ବିହାର ସମେତ ୪ ରାଜ୍ୟରେ ଅଧ୍ୟକ୍ଷ ବଦଳାଇଲା ଭାଜପା, ଓଡ଼ିଶା ଅଧ୍ୟକ୍ଷ ମନମୋହନ ସାମଲ…
ନୂଆଦିଲ୍ଲୀ,୨୩।୩ : ଭାରତୀୟ ଜନତା ପାର୍ଟି ଗୁରୁବାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଭାଜପା ବିହାର, ଦିଲ୍ଲୀ, ରାଜସ୍ଥାନ ଏବଂ ଓଡିଶାରେ ଭାଜପାର ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମର ଚୌଧୁରୀଙ୍କୁ ବିହାର ଭାଜପାର ଅଧ୍ୟକ୍ଷ…
ପାଣି ପାଇଁ ଡହଳବିକଳ ଗାଡ଼ାସାହିବାସୀ
ଚମ୍ପୁଆ,୨୩ା୩(ଡି.ଏନ୍.ଏ): ଖଣି ଖାଦାନ ପାଇଁ କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ମାତ୍ର ଉପଖଣ୍ଡ ମୁଖ୍ୟାଳୟଠାରୁ ୧୨ କି.ମି ଦୂର କାଳିକାପ୍ରସାଦ ପଞ୍ଚାୟତ ବସିରା ଗ୍ରାମର ଗାଡ଼ାସାହିରେ ଦେଖିବାକୁ ମିଳିଛି ଜଳକଷ୍ଟ ସମସ୍ୟା। ପାନୀୟ ଜଳ ପାଇଁ…
ରାସ୍ତା ଉଚ୍ଛେଦ କରିବାକୁ ଯାଇ ତହସିଲଦାର ହଟହଟା
ବାଲିକୁଦା,୨୩ା୩(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ବାଲିକୁଦା ତହସିଲ ପ୍ରଶାସନ ଶ୍ମଶାନ ଓ ଗୋଚରରେ ନିର୍ମାଣ କରାଯାଇଥିବା ବେଆଇନ ରାସ୍ତାକୁ ବୁଧବାର ଜେସିବି ଲଗାଇ ତାଡ଼ିଛି। ତେବେ ଏହି ଜବରଦଖଲ ଓ ବେଆଇନ ନିର୍ମାଣକୁ ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ପୋଲିସ…
ସଂଯୋଗୀକରଣ ରାସ୍ତା କାର୍ଯ୍ୟ ସରୁନି
କେନ୍ଦ୍ରାପଡ଼ା ଅଫିସ,୨୩ା୩: କେନ୍ଦ୍ରାପଡ଼ା ଜିଲାରେ ୩ଦିନ ଧରି ପଶ୍ଚିମା ଝଡ଼ ହେଉଛି। ଜିଲାର ୯ ବ୍ଲକରେ ହାରାହାରି ବର୍ଷା ପରିମାଣ ୪୧.୪ ମିଲିମିଟର ଥିବା ବେଳେ ମୋଟ ୩୭୩ ମି.ମି. ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏହି ଝଡ଼ବର୍ଷାରେ ଫସଲ ସହିତ…
ଅମିତ ଶାହାଙ୍କ ମନ୍ତବ୍ୟ ନେଇ ସିବିଆଇକୁ ଚିଠି ଲେଖିଲେ ଜୟରାମ ରମେଶ…
ନୂଆଦିଲ୍ଲୀ,୨୩।୩ : କଂଗ୍ରେସର ମହାସଚିବ ଜୟରାମ ରମେଶ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ଚିଠି ଲେଖିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମେଘାଳୟର ପୂର୍ବତନ କୋନରାଡ ସାଙ୍ଗମା ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଥିବା ନେଇ ସେ ଅଭିଯୋଗ କରିଛନ୍ତି।…
ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡାଦେଶ
ଯାଜପୁର ଟାଉନ,୨୩ା୩(ଡି.ଏନ.ଏ.): ଜଣେ ୪ର୍ଥ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ସ୍କୁଲ୍ ରାସ୍ତାରୁ ଅପହରଣ କରି ନେଇ ବଳାତ୍କାର କରିଥିବା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୨୦ଜେଲ ଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି। ମାମଲାରେ ମୋଟ୍ ୨୦ଜଣ…
ଠେଲାଗାଡ଼ିରେ ଗଲେ ଡାକ୍ତରଖାନା
ଧର୍ମଶାଳା,୨୩ା୩(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ଜାରକା ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ହୋଇଥିବା ମହିଳାଙ୍କୁ ନେବାକୁ ଆସିଲାନି ୧୦୮ ଆମ୍ବୁଲାନ୍ସ। ଶେଷରେ ଗୁରୁତର ମହିଳାଙ୍କୁ ଏକ ଠେଲାଗାଡ଼ିରେ ପରିବାର ଲୋକେ…
ଅପପୁଷ୍ଟିରେ ଆଦିବାସୀ ପରିବାର
କଳିଙ୍ଗନଗର,୨୩ା୩(ଡି.ଏନ.ଏ.): ଯାଜପୁର ଜ଼ିଲା ସୁକିନ୍ଦା ନିର୍ବାଚନୀମଣ୍ଡଳୀର ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ଘାଟିସାହିରେ ପୁଣି ଦେଖିବାକୁ ମିଳିଛି ଅପପୁଷ୍ଟିର ଚିତ୍ର। ଗ୍ରାମରେ ବାସ କରନ୍ତି ବାଙ୍କୁ ହେମ୍ବ୍ରମ, ତାଙ୍କ ସ୍ତ୍ରୀ ତୁଳସୀ ହେମ୍ବ୍ରମ ଏବଂ ୯ଟି ପିଲା। ୯ ପିଲା…
ଅବଧି ସରିଲାଣି, କାମ ସରୁନି
ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ ବାଲିକୁଦା ପଞ୍ଚାୟତର ଜନକଠାରୁ ନିଆଳି ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ୨୦୨୧ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ୨୦୨୨ ଅଗଷ୍ଟ ୭ରେ ଶେଷ…
ବସ୍କୁ ଅପେକ୍ଷା କରିଥିଲେ ଯାତ୍ରୀ, ମାଡିଗଲା ଗାଡି : ୫ ମୃତ, ଅନେକ ଆହତ
ଡେରାଡୁନ,୨୩।୩: ଉତ୍ତରାଖଣ୍ଡର ଟନକପୁରରେ ଅବସ୍ଥିତ ପୂର୍ଣ୍ଣଗିରି ଧାମରେ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡି ଅନେକ ଲୋକଙ୍କ ଉପରେ ମାଡିଯିବାରୁ ଏପର୍ଯ୍ୟନ୍ତ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି। ଏଥିରେ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁବାର ଥୁଲିଗଡ ନିକଟରେ…
ଅସରାଏ ବର୍ଷାରେ ରାସ୍ତାକଡ଼ ମାଟି ଧସିଲା
ପଟ୍ଟାମୁଣ୍ଡାଇ,୨୩ା୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପୂର୍ତ୍ତ ବିଭାଗ ଡିଭିଜନ-୧ ପକ୍ଷରୁ ପଟ୍ଟାମୁଣ୍ଡାଇ-ରାଜନଗର ଦକ୍ଷିଣପାର୍ଶ୍ୱ ବନ୍ୟା ବନ୍ଧ ପ୍ରଶସ୍ତିକରଣ ଓ ସୁଦୃଢିକରଣ କାର୍ଯ୍ୟ ଚାଲିଛି। ନିମ୍ନମାନର କାମ ଯୋଗୁ ଅସରାଏ ବର୍ଷାରେ ରାସ୍ତା ପାର୍ଶ୍ୱ ମାଟି ଧୋଇ ହୋଇଯାଇଛି। ପଟ୍ଟାମୁଣ୍ଡାଇ କେନାଲ ପୋଲଠାରୁ ଅଳଭା…
ପ୍ରଧାନମନ୍ତ୍ରୀଙ୍କୁ ଚୋର କହିବା ମାମଲା: ରାହୁଲ ଦୋଷୀ ସାବ୍ୟସ୍ତ, ୨ ବର୍ଷ ଜେଲ ଦଣ୍ଡାଦେଶ…
ସୁରଟ,୨୩।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୋର କହିବା ଅଭିଯୋଗରେ ସୁରଟ କୋର୍ଟ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲା ୨୦୧୯ର ଅଟେ। ସାଧାରଣ ନିର୍ବାଚନ ପୂର୍ବରୁ କର୍ନାଟକର କୋଲାର ଠାରେ ଅନୁଷ୍ଠିତ ଏକ…

