Home

ମନ୍ଦିର ମହୋତ୍ସବବେଳେ ଖସିପଡିଲା କ୍ରେନ୍‌: ୪ ମୃତ, ୧୦ ଆହତ

ଚେନ୍ନାଇ,୨୩।୧: ତାମିଲନାଡୁର ଆରାକୋନାମରେ ମନ୍ଦିର ମହୋତ୍ସବରେ ଏକ କ୍ରେନ ଖସିପଡ଼ିବାରୁ ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ରାଣୀପେଟ ଜିଲାର ନେମିଲି ପାଖରେ ଥିବା କିଲିଭେଡି ଅଞ୍ଚଳରେ ମାଣ୍ଡିଆାମ୍ମନ୍‌ ମନ୍ଦିର ଦ୍ରୌପଥିଆମ୍ମନ…

କୁରାନ ଜଳାକୁ ନେଇ ସ୍ବିଡ଼େନର ନାଟୋ ସଦସ୍ୟତା ବାଟରେ ସୃଷ୍ଟି ହୋଇପାରେ ବାଧା, ତୁର୍କୀ ଦେଲା ଚେତାବନୀ…

ଷ୍ଟକହୋମ,୨୩।୧ : ପବିତ୍ର କୁରାନ ଜଳାକୁ ନେଇ ସ୍ବିଡ଼େନର ନାଟୋ ସଦସ୍ୟତା ବାଟରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ତୁର୍କୀ ଏନେଇ ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଙ୍କରା ଗସ୍ତକୁ ବାତିଲ କରିବାକୁ ଘୋଷଣା କରିଛି। ତୁର୍କୀର ଏହି ଘୋଷଣା ଦ୍ୱାରା…

ନୂଆ ସଙ୍କଟରେ ପାକିସ୍ତାନ: ପାଓ୍ବାର ସିଷ୍ଟମ ଫେଲ୍‌…

ଇସଲାମାବାଦ,୨୩।୧ : ଗୋଟିଏ ପରେ ଗୋଟିଏ ସଙ୍କଟ ଦେଇ ପାକିସ୍ତାନ ଗତି କରୁଛି। ଭୟଙ୍କର ଅର୍ଥନୈତିକ ସଙ୍କଟ ଏବଂ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବାରେ ଅସମର୍ଥ ହେଉଥିବା ପାକିସ୍ତାନ ଏବେ ଏକ ନୂଆ ଅସୁବିଧା ପଡ଼ିଛି। ଦେଶରେ ପାଓ୍ବାର ସିଷ୍ଟମ ଫେଲ ହୋଇଛି।…

ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନଏସ ଭାଗିର…

ମୁମ୍ବାଇ,୨୩।୧ : ଆଇଏନଏସ ଭାଗିରକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ପ୍ରୋଜେକ୍ଟ ୭୫ ଅନ୍ତର୍ଗତ କଲଭାରି ଶ୍ରେଣୀର ଏହା ହେଉଛି ପଞ୍ଚମ ବୁଡ଼ାଜାହାଜ। ମୁମ୍ବାଇର ନାଭାଲ ଡକୟାର୍ଡରେ ନୌସନା ମୁଖ୍ୟ ଆଡମିରାଲ ଆର ହରି କୁମାରଙ୍କ ଉପସ୍ଥିତିରେ ଆଇଏନଏସ ଭାଗିରକୁ ନୌସେନାରେ…

ନେତାଜୀଙ୍କ ଜୀବନ ସହ ସମ୍ପର୍କିତ ରହସ୍ୟ ଉପରୁ ହଟିବ ପରଦା: ୭୪ ବର୍ଷ ପୁରୁଣା ଅପ୍ରକାଶିତ ପୁସ୍ତକ ହେବ ପ୍ରକାଶିତ…

ନୂଆଦିଲ୍ଲୀ,୨୩।୧ : ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ସୋମବାର ସାରା ଦେଶରେ ପାଳନ କରାଯାଉଛି। ତାଙ୍କ ପ୍ରତିମୂର୍ତ୍ତିକୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଲୋକମାନେ ତାଙ୍କର ବୀରତ୍ୱର କାହାଣୀକୁ ସ୍ମରଣ କରୁଛନ୍ତି। ନେତାଜୀଙ୍କ ଜନ୍ମ ଦିବସକୁ…

ତାଲିବାନ ପାଖରେ ଚାଇନା ତିଆରି ଆଧୁନିକ ଅସ୍ତ୍ରଶସ୍ତ୍ର…

ଇସଲାମାବାଦ/ଓ୍ବାଶିଂଟନ,୨୩।୧ : ତାଲିବାନକୁ ଚାଇନା ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଉଛି। ଜାମେଷ୍ଟାଉନ ଫାଉଣ୍ଡେଶନ ଦ୍ୱାରା ପ୍ରକାଶିତ ଲେଖକ ଜାଫର ଇକବାଲ ୟୁସୁଫଜାଇଙ୍କ ପୁସ୍ତକ ‘ଦ ଟ୍ରବୁଲ ଟ୍ରାଙ୍ଗେଲ:ୟୁଏସ୍‌-ପାକିସ୍ତାନ ରିଲେଶନ ଅଣ୍ଡର ଦ ତାଲିବାନ ଶ୍ୟାଡୋ’ରେ ଉଲ୍ଲେଖ କରାଯାଇଛି। ୟୁସୁଫଜାଇଙ୍କ ଅନୁଯାୟୀ ଚାଇନା ଏହି…

ବାବା ମହାକାଳେଶ୍ୱରଙ୍କୁ ଦର୍ଶନ କଲେ ଭାରତୀୟ ଖେଳାଳି: ରିଷଭ ପାଇଁ ପ୍ରାର୍ଥନା

ଉଜୈନ,୨୩।୧: ଭାରତୀୟ ଦଳର ଖେଳାଳି ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ ଏବଂ ୱାଶିଂଟନ ସୁନ୍ଦର ଏବଂ ଦଳର କର୍ମକର୍ତ୍ତାମାନେ ବିଶ୍ୱ ପ୍ରସିଦ୍ଧ ବାବା ମହାକଳେଶ୍ୱର ମନ୍ଦିର ପରିଦର୍ଶନରେ ଯାଇଛନ୍ତି। ଖେଳାଳିମାନେ ବାବା ମହାକଳେଶ୍ୱରଙ୍କୁ ପୂଜା କରି ଆଶୀର୍ବାଦ ନେବା ସହ ଓମ…

ଏଲଏସିରେ ପହଞ୍ଚିଲେ ସେନାମୁଖ୍ୟ…

ନୂଆଦିଲ୍ଲୀ,୨୩।୧ : ସୋମବାର ସକାଳେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଅରୁଣାଚଳ ପ୍ରଦେଶରେ ପହଞ୍ଚିଛନ୍ତି। ଏଠାରେ ସେ ଚାଇନା ନିକଟରେ ଥିବା ସୀମାନ୍ତ ଅଞ୍ଚଳ ପରିଦର୍ଶନ କରି ଯବାନମାନଙ୍କୁ ଭେଟିଥିଲେ। ଜେନେରାଲ ପାଣ୍ଡେ ମଧ୍ୟ ଏଲଏସି ନିକଟରେ ଥିବା…

ନ୍ୟାୟିକ ବ୍ୟବସ୍ଥାର ମନ୍ଥର ଗତି: କମ ସଂଖ୍ୟକ ଆଇନଜୀବୀଙ୍କ ଯୋଗୁ ନିମ୍ନ ଅଦାଲତରେ ୬୩ ଲକ୍ଷ ବିଚାରାଧୀନ ମାମଲା…

ନୂଆଦିଲ୍ଲୀ,୨୩।୧ : ନ୍ୟାଶନାଲ ଜୁଡିସିଆଲ ଡାଟା ଗ୍ରୀଡ (ଏନଜେଡିଜି) ଅନୁଯାୟୀ, ଜାନୁୟାରୀ ୨୦ ତାରିଖ ସୁଦ୍ଧା ସାରା ଦେଶରେ ଅଦାଲତରେ ଚାରି କୋଟିରୁ ଅଧିକ ମାମଲା ବିଚାରାଧୀନ ଅଛି, ସେଥିମଧ୍ୟରୁ ପ୍ରାୟ ୬୩ ଲକ୍ଷ ମାମଲା ବିଚାରାଧୀନ ଅଛି। ଏହି ମାମଲାଗୁଡ଼ିକ…

ବଡ଼ ସଡ଼କ ଦୁର୍ଘଟଣା: ଆଖିବୁଜିଲେ ୫ ଯୁବକ

ଥିରୁଭାନନ୍ତପୁରମ,୨୩।୧: କେରଳର ଅମ୍ବାଲାପୁଜା ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଅମ୍ବାଲାପୁଜା ନିକଟ ଥିରୁଭାନନ୍ତପୁରମ ଆଡକୁ ଯାଉଥିବା ଏକ ଟ୍ରକ ସହିତ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଅମ୍ବାଲାପୁଜା ପୋଲିସ କହିଛି,…

ବଲିଉଡ୍‌ର ଏହି ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ନେପାଳୀ ଯୁବତୀ,ଭିଡିଓ ଦେଖିଲେ…

ପ୍ରତିଦିନ ଆପଣ ବିଭିନ୍ନ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିଥାନ୍ତି। ଏହି ଭିଡିଓଗୁଡ଼ିକ ମଧ୍ୟରୁ ଅନେକ ପ୍ରତିଭାଙ୍କୁ ଦେଖିବାକୁ ଦେଖିବାକୁ ମିଳିଥାଏ।ଆଉ କିଛି ଭିଡିଓ ଲୋକମାନଙ୍କ ମନୋରଞ୍ଜନ କରିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ…

ବିଶ୍ୱର ପ୍ରଥମ ୧୦ ଜଣ ଧନିବ୍ୟକ୍ତିଙ୍କ ତାଲିକାରୁ ବାଦ ପଡିଲେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ,୨୩ ।୧: ବିଶ୍ୱର ଟପ ୧୦ ଧନି ବ୍ୟକ୍ତିଙ୍କ ତାଲିକାରୁ ବାଦ ପଡିଛନ୍ତି ଭାରତର ଧନୀ ଉଦ୍ଦ୍ୟୋଗୋପତି ମୁକେଶ ଅମ୍ବାନି । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ, ମୁକେଶ ଅମ୍ବାନି ଏହି ତାଲିକାର ୧୧ ତମ ସ୍ଥାନରେ ରହିଛନ୍ତି । ମୁକେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri