

ଭୋପାଳ,୨୨ ।୨: ବାଗେଶ୍ୱର ଧାମର ପୀଠାଧିଶ୍ୱର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ତାଙ୍କ ସାନ ଭାଇ ସøରଭ ଗର୍ଗ ଏକ ଦଳି ପରିବାରକୁ ଗାଳି ଗୁଲଜ କରିବା ଓ ମାରପିଟ କରିବାର ଭିଡିଓ ଜାରି କରି ସଫେଇ ଦେଇଛନ୍ତି । ସେ…

ହତ୍ୟା ପାଇଁ ଏକନାଥଙ୍କ ପୁଅ ସୁପାରି ଦେଇଥିଲେ: ସଞ୍ଜୟ

ମୁମ୍ବାଇ, ୨୨।୨: ଉଦ୍ଧବ ଗୋଷ୍ଠୀ ଏମ୍‌ପି ସଞ୍ଜୟ ରାଉତଙ୍କୁ ହତ୍ୟା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଥାଣେର ଜଣେ କଣ୍ଟ୍ରାକ୍ଟ କିଲରଙ୍କୁ ସୁପାରିି ଦେଇଥିବା ସେ ମଙ୍ଗଳବାର ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ସଞ୍ଜୟ ଉପମୁଖ୍ୟମନ୍ତ୍ରୀ…

ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ: ଆଜି ଉଦ୍ଧବ ଗୋଷ୍ଠୀ ପିଟିଶନ୍‌ର ଶୁଣାଣି

ନୂଆଦିଲ୍ଲୀ,୨୨।୨(ପି.ଟି.): ଏକନାଥ ଗୋଷ୍ଠୀକୁ ପ୍ରକୃତ ଶିବସେନାର ସ୍ବୀକୃତି ଏବଂ ଧନୁତୀର ଚିହ୍ନ ପ୍ରଦାନ ଲାଗି ନିର୍ବାଚନ କମିଶନ (ଇସି)ଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉଦ୍ଧବ ଠାକ୍‌ରେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ବୁଧବାର ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି।…

ସୋନୁ ନିଗମଙ୍କୁ ଆକ୍ରମଣ ଘଟଣା: ବିଧାୟକଙ୍କ ପୁଅ ନାଁରେ ଏତଲା

ମୁମ୍ବାଇ, ୨୨।୨: ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ଆକ୍ରମଣ ଘଟଣାରେ ମଙ୍ଗଳବାର ମୁମ୍ବାଇ ପୋଲିସ ଉଦ୍ଧବ ଗୋଷ୍ଠୀ ବିଧାୟକ ପ୍ରକାଶ ଫାଟେରପରକରଙ୍କ ପୁଅ ସ୍ବପନିଲ ପି. ଫାଟେରପକାରଙ୍କ ବିରୋଧରେ ଏତଲା ଦାଏର କରିଛି। ସୋମବାର ଏକ ମ୍ୟୁଜିକାଲ କନ୍‌ସର୍ଟରୁ ପର୍ଫମାନ୍ସ ସାରି…

୨୦୨୪ରେ ମେଣ୍ଟର ନେତୃତ୍ୱ ନେବ କଂଗ୍ରେସ: ଖର୍ଗେ

ନୂଆଦିଲ୍ଲୀ,୨୨ ।୨: ଲୋକ ସଭା ନିର୍ବାଚନ ୨୦୨୪କୁ ଆଉ ପ୍ରାୟ ବର୍ଷେ ସମୟ ରହିଛି । ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)ର ମୁକାବିଲା କରିବାକୁ ପ୍ରାୟ ସମସ୍ତ ବିରୋଧି ଦଳ ମେଣ୍ଟ ରାଜନୀତିକୁ ଆପଣେଇବା ଦେଖାଗଲାଣି । ଇତି ମଧ୍ୟରେ କଂଗ୍ରେସ…

ପୋଲାଣ୍ଡରେ ବାଇଡେନ୍‌

ଓ୍ବାର୍‌ସ,୨୨।୨: କିଭ୍‌ ଦଖଲର ସ୍ବପ୍ନ ଦେଖିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବର୍ଷକ ତଳେ ୟୁକ୍ରେନ୍‌ ଆକ୍ରମଣ ପାଇଁ ନିଜ ସୈନ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେବେଠୁ ଅଦ୍ୟାବଧି ୟୁକ୍ରେନ୍‌ ଉପରେ ରୁଷିଆ ତୁହାକୁ ତୁହା ମିଶାଇଲ୍‌ ଓ ରକେଟ୍‌ ମାଡ଼ କରିଆସିଛି।…

ରଶ୍‌ଡିଙ୍କ ଆକ୍ରମଣକାରୀ ପୁରସ୍କୃତ

ଦୁବାଇ,୨୨।୨: ଖ୍ୟାତନାମା ଔପନ୍ୟାସିକ ସଲ୍‌ମାନ ରଶ୍‌ଡିଙ୍କ ଆକ୍ରମଣକାରୀଙ୍କୁ ଇରାନର ଏକ ଫାଉଣ୍ଡେଶନ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ୧,୦୦୦ ବର୍ଗମିଟର ଚାଷଜମି ପୁରସ୍କାର ଦେଇଛି। ଗତବର୍ଷ ଅଗଷ୍ଟ ୧୨ରେ ନ୍ୟୁୟର୍କର ଲେକ୍‌ ଏରି ନିକଟରେ ଏକ ସାହିତ୍ୟ କାର୍ଯ୍ୟକ୍ରମ ଚାଲିଥିବାବେଳେ…

ଯୁଦ୍ଧକୁ ଏକ ବର୍ଷ: ଆରମ୍ଭରୁ ବିରୋଧ ସତ୍ତ୍ୱେ ରୁଷିଆରେ ଆହୁରି ମଜଭୁତ ହେଲେ ପୁଟିନ

ମସ୍କୋ,୨୨ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨୪ ଫେବୃୟାରୀରେ ବର୍ଷେ ପୂରଣ ହେବାକୁ ଯାଉଛି । ଶକ୍ତିଶାଳୀ ରୁଷିଆକୁ ୟୁକ୍ରେନ୍ ଯଦିଓ କଡା ଜବାବ ଦେଇ ପାରିନି ହେଲେ ମଜଭୁତ ଭାବେ ସାମ୍ନା କରିଛି । ଆଶା କରାଯାଉଥିବା ଠାରୁ ଅଧିକ ଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri