ଇବ୍ ନଦୀରେ ଭାସିଗଲେ ୩ ଯୁବକ, ଜଣେ ଉଦ୍ଧାର, ୨ ନିଖୋଜ
ସୁନ୍ଦରଗଡ଼,୪ା୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଇବ୍ ନଦୀର କନାକୁଣ୍ଡ ଘାଟରେ ପୁଣି ଘଟିଛି ଅଘଟଣ। ବୁଧବାର ଏଠାକୁ ଆସି ଥିବା ୩ଜଣ ଯୁବକ ଗାଧୋଉଥିବା ବେଳେ ଅପରାହ୍ନରେ ନଦୀ ପାଣିରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଅଗ୍ନିଶମ…
ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି
ଲକ୍ଷ୍ନୌ,୪।୧: ୟୁପିର ପୌର ନିର୍ବାଚନରେ ଓବିସି ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ନିର୍ବାଚନକୁ ନେଇ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଜାନୁଆରୀ ୩୧ ପୂର୍ବରୁ ପୌର ନିର୍ବାଚନ କରାଯିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।…
‘ଗଦ୍ଦର-୨’ର ଫାଷ୍ଟ ଲୁକ୍: ଏଥର ହ୍ୟାଣ୍ଡପମ୍ପ ନୁହେଁ ଶଗଡ଼ ଚକ ଉଠାଇଲେ ତାରା ସିଂ
ବମ୍ବେ: ୨୦୦୧ରେ ରିଲିଜ ହୋଇଥିଲା ଫିଲ୍ମ ‘ଗଦ୍ଦର’। ଦର୍ଶକ ଏହାକୁ ବେଶ ପସନ୍ଦ କରିବା ଯୋଗୁ ଫିଲ୍ମଟି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଏବେ ଏହାର ସିକୁଏଲ୍ ‘ଗଦ୍ଦର-୨’ ଆସିବାକୁ ଯାଉଛି। ପୂର୍ବଭଳି ଏଥିରେ ମୁଖ୍ୟ କଳାକାର ଭାବେ ସନ୍ନି ଦେଓଲ ଏବଂ…
ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବାଇକ୍ ଆମ୍ବୁଲାନ୍ସ ସେବା
ଚିତ୍ରକୋଣ୍ଡା,୪ା୧(ଡି.ଏନ୍.ଏ.): ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପ୍ରଥମ କରି ବାଇକ୍ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି। ବୁଧବାର ଏହି ସେବା ଆରମ୍ଭ ହୋଇଛି। ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ ବଡ଼ପଡା ପଞ୍ଚାୟତ ପରିସରରେ…
‘୬ ବର୍ଷ ହେବ ଏହି ମୁହୂର୍ତ୍ତକୁ କରିଥିଲି ଅପେକ୍ଷା’
ମୁମ୍ବାଇ,୪।୧: ମୁମ୍ବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ରେ ଦ୍ରୁତ ବୋଲର ଶିବମ ମାଭି ଚମତ୍କାର ବୋଲିଂ କରିଥିଲେ। ସେ ଚାରି ଓଭରରେ ୨୨ ରନ ଦେଇ ଚାରିଟି ଉଇକେଟ ନେଇଥିଲେ। ଏହି ଡ୍ରିମ୍ ଡେବ୍ୟୁ ପରେ…
ରୋଗୀଙ୍କ ପାଇଁ ଗାଉନ ତିଆରି କରେ ଏହି କମ୍ପାନୀ, ରଖେ ଚିନ୍ତାମୁକ୍ତ
ଯେତେବେଳେ ଲୋକମାନେ ବୁଲିବାକୁ ଯାଆନ୍ତି, ସେମାନେ ସେମାନଙ୍କର ପୋଷାକର ଯତ୍ନ ନିଅନ୍ତି। ତାଙ୍କର ଏକମାତ୍ର ଚିନ୍ତାଧାରା ରହିଥାଏ ଯେମିତି ତାଙ୍କ ପୋଷାକ ଅନ୍ୟମାନଙ୍କଠାରୁ ଭିନ୍ନ ଏବଂ ଫ୍ୟାଶନେବଲ ଦେଖାଯିବା ଉଚିତ। ଏଥିପାଇଁ ସେମାନେ ମହଙ୍ଗା ପୋଷାକ ବି କିଣିଥାନ୍ତି। ପାର୍ଟି, ଶପିଂ,…
ଫ୍ଲାଟ ବିକିଲେ ସୋନମ
ବଲିଉଡ୍ ଅଭିନେତ୍ରୀ ସୋନମ କପୁର ନିକଟରେ ନିଜ ଫ୍ଲାଟ୍ ବିକିଛନ୍ତି। ମୁମ୍ବାଇରେ ଅବସ୍ଥିତ ୭ ବର୍ଷ ପୁରୁଣା ବିଳାସପୂର୍ଣ୍ଣ ଫ୍ଲାଟକୁ ସୋନମ ଡିସେମ୍ବର ୨୯ରେ ୩୨.୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ମୁମ୍ବାଇର ବି.କେ.ସିର ସେଣ୍ଟ୍ରାଲ ବିଜ୍ନେସ୍ ଡିଷ୍ଟ୍ରିକ୍ଟରେ ଏହି ଫ୍ଲାଟ୍ଟି…
ନେଟଫ୍ଲିକ୍ସ-ଜୋମାଟୋ-ବ୍ଲିଙ୍କେଟ ମଧ୍ୟରେ ହୋର୍ଡିଂ ଓ୍ବାର: ଓଟିଟି କହିଲା ହମ୍ ଆପ୍କେ ହୈ କୌନ…
ମୁମ୍ବାଇ : ଏବେ ସୋସିଆଲ ମିଡିଆର ଯୁଗ। କମ୍ପାନୀଗୁଡ଼ିକ ଆକର୍ଷଣୀୟ ଟ୍ୟାଗଲାଇନ ସହିତ ଉପଭୋକ୍ତାଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ସମ୍ପ୍ରତି, ଓଟିଟି କମ୍ପାନୀ ନେଟଫ୍ଲିକ୍ସ ଟୁଇଟରରେ ଏକ ପୋଷ୍ଟ ଶେୟାର କରିଛି ଯେଉଁଥିରେ ବ୍ଲିଙ୍କିଟ ଏବଂ ଜୋମାଟୋର ହୋର୍ଡିଂ ମଧ୍ୟ…
‘ଭାରତ-ରୁଷିଆ ସମ୍ପର୍କ ଖରାପ ହେବ ନାହିଁ’
ଭିଏନା,୪ା୧: ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଛନ୍ତି। ନୂତନ ବିଶ୍ୱ ଶୃଙ୍ଖଳା, ୟୁକ୍ରେନ ଯୁଦ୍ଧ ଏବଂ ଚାଇନା ଚ୍ୟାଲେଞ୍ଜ ଉପରେ ୟୁରୋପୀୟ ଦେଶମାନଙ୍କୁ ସେ ପରାମର୍ଶ ଦେଇଛନ୍ତି।…
୪୩ ବର୍ଷରେ ଏହି ଅଭିନେତା କଲେ ଦ୍ୱିତୀୟ ବିବାହ
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ଅଭିନେତା ରୁଷଦ ରାଣା। ଦୀର୍ଘଦିନର ପ୍ରେମିକା କେତକୀ ଓ୍ବାଲାଓ୍ବାଲକରଙ୍କ ହାତ ଧରିଛନ୍ତି ସେ। ବୁଧବାର ମରାଠୀ ରୀତିନୀତିରେ ଏହି ବିବାହ ଅନୁଷ୍ଠିତ ହୋଇଛି। ଉଭୟଙ୍କ ବିବାହରେ ଟେଲିଭିଜନଜଗତର ଅନେକ ଜଣାଶୁଣା କଳାକାର ସାମିଲ…
ଅଧିକ ସନ୍ତାନ ଜନ୍ମ-ଗାଁରେ ବାସ କଲେ ମିଳିବ ୧୦ ଲକ୍ଷ ୟେନ: ଜାପାନ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ…
ଟୋକିଓ,୪।୧ : ଚଳିତ ବର୍ଷ ଦେଶର ଜନସଂଖ୍ୟା ବୃଦ୍ଧି ପାଇଁ ଏକ ଅଭିଯାନ ଉପରେ ଜାପାନ ସରକାର ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପରିବାରରେ ସନ୍ତାନ ପ୍ରସବ କରିବାକୁ ଉତ୍ସାହିତ କରିବା ପାଇଁ ବର୍ତ୍ତମାନ ଏକ ନୂତନ ଯୋଜନା ଘୋଷଣା…
ଡମ୍ପିଂୟାର୍ଡରୁ ୮୦ ଲକ୍ଷ ଟଙ୍କାରେ ବିମାନ କିଣି ସେଥିରେ ଖର୍ଚ୍ଚ କଲେ ଆଉ ୧୫ ଲକ୍ଷ, କାରଣ ଜାଣିଲେ…
ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ସଉକ ରହିଥାଏ। ଏମିତି କି କିଏ ଦାମୀ ଘର କିଣିବାକୁ ପସନ୍ଦ କରନ୍ତି ତ ଆଉ କିଏ ଦାମୀ ଗାଡ଼ି କିଣିବାକୁ ପସନ୍ଦ କରିଥାନ୍ତି। କିନ୍ତୁ କିଛି ଲୋକ ଥା’ନ୍ତି ଯେଉଁମାନେ ଟଙ୍କାକୁ ଆଦୌ ଖାତିର…
Archives


