ସମର ଆଉଟ୍‌ଫିଟ୍‌

ଫ୍ୟାଶନ ସିଜନ୍‌ ଅନୁଯାୟୀ ବଦଳିଥାଏ। ଖରାଦିନକୁ ଲକ୍ଷ୍ୟକରି କ’ଣ ପିନ୍ଧିଲେ ଏହା ଆପଣଙ୍କୁ କମ୍ଫର୍ଟେବଲ୍‌ ଲାଗିବା ସହିତ କିପରି ଷ୍ଟାଇଲିଶ୍‌ ଦେଖାଯିବେ, ଜାଣନ୍ତୁ ଏ ସମ୍ପର୍କରେ…..

ଧଳା ରଙ୍ଗ ଚୟନ କରନ୍ତୁ ପ୍ରଥମେ
ଖରାଦିନରେ ଓ୍ବାର୍ଡରୋବ୍‌ରେ ନିହାତି ଧଳାରଙ୍ଗର ଆଉଟ୍‌ଫିଟ୍‌ ରଖନ୍ତୁ। ଏହି ଋତୁରେ ଧଳାରଙ୍ଗର ଡ୍ରେସ୍‌ ପିନ୍ଧିବା ତା’ର ଆଉ ଗୋଟେ ମଜା। ଧଳାରଙ୍ଗର ଶର୍ଟ ଡ୍ରେସ୍‌,ମ୍ୟାକ୍ସି ଡ୍ରେସ୍‌, ଅନାରକଲୀ, ଶାଢ଼ି, ଶର୍ଟ,ପେନ୍‌ ସିଲ୍‌ ସ୍କର୍ଟ, ଟ୍ରାଉଜର ଆଦି ଚିନ୍ତା କରିପାରନ୍ତି।
ପ୍ରିଣ୍ଟ୍‌ର ରଖନ୍ତୁ ବହୁ ଧ୍ୟାନ
ଖରାଦିନରେ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ର ଚାହିଦା ବେଶି ରହିଛି। କିନ୍ତୁ ଖରାଦିନରେ ଲାଇଟ୍‌ କଲର ଫ୍ଲୋରାଲ ଡ୍ରେସ୍‌ ଏହା ଆପଣଙ୍କୁ କୁଲ୍‌ ଲୁକ୍‌ ଦେଇଥାଏ। ଫ୍ଲୋରାଲ ଲୁକ୍‌ ବ୍ୟତୀତ ଚେକ୍ସ,ଷ୍ଟ୍ରାଇପ୍ସ,ଜ୍ୟୋମେଟ୍ରିକ୍‌ ପ୍ରିଣ୍ଟ୍‌କୁ ଆପଣାଇପାରିବେ।
କମ୍ଫଟେବୁଲ ଡ୍ରେସ୍‌
ଖରାଦିନରେ ଝାଳ ବହୁତ ବାହାରିଥାଏ। ଏଥିପାଇଁ ଟାଇଟ୍‌ ଫିଟିଂ ଡ୍ରେସ୍‌ ପିନ୍ଧନ୍ତୁ ନାହିଁ। ଏହି ସିଜନ୍‌ରେ ଯେତେ ଆରାମଦାୟକ ଡ୍ରେସ୍‌ ପିନ୍ଧିବେ ତାହା ଆପଣଙ୍କୁ ଭଲ ଲାଗିବ। ଶର୍ଟ ଡ୍ରେସ୍‌,କର୍ଟନ ଟି ଶର୍ଟ,ପ୍ଲାଜୋ,ଲଙ୍ଗ୍‌ କୁର୍ତ୍ତି, ପ୍ରିଣ୍ଟେଡ୍‌ ସ୍କର୍ଟ, ହ୍ବାଇଟ୍‌ ଶର୍ଟ,ଲିନେନ୍‌ ଜ୍ୟାକେଟ୍‌,ଏସିମେଟ୍ରିକଲ୍‌ ଟପ୍‌, କର୍ଟନ ଶାଢ଼ି ଆଦି ଖରାଦିନରେ ପିନ୍ଧିବା ଭଲ ଅପ୍‌ସନ।
ଇଭ୍‌ନିଂ ପାର୍ଟି ପାଇଁ ଚୟନ କରନ୍ତୁ ଡ୍ରେସ୍‌
ପାର୍ଟିରେ ସବୁବେଳେ ସମସ୍ତେ ବ୍ଲାକ୍‌ ରଙ୍ଗର ଡ୍ରେସ୍‌ ପିନ୍ଧିବାକୁ ପସନ୍ଦ କରନ୍ତି। କିନ୍ତୁ ଏହି ଦିନରେ କିଛି ଅଲଗା ପିନ୍ଧିପାରିବେ। ଆପଣ ବ୍ଲାକ୍‌ କଲର ସହିତ ଗୋଲ୍‌ଡେନ୍‌ କିମ୍ବା ସିଲ୍‌ଭର କଲରକୁ ମିକ୍ସ ଅପ୍‌ କରି ପିନ୍ଧିପାରିବେ। ଇଭ୍‌ନିଂ ପାର୍ଟି ପାଇଁ ଶିଫନ୍‌,ଜର୍ଜେଟ କିମ୍ବା ସିଲ୍‌କ ଓ୍ବାନ୍‌ ଶୋଲ୍‌ଡର କିମ୍ବା ଅଫ୍‌ ଶୋଲ୍‌ଡର ଥିବା ଶର୍ଟ ଡ୍ରେସ୍‌ କିମ୍ବା ମ୍ୟାକ୍ସି ଡ୍ରେସ୍‌ ବି ପିନ୍ଧିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri