୯୧ ବର୍ଷ ବୟସରେ ପ୍ରେମରେ ପଡିଲେ ଡିଏଲଏଫ୍ ଚେୟାର୍ମ୍ୟାନ୍
ନୂଆଦିଲ୍ଲୀ,୨୮।୨:ଦେଶର ପ୍ରମୁଖ ବ୍ୟବସାୟୀ ତଥା ଡିଏଲଏଫ୍ ଚେୟାର୍ମ୍ୟାନ୍ କୁଶଲ ପାଲ ସିଂ ୯୧ ବର୍ଷ ବୟସରେ ପ୍ରେମରେ ପଡିଛନ୍ତି। ୨୦୧୮ରେ ସେ ସ୍ତ୍ରୀଙ୍କୁ କ୍ୟାନସର ରୋଗରେ ହରାଇଥିଲେ। ଏବେ ପୁଣି ଥରେ ସେ ତାଙ୍କ ଜୀବନରେ ଏକ ସାଥୀ ପାଇଛନ୍ତି। ନିକଟରେ…
ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଗଲେ ମନୀଷ ସିସୋଡିଆ
ନୂଆଦିଲ୍ଳୀ,୨୮।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ପାଞ୍ଚ ଦିନିଆ ସିବିଆଇ ରିମାଣ୍ଡରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତାଙ୍କ ଓକିଲ ଅଭିଷେକ ମନୁ ସିଂଘବୀ ଗିରଫଦାରୀ ବିରୋଧରେ ଏବଂ ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ଏକ…
ଅସଲ ଦୁର୍ନୀତି ସାମ୍ନାକୁ ଆସିଲେ କେଜ୍ରିୱାଲ-ସିସୋଡିଆ ଆଖି ମିଶାଇ ପାରିବେ ନାହିଁ: କପିଲ ମିଶ୍ର
ନୂଆଦିଲ୍ଳୀ,୨୮।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ପ୍ରସଙ୍ଗରେ ଗତ କିଛି ଦିନ ହେବ ଦେଶର ରାଜଧାନୀରେ ଚାଲିଥିବା ଉତ୍ତେଜନା ଥମିବାର ନାମ ନେଉନାହିଁ। ଏହି ପ୍ରସଙ୍ଗରେ ଭାଜପା ନେତା କପିଲ ମିଶ୍ର ପୁଣି ଥରେ ସକ୍ରିୟ ହୋଇପଡିଛନ୍ତି। ଲଗାତାର ଦ୍ୱିତୀୟ ଦିନ ପାଇଁ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ହସ୍ପିଟାଲରେ ଭର୍ତ୍ତି
ଚେନ୍ନାଇ,୨୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନଭାଇ ପ୍ରହ୍ଲାଦ ମୋଦିଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ କିଡନୀ ସମ୍ବନ୍ଧୀୟ ସମସ୍ୟା ହେତୁ ପ୍ରହ୍ଲାଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କର ୫ ଭଉଣୀଭାଇ ଅଛନ୍ତି। ପ୍ରହ୍ଲାଦ ଚତୁର୍ଥ…
ଟିଏମ୍ସି ଟୁଇଟର୍ ହ୍ୟାଣ୍ଡେଲ୍ ହ୍ୟାକ୍
କୋଲକାତା,୨୮।୨: ତୃଣମୂଳ କଂଗ୍ରେସର ଅଫିସିଆଲ ଟୁଇଟର୍ ଆକାଉଣ୍ଟ ମଙ୍ଗଳବାର ହ୍ୟାକ ହୋଇଛି। ହ୍ୟାକର୍ଙ୍କ ଦ୍ୱାରା ଟିଏମସିର ଟୁଇଟର୍ ଆକାଉଣ୍ଟର ପ୍ରୋଫାଇଲ ଫଟୋ ଏବଂ ନାମ ବଦଳାଇ ଦିଆଯାଇଛି। ଟୁଇଟର୍ ହ୍ୟାଣ୍ଡେଲର ନାମ ‘ୟୁଗ ଲ୍ୟାବ’ ରଖାଯାଇଛି। ୟୁଗ ଲ୍ୟାବ ହେଉଛି ଏକ…
ଆମେରିକା ସାଂସଦଙ୍କ ବଡ ବୟାନ: ଚାଇନା ବିରୋଧରେ ଆମେରିକାକୁ ଯେଉଁ ସହଯୋଗ ଦରକାର, ସେଥିପାଇଁ ଭାରତ ଏକଦମ ଠିକ୍
ୱାଶିଂଟନ,୨୮ ।୨: ଆମେରିକାର ବରିଷ୍ଠ ସିନେଟର ଚକ ଶୁମର କହିଛନ୍ତି, ଚାଇନା ବିରୋଧରେ ଆମେରିକାକୁ ଯେଉଁଭଳି ସହଯୋଗର ଆବଶ୍ୟକତା ରହିଛି ଭାରତ ସେହି ଭୂମିକା ପାଇଁ ଏକଦମ ଠିକ୍ । ଶୁମର ଦାବି କରିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର…
ପୁଣି ବିଶ୍ୱର ୧ ନମ୍ବର ଧନୀ ହେଲେ ମସ୍କ
ଓ୍ବାଶିଂଟନ୍,୨୮।୨: ଟେସଲା ସିଇଓ ଏଲନ ମସ୍କ ପୁଣି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି। ଗତ ବର୍ଷ ଅଧିକ କ୍ଷତି ହେତୁ ବିଶ୍ୱର କୋଟିପତି ତାଲିକାରେ ଦୁଇ ନମ୍ବରକୁ ଖସି ଆସିଥିଲେ, କିନ୍ତୁ ଚଳିତ ବର୍ଷ ସମ୍ପତ୍ତି ବୃଦ୍ଧି ହେତୁ…
ଭାରତୀୟ ଦଳରୁ ମାତ୍ର ଜଣେ
ଦୁବାଇ,୨୮।୨: ମହିଳା ଟି-୨୦ ବିଶ୍ୱକପ ଶେଷ ହୋଇଛି। କେପଟାଉନରେ ଖେଳାଯାଇଥିବା ଫାଇନାଲରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଟାଇଟଲ ଜିତିଥିଲା। ଅଷ୍ଟ୍ରେଲୀୟ ମହିଳା ଦଳ ଷଷ୍ଠ ଥର ପାଇଁ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଛି। ବର୍ତ୍ତମାନ…
ଆତଙ୍କବାଦ ବିରୋଧରେ ଭାରତ କରିଛି ଭଲକାମ, ଆମେରିକା ସରକାରଙ୍କ ରିପୋର୍ଟରେ ପ୍ରଶଂସା
ୱାଶିଂଟନ,୨୮ ।୨: ଆମେରିକା ସରକାରଙ୍କ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଭାରତ ସରକାର ଆତଙ୍କବାଦ ବିରୋଧରେ ଭଲ କାମ କରିଛନ୍ତି । ରିପୋର୍ଟରେ କୁହାଯାଇଛି, ଭାରତ ଆତଙ୍କବାଦ ସଙ୍ଗଠନକୁ ଚିହ୍ନିବା, ଏହାକୁ ନଷ୍ଟ କରିବା ଓ ଆତଙ୍କବାଦ ଭଳି ବିପଦକୁ…
ମେଘାଳୟରେ ଭୂକମ୍ପ ଝଟ୍କା
ଶିଲଂ,୨୮।୨: ମେଘାଳୟରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରହିଛି। ଏହାପୂର୍ବରୁ ଆଜି ସକାଳୁ ମଣିପୁରରେ ମଧ୍ୟ ୩.୨ ତୀବ୍ରତାର ଭୂକମ୍ପ ଝଟ୍କା ଲାଗିଥିଲା।
ଇତିହାସ ରଚିଲେ କେନ ୱିଲିୟମସନ
ଅକଲାଣ୍ଡ,୨୮।୨: ନ୍ୟୁଜିଲାଣ୍ଡର କେନ ୱିଲିୟମସନ ରସ ଟେଲରଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ନ୍ୟୁଜିଲାଣ୍ଡ ପାଇଁ ଟେଷ୍ଟରେ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ସୋମବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୱିଲିୟମସନ ୧୩୨ ସ୍କୋର କରିଥିଲେ। ୱିଲିୟମ୍ସନ ୨୯…
କାର୍ଯ୍ୟଦିବସରେ ଅଫିସର, କର୍ମଚାରୀ ଅନୁପସ୍ଥିତ
ନୟାଗଡ଼ ଅଫିସ,୨୮।୨:ନୟାଗଡ଼ରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଜିଲା ଶ୍ରମ ଅଧିକାରୀ, ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ଓ କର୍ମଚାରୀ ସୋମବାର କାର୍ଯ୍ୟ ଦିବସରେ ଅନୁପସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ମାସର ବିଭିନ୍ନ କାର୍ଯ୍ୟଦିବସରେ ଅଧିକାରୀ…
Archives


