Home

ରାଜା ଚାଲର୍‌ସ ତୃତୀୟଙ୍କ ସ୍ତ୍ରୀ କାମିଲାଙ୍କୁ ‘ମହାରାଣୀ’ ମାନ୍ୟତା

ଲଣ୍ଡନ,୫ା୪:ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ସ୍ତ୍ରୀ କାମିଲାଙ୍କୁ ସରକାରୀ ଭାବେ ‘ମହାରାଣୀ କାମିଲା’ ମାନ୍ୟତା ଦିଆଯାଇଛି। ବକିଂହାମ ପ୍ୟାଲେସ୍‌ କାମିଲାଙ୍କ ନାମ ଆଗରେ ‘ମହାରାଣୀ’ ଶବ୍ଦ ବ୍ୟବହାର କରିଛନ୍ତି। ଏହା ସହିତ ସେ ‘‘ମହାରାଣୀ କାମିଲା’ ଭାବରେ ପରିଚିତ ହେବେ। କିଙ୍ଗ…

ପଦ୍ମ ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର,୫ା୪(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆଜି ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ, ସାହିତ୍ୟ ଓ ଶିକ୍ଷା ପାଇଁ ଢେଙ୍କାନାଳର ଅନ୍ତର୍ଯ୍ୟାମୀ…

ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଅଲଗା ହେଲା ମୁଣ୍ଡଗଣ୍ଡି

କୋରାପୁଟ,୫ା୪(ସ୍ବ.ପ୍ର.): କୋରାପୁଟ ଓଏମ୍‌ପି ପେଟ୍ରୋଲ ପମ୍ପ୍‌ ନିକଟରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ଆନ୍ଧ୍ରରୁ ଜୟପୁର ଯାଉଥିବା ଏକ ଟ୍ରକ୍‌ ଜଣେ ବ୍ୟକ୍ତିଙ୍କ ଉପରେ ମାଡ଼ିଯିବାରୁ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ କୋରାପୁଟ ଜିଲା…

ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ପଦ୍ମଶ୍ରୀ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପୁରସ୍କାର ବିତରଣ ଉତ୍ସବ ବୁଧବାର ନୂଆଦିଲ୍ଲୀର ରାଷ୍ଟ୍ରୀୟ ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ରବୀନା…

ଦିବଂଗତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କୁ ପଦ୍ମ ପୁରସ୍କାର

ଭୁବନେଶ୍ୱର,୫ା୪(ବ୍ୟୁରୋ): ବୁଧବାର ରାଷ୍ଟ୍ରପତି ଭବନରେ ୨୦୨୩ର ଦିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକପ୍ରିୟ ଦିବଂଗତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କୁ ପଦ୍ମଭୂଷଣ ପ୍ରଦାନ କରିଛନ୍ତି। ବାଣୀ ଜୟରାମଙ୍କ ପାଇଁ ତାଙ୍କ ଭଉଣୀ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର…

ଝଡ଼ବର୍ଷାରେ ଭାଙ୍ଗିଲା ବଡ଼ବଡ଼ ଗଛ

ରାୟଗଡ଼ା,୫ା୪(ସ୍ବ.ପ୍ର.): ଅଦିନିଆ ଝଡ଼ବର୍ଷା ଯୋଗୁ ରାୟଗଡ଼ା ସହର ରାସ୍ତାରେ ବଡ଼ବଡ଼ ଗଛ ଭାଙ୍ଗିପଡ଼ିଛି। ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବାରୁ ସହରର ରିଙ୍ଗ୍‌ରୋଡସ୍ଥିତ ୟୁଜିଏମଆଇଟି ନିକଟରେ, ନ୍ୟୁ କଲୋନୀ ରୋଡ୍‌ ଭିଗିନାନ ବିଦ୍ୟାଳୟଠାରେ ଗଛ ଭାଙ୍ଗିପଡ଼ିଛି। ସେହିଭଳି ରାୟଗଡ଼ା…

ଆଜି ନିଜ ପଡ଼ିଆରେ ଖେଳିବେ ରିଆନ

ଗୁଆହାଟୀ,୫ା୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବୁଧବାର ଆର୍‌ଆର୍‌ ଏବଂ ପିବିକେଏସ୍‌ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ୨୦୨୩ର ଅଷ୍ଟମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ପଞ୍ଜାବ କିଙ୍ଗ୍ସ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ତେବେ ଉଭୟ ଦଳ ନିଜ ନିଜ ପ୍ରଥମ ମ୍ୟାଚ୍‌…

ସମ୍ପତ୍ତି ସାର୍ବଜନୀନ କରିବାକୁ ମନା କଲେ ପ୍ରଚଣ୍ଡ

କାଠମାଣ୍ଡୁ,୫ା୪: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ତାଙ୍କ ସମ୍ପତ୍ତିକୁ ସାର୍ବଜନୀନ କରିବାକୁ ମନା କରି ଦେଇଛନ୍ତି। ୧୯୯୦ରେ ଗଣତନ୍ତ୍ରର ପୁନରୁଦ୍ଧାର ପରେ ନେପାଳର ପ୍ରଥମ ନିର୍ବାଚିତ ସରକାର ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ସମ୍ପତ୍ତିର ସବିଶେଷ ତଥ୍ୟ ସାର୍ବଜନୀନ କରିବାର…

ବିଶ୍ୱ ପାଇଁ ବିପଦ ସୃଷ୍ଟି କରୁଛି ଚାଇନା

ବ୍ରୁଶେଲ୍‌ସ,୫ା୪: ୟୁରୋପରେ ଲିଥୁଆନିଆ ଏକ ଛୋଟ ଦେଶ। ଯାହାର ଜନସଂଖ୍ୟା ୨୦୨୧ ବର୍ଷର ଆକଳନ ଅନୁଯାୟୀ ବର୍ତ୍ତମାନ ୨୮ ଲକ୍ଷ। ଅର୍ଥାତ୍‌ ଚାଇନା ତୁଳନାରେ ବହୁତ କମ୍‌ ଅଟେ। ଏପରିକି ଅଞ୍ଚଳରେ ମଧ୍ୟ ଏହି ଦେଶ ଚାଇନା ଠାରୁ ଛୋଟ, କିନ୍ତୁ…

ଭାଇଙ୍କୁ ପିଟି ହତ୍ୟା କଲେ ଭାଇ

ବ୍ରହ୍ମପୁର ଅଫିସ,୫ା୪: ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପଛପାଖରେ ଥିବା ରାଜୀବ ଆବାସ ଯୋଜନା ଘରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ସାନଭାଇଙ୍କୁ ଡମ୍ବଲ୍ସ(ବାୟାମ ଲୁହା)ରେ ଛେଚି ମଝିଆ ଭାଇ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତକ ହେଲେ ନେହୁରନଗର…

ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଦଣ୍ଡାଦେଶ, ଏମ୍‌ପି ପଦ ରଦ୍ଦ ନେଇ ଗର୍ଜିଲେ ଜୟଦେବ

ଆନନ୍ଦପୁର,୫ା୪(ସ୍ବ.ପ୍ର.): ପୁରୁଣା ମାମଲାର ବିଚାର କରି ରାହୁଲ ଗାନ୍ଧୀଙ୍କୁ ସର୍ବାଧିକ ଦୁଇ ବର୍ଷର ଦଣ୍ଡାଦେଶ ଓ ୨୪ ଘଣ୍ଟା ମଧ୍ୟରେ ଏମ୍‌ପି ପଦ ରଦ୍ଦ କରିବା ଘଟଣାକୁ ନେଇ ଆନନ୍ଦପୁରର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ତଥା…

ମନ୍ଦିର ପରିଚାଳନା କମିଟିକୁ ନେଇ ବିବାଦ

ଆନନ୍ଦପୁର,୫ା୪(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ ଫକୀରପୁରଠାରେ ଥିବା ବାଲୁଙ୍କେଶ୍ୱର ମନ୍ଦିରର ନୂତନ ପରିଚାଳନା କମିଟିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଦୀର୍ଘ ୨୦ ବର୍ଷ ପରେ ଗଠିତ ହୋଇଥିବା କମିଟିକୁ ଚଞ୍ଚକତାପୂର୍ଣ୍ଣ ଭାବେ କରାଯାଇଥିବା ଅଭିଯୋଗ ହୋଇଛି। ୪ ଓ୍ବାର୍ଡ ବିଶିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?