Home

ମୂଳ ଭାରତୀୟ କୃଷ୍ଣା ଏମଏଲକେଙ୍କୁ ସ୍ବତନ୍ତ୍ର ଗ୍ରାଣ୍ଡ ପରେଡ଼ ସମ୍ମାନ…

ଓ୍ବାଶିଂଟନ,୧୭।୧ : ମାର୍ଟିନ ଲୁଥର୍‌ କିଙ୍ଗ ଗ୍ରାଣ୍ଡ ପ୍ୟାରେଡ ସ୍ବତନ୍ତ୍ର ସମ୍ମାନରେ ଆମେରିକୀୟ ତଥା ମୂଳ ଭାରତୀ କୃଷ୍ଣ ଭାଭିଲାଙ୍କୁ ସମ୍ମାନିତ କରାଯାଇଛି। କୃଷ୍ଣ ଭାଭିଲା ହଷ୍ଟୋନିଆନ ଏବଂ ଫାଉଣ୍ଡେସନ ଫର୍‌ ଇଣ୍ଡିଆ ଷ୍ଟଡିଜର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଅଟନ୍ତି। ସେ…

୩ ସପ୍ତାହ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ ପ୍ରଚଣ୍ଡ: କ୍ୟାବିନେଟରେ ୧୫ ସାମିଲ…

କାଠମାଣ୍ଡୁ,୧୭।୧ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ କାର୍ଯ୍ୟଭାର ଗ୍ରହଣ କରିବାର ପ୍ରାୟ ତିନି ସପ୍ତାହ ପରେ ମଙ୍ଗଳବାର ଦିନ କ୍ୟାବିନେଟକୁ ସମ୍ପ୍ରସାରଣ କରିଛନ୍ତି। ମେଣ୍ଟ ଚୁକ୍ତିନାମାକୁ ଚୂଡ଼ାନ୍ତ କରି ପ୍ରଥମ ସମ୍ପ୍ରସାରଣରେ ମୋଟ ୧୫ ଜଣ ମନ୍ତ୍ରୀଙ୍କୁ…

ମୁସଲମାନ ସମ୍ପ୍ରଦାୟ ବିଷୟରେ ଭୁଲ ବୟାନବାଜୀ କର ନାହିଁ: ମୋଦି

ନୂଆଦିଲ୍ଲୀ,୧୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି(ଭାଜପା)ର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। ମୁସଲମାନ ସମ୍ପ୍ରଦାୟ ବିଷୟରେ ଖରାପ ବୟାନବାଜୀ କରନାହିଁ। ପସମାନନ୍ଦ ଏବଂ ବୋରା ସମାଜକୁ ଭେଟିବା ଉଚିତ। କାର୍ଯ୍ୟକର୍ତ୍ତାମାନଙ୍କ ସହ ଯୋଗାଯୋଗ…

ପୁଣି ଥରେ ବିଗ୍‌ବସ୍‌ ଘରେ ଏଣ୍ଟ୍ରି କରିବେ ଅବ୍ଦୁ ରୋଜିକ୍‌ !

ବମ୍ବେ: ପୁଣିଥରେ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ରେ ଏଣ୍ଟ୍ରି କରିବେ ଲୋକପ୍ରିୟ ପ୍ରତିଯୋଗୀ ଅବ୍ଦୁ ରୋଜିକ୍‌। ନିକଟରେ କାମକୁ ନେଇ ଶୋ’ରୁ ବାହାର ହୋଇଥିଲେ ଅବ୍ଦୁ। ଏହା ପ୍ରଶଂସକଙ୍କ ପାଇଁ କୌଣସି ଝଟ୍‌କାଠାରୁ କମ୍‌ ନ ଥିଲା। ଏବେ ଦ ଖବରୀ…

ବାପାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ ଫରହାନ୍‌

ବମ୍ବେ: ଅଭିନେତା ତଥା ନିର୍ଦ୍ଦେଶକ ଫରହାନ୍‌ ଅଖତର୍‌ ବାପା ଜାଭେଦ ଅଖତରଙ୍କୁ ଜନ୍ମଦିନରେ ଖାସ ବାର୍ତ୍ତା ଲେଖି ଶୁଭେଚ୍ଛା ଜଣାଇଛନ୍ତି। ଆଜି ଅର୍ଥାତ ମଙ୍ଗଳବାର ୭୮ ବର୍ଷର ହୋଇଛନ୍ତି ଜାଭେଦ। ଏହି ଦିନରେ ବାପାଙ୍କ ଫଟୋ ଶେୟାର କରି ହୃଦୟକୁ ଛୁଇଁବା…

ମୂଳ ଭାରତୀୟ ସମଲିଙ୍ଗୀ ମହିଳା ହେଲେ ଅକଲାଣ୍ଡ ସିଟି କାଉନସିଲ୍‌ ସଦସ୍ୟା…

ଓ୍ବାଶିଂଟନ,୧୭।୧ : ଆମେରିକୀୟ ମୂଳ ଭାରତୀୟ ଆଇନଜୀବୀ ଜନାନି ରାମଚନ୍ଦ୍ରନ କାଲିଫର୍ନିଆ ରାଜ୍ୟ ଅକଲାଣ୍ଡ ସିଟି କାଉନସିଲର ସଦସ୍ୟା ହୋଇଛନ୍ତି। ସେ ହେଉଛନ୍ତି ସର୍ବପ୍ରଥମ ସମଲିଙ୍ଗୀ ମହିଳା ଯିଏକି ଅକଲାଣ୍ଡ ସିଟି କାଉନସିଲର ଜିଲା ୪ ରୁ ନିର୍ବାଚିତ ହୋଇଥିବା କମ୍‌…

ସୁଶାନ୍ତଙ୍କୁ ଝୁରି ଝୁରି ଶେଷରେ ଆଖିବୁଜିଲା ପୋଷା କୁକୁର ‘ଫଜ୍‌’

ବମ୍ବେ: ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଅଢ଼େଇ ବର୍ଷରୁ ଅଧିକ ସମୟ ବିତିଲାଣି। ତଥାପି ତାଙ୍କୁ ଝୁରୁଛନ୍ତି ପରିବାରଲୋକଙ୍କଠାରୁ ଆରମ୍ଭ କରି ପ୍ରଶଂସକ। ଏମିତିରେ ଏବେ ଅଭିନେତାଙ୍କୁ ଝୁରି ଝୁରି ଆଖି ବୁଜିଛି ପ୍ରିୟ କୁକୁର ଫଜ୍‌। ସୁଶାନ୍ତ…

ପାକିସ୍ତାନ ନିର୍ବାଚନ ଆୟୋଗଙ୍କ କଡ଼ା ପଦକ୍ଷେପ: ସମ୍ପତ୍ତି ତଥ୍ୟ ନ ଦେବାରୁ ୨୭୧ ସାଂସଦ-ବିଧାୟକ ନିଲମ୍ବିତ…

ଇସଲାମାବାଦ,୧୭।୧ : ପାକିସ୍ତାନର ନିର୍ବାଚନ ଆୟୋଗ ସାଂସଦ ଓ ବିଧାୟକଙ୍କ ବିରୋଧରେ ସେମାନଙ୍କ ସମ୍ପତ୍ତିର ସବିଶେଷ ତଥ୍ୟ ଦାଖଲ ନ କରିବା ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆୟୋଗ ୨୭୧ ସାଂସଦ-ବିଧାୟକଙ୍କୁ ସେମାନଙ୍କ ସଦସ୍ୟତାରୁ ନିଲମ୍ବିତ କରିଛନ୍ତି। ଜାରି ବିବୃତ୍ତିରେ…

ହା ଅନ୍ନ: ଗିଲଗିଟ୍‌-ବଲ୍ଟିସ୍ତାନରେ ଭୋକ ମୃତ୍ୟୁ ଆଶଙ୍କା…

ଇସଲାମାବାଦ,୧୭।୧ : ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଗିଲଗିଟ-ବଲ୍ଟିସ୍ତାନରେ ଖାଦ୍ୟ ଅଭାବ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ସପ୍ତାହେ ଧରି ସରକାରଙ୍କ ବିରୋଧରେ ଲୋକେ ପ୍ରଦର୍ଶନ କରୁଛନ୍ତି। ବିଭିନ୍ନ ବର୍ଗର ଲୋକମାନେ ରାଜପଥ ଅବରୋଧ କରି ଟାୟାର ଜାଳି ସରକାରଙ୍କ ଉପରେ…

ଅଡ଼ୁଆରେ ଫସିଥିବା ବାବରଙ୍କ ସ୍ବତନ୍ତ୍ର ପୋଷ୍ଟ, କହିଲେ ଏମିତି

ନୂଆଦିଲ୍ଲୀ,୧୭।୧: ଦିନକୁ ଦିନ ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ ବାବର ଆଜମଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଘରୋଇ ମଇଦାନରେ ଦିନିକିଆ ଏବଂ ଟେଷ୍ଟ ସିରିଜରେ ପରାଜିତ ହେବା ପରେ ଏବେ ତାଙ୍କ ଅଧିନାୟକତ୍ୱ ଉପରେ ଅଙ୍ଗୁଳି ଉଠାଯାଉଛି। ସୋସିଆଲ ମିଡିଆରେ କିିଛି…

ସାପ୍ତାହିକ ସଂକ୍ରମଣ-ସକ୍ରିୟ ମାମଲାରେ ବ୍ରେକ୍‌…

ନୂଆଦିଲ୍ଲୀ, ୧୭।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି।ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା କମିଛି। ଲଗାତାର ଦୁଇ ଦିନ ଧରି…

ମୋଦି ସରକାର ବିଶ୍ୱସ୍ତରରେ ଦେଶର ଭାବମୂର୍ତ୍ତି ପରିବର୍ତ୍ତନ କରିଛନ୍ତି…

ନୂଆଦିଲ୍ଲୀ,୧୭।୧ : ମଙ୍ଗଳବାର ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତର ଜି-୨୦ର ଅଧ୍ୟକ୍ଷତା ଉପରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ଗତ ନଅ ବର୍ଷ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri