ଲିଭ୍-ଇନ୍ ସମ୍ପର୍କର ପଞ୍ଜୀକରଣ ଅନିବାର୍ଯ୍ୟ ପାଇଁ ସୁପ୍ରିମ୍କୋର୍ଟରେ ଆବେଦନ…
ନୂଆଦିଲ୍ଲୀ,୨୮।୨ : ଲିଭ୍-ଇନ୍ ସମ୍ପର୍କର ପଞ୍ଜୀକରଣ ଏବଂ ଏହାକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଏହି ଆବେଦନରେ ଶ୍ରଦ୍ଧା ୱାକର ଏବଂ ନିକ୍କି ଯାଦବଙ୍କ ହତ୍ୟା ମାମଲା ଉଲ୍ଲେଖ କରାଯାଇଛି। ଆବେଦନରେ କୁହାଯାଇଛି ଯେ,…
କେନ୍ଦ୍ରୀୟ ଯୋଜନା ଟଙ୍କା ଠିକ୍ ସମୟରେ ଖର୍ଚ୍ଚ ନ କଲେ ଲାଗିବ ୭ ପ୍ରତିଶତ ଜରିମାନା
ଶିମଲା,୨୮।୨: କେନ୍ଦ୍ରୀୟ ଯୋଜନାର ଟଙ୍କା ଖର୍ଚ୍ଚ କରିବା ମାମଲାରେ କେନ୍ଦ୍ର ସରକାର ରାଜ୍ୟର ସୁଖୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ଚେତାବନୀ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନାଗୁଡିକର ଅର୍ଥ ପ୍ରଦାନ କ୍ଷେତ୍ରରେ ଦିଆଯାଇଛି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ନିର୍ଦ୍ଦେଶକ ପ୍ରତୀକ କୁମାର…
ଅଖିଳେଶଙ୍କ ସହ ନଜର ଆସିଲେ ଉମେଶ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ
ଲକ୍ଷ୍ନୌ,୨୮।୨: ବିଏସ୍ପି ବିଧାୟକ ରାଜୁ ପାଲଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ଶୁକ୍ରବାର ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଦାକତ ଖାନ୍ଙ୍କ ଏକ ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଫଟୋରେ ସମାଜବାଦୀ ପାର୍ଟିର ମୁଖ୍ୟ…
ଖରାରେ ବି ରହିବ ମେକ୍ଅପ୍
ବସନ୍ତଋତୁରେ ଗ୍ରୀଷ୍ମ ଭଳି ଖରା ହେଲାଣି। ଏମିତିରେ ଝାଳରେ ମେକ୍ଅପ୍ ଖରାପ ହୋଇଯିବାକୁ ନେଇ ଅନେକ ମହିଳାଙ୍କର ଚିନ୍ତା ବଢ଼ିଲାଣି। ତେଣୁ ଏଭଳି ଗରମରେ ବି ମେକ୍ଅପ୍କୁ କିପରି ଦୀର୍ଘ ସମୟ ରଖିପାରିବେ ଜାଣିରଖନ୍ତୁ ଟିପ୍ସ… ମେକଅପ୍ ନେବା ପୂର୍ବରୁ ମାଇଲ୍ଡ…
କୁନି ମନରେ ବଡ଼ ସ୍ବପ୍ନ
କିଏ କହେ ବଡ଼ ହେଲେ ଡାକ୍ତର ହେବି ତ କିଏ ଇଞ୍ଜିନିୟର ଆଉ ପୁଣି କାହାର ଇଚ୍ଛା ଥାଏ ସିଙ୍ଗର କିମ୍ବା ଆକ୍ଟର ହେବାକୁ । କୁନି କୁନି ମନରେ ଥାଏ ଅନେକ ବଡ଼ ସ୍ବପ୍ନ। ହେଲେ କେବେ କେବେ ଅଭିଭାବକମାନଙ୍କର…
ବିଦ୍ୟାଳୟକୁ ଶିକ୍ଷକ ଡେରିରେ ଆସିବାରୁ ତାଲା ପକାଇଲେ ଗ୍ରାମବାସୀ
କୁନ୍ଦୁରା,୨୮ା୨ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର ଆମ୍ବଗୁଡା ପ୍ରାଥମିକ ବିଦ୍ୟାଳୟରେ ସୋମବାର ଗ୍ରାମବାସୀ ତାଲା ପକାଇଛନ୍ତ। ପୂର୍ବାହ୍ନ ୧୧ଟା ସୁଦ୍ଧା ବିଦ୍ୟାଳୟ ଖୋଲି ନ ଥିଲା। ବିଦ୍ୟାଳୟ ପରିସରରେ ୫୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ବୁଲୁଥିଲେ। ୧୧ଟା ସୁଦ୍ଧା…
ବିଶ୍ୱାସ,ପରମ୍ପରାର ଯାତ୍ରା ଝାମିଯାତ୍ରା
ଜୟପୁର, ୨୮ା୨ (ନି.ପ୍ର.):ବିଶ୍ୱାସର ଯାତ୍ରା ଝାମିଯାତ୍ରା ପାଇଁ ଜୟପୁର ଉତ୍ସବମୁଖର ହୋଇପଡିଛି। ଶିରଲୀ ଦେବୀ ପୂଜା ପାଉଥିବା ଏହି ଯାତ୍ରା ଶିବରାତ୍ରିଠାରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି ା ଶିବରାତ୍ରି ଦିନ ଶିବ ମନ୍ଦିରରେ ଏକ ପୂଜା କରାଯାଇଥାଏ ା ପରେ ଝାମି…
ଦ୍ୱିତୀୟଥର ‘ଶ୍ରେଷ୍ଠ ଖେଳାଳି’ ପୁରସ୍କାର ଜିତିଲେ ମେସି
ନୂଆଦିଲ୍ଲୀ,୨୮।୨: ଆର୍ଜେଣ୍ଟିନାର ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଫୁଟବଲର୍ ଲିଓନେଲ ମେସି ପୁଣି ଥରେ ଫିଫା ୨୦୨୨ ‘ଶ୍ରେଷ୍ଠ ଖେଳାଳି’ ପୁରସ୍କାର ଜିତିଛନ୍ତି। ନିକଟରେ ଖେଳାଯାଇଥିବା ଫିଫା ବିଶ୍ୱକପରେ ମେସି ଆର୍ଜେଣ୍ଟିନାକୁ ଟାଇଟଲ ଦେଇଥିଲେ। ତାଙ୍କ ପ୍ରଦର୍ଶନ ସହିତ ବିଶ୍ୱକପ୍ରେ ସମସ୍ତଙ୍କ…
୩୦ ବର୍ଷ ପରେ ଟେଷ୍ଟ କ୍ରିକେଟ୍ରେ ଦେଖିବାକୁ ମିଳିଲା ଏମିତି ରୋମାଞ୍ଚ
ନୂଆଦିଲ୍ଲୀ,୨୮।୨: ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚକୁ ଗୋଟିଏ ରନ ବ୍ୟବଧାନରେ କିଓ୍ବି ଦଳ ଜିତି ନେଇଛି। ଏହା ସହ ନ୍ୟୁଜିଲାଣ୍ଡ ସିରିଜରେ ୧-୧ରେ ସମାନ ହୋଇଛି। ଏହି ସିରିଜର ପ୍ରଥମ ମ୍ୟାଚ…
ଦେଶରେ ଆଜି ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୮।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା…
୯୧ ବର୍ଷ ବୟସରେ ପ୍ରେମରେ ପଡିଲେ ଡିଏଲଏଫ୍ ଚେୟାର୍ମ୍ୟାନ୍
ନୂଆଦିଲ୍ଲୀ,୨୮।୨:ଦେଶର ପ୍ରମୁଖ ବ୍ୟବସାୟୀ ତଥା ଡିଏଲଏଫ୍ ଚେୟାର୍ମ୍ୟାନ୍ କୁଶଲ ପାଲ ସିଂ ୯୧ ବର୍ଷ ବୟସରେ ପ୍ରେମରେ ପଡିଛନ୍ତି। ୨୦୧୮ରେ ସେ ସ୍ତ୍ରୀଙ୍କୁ କ୍ୟାନସର ରୋଗରେ ହରାଇଥିଲେ। ଏବେ ପୁଣି ଥରେ ସେ ତାଙ୍କ ଜୀବନରେ ଏକ ସାଥୀ ପାଇଛନ୍ତି। ନିକଟରେ…
ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଗଲେ ମନୀଷ ସିସୋଡିଆ
ନୂଆଦିଲ୍ଳୀ,୨୮।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ପାଞ୍ଚ ଦିନିଆ ସିବିଆଇ ରିମାଣ୍ଡରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତାଙ୍କ ଓକିଲ ଅଭିଷେକ ମନୁ ସିଂଘବୀ ଗିରଫଦାରୀ ବିରୋଧରେ ଏବଂ ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ଏକ…
Archives


