Home

ମହାରାଷ୍ଟ୍ର ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୬।୩ (କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କିଟ୍‌ ଷ୍ଟାଡିୟମରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ସର୍ବଭାରତୀୟ ଆଥଲେଟିକ୍‌ ଓ ଇନ୍‌ଡୋର କ୍ରୀଡ଼ା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମହାରାଷ୍ଟ୍ର ଦଳଗତ ଚାମ୍ପିୟନ ହୋଇଥିବାବେଳେ କେରଳର କ୍ଲିମେଣ୍ଟ ଅଗଷ୍ଟିନ ଓ ତାମିଲନାଡ଼ୁର ପି. ଶିବକୁମାର ପୁରୁଷ…

ବିଜୁଙ୍କ ଜୟନ୍ତୀରେ ମିନି ମାରାଥନ

ଭୁବନେଶ୍ୱର, ୬।୩(କ୍ରୀଡ଼ା ପ୍ରତିନିଧି): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଏକ ମିନି ମାରାଥନ କଳିଙ୍ଗ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ମିନି ମାରାଥନକୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟର୍ନିବାହୀ…

ଗୋପବନ୍ଧୁଙ୍କ ନାତୁଣୀବୋହୂଙ୍କୁ ଅସମ୍ମାନ ଅଭିଯୋଗ

ସାକ୍ଷୀଗୋପାଳ,୬ା୩(ସ୍ବ.ପ୍ର./ଡି.ଏନ୍‌.ଏ.): ସୁଆଣ୍ଡୋରେ ଗତ ୨୩ରେ ଉତ୍କଳମଣି ଗୋପବନ୍ଧୁଙ୍କ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ତାଙ୍କ ନାତୁଣୀବୋହୂ ଲୀଳାବତୀ ମିଶ୍ରଙ୍କୁ ଅସମ୍ମାନ କରାଯାଇଥିବା ନେଇ ରବିବାର ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି। ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ରାଜ୍ୟ ସରକାର ଗୋପବନ୍ଧୁଙ୍କ ପରିବାରର ସଦସ୍ୟଙ୍କୁ…

ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧିଲେ ପୁରୁଷ ମଡେଲ୍‌

ବେଜିଂ, ୬। ୩: ଚାଇନାରେ ମହିଳା ଅନ୍ତଃବସ୍ତ୍ର ପିନ୍ଧି ଅନ୍‌ଲାଇନ୍‌ରେ ମଡେଲିଂ କରିବା ନିଷିଦ୍ଧ ହେବା ପରେ ଚାଇନାର ଏକ ଲାଇଭ୍‌ଷ୍ଟିମ୍‌ ଫ୍ୟାଶନ୍‌ କମ୍ପାନୀ ଏ କାମରେ ଏବେ ପୁରୁଷଙ୍କୁ ନିୟୋଜିତ କରିଛି। ମହିଳାଙ୍କ ପାଇଁ ଉପଲବ୍ଧ ପୁସ୍‌-ଅପ ବ୍ରା’ଠାରୁ ଆରମ୍ଭ…

ଅବଶିଷ୍ଟ ଭାରତ ଟାଇଟଲ ବଜାୟ ରଖିଲା

ଗ୍ବାଲିୟର, ୬ା୩ (ପି.ଟି.): ମଧ୍ୟ ପ୍ରଦେଶକୁ ୨୩୮ ରନରେ ପରାସ୍ତ କରି ଅବଶିଷ୍ଟ ଭାରତ ଦଳ ସମ୍ମାନଜନକ ଇରାନୀ କପ୍‌ ଟାଇଟଲ ବଜାୟ ରଖିଛି। ଅସମ୍ଭବ ମନେ ହେଉଥିବା ୪୩୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମଧ୍ୟ ପ୍ରଦେଶ ୫୮.…

୬ ଜଣଙ୍କୁ ଅପହରଣ କରି ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୬ା୩(ଡି.ଏନ.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶନିବାର ରାତିରେ ମାଓବାଦୀମାନେ ୬ ଜଣଙ୍କୁ ଅପହରଣ କରି ନେଇ ସେମାନଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ବାରହା ମାସି ବୋଲି ଜଣାପଡ଼ିଛି। ଛତିଶଗଡ଼ର କୋଣ୍ଡାଗାଓଁ ଜିଲାର ପୁଗରପାଲ ଥାନା ତୁମସିପାରା…

ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ସାରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ ଏବଂ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସମ୍ପର୍କକୁ ନେଇ ବି-ଟାଉନରେ ସର୍ବଦା ଚର୍ଚ୍ଚା ଲାଗିରହୁଥିଲା। ସେମାନଙ୍କ ବ୍ରେକ୍‌ଅପ୍‌କୁ ନେଇ ସାରା ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ୨୦୨୦ ତାଙ୍କ ପାଇଁ…

ଟିମନପୁର ଅଞ୍ଚଳରେ ମାଓବାଦୀ ଲିଫ୍‌ଲେଟ୍‌

ରାଇଘର,୬ା୩(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ରାଇଘର ବ୍ଲକରେ କିଛିଦିନର ବ୍ୟବଧାନ ପରେ ମାଓବାଦୀମାନେ ପୁଣି ଉପସ୍ଥିତି ଜାହିର କରିଛନ୍ତି। ବ୍ଲକର ଟିମନପୁର ଅଞ୍ଚଳରେ ମାଓବାଦୀ ଲିଫ୍‌ଲେଟ୍‌ ପଡିଥିବା ଦେଖିବାକୁ ମିଳିଛି। ଉଦନ୍ତୀ ଏରିଆ ମାଓବାଦୀ କମିଟି ଲେଖାଥିବା ଏହି ଲିଫ୍‌ଲେଟ୍‌ରେ ବର୍ତ୍ତମାନ ଆଦିବାସୀମାନଙ୍କ ଜମିକୁ…

ମୁଣ୍ଡପିଛା ଆୟ ୯ ବର୍ଷରେ ଦୁଇଗୁଣା

ନୂଆଦିଲ୍ଲୀ, ୬ା୩ : ଭାରତରେ ମୁଣ୍ଡପିଛା ଆୟ ୨୦୧୪-୧୫ ବର୍ଷ ତୁଳନାରେ ୨୦୨୨-୨୩ ବର୍ଷରେ ଦୁଇଗୁଣ ବଢ଼ି ୧,୭୨,୦୦୦ରେ ପହଞ୍ଚତ୍ଛି। ତେବେ ଆୟରେ ଅସମାନତା ଏକ ଚ୍ୟାଲେଞ୍ଜ ହୋଇ ରହିଛି। ୨୦୧୪-୧୫ ଆର୍ଥତ୍କ ବର୍ଷରେ ଭାରତୀୟଙ୍କ ବାର୍ଷିକ ମୁଣ୍ଡପିଛା ଆୟ ୮୬,୬୪୭…

ଗାଁରେ ବ୍ରାଇଡାଲ ମେକ୍‌ଅପ୍‌ ଦେବେ ଏସ୍‌ଏଚ୍‌ଜି ସଦସ୍ୟା

ଭଦ୍ରକ ଅଫିସ,୬ା୩:ଏବେ ଗଁାରେ ମିଳିବ ମେକ୍‌ଅପ୍‌ ସୁବିଧା। ବ୍ରାଇଡାଲ ମେକ୍‌ଅପ୍‌ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପାର୍ଲର ସେବା ଗଁାର ଯୁବତୀ ଓ ମହିଳାମାନେ ପାଇପାରିବେ। ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାମାନଙ୍କ ଦ୍ୱାରା ଏହି ସୁବିଧା ପାଇଁ ମିଶନ ଶକ୍ତି ବିଭାଗ…

ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା

ନୂଆଦିଲ୍ଲୀ, ୬ା୩ : ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଆମେରିକାନ୍‌ ଏୟାରଲାଇନ୍ସର ଏକ ବିମାନରେ ଜଣେ ଭାରତୀୟ ଛାତ୍ର ନିଶାଗ୍ରସ୍ତ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଛନ୍ତି। ଘଟଣା ଜଣାପଡ଼ିବା ପରେ ଉକ୍ତ ଏୟାରଲାଇନ୍ସ ଆମେରିକା ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଆର୍ଯ୍ୟ ବୋହ୍‌ରା(୨୧)ଙ୍କୁ ବ୍ୟାନ୍‌…

ସହଯୋଗୀରୁ ସଫଳ ବ୍ୟବସାୟୀ

ପିଲାଟିଦିନରୁ ପାଠପଢ଼ା ସହ ଅନେକ କ୍ଷେତ୍ରରେ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରୁଥିବା ଜଣେ ମେଧାବୀ ଛାତ୍ରୀ ଉଚ୍ଚ ଶିକ୍ଷା ପରେ ହାତକୁ ଦୁଇହାତ ହୋଇଯାଆନ୍ତି। ବିଶେଷକରି ଛାତ୍ରୀଙ୍କ ମନରେ ରହିଥିବା ଅସୁମାରି ସ୍ବପ୍ନକୁ ସ୍ବାମୀ ଭଲ ଭାବେ ବୁଝି ପାରିଥାଆନ୍ତି। ପରବର୍ତ୍ତୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri