Home

ପ୍ଲାଷ୍ଟିକ୍‌ କବ୍‌ଜାରେ ଓଡ଼ିଶାର କଶ୍ମୀର

ଦାରିଙ୍ଗବାଡ଼ି,୧୧ା୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଦେଶ ବିଦେଶରେ ପରିଚିତ। ସେପ୍ଟେମ୍ବରଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଦାରିଙ୍ଗବାଡ଼ିର ଜଳବାୟୁ ଥଣ୍ଡା ରହୁଥିବାରୁ ଏହି ସମୟରେ ଦାରିଙ୍ଗିବାଡ଼ିକୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଲାଗିଥାଏ। ସେହିପରି ପର୍ଯ୍ୟଟକଙ୍କ…

ନଓ୍ବାଜ ସରିଫ ପରିବାରରେ ଫାଟ, ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମରିୟମ…

ଇସଲାମାବାଦ,୧୧।୨ : ପାକିସ୍ତାନରେ ବଢୁଥିବା ରାଜନୈତିକ ବିବାଦ ବର୍ତ୍ତମାନ ନୱାଜ ସରିଫ ପରିବାର ମଧ୍ୟରେ ପହଞ୍ଚିଛି। ପରିସ୍ଥିତି ଏତେ ପରିମାଣରେ ପହଞ୍ଚିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ତାଙ୍କ ସ୍ବାମୀଙ୍କ ସହ ସର୍ବସାଧାରଣରେ ମୁହାଁମୁହିଁ ହୋଇଛନ୍ତି।…

ସତ ହେଲା ଆକାଶ ଚୋପ୍ରାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟକୁ ୧୩୨ରନ୍‌ ବ୍ୟବଧାନରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ମାତ୍ର ୩ ଦିନରେ ସମାପ୍ତ ହୋଇଛି ପ୍ରଥମ ଟେଷ୍ଟ। ତେବେ ମ୍ୟାଚ୍‌କୁ ନେଇ ପୂର୍ବରୁ ଆକାଶ ଚୋପ୍ରା ଏକ ଟୁଇଟ୍‌ କରି ଭବିଷ୍ୟବାଣୀ କରିଥିଲେ, ଯାହାକି…

ବଦଳୁ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ନାମିତ ସହର,ରାସ୍ତା, କୋଠାର ନାମ: ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ …

ନୂଆଦିଲ୍ଲୀ,୧୧।୨ : ଦେଶରେ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ସହର, ସଡ଼କ, କୋଠା ଏବଂ ଅନୁଷ୍ଠାନର ନାମ ପରିବର୍ତ୍ତନ କରିବାକୁ ଆୟୋଗ ଗଠନ ଦାବିରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଛି। ଆବେଦନକାରୀ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନରେ ଏକ ହଜାରରୁ…

ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଫଗାନିସ୍ତାନ ମହିଳା ମନୋନୀତ

କାବୁଲ,୧୧ା୨: ଆଫଗାନିସ୍ତାନରେ ମହିଳା ଅଧିକାର ପାଇଁ କାର୍ଯ୍ୟ କରୁଥିବା ମେହବୁବା ସିରାଜ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତାଙ୍କୁ ଜେଲରେ ଥିବା ଇରାନର ମାନବାଧିକାର କର୍ମୀ ତଥା ଓକିଲ ନର୍ଗିସ ମହମ୍ମଦୀଙ୍କ ସହ ମିଳିତ ଭାବେ ମନୋନୀତ କରାଯାଇଛି।…

ଆଙ୍ଗୁଠିରେ କ୍ରିମ ଲଗାଇ ଫସିଲେ, ଜାଡେଜାଙ୍କ ଉପରେ ଜରିମାନା ଲଗାଇଲା ଆଇସିସି

ନାଗପୁର,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ହିରୋ ପାଲଟିଥିବା ରବିନ୍ଦ୍ର ଜାଡେଜାଙ୍କର ଅଡୁଆ ବଢ଼ିଛି। ତାଙ୍କ ଉପରେ ଆଇସିସି ଜରିମାନା ଲଗାଇଛି। ବିନା ଅନୁମତିରେ ଆଙ୍ଗୁଠିରେ ଯନ୍ତ୍ରଣା ଉପଶମକାରୀ କ୍ରିମ୍‌ ଲଗାଇଥିବାରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଟେଷ୍ଟ ଶେଷ…

କମୁଛି ରାଜକୋଷ: ଚିନ୍ତାରେ ବାଇଡେନ ସରକାର…

ଓ୍ବାଶିଂଟନ,୧୧।୨ : ବଢୁଥିବା ରାଜକୋଷର ଆର୍ଥିକ ନିଅଣ୍ଟକୁ ମୁକାବିଲା କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି। ସରକାରଙ୍କ ପାଇଁ ଋଣ ସୀମା ବୃଦ୍ଧି ନେଇ କଂଗ୍ରେସ (ସଂସଦ) ରେ ଚାଲିଥିବା ବିବାଦ ମଧ୍ୟରେ…

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ବରଗଡ଼ ଜିଲା ପାଇକମାଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି। ପାଇକମାଳ ଅଞ୍ଚଳର ଜନସାଧାରଣଙ୍କ ବହୁ ଦିନର ଦାବି ଆଜି ପୂରଣ ହୋଇଛି। ସୂଚନାଯୋଗ୍ୟ, ଗତ ଉପନିର୍ବାଚନ ସମୟରେ ପାଇକମାଳର ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…

ଉପରାଜ୍ୟପାଳ ସମ୍ବିଧାନ ଅବା ସୁପ୍ରିମ୍‌କୋର୍ଟ କାହାକୁ ବି ମାନୁ ନାହାନ୍ତି: ସିସୋଡିଆ…

ନୂଆଦିଲ୍ଲୀ,୧୧।୨ : ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ଶନିବାର ଦୁଇ ଜଣ ଆଦମୀ ପାର୍ଟି ସମର୍ଥିତ ଲୋକଙ୍କୁ ବିଦ୍ୟୁତ ବିତରଣ କମ୍ପାନୀ ବୋର୍ଡରୁ ହଟାଇ ଦେଇଛନ୍ତି। ଏହା ଉପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ…

ଭାଲେଣ୍ଟାଇନ୍‌ ଡେ’ ଅଫର: ସିଙ୍ଗଲଙ୍କୁ ଗୋଟିଏ ପ୍ଲେଟ୍‌ ଗୁପ୍‌ଚୁପ୍‌ରେ ଆଉ ଏକ ପ୍ଲେଟ୍‌ ମାଗଣା

ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ସାରା ବିଶ୍ୱରେ ଲଭ୍‌ବାର୍ଡମାନେ ଉତ୍ସାହର ସହିତ ‘ଭାଲେଣ୍ଟାଇନ୍‌ ଓ୍ବିକ୍‌’ ପାଳନ କରୁଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯାହା ସିଙ୍ଗଲ୍‌ମାନଙ୍କ ପାଇଁ ବେଶ୍‌ ଲାଭଦାୟକ। ଭିଡିଓରେ ଜଣେ ଯୁବତୀ ଗୁପ୍‌ଚୁପ୍‌ ବିକ୍ରି…

ଗଙ୍ଗା ସଫା ପାଇଁ ଅଣ୍ଟା ଭିଡ଼ିଲା ଡେନମାର୍କ, ସ୍ଥାପନ ହେବ ସ୍ମାର୍ଟଲ୍ୟାବ…

ଲକ୍ଷ୍ନୌ,୧୧।୨ : ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ – ୨୦୨୩ରେ, ଗଙ୍ଗା ଏବଂ ଏହାର ଉପନଦୀ ନଦୀ ବରୁଣା ସଫା କରିବା ପାଇଁ ଡେନମାର୍କ ସରକାର ଏବଂ ଉତ୍ତରପ୍ରଦେଶ ସରକାରଙ୍କ ମଧ୍ୟରେ ୧୦୦୦ କୋଟି ଟଙ୍କାର ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଗଙ୍ଗାର…

ବ୍ରେଡ ପ୍ୟାକେଟରେ ମୂଷା…

କୋଲକାତା,୧୧।୨ : ଏବେ ଅନଲାଇନରେ ଶୀଘ୍ର ସାମଗ୍ରୀ ପହଞ୍ଚାଇବାର ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି। ଫଳରେ ବହୁ ସମୟରେ ଖରାପ ସାମଗ୍ରୀ ଗ୍ରାହକଙ୍କ ପାଖରେ ପହଞ୍ଚୁଛି। ସମ୍ପ୍ରତି ଅର୍ଡର କରାଯାଇଥିବା ବ୍ରେଡ ପ୍ୟାକେଟରେ ମୂଷା ଥିବା ନେଇ ଜଣେ ଉପଭୋକ୍ତାଙ୍କ ଅଭିଯୋଗ କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri