Home

ମେଗା ପ୍ରକଳ୍ପ ଜଳରେ ପରିବା ଚାଷ

କାଳିଆପାଣି,୨୮ା୨(ଡି.ଏନ୍‌.ଏ.):ଗ୍ରୀଷ୍ମ ପ୍ରବାହ ପ୍ରାରମ୍ଭରୁ ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ଧିରେ ଧିରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଏଥିପାଇଁ ନଦୀ,ପୋଖରୀ,କୂଅ ଓ ନଳକୂପରୁ ଜଳ ଶୁଖିବା ଆରମ୍ଭ ହୋଇଛି। ଏଣେ ସ୍ଥାନୀୟ…

୫୦ ଆଦିବାସୀ ପରିବାରକୁ ଭଣ୍ଡାଇଲା ପ୍ରଶାସନ

ଚଣ୍ଡିଖୋଲ,୨୮ା୨(ଡି.ଏନ.ଏ.):ଶିକ୍ଷାର ଅଭାବ ହେତୁ ଅଧିକାଂଶ ସମୟରେ ଆଦିବାସୀମାନେ ଅବହେଳିତ ହୋଇଥାନ୍ତି। ସେମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ନାନା ପ୍ରତିଶ୍ରୁତି ଦେଇ ଠକିଥାଆନ୍ତି ା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପରିମଳର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲେ…

ମଣ୍ଡିରେ ଧାନ ରଖି ଜଗି ବସିଛନ୍ତି ଚାଷୀ

ନାଉଗଁା,୨୮ା୨ (ସ୍ବ.ପ୍ର):ଚଳିତବର୍ଷ ଖରିଫ ଧାନ ଚାଷ କରି ଚାଷୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି। ଅପରପକ୍ଷେ ଧାନ ବିକ୍ରି କରିବା ସମୟରେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ମିଲରମାନେ ଠିକ୍‌ ସମୟରେ ମଣ୍ଡିରୁ ଧାନ ନେଉନାହାନ୍ତି। ଫଳରେ ଚାଷୀମାନେ…

ପିଡିଏସ୍‌ ଚାଉଳରେ ଅପମିଶ୍ରଣ ଖବରର ତଦନ୍ତ କରାନ୍ତୁ

ଭୁବନେଶ୍ବର, ୨୮ା୨(ବ୍ୟୁରୋ):ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ୍‌ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରିବା ଆବଶ୍ୟକତା ଅଛି। ଏହାସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି…

ମହାସମାବେଶରେ ପରୀକ୍ଷା ବର୍ଜନ ଚେତାବନୀ ଦେଲେ ଅଧ୍ୟାପକ

ଭୁବନେଶ୍ୱର, ୨୮।୨(ବ୍ୟୁରୋ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ପରୀକ୍ଷା ପରିଚାଳନାକୁ ନେଇ ଏବେ ବି ଆଶଙ୍କା ରହିଛି। କାରଣ ଆନ୍ଦୋଳନ ଚଳାଇଥିବା ୬୬୨ବର୍ଗର ଅଧ୍ୟାପକମାନେ…

ପାତ୍ରପଡ଼ାରୁ ଖୋର୍ଦ୍ଧାକୁ ଲମ୍ବିଲା ଗାଡ଼ି ଧାଡ଼ି

ଭୁବନେଶ୍ୱର,୨୮।୨(ବ୍ୟୁରୋ):ଟ୍ରାଫିକ ଜାମ୍‌ ସହରୀ ଜନଜୀବନକୁ ଦହଗଞ୍ଜ କରୁଛି। ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା, ପୁରୀ, କଟକ ଆଦି ବଡ଼ ବଡ଼ ସହରରେ ଏହି ସମସ୍ୟା ଉତ୍କଟ ହେବାରେ ଲାଗିଛି। ପଦାକୁ ବାହାରିଲେ ସହରବାସୀଙ୍କୁ ଟ୍ରାଫିକରେ ଫସିଯିବାର ଭୟ ଘାରୁଛି। ବିଶେଷକରି ୧୬…

ବିବାହ ବନ୍ଧନରେ ଅଭିନେତ୍ରୀ ଲିପ୍‌ସା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ଓଡ଼ିଆ ଓ ହିନ୍ଦୀ ସିନେମା ଜଗତର ଅନ୍ୟତମ ଚର୍ଚ୍ଚିତ ଅଭିନେତ୍ରୀ ଲିପ୍‌ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରବିବାର ମେହେନ୍ଦି ଏବଂ ହଳଦୀ କାର୍ଯ୍ୟକ୍ରମ ସରିଥିବାବେଳେ ସୋମବାର ହାତଗଣ୍ଠି ପଡ଼ିଛି। ଭୁବନେଶ୍ୱର ପଟିଆସ୍ଥିତ କ୍ରିଷ୍ଟାଲ କ୍ରାଉନ୍‌ଠାରେ ବ୍ୟବସାୟୀ ଆକାଶ…

ମୋହରିର ସମେତ ଆଉ ୨ ଗିରଫ

ଭୁବନେଶ୍ୱର,୨୮।୨(ବ୍ୟୁରୋ):ରାଜଧାନୀରେ ଜମି ଠକେଇର ଆଉଏକ ବଡ଼ ରାକେଟ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ବିଏମ୍‌ସି ଓ ସବ୍‌ରେଜିଷ୍ଟ୍ରାର୍‌ ଅଫିସ୍‌ରେ ହିଁ ପ୍ରସ୍ତୁତ ହେଉଛି ଏହି ଠକେଇର ବ୍ଲ୍ୟୁ ପ୍ରିଣ୍ଟ୍‌। ସରକାରୀ କ୍ଷମତା ଓ ପରିଚୟକୁ ବ୍ୟବହାର କରି ଲୋକଙ୍କୁ ଫସାଇ…

କ୍ୟାପିଟାଲ ହସ୍ପିଟାଲରେ ହେବ ସ୍ବତନ୍ତ୍ର କ୍ୟାନ୍‌ସର ଉଇଙ୍ଗ

କଟକ ଅଫିସ,୨୮ା୨:ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର କ୍ୟାନ୍‌ସର ଉଇଙ୍ଗ ପ୍ରତିଷ୍ଠା ହେବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ରାଜ୍ୟରେ କର୍କଟ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ…

ବାହାରେ ଅଳିଆ ପକାଇବାରୁ ସିଜ୍‌ ହେଲା ଟ୍ରାକ୍ଟର

ଭୁବନେଶ୍ୱର, ୨୮।୨ (ବ୍ୟୁରୋ):ଯେତେ ସଚେତନ କଲେ ବି ସୁଧୁରୁ ନାହାନ୍ତି ଲୋକେ। ଘରୁ ବାହାରୁଥିବା ଓଦା ଓ ଶୁଖିଲା ବର୍ଜ୍ୟକୁ ପୃଥକ୍‌ ପୃଥକ କରି ବିଏମ୍‌ସି ସଫେଇ ଗାଡ଼ିରେ ଦେବା ପାଇଁ ବାରମ୍ବାର କୁହାଯାଉଛି। ଏପରିକି ପ୍ରତିଦିନ ସକାଳୁ ସଫେଇ ଗାଡ଼ି…

ବିଳମ୍ବରେ ମହାଦୀପ ଉଠିବା ପ୍ରସଙ୍ଗ: ପକ୍ଷ ରଖିଲେ ସେବାୟତ

ପୁରୁଣା ଭୁବନେଶ୍ୱର,୨୮ା୨(ଡି.ଏନ୍‌.ଏ.):ଚଳିତବର୍ଷ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାରେ ରାତି ୧୦ଟାରେ ମହାଦୀପ ଉଠିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର ୩ଘଣ୍ଟା ୮ମିନିଟ ବିଳମ୍ବରେ ଅର୍ଥାତ୍‌ ରାତି ୧ଟା ୮ରେ ମନ୍ଦିର ଉପରକୁ ମହାଦୀପ ଉଠିଥିଲା। ଯାହାକୁ…

ଏମ୍‌ବିବିଏସ୍‌ ପିଜି ସିଟ୍‌ ୨୫୦କୁ ବୃଦ୍ଧି

ବ୍ରହ୍ମପୁର ଅଫିସ,୨୮ା୨:ବ୍ରହ୍ମପୁର ବଡ଼ ମେଡିକାଲ କଲେଜ ଓ ହସ୍ପିଟାଲକୁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି)ର ଏକ ୭ ଜଣିଆ ଟିମ୍‌ ସୋମବାର ପହଞ୍ଚି ପିଜି ସିଟ୍‌ ବୃଦ୍ଧି ନେଇ ବିଭିନ୍ନ ଦିଗ ଉପରେ ଯାଞ୍ଚ କରିଛନ୍ତି। ପୂର୍ବରୁ ୧୫୦ସିଟ୍‌ ଥିଲା, ଏହାର ସ୍ଥିିିତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri