Home

ସଫେଇ ହେଉନି ଡ୍ରେନ୍‌, ରାସ୍ତାରେ ଜମୁଛି ପାଣି

ଜଟଣୀ,୮ା୫(ଡି.ଏନ୍‌.ଏ.): ଜଟଣୀ ପୌରାଞ୍ଚଳରେ ଡ୍ରେନ୍‌ ସଫେଇ ନ ହେବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସହରବାସୀ। ଅସରାଏ ବର୍ଷା ହେଲେ ସହରର ସାହିବସ୍ତିରୁ ଆରମ୍ଭକରି ମୁଖ୍ୟ ରାସ୍ତାରେ ବର୍ଷା ପାଣି ଜମି ରହୁଛି। ଗତ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ବର୍ଷା ହେବାରୁ…

ସରକାରୀ ନିୟମକୁ ଅଣଦେଖା, ଖରାରେ କାମ କରୁଛନ୍ତି ଶ୍ରମିକ

ନିରାକାରପୁର,୮ା୫(ଡି.ଏନ୍‌.ଏ.): ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ସରକାରଙ୍କ ଶ୍ରମ ନିୟମ ଅନୁଯାୟୀ ଏପ୍ରିଲ ପହିଲାରୁ ସମସ୍ତ ଶ୍ରମିକ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରାରେ କାମ କରିବା ପାଇଁ ବାରଣ କରାଯାଇଛି। ତେବେ କେତେଜଣ ଅସାଧୁ ଠିକାଦାର ଏହି ନିୟମ…

ଇରାନ ଏକୁଟିଆ ୫୦ ଉତ୍ତର କୋରିଆ ସହିତ ସମାନ: ଆମେରିକାକୁ ନେତାନ୍ୟାହୁଙ୍କ ଚେତାବନୀ…

ଜେରୁଜେଲମ,୮।୫ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାର ସଂସଦୀୟ ପ୍ରତିନିଧୀଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି କେବଳ ଏକୁଟିଆ ଇରାନ ୫୦ ଉତ୍ତର କୋରିଆ ସହିତ ସମାନ। ଏକ ପ୍ରଶ୍ନର ଉତ୍ତରରେ ନେତାନ୍ୟାହୁ କହିଛନ୍ତି, ଇରାନ କେବଳ ପଡ଼ୋଶୀ ନୁହେଁ…

ମାନ୍ୟତା ସତ୍ତ୍ୱେ ଅବହେଳିତ ‘ମଣ୍ଡନଗିରି’

ଖୋର୍ଦ୍ଧା ଅଫିସ,୮ା୫: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଙ୍ଗୁରିଆ ପଞ୍ଚାୟତର ସଂପୁର ଗ୍ରାମ ନିକଟରେ ରହିଛି ମୁଣ୍ଡିଆପଡ଼ା ବା ମଣ୍ଡନଗିରି ପାହାଡ଼। ପ୍ରାକୃତିକ ସବୁଜିମା ଭରା ପରିବେଶ ମଧ୍ୟରେ ଏହି ପାହାଡ଼ ଉପରେ ଶ୍ରୀରଘୁନାଥ ଜୀଉଙ୍କ ପୀଠ ଅବସ୍ଥିତ। ଏହା…

ମହଜୁଦକାରୀଙ୍କ ଲୁହାପଥର ଗୁଣ୍ଡର ଷ୍ଟକ୍‌ ଯାଞ୍ଚ ଦାବି

କେନ୍ଦୁଝର,୮ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଞ୍ଚଳରେ ବହୁ ବର୍ଷ ଧରି ବିଭିନ୍ନ କ୍ରଶର ଏବଂ ରେଲବାଇ ସାଇଡିଂରେ ଗଚ୍ଛିତ ଥିବା ଲୁହାପଥର ବିକ୍ରି ପାଇଁ ଖଣି ବିଭାଗ ତପତ୍ରତା ଦେଖାଇଛି। ଖଣିଜ ପଥର ଚୋରି ହୋଇ ଯାଉଥିବାରୁ ସରକାରଙ୍କ…

ନୂଆ ରୂପ ନେଉଛି ସିଲଭର ସିଟି ବୋଟ୍‌ କ୍ଲବ୍‌

କଟକ ଅଫିସ,୮ା୫: କଟକ ମାତାମଠସ୍ଥିତ ମହାନଦୀ କୂଳରେ ଥିବା ସିଲ୍‌ଭର ସିଟି ବୋଟ୍‌ କ୍ଲବ ଏବେ ନୂଆ ରୂପ ପାଇବାକୁ ଯାଉଛି। ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଏହାର ପରିସରରେ ବିଭିନ୍ନ ଉନ୍ନୟନମୂଳକ…

ଶତ୍ରୁ ଏବେ ମିତ୍ର: ସମ୍ପର୍କ ବୃଦ୍ଧି ପାଇଁ ଦକ୍ଷିଣ କୋରିଆ-ଜାପାନର ନୂତନ ପଦକ୍ଷେପ …

ସିଓଲ,୮।୫ : ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ ଼ କରିବା ପାଇଁ ଦକ୍ଷିଣ କୋରିଆ ଏବଂ ଜାପାନର ନେତାମାନେ ରବିବାର ପୁଣି ପରସ୍ପରକୁ ଭେଟିଛନ୍ତି। ଦୁଇ ମାସ ମଧ୍ୟରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବୈଠକ। ଦକ୍ଷିଣ କୋରିଆ…

ଝାରସୁଗୁଡ଼ା ଉପନିର୍ବାଚନ: ଆଜି ସରୁଛି ପ୍ରଚାର

ଭୁବନେଶ୍ୱର,୮ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସୋମବାର ପ୍ରଚାର ସରୁଥିବା ବେଳେ ହାଇଭୋଲଟେଜ୍‌ ପ୍ରଚାରରେ କମ୍ପୁଛି ଅଞ୍ଚଳ। ହାତରେ ଆଉ ଗୋଟିଏ ଦିନ ଥିବାରୁ ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ପୂରା ଦମ୍‌ରେ ଲାଗିପଡ଼ିଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ଭାଜପା ପ୍ରାର୍ଥୀ…

ୟୁକ୍ରେନ୍‌ ଲୋକେ ଆତଙ୍କିତ: ମାରିଆପୋଲ ଗଣ ହତ୍ୟାକାରୀ ଓ୍ବାଗନର ଗ୍ରୁପରେ ଯୋଗଦେଲେ…

ମସ୍କୋ,୮।୫ : ରୁଷିଆର ପୂର୍ବତନ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ଭାବରେ ବରଖାସ୍ତ ହୋଇଥିବା କର୍ନେଲ ଜେନେରାଲ ମିଖାଇଲ ମିଜିଣ୍ଟସେଭ ୱାଗନର୍‌ ଗ୍ରୁପରେ ଡେପୁଟି କମାଣ୍ଡର ଭାବରେ ଯୋଗ ଦେଇଛନ୍ତି। ଏହାକୁ ନେଇ ପୁଣି ନରସଂହାର ଭୟରେ ୟୁକ୍ରେନ ଲୋକେ ଆତଙ୍କିତ ହୋଇପଡିଛନ୍ତି।…

ଅଙ୍ଗନଓ୍ବାଡି ଗୃହ ନାହିଁ, ଓ୍ବାର୍ଡ ଅଫିସରେ ଚାଲିଛି ସର୍ଭେ

ପାରାଦୀପ,୮ା୫(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳ ୧୯ ଟି ଯାକ ୱାର୍ଡରେ ଗତ ୨ ତାରିଖରୁ ପଛୁଆ ବର୍ଗ ଜାତି ସର୍ଭେ ଆରମ୍ଭ ହୋଇଛି। ଏହା ଚଳିତ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସରକାରୀ ନିୟମ ମୁତାବକ ପ୍ରତି ସର୍ଭେ ସେଣ୍ଟରରେ ୨୦୮…

ବାସହରା ହେଲେ ଅନାଥ ଭଉଣୀଭାଇ

ମୋରଡ଼ା, ୮।୫ (ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ରାସଗୋବିନ୍ଦପୁର ଏବଂ ବେତନଟି ରେଞ୍ଜ୍‌ ଅଞ୍ଚଳରେ ବର୍ଷତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବହୁ ଧନଜୀବନ ନଷ୍ଟ ହେଉଛି। ଏଥିରେ ଲୋକେ ଅତିଷ୍ଠ ହେଲେଣି। ହାତୀଙ୍କ ଉତ୍ପାତ ରୋକିବାରେ ପ୍ରଶାସନ…

ମହତିପୁର-ଚରମ୍ପା ରାସ୍ତା ନିର୍ମାଣରେ ଅନିଶ୍ଚିତତା

ଖଇରା,୮।୫(ଡି.ଏନ୍‌.ଏ.): ବାଲେଶ୍ୱରରୁ ଭଦ୍ରକ ଜିଲାକୁ ସଂଯୋଗ କରୁଥିବା ମହତିପୁର-ଚରମ୍ପା ଭାୟା ବାରାପୁର ରାସ୍ତା ନିର୍ମାଣ ୬ମାସ ଧରି ଦ୍ରୁତଗତିରେ ଚାଲିବା ପରେ ଏବେ ଏହାର ଗତି ମନ୍ଥର ହୋଇଯାଇଛି। ବିଦ୍ୟୁତ୍‌ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?