ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ବି ଦିଅନ୍ତୁ ଇସ୍ତଫା: ଭାଜପା ଏମ୍ପି
ନୂଆଦଲ୍ଲୀ,୨୮।୨: ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗିରଫ ହେବା ପରେ ତାଙ୍କ ଅଡୁଆ ବଢ଼ିଛି। ମଙ୍ଗଳବାର ମନୀଷ ସିସୋଡିଆ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ…
କୋହଲିଙ୍କ ପରାମର୍ଶରେ ସହମତ ନୁହନ୍ତି ରୋହିତ, କହିଲେ…
ନୂଆଦିଲ୍ଲୀ,୨୮।୨: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବରିଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଟେଷ୍ଟ କ୍ରିକେଟ ଭାରତର ୫ ସ୍ଥାନରେ ଖେଳାଯିବା ଉଚିତ ବୋଲି ଏକ ପରାମର୍ଶ ଦେଇଥିଲେ। ହେଲେ ଅଧିନାୟକ ରୋହିତ ଶର୍ମା ଏଥିରେ ସହମତ ନ ଥିବା…
ଇସ୍ତଫା ଦେଲେ ମନୀଷ ସିସୋଡିଆ-ସତ୍ୟେନ୍ଦ୍ର ଜୈନ
ନୂଆଦିଲ୍ଲୀ,୨୮।୨: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଡିଆ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସ୍ବୀକାର କରିଥିବା ଜଣାପଡ଼ିଛି। ବର୍ତ୍ତମାନ ମନୀଷ…
ତାତି ବୃଦ୍ଧି ସହିତ ବଢୁଛି ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା, ରାଜ୍ୟଙ୍କୁ ସତର୍କ ସୂଚନା ଜାରି କଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୨୮।୨ : ପାଣିପାଗର ପରିବର୍ତ୍ତନ ସହିତ ତାପମାତ୍ରା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଥର ଫେବୃଆରୀରେ ତାପମାତ୍ରା ଅନେକ ରେକର୍ଡ ଭାଙ୍ଗିବା ଆରମ୍ଭ କରିଛି। ଯଦିଓ ସକାଳ ଏବଂ ସନ୍ଧ୍ୟାରେ ତାପମାତ୍ରା ହ୍ରାସ ପାଉଛି, କିନ୍ତୁ ଅପରାହ୍ନରେ…
ଦେଶକୁ ମିଳିବ ୧୧ତମ ବନ୍ଦେ ଭାରତ ଏକ୍ସପ୍ରେସ: ଏହି ରାଜ୍ୟର ଦୁଇଟି ସହରକୁ ଯୋଡ଼ିବ ହାଇ ସ୍ପିଡ୍ ଟ୍ରେନ୍
ଭୋପାଳ,୨୮।୨: ଦେଶକୁ ଖୁବ୍ଶୀଘ୍ର ୧୧ତମ ବନ୍ଦେ ଭାରତ ଟ୍ରେନ୍ ମିଳିବାକୁ ଯାଉଛି। ଏଥିପାଇଁ ମଧ୍ୟପ୍ରଦେଶବାସୀଙ୍କ ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କେବଳ ଟ୍ରେନ୍ ରେକରର ଅପେକ୍ଷା ଶେଷ ହେବା ପରେ ଏପ୍ରିଲରେ ମଧ୍ୟପ୍ରଦେଶରେ ପ୍ରଥମ ହାଇ ସ୍ପିଡ୍ ‘ବନ୍ଦେ ଭାରତ…
ଟିମ୍ ଇଣ୍ଡିଆ ପାଇଁ ଖୁସିଖବର: ଟି୨୦ ବିଶ୍ୱକପ୍ରେ ସିଧାସଳଖ ମିଳିଲା ଏଣ୍ଟ୍ରି
ନୂଆଦିଲ୍ଲୀ,୨୮।୨: ଭାରତୀୟ ମହିଳା କ୍ରିକେଟ ଦଳ ଏଥର ଟି -୨୦ ବିଶ୍ୱକପ୍ର ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଦଳ ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ପରେ ବିଶ୍ୱକପ ଜିତିବାର ସ୍ବପ୍ନ ପୂରଣ କରିପାରିନାହିଁ। କିନ୍ତୁ ଦଳକୁ ସେମିଫାଇନାଲରେ ପ୍ରବେଶ କରିବାର ଲାଭ ମିଳିଛି।…
ହାତ ଧରି ପ୍ରେମ ବ୍ୟକ୍ତ କରିବା ଅସଦାଚରଣ ନୁହେଁ: ହାଇକୋର୍ଟ…
ମୁମ୍ବାଇ,୨୮।୨ : ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଜଣେ ଝିଅଙ୍କର ହାତ ଧରି ନିଜର ପ୍ରେମ ବ୍ୟକ୍ତ କରିବା ଅସଦାଚରଣ ନୁହେଁ। ଅଭିଯୁକ୍ତଙ୍କୁ ଜାମିନରେ ମୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଜଷ୍ଟିସ ଭାରତୀ ଡାଙ୍ଗରେଙ୍କ…
ହେବନି ତ୍ରିଶଙ୍କୁ ସ୍ଥିତି, ୩ ପୂର୍ବୋତ୍ତର ରାଜ୍ୟରେ ଜିତିବ ଏନଡିଏ: ହିମନ୍ତ…
ଗୁଆହାଟୀ,୨୮।୨ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର କହିଛନ୍ତି ଯେ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟର କିଛି ନିର୍ବାଚନ ସର୍ଭେରେ ପୂର୍ବାନୁମାନ ଅନୁଯାୟୀ କୁହାଯାଉଥିବା ତ୍ରିଶଙ୍କୁ ସ୍ଥିତି ହେବ ନାହିଁ। ନର୍ଥ ଇଷ୍ଟ ଡେମୋକ୍ରାଟିକ ଆଲାଏନ୍ସ(ଏନଇଡିଏ) ସଂଯୋଜକ ହିମନ୍ତ…
ଥରୁରଙ୍କୁ ଶୁଣିବା ପାଇଁ ଡିସ୍କନାରୀ ନେଇ ପହଞ୍ଚିଲେ ବ୍ୟକ୍ତି: ଭାଇରାଲ ହେଲା ଭିଡିଓ
ନୂଆଦିଲ୍ଲୀ,୨୮।୨: କଂଗ୍ରେସ ଏମ୍ପି ଶଶି ଥରୁରଙ୍କ ଇଂରାଜୀକୁ ସମସ୍ତେ ପସନ୍ଦ କରନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳେ। ଯେତେବେଳେ ସେ ଏପରି କିଛି ଶବ୍ଦ ବ୍ୟବହାର କରନ୍ତି, ଯାହାକୁ ବୁଝିବା ପାଇଁ ଡିସ୍କନାରୀ (ଅଭିଧାନ)ର ଆବଶ୍ୟକତା…
କେ.ଏଲ୍. ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଯିବା ପରେ ଏଭଳି ପ୍ରତିକ୍ରିୟା ଦେଲେ ରୋହିତ
ନୂଆଦିଲ୍ଲୀ,୨୮।୨: ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ ମାର୍ଚ୍ଚ ୧ରୁ ଇନ୍ଦୋରରେ ଆରମ୍ଭ ହେବ। ଏହି ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମ ଥର ଲାଗି କେ.ଏଲ୍. ରାହୁଲଙ୍କ ଫର୍ମ ସହ ଉପ-ଅଧିନାୟକ ପଦରୁ ହଟାଯିବା…
ଥମୁନି ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୨୮।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…
ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ହିମନ୍ତ
ଗୁଆହାଟୀ,୨୮।୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଉପ ରାଜ୍ୟପାଳଙ୍କୁ ଗୁଆହାଟୀ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଏପ୍ରିଲ ୧୪ରେ ଗୁଆହାଟୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ। ଏହି ଦିନ ଆସାମର ୧୧,୦୦୦…
Archives


