Home

ଜାସନ ରୟଙ୍କୁ ୨.୮ କୋଟି ଟଙ୍କାରେ କିଣିଲା କେକେଆର୍‌

କୋଲକାତା,୫ା୪: ଅଧିନାୟକ ଶ୍ରେୟସ ଆୟରଙ୍କ ଆଘାତ ଏବଂ ଶାକିଲ ଅଲ୍‌ ହାସନ ହଠାତ୍‌ ଟୁର୍ନାମେଣ୍ଟରୁ ଓହରିଯିବା ପରେ ଅସୁବିଧାଜନକ ସ୍ଥିତିରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ ଏକ ଲାଇଫ ଲାଇନ୍‌ ପାଇଥିବା ଜଣାପଡ଼ିଛି। ଦୁଇଥର ଚାମ୍ପିୟନ ଫ୍ରାଞ୍ଚାଇଜ କୋଲକାତା ନାଇଟ୍‌ ରାଇଡର୍ସ…

ବ୍ୟାଙ୍କ ନିକଟରୁ ଲୁଟ୍‌ ଘଟଣା: ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ୍‌, ୬ ଗିରଫ

ଫୁଲବାଣୀ ଅଫିସ,୫ା୪: ଫୁଲବାଣୀ ସହର ଆକ୍ସିସ ବ୍ୟାଙ୍କ ନିକଟରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ଘଟଣାରେ କନ୍ଧମାଳ ଜିଲା ପୋଲିସ କଳାହାଣ୍ଡି ପୋଲିସ ସହାୟତାରେ ଲୁଟେରା ଗ୍ୟାଙ୍ଗ୍‌ଙ୍କୁ କେସିଙ୍ଗା ନିକଟରୁ ଧରିଛି। ଏହି ଘଟଣାରେ ମୋଟ ୬ ଜଣଙ୍କୁ…

ସ୍ବାମୀଙ୍କ ଷ୍ଟାଇଲିଶ୍‌ର ରାଜ୍‌ ଖୋଲିଲେ କରୀନା

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ବି’ ଟାଉନ୍‌ରେ ନିଜର ଷ୍ଟାଇଲ୍‌ ପାଇଁ ବେଶ୍‌ ଜଣାଶୁଣା। ଯେକୌଣସି ଉତ୍ସବ ହେଉ, ଘର ହେଉ କିମ୍ବା ବାହାରେ। ସେ ନିଜର ରାଜକୀୟ ଷ୍ଟାଇଲ୍‌ ଦେଖାଇବାକୁ ଆଦୌ କୁଣ୍ଠାବୋଧ କରନ୍ତି ନାହିଁ। ଏପରିକି ପ୍ରଶଂସକମାନେ ତାଙ୍କ…

ଚାଇନା ଇଞ୍ଜିନିୟରଙ୍କ କ୍ୟାମ୍ପ୍‌ରେ ଲାଗିଲା ନିଆଁ

ଇସଲାମାବାଦ,୫ା୪: ଉତ୍ତର ପଶ୍ଚିମ ପାକିସ୍ତାନରେ ଜଳ ବିଦ୍ୟୁତ୍‌ ଡ୍ୟାମ୍‌ ପରିଚାଳନା କରୁଥିବା ଏକ ଚାଇନା କମ୍ପାନୀର ଆବାସିକ ଶିବିରରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିବା ବୁଧବାର ସୂଚନା ମିଳିଛି। କୋହିସ୍ତାନର ବାର୍ସିନ ଅଞ୍ଚଳରେ ଚାଇନାର ଇଞ୍ଜିନିୟର ତଥା ଜଳ ବିଦ୍ୟୁତ୍‌ ପ୍ରକଳ୍ପର…

‘ଆମ ଦେଶ ନର୍କ ଆଡ଼କୁ ଗତି କରୁଛି’

ଓ୍ବାଶିଂଟନ,୫ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମ୍ୟାନହଟନ କୋର୍ଟରେ ପହଞ୍ଚି ପର୍ନଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କୁ ଚୁପ୍‌ ରହିବା ପାଇଁ ଗୁପ୍ତ ଭାବରେ ଅର୍ଥ ପ୍ରଦାନ କରାଯାଇଥିବା ଅଭିଯୋଗ ସହ ଜଡ଼ିତ ମାମଲାର ଶୁଣାଣି କରାଯାଇଥିଲା। ଶୁଣାଣି ପୂର୍ବରୁ ଟ୍ରମ୍ପଙ୍କୁ ଗିରଫ…

ଏମିତି ଦେଶ, ଯେଉଁଠି ବାହାର ଦେଶର ନ୍ୟୁଜ୍‌ ଦେଖିବା ମନା

ଭାରତ ସମେତ ଦୁନିଆର ପ୍ରାୟ ସମସ୍ତ ଅଞ୍ଚଳର ଲୋକେ ନିଜ ଇଚ୍ଛାରେ ରୁହନ୍ତି, ନିଜ ଇଚ୍ଛାରେ ଖାଆନ୍ତି ଏବଂ ମନଇଚ୍ଛା କଥାବାର୍ତ୍ତା କରିବାର ସ୍ବତନ୍ତ୍ରତା ରହିଛି। ପ୍ରତ୍ୟେକ ବ୍ୟକ୍ତି ନିଜ ଇଚ୍ଛାରେ ବଞ୍ଚିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ମାତ୍ର ଏମିତି ଗୋଟିଏ…

ମୋଦି-ଯୋଗୀଙ୍କୁ ଜୀବନରେ ମାରିବାକୁ ଧମକ…

ନୋଏଡା ,୫।୪ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରେ ମାରିବାକୁ ଧମକ ଦେବା ପ୍ରସଙ୍ଗ ସାମ୍ନାକୁ ଆସିଛି। ନୋଏଡା ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।…

ମମତା ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ: ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ବ୍ୟବସ୍ଥା ରହିଛି କିଭଳି…

କୋଲକାତା,୫।୪ : ରିସଡା ଏବଂ ଶିବପୁରରେ ଘଟିଥିବା ହିଂସା ସମ୍ପର୍କରେ ପଶ୍ଚିମବଙ୍ଗ ସରକାର କଲିକତା ହାଇକୋର୍ଟରେ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆଗାମୀ ହନୁମାନ ଜୟନ୍ତୀଙ୍କୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ କେଉଁ ପଦକ୍ଷେପ ନିଆଯାଉଛି ତାହା…

ଦେଢ଼ମାସ ବିତିଲା, ମୃତ୍ୟୁ ରହସ୍ୟ ଖୋଲୁନି

ମୁରିବାହାଲ,୫ା୪(ଡ଼.ଏନ.ଏ.): ବଲାଙ୍ଗୀର ଜ଼ିଲା ମୁରିବାହାଲ ଥାନା ଡୁଡୁକାପଡା ଗ୍ରାମରେ ଗ୍ରାମ୍ୟ ପରିମଳ ବିଭାଗ ପାଣ୍ଠିରେ ଗଭୀର କୂଅ ଖନନ କାର୍ଯ୍ୟରେ ନିୟୋଜିତ ଜେସିବି ଡ୍ରାଇଭର ସିନ୍ଧେକେଲା ଥାନା ପାଣ୍ଡ୍ରିପାଏନ ହଁସପଡାର ପଦ୍ମନ ହସ (୨୪) ଙ୍କ କାର୍ଯ୍ୟସ୍ଥଳରେ ଗତ ଫେବୃଆରୀ ୧୬…

ଓ୍ବାନ ମିଡ଼ିଆ ପ୍ରସାରଣ ଉପରୁ ହଟିଲା ପ୍ରତିବନ୍ଧକ: ସମାଜ ପାଇଁ ଏକ ସ୍ବତନ୍ତ୍ର ପ୍ରେସ୍‌ ଜରୁରୀ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୫।୪ : ମାଲାୟାଲମ ନ୍ୟୁଜ ଚ୍ୟାନେଲ ଓ୍ବାନମିଡିଆ ଉପରେ କେନ୍ଦ୍ର ସରକାର ଲଗାଇଥିବା ପ୍ରସାରଣ ନିଷେଧ ବିରୋଧରେ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି। ସୁରକ୍ଷା ମଞ୍ଜୁର ଅଭାବରୁ ମିଡିଆ ଓ ଚ୍ୟାନେଲର ପ୍ରସାରଣ ଲାଇସେନ୍ସ ନବୀକରଣ କରିବାକୁ ମନା କରି ଦେଇଥିବା…

ତେଲଙ୍ଗାନା ଇଟାଭାଟିରେ ୧୪ ଦାଦନ ଶ୍ରମିକ ନିର୍ଯାତିତ

ନୂଆପଡା ଅଫିସ,୫ା୪: ନୂଆପଡା ଜିଲା କୋମନା ବ୍ଲକ ଅଧୀନ ଦୁଇଟି ଗାଁର ୧୪ ଜଣ ଦାଦନ ଶ୍ରମିକ ତେଲଙ୍ଗାନା ରାଜ୍ୟକୁ ଇଟା ତିଆରି କରିବା ପାଇଁ ଯାଇ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏହି ଶ୍ରମିକମାନଙ୍କ ପରିବାରର ୫ ଜଣ…

ଶାହା-ମଦାନି ଭେଟ: ୧୪ ପ୍ରସଙ୍ଗ ଉପରେ ଆଲୋଚନା…

ନୂଆଦିଲ୍ଲୀ,୫।୪ : ମୁସଲମାନ ସମାଜ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ଏକ ବଡ ପଦକ୍ଷେପ ନିଆଯାଇଛି। ଏହି ଅନ୍ତର୍ଗତ ମୁସଲିମ ସମ୍ପ୍ରଦାୟର ୧୬ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?