ଦିଲ୍ଲୀରେ ପୁଣି ହିଟ୍ ଆଣ୍ଡ ରନ୍ର ଆଉ ଏକ ଘଟଣା: ସ୍କୁଟିକୁ ଧକ୍କା ଦେଇ ୩୦୦ ମିଟର ଘୋଷାଡି ନେଲା କାର୍, ଜଣେ ମୃତ
ନୂଆଦିଲ୍ଲୀ,୨୭।୧: ରାଜଧାନୀ ଦିଲ୍ଲୀରେ କାଞ୍ଜଓ୍ବାଲା ଭଳି ହିଟ୍, ରନ୍ ଏବଂ ଡ୍ରାଗ୍ର ଏକ ନୂଆ ମାମଲା ସାମ୍ନାକୁ ଆସିଛି। କେଶବ ପୁରମ ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ କାର୍ ସ୍କୁଟିକୁ ଧକ୍କା ଦେଇଥିଲା। ଏଥିରେ ସ୍କୁଟିରେ ଥିବା ଜଣେ…
ସୂର୍ଯ୍ୟକୁମାରଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ପଣ୍ଟିଂ
ନୂଆଦିଲ୍ଲୀ,୨୭।୧: ଅଷ୍ଟ୍ରେଲିଆର ମହାନ କ୍ରିକେଟର ରିକି ପଣ୍ଟିଂ ଭାରତୀୟ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି। ବର୍ତ୍ତମାନ ସମୟରେ କୌଶଳ ତଥା ଅଭିନବତା ଦୃଷ୍ଟିରୁ କ୍ରିକେଟରେ ସୂର୍ଯ୍ୟକୁମାରଙ୍କଠାରୁ ଭଲ ଖେଳାଳିଙ୍କୁ ଦେଖି ନ ଥିବା ପଣ୍ଟିଂ…
ଆରମ୍ଭରୁ ବିପର୍ଯ୍ୟୟ: ପାଓ୍ବାର ପ୍ଲେରେ ୩ ଉଇକେଟ ହରାଇଲା ଭାରତ
ରାଞ୍ଚି,୨୭।୧: ପ୍ରଥମ ଟି୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୧୭୭ ରନ୍ ଟାର୍ଗେଟକୁ ପିଛା କରୁଥିବା ଦଳ ପାଓ୍ବାର ପ୍ଲେରେ ୩ ଉଇକେଟ ହରାଇଛି। ଏବେ ହାର୍ଦ୍ଦିକ ପାଣ୍ଡ୍ୟା(୨) ଏବଂ ସୂର୍ଯ୍ୟକୁମାର ଯାଦବ(୧୪)…
ଭାରତକୁ ୧୭୭ ରନ୍ର ଟାର୍ଗେଟ
ରାଞ୍ଚି,୨୭।୧: ଦିନିକିଆ ସିରିଜ ପରେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳୁଛି ଭାରତ। ଶୁକ୍ରବାର ସିରିଜର ପ୍ରଥମ ମ୍ୟାଚ୍ ରାଞ୍ଚିରେ ଖେଳାଯାଉଛି। ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଭାରତକୁ ଜିତିବା ଲାଗି ୧୭୭ ରନ୍ର ଟାର୍ଗେଟ…
ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ହଙ୍ଗାମା: ୨୪ ଛାତ୍ର ଅଟକ, ୧୪୪ ଧାରା ଲାଗୁ
ନୂଆଦିଲ୍ଲୀ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଜେଏନ୍ୟୁ, ଜାମିଆ ପରେ ଏବେ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ(ଡିୟୁ)ରେ ହଙ୍ଗାମା ହୋଇଛି। ଶୁକ୍ରବାର ବିଶ୍ୱବିଦ୍ୟାଳୟର କଳା ବିଭାଗ…
ଅକ୍ଷରଙ୍କ ପତ୍ନୀ ମେହା କିଏ? ଇନଷ୍ଟାଗ୍ରାମରେ ରିଲ୍ କରି ରହିଥାନ୍ତି ଚର୍ଚ୍ଚାରେ…
ନୂଆଦିଲ୍ଲୀ,୨୭।୧: ଭାରତୀୟ ଟିମ୍ର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ବିବାହ କରିଛନ୍ତି। ପ୍ରେମିକା ମେହା ପଟେଲଙ୍କ ହାତ ଧରିଛନ୍ତି ସେ। ଗତ ବର୍ଷ ଦୁହିଁଙ୍କ ନିର୍ବନ୍ଧ ଶେଷ ହୋଇଥିଲା। ଗୁରୁବାର ଗୁଜରାଟରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଜୟଦେବ ଉନାଦକଟଙ୍କ…
ପ୍ରଥମ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ୮ ଓଭରରେ ନ୍ୟୁଜିଲାଣ୍ଡ ୭୦/୨
ରାଞ୍ଚି,୨୭।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଶୁକ୍ରବାର ଖେଳାଯାଉଛି। ମ୍ୟାଚ୍ରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଛନ୍ତି। ବ୍ୟାଟିଂ ନିମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏଯାବତ…
ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଟିମ୍ ଇଣ୍ଡିଆ
ପୋଚେଫଷ୍ଟରୁମ, ୨୭।୧: ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ପୋଚେଫଷ୍ଟରୁମ୍ର ସେନଓ୍ବେସ ପାର୍କରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରିଛି। ଏହାପରେ ଫାଇନାଲରେ ଭାରତ…
ଦ୍ୱିତୀୟ ବିବାହ କଲେ ନୀନା ଗୁପ୍ତାଙ୍କ ଝିଅ ମସାବା
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସାବା। ଦୀର୍ଘଦିନର ପ୍ରେମିକ ସତ୍ୟଦୀପ ମିଶ୍ରାଙ୍କ ହାତ ଧରିଛନ୍ତି ସେ। ବେଶ ନିରାଡମ୍ବରରେ ପରିବାରଲୋକଙ୍କ ଗହଣରେ ଦୁହେଁ ବିବାହ କରିଛନ୍ତି। ମସାବା ନିଜର ସୋସିଆଲ ମିଡିଆରେ ଫଟୋ…
ଗୋ ଏୟାର ଉପରେ ୧୦ଲକ୍ଷ ଜରିମାନା ଲଗାଇଲା ଡିଜିସିଏ
ନୂଆଦିଲ୍ଲୀ,୨୭।୧: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଗୋ ଏୟାର ବିମାନ ଉପରେ ୧୦ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଜାନୁଆରୀ ୯ରେ ବେଙ୍ଗାଲୁରୁ-ଦିଲ୍ଲୀ ଯାଉଥିବା ଗୋ ଏୟାର ବିମାନ ୫୫ଜଣ ଯାତ୍ରୀଙ୍କୁ ବେଙ୍ଗାଲୁରୁରେ ଛାଡ଼ି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଏହାପରେ…
୨୯ ବର୍ଷର ହେଲେ ଶେହନାଜ
ବମ୍ବେ: ବିଗ୍ବସ୍ ବଦଳାଇଦେଲା ଭାଗ୍ୟ। ପଞ୍ଜାବରୁ ଆସିଥିବା ଏକ ଗାୟିକା ଏବେ ଜଣେ ଲୋକପ୍ରିୟ ସେଲିବ୍ରିଟି। ତାଙ୍କ ଷ୍ଟାରଡମ୍ କୌଣସି ସୁପରଷ୍ଟାରଠାରୁ କମ୍ ନୁହେଁ। ଆମେ କହୁଛୁ ସମସ୍ତଙ୍କ ପ୍ରିୟ ଶେହନାଜ ଗିଲଙ୍କ କଥା। ଆଜି ଅର୍ଥାତ ଜାନୁୟାରୀ ୨୭ରେ ତାଙ୍କ…
ରାଜନୀତି ଛାଡିବେ ଅମରିନ୍ଦର ସିଂ!
ନୂଆଦିଲ୍ଲୀ,୨୭ ।୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ପାର୍ଟିର ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । କ୍ୟାପଟେନ ଅମରିନ୍ଦର ସିଂ ଖୁବଶୀଘ୍ର ଏକ ବଡ ଭୂମିକାରେ ନଜର ଆସିପାରନ୍ତି ।…
Archives


