Home

ନାଟୋ ଦ୍ୱାରରେ ରୁଷିଆ ଆଣବିକ ଅସ୍ତ୍ରଶସ୍ତ୍ର: ପାଶ୍ଚାତ୍ୟ ରାଷ୍ଟ୍ରରେ ଆତଙ୍କ…

ମସ୍କୋ/ଓ୍ବାଶିଂଟନ,୩।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଣବିକ ଆକ୍ରମଣର ଆଶଙ୍କା ବଢ଼ିବାରେ ଲାଗିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋଷଣା ପରେ ବେଲାରୁଷ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ଯେ ଏହା ନିଜ ଦେଶରେ ରୁଷିଆର କୌଶଳ ପରମାଣୁ ଅସ୍ତ୍ରଶସ୍ତ୍ର ନିୟୋଜନକୁ…

ତ୍ୱରାନ୍ବିତ ହେଉନି ସହରର ବିକାଶ

ଖୋର୍ଦ୍ଧା ଅଫିସ,୩ା୪: ଖୋର୍ଦ୍ଧା ଜିଲାକୁ ଇତିମଧ୍ୟରେ ୩୦ ବର୍ଷ ପୂରିଛି। ୧୯୯୩ ମସିହାରେ ଏହି ଜିଲା ଗଠନ ହୋଇଥିବାବେଳେ ୧୯୯୫ରେ ଖୋର୍ଦ୍ଧା ସ୩ରେ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା। ପାଇକ ବୀରଙ୍କ ମାଟି ଭାବେ ଖୋର୍ଦ୍ଧା ପରିଚିତ। ଭାରତୀୟ ସ୍ବାଧିନତା ସଂଗ୍ରାମରେ…

ଅଜଣା ରୋଗରେ ଗୋରୁ ଆକ୍ରାନ୍ତ, ଚିନ୍ତାରେ ଗୋପାଳକ

ନିଶ୍ଚିନ୍ତକୋଇଲି,୩।୪(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ବ୍ଲକରେ ଗୋରୁଙ୍କୁ ଅଜଣା ରୋଗ ପିଛା ଛାଡ଼ୁନାହିଁ। କେତେବେଳେ ଚର୍ମରୋଗ ତ କେତେବେଳେ ଫାଟୁଆ ବ୍ୟାପିବାରେ ଲାଗିଛି। ଏବେ ଋତୁ ପରିବର୍ତ୍ତନ ହୋଇଥିତ୍ବାବେଳେ ହଠାତ ଗୋରୁ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କୁ ଦୁର୍ଗନ୍ଧଯୁକ୍ତ ଝାଡ଼ା ହେଉଛି। ଏଥିଯୋଗୁ…

ପଶ୍ଚିମା ଝଡ଼ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ

ତିଗିରିଆ,୩।୪(ଡି.ଏନ.ଏ.): ତିଗିରିଆ ବ୍ଲକ ପାଇକିଆଁରାଠାରୁ ଚଷାଆଁରାକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ କିଛି ଦିନ ହେବ ବର୍ଷା ଲାଗି ରହିବାରୁ ଏହି ରାସ୍ତାରେ ଯାତାୟାତ ଏକରକମ ଠପ୍‌ ହୋଇଯାଇଛି। ପ୍ରତିବର୍ଷ ବନ୍ୟା ଆସିଲେ ଚଷାଆଁରା…

ପ୍ରଧାନମନ୍ତ୍ରୀଙ୍କୁ କେଜରିୱାଲଙ୍କ ଚିଠି: ରେଳବାଇରେ ବରିଷ୍ଠ ନାଗରିକ କୋଟା ଜାରି କଲେ କେନ୍ଦ୍ର ହୋଇ ଯିବନି ଗରିବ…

ନୂଆଦିଲ୍ଲୀ,୩।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ଏକ ବଡ଼ ଆବେଦନ କରିଛନ୍ତି। ରେଲୱେରେ ଦିଆଯାଇଥିବା ବରିଷ୍ଠ ନାଗରିକ କୋଟାକୁ ପୁନଃସ୍ଥାପିତ କରିବାକୁ ସେ ଅନୁରୋଧ କରିଛନ୍ତି। କେଜରିୱାଲ ଏହି ଚିଠିକୁ…

ରାତାରାତି ମରାମତି କରି ରଙ୍ଗ ବୋଳିଦେଲେ

ବାଙ୍କୀ,୩ା୪(ସ୍ବ.ପ୍ର.): ଉଦ୍‌ଘାଟନର ୧୦ଦିନ ମଧ୍ୟରେ ବାଙ୍କୀ କଲେଜ ମିନି ଷ୍ଟାଡିୟମ ଗ୍ୟାଲେରି ଶନିବାର ଭୁଶୁଡ଼ିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଅତି ନିମ୍ନମାନର କାର୍ଯ୍ୟ ଯୋଗୁ ସାମାନ୍ୟ ବର୍ଷାରେ ଗ୍ୟାଲେରି ଭୁଶୁଡ଼ିବା ଘଟଣା ଲୋକଙ୍କ ମଧ୍ୟରେ ଯେତିକି ଅସନ୍ତୋଷ ସୃଷ୍ଟି…

ସୁବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ଆନନ୍ଦ ବଜାର

ପୁରୀ ଅଫିସ,୩ା୪: ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଏବେ ତତ୍ପରତା ପ୍ରକାଶ ପାଇଛି। ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ନବନିର୍ବାଚିତ କର୍ମକର୍ତ୍ତାମାନେ ଦାୟିତ୍ୱ ଗ୍ରହଣ କରିବା ପରେ ଆନନ୍ଦ ବଜାରରେ କିଭଳି ଶୃଙ୍ଖଳା ଆସିପାରିବ ସେନେଇ ପୁରୀ ଜିଲାପାଳ…

କୋଟିଆ: ଭାଜପା-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର,୩ା୪(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତକରି ସେଠାରେ ଜଣେ ଆନ୍ଧ୍ର ଅଧିକାରୀଙ୍କୁ ଉକ୍ତ ସ୍ଥାନରୁ ଘଉଡ଼ାଇବା ସହିତ ଏହା ଓଡ଼ିଶାର ବୋଲି କହିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତି ଭିନ୍ନ ସରଗରମ ହୋଇଛି। ଅନ୍ୟପକ୍ଷରେ କୋଟିଆକୁ ନେଇ ଉଭୟ ବିଜେଡି…

ଚଳନ୍ତା ଟ୍ରେନରେ ସହଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଅଜ୍ଞାତ ବ୍ୟକ୍ତି, ୩ ମୃତ-୮ ଆହତ…

କୋଝିକୋଡେ,୩।୪ : କେରଳର କୋଝିକୋଡେ ଜିଲାର ଏଲାଥୁର ନିକଟରେ ଜଣେ ଅଜ୍ଞାତ ବ୍ୟକ୍ତି ଚଳନ୍ତା ଟ୍ରେନରେ ସହଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ରବିବାର ରାତିରେ ଏହି ଘଟଣା ଘଟିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ…

ହାତୀ ଆକ୍ରମଣରେ ଦିବ୍ୟାଙ୍ଗ ଗୁରୁତର

ବାଉଁଶୁଣୀ,୩ା୪(ଡି.ଏନ୍‌.ଏ.): ଏବେ ଗାଁ ମୁହାଁ ହୋଇଛନ୍ତି ହାତୀ। ସୋମବାର ସକାଳେ ବୌଦ୍ଧ ଜିଲା ତାଲସରଡ଼ା ପଞ୍ଚାୟତ ଗୋବିନ୍ଦପୁର (ବସ୍ତମପୁର)ରେ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସକାଳୁ ଗ୍ରାମର ୨/୩ ଜଣ ବ୍ୟକ୍ତି ଗୋଠସାହି ପାଖରେ ଥିବା…

ପଶ୍ଚିମବଙ୍ଗକୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ପଠାଇବାକୁ ଦାବି: ଶାହାଙ୍କୁ ଚିଠି ଲେଖିଲେ ଭାଜପା ବିଧାୟକ…

କୋଲକାତା,୩।୪ : ପଶ୍ଚିମବଙ୍ଗରେ ହିଂସା ଘଟଣା ମଧ୍ୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜନ ପାଇଁ ଦାବି ହୋଇଛି। ହୁଗୁଳି ଜିଲାର ପୁରସୁରା ବିଧାନସଭା ଆସନର ଭାଜପା ବିଧାୟକ ବିମାନ ଘୋଷ ରାଜ୍ୟପାଳ ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି।…

୨୫ ବର୍ଷ ଭାତ ଖାଇନାହାନ୍ତି ମାର୍କଣ୍ଡ

ଭଣ୍ଡାରିପୋଖରୀ,୩ା୪ (ସ୍ବ.ପ୍ର.): ୨୫ ବର୍ଷ ହେଲା ସେ ଭାତ ଖାଇନାହାନ୍ତି। ମୁଖ୍ୟତଃ ଫଳମୂଳକୁ ଆହାର ରୂପେ ଗ୍ରହଣ କରୁଥିବା ବେଳେ ପାଣି ସହ କେବଳ ଚା’ ତାଙ୍କର ସର୍ବୋତ୍ତମ ଶକ୍ତି ବୋଲି କହନ୍ତି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାର ସଂଲଗ୍ନ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?