Home

ଆଜି ଓ୍ବାଲର୍‌ଡ ହାପିନେସ୍‌ ଡେ: ଖୁସି ମଣିଷ ସୁଖୀ

ସେ ଗୋରା ହେଉ କି କଳା, ଅବା ସାବନା, ଯେଉଁ ମୁହଁରେ ସବୁବେଳେ ସ୍ମିତହାସ୍ୟ ଥାଏ; ସେହି ଚେହେରାକୁ ସବୁଠାରୁ ସୁନ୍ଦର ଚେହେରା ବୋଲି କୁହାଯାଏ। ସର୍ବଦା ହସହସ ରହୁଥିବା ମଣିଷର ମୁଖମଣ୍ଡଳରେ ଝଟକୁଥାଏ ନିଆରା କାନ୍ତି, ଯାହା ମାନସିକ ଚାପକୁ…

କାନ୍ଦିଲେ ସ୍ବରା ଭାସ୍କର

ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ସମାଜବାଦୀ ପାର୍ଟିର ଯୁବ ନେତା ଫହାଦ ଅହମ୍ମଦଙ୍କ ସହ ବିବାହ ବନ୍ଧନରେ ହୋଇଛନ୍ତି। ଉଭୟଙ୍କ ବିବାହ ଉତ୍ସବର ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହି ବିବାହରେ ଝିଅ ବିଦାୟୀ ବେଳର ଏକ ଭିଡିଓ…

ଓଃ କି ଶାନ୍ତି…

ପଖାଳ। ଓଡ଼ିଶାର ଗାଥା ଗାଏ। ଘର ଘରର କଥା କୁହେ। ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ବ୍ୟଞ୍ଜନ ପଖାଳ କେବଳ ଏକ ଖାଦ୍ୟ ନୁହେଁ, କୁହାଯାଏ ଏକ ଆବେଗ। ପଖାଳ ଖାଇବା କ୍ଷଣି ହିଁ ପାଟିରୁ ବାହାରି ଆସେ ଯାହା…

ଲୋକାର୍ପଣ ହୋଇପାରୁନି ପାନୀୟ ଜଳ ପ୍ରକଳ୍ପ

ନିଶ୍ଚିନ୍ତକୋଇଲି,୨୦।୩ (ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ବ୍ଲକରେ ପ୍ରତି ପରିବାରକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଛି। କିନ୍ତୁ ଦୁଃଖର ବିଷୟ ବିଭାଗୀୟ ଯନ୍ତ୍ରୀଙ୍କ ଅପାରଗତା ଓ ଉଦାସୀନ ତଥା ଲାଞ୍ଚଖୋର ମନୋଭାବ…

ବରଯାତ୍ରୀ ଦଳ ଉପରେ ଆଖିବୁଜା ଗୁଳି ଚାଳନା: ୪ ମୃତ, ୧୨ ଆହତ…

ଇସଲାମାବାଦ,୨୦।୩ : ପାକିସ୍ତାନର ବାଲୁଚିସ୍ତାନର ନାସିରାବାଦ ଜିଲାରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଅଜ୍ଞାତ ଆକ୍ରମଣକାରୀମାନେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଗୁଳି ଚାଳନା କରିଛନ୍ତି। ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ଆହତ…

ପ୍ରତିଶ୍ରୁତି ମିଳୁଛି, ଦାବି ପୂରଣ ହେଉନି

ଭୁବନେଶ୍ୱର,୨୦।୩(ବ୍ୟୁରୋ):ଓଡିଶାରେ ଦୀର୍ଘଦିନ ଧରି ପ୍ରଚଳିତ ହୋଇଆସୁଥିବା ସମସ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତଥାପି ରାଜ୍ୟର ବିଭିନ୍ନ ସରକାରୀ ଦପ୍ତରରେ କାମ କରୁଥିବା ପ୍ରାୟ ୭୦ ହଜାରରୁ ଊର୍ଦ୍ଧ୍ୱ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କ୍ଷେତ୍ରରେ ଅଦ୍ୟାବଧି କୌଣସି…

ଓ୍ବାର୍କିଂ ଓମେନ୍‌ ହଷ୍ଟେଲ ହେବ କୁକୁର ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର, ୨୦।୩ (ବ୍ୟୁରୋ): ରାଜଧାନୀରେ ଗାଈଗୋରୁ ସାଙ୍ଗକୁ ବୁଲା କୁକୁରଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ପଡିଲେଣି ସହରବାସୀ। ବିଶେଷକରି କୁକୁରମାନେ ହଠାତ୍‌ ଚଳନ୍ତା ଗାଡ଼ି ସମ୍ମୁଖକୁ ଆସି ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏଥିସହ ଅନେକ କୁକୁର କାମୁଡ଼ାରେ ମଧ୍ୟ…

ଘାଟିରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ

କେନ୍ଦୁଝର,୨୦ା୩(ସ୍ବ.ପ୍ର.): ପାଲଲହଡ଼ାରୁ କେନ୍ଦୁଝର ଅଭିମୁଖେ ଆସୁଥିବା ମା’ ବସ୍‌ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। କେତେକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି। ବସ୍‌ଟି ଘାଟି ରାସ୍ତାରେ ଆସୁଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ବାମପାର୍ଶ୍ୱକୁ…

ଚାଇନାର ନୂଆ ଚାଲ୍‌

ବେଜିଂ,୨୦।୩: ଆଜିଠାରୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷିଆ ଗସ୍ତରେ ଯିବେ। ଏହି ଗସ୍ତ ପୂର୍ବରୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ ପଦକ୍ଷେପ ନେବାକୁ ଚାଇନା ଘୋଷଣା କରିଥିଲା। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ…

ଗଙ୍ଗୁଆ ପାଇଁ ପ୍ରଦୂଷିତ ହେଉଛି ଦୟା

ଭୁବନେଶ୍ୱର,୨୦।୩ (ବ୍ୟୁରୋ)କିମ୍ବଦନ୍ତୀ ଦୟାନଦୀ ଏବେ ପ୍ରଦୂଷଣରେ ଜର୍ଜରିତ। ଭୁବନେଶ୍ୱରର ସମସ୍ତ ବର୍ଜ୍ୟବସ୍ତୁ ଗଙ୍ଗୁଆ ଦ୍ୱାରା ଦୟାନଦୀରେ ମିଶି ଅତ୍ୟନ୍ତ ବିଷାକ୍ତ ହେଉଛି। ଏଥିସହ ଓଡ଼ିଶାର ଅନ୍ୟତମ ପ୍ରାକୃତିକ ଐଶ୍ୱର୍ଯ୍ୟ ଚିଲିକାକୁ ମଧ୍ୟ ପ୍ରଦୂଷିତ କରିଚାଲିଛି। ଏହି ସମ୍ବେଦନଶୀଳ ସମସ୍ୟାକୁ ନେଇ ରବିବାର…

ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା: ସୂଚନା ପ୍ରସାରଣ ମନ୍ତ୍ରୀ ମରିୟମ…

ଇସଲାମାବାଦ,୨୦।୩ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ରାଷ୍ଟ୍ରପତି ତେହେରିକ-ଇ-ଇନସାଫ (ପିଟିଆଇ) ଇମ୍ରାନ ଖାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମରିୟମ ଔରଙ୍ଗଜେବ ତାଙ୍କୁ ରାଜନେତା ନୁହନ୍ତି ବରଂ ଆତଙ୍କବାଦୀ ବୋଲି କହିଛନ୍ତି। ଇମ୍ରାନଙ୍କ…

କମାକଣ୍ଟିଆ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ବିରୋଧରେ ଅଭିଯୋଗ, ତଦନ୍ତ ରିପୋର୍ଟ ଚାପିଛି ଜିଲା ସ୍ବାସ୍ଥ୍ୟ ବିଭାଗ

ପୁରୀ ଅଫିସ,୨୦ା୩: ପିପିଲି ବ୍ଲକ୍‌ର କମାକଣ୍ଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ଡାକ୍ତର ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ନେଇ ସାମାଜିକ କର୍ମୀ ଦିଲୀପ ବରାଳ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କରିଥିଲେ। ଏନେଇ ବାରମ୍ବାର ଅଭିଯୋଗ ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri