Home

ପ୍ରଚଣ୍ଡଙ୍କ ଅଡୁଆ ବଢ଼ିଲା,ପ୍ରଧାନମନ୍ତ୍ରୀଙ୍କ ଗିରଫଦାରୀ ପାଇଁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ…

କାଠମାଣ୍ଡୁ,୭।୩ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡଙ୍କ ଅଡୁଆ ବଢ଼ିବାରେ ଲାଗିଛି। ସେ ନିଜ ସରକାରଙ୍କୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ଏବେ ତାଙ୍କ ବିରୋଧରେ ନେପାଳର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗିରଫଦାରୀ ପାଇଁ…

ବିଶ୍ୱର ଉନ୍ନତି ପାଇଁ ମହିଳାମାନଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ କରାଯିବା ଆବଶ୍ୟକ: ଜାତିସଂଘରେ ରୁଚିରାଙ୍କ ମନ୍ତବ୍ୟ…

ଜେନେଭା,୭।୩ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ ମହିଳା ସ୍ଥିତି ଉପରେ କହିଛନ୍ତି। ଆଜିର ନୂତନ ଭାରତ ମହିଳା ଏବଂ ବାଳିକାଙ୍କ ସୁବିଧା ପାଇଁ ଆଧୁନିକ ଜ୍ଞାନକୌଶଳ ନିୟୋଜନ ଦ୍ୱାରା ଅନୁପ୍ରାଣିତ ହୋଇଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଇମ୍ରାନଙ୍କ ଐତିହାସିକ ରାଲିକୁ ମନେ ରଖିବେ ଆଗାମୀ ପିଢ଼ି: ପିଟିଆଇ ନେତା…

ଇସଲାମାବାଦ,୭।୩ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ପଞ୍ଜାବରେ ଏକ ଐତିହାସିକ ରାଲିରେ ଦଳର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଇମ୍ରାନଙ୍କ ପାର୍ଟି ପିଟିଆଇ ପକ୍ଷରୁ ଏହି ରାଲି ସମ୍ପର୍କରେ ପୂର୍ବରୁ ଘୋଷଣା କରାଯାଇଥିଲା। ଇମ୍ରାନ ଏହାର ନେତୃତ୍ୱ…

ହୋଲିରେ କ’ଣ ପିନ୍ଧିବେ

ସାଙ୍ଗସାଥୀ ଓ ପରିବାର ସହ ମିଶି ରଙ୍ଗର ପର୍ବ ହୋଲିକୁ ବେଶ୍‌ ଆନନ୍ଦର ସହ ପାଳନ କରାଯାଇଥାଏ। ପରସ୍ପର ଭିତରେ ସ୍ନେହ ଶ୍ରଦ୍ଧାକୁ ଆହୁରି ମଜଭୁତ କରିଥାଏ ଏହି ପର୍ବ। ରଙ୍ଗ ଖେଳିବା ସମୟରେ କ’ଣ ପିନ୍ଧିବେ ସେ ସମ୍ପର୍କରେ କେତୋଟି…

ମନୀଷ ସିସୋଡିଆ ଦେଶ ପାଇଁ ଜୀବନ ଦେଇପାରିବେ: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୭।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ୍‌ ଆଦ୍‌ମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ଏକ ଟିମ ତିହାର ଜେଲରେ ପହଞ୍ଚିଛି। ସିସୋଡିଆଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ କୋର୍ଟଙ୍କ ପକ୍ଷରୁ ମାର୍ଚ୍ଚ…

ସଫଳତା ଅନ୍ତରାଳେ…

ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ସମଗ୍ର ବିଶ୍ୱରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ମହିଳା ଦିବସ’। ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବା, ସେମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ବିକଶିତ କରାଇବା ଏବଂ ସେମାନଙ୍କୁ ସମାଜରେ ସମସ୍ତଙ୍କ ସହ ପାଦ ମିଳାଇ ଚାଲିବାକୁ ପ୍ରୋତ୍ସାହିତ…

ହୋଲିରେ ରଙ୍ଗ ଛଡ଼ାଉଥିଲେ..

ରଙ୍ଗର ପର୍ବ ହୋଲି। ଏହି ଖେଳର ମଜା ନିଆରା। ବେଶ୍‌ ମଉଜ ମସ୍ତିରେ ସାଙ୍ଗମାନଙ୍କ ସହ ହୋଲି ଖେଳିବା ପରେ ଶରୀରରେ ଲାଗିଥିବା ରଙ୍ଗକୁ ଛଡ଼ାଇବା କଥା ଆସିଥାଏ। ଏଭଳି କେତେକ ରଙ୍ଗ ଅଛି, ଯାହା ସହଜରେ ଛାଡ଼ି ନ ଥାଏ।…

ନୂତନ ଭିସା ସେବା ଘୋଷଣା କଲା ଆମେରିକା: ଅଧ୍ୟୟନ ସହିତ ଚାକିରି ମଧ୍ୟ କରିପାରିବେ ଛାତ୍ରୀଛାତ୍ର

ଓ୍ବାଶିଂଟନ୍‌,୭।୩: ଆମେରିକା ସରକାର କିଛି ଭିସା ଆବେଦନ ପାଇଁ ଏକ ପ୍ରିମିୟମ ପ୍ରକ୍ରିୟାକରଣ ଯୋଜନା ଆରମ୍ଭ କରିଛନ୍ତି। ଏହା ଆମେରିକାକୁ ଆସିବାକୁ ଚାହୁଁଥିବା ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କ ପାଇଁ ଲାଭଦାୟକ ହେବ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ ଅଧ୍ୟୟନ କରିବାକୁ ଚାହୁଁଥିବା ଛାତ୍ରୀଛାତ୍ର…

ଶ୍ରମିକଙ୍କ ଉପରେ ମାଡିଗଲା କାର୍‌: ଚାଲିଗଲା ୫ ଜୀବନ

ଶିମ୍‌ଲା,୭।୩: ହିମାଚଳ ପ୍ରଦେଶର ସୋଲାନ ଜିଲାର ଧରାମପୁରରେ ମଙ୍ଗଳବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ପେଟ୍ରୋଲ ପମ୍ପ ନିକଟରେ ୮ ଶ୍ରମିକ…

ଭାରତ ବିଶ୍ୱ ଅର୍ଥନୀତିର ‘ଉଜ୍ଜ୍ୱଳ ତାରକା’: ମୋଦି

ନୂଆଦିଲ୍ଲୀ,୭।୩: ବଜେଟ ପରେ ଅନୁଷ୍ଠିତ ପୋଷ୍ଟ ବଜେଟ ୱେବିନାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମ୍ବୋଧିତ କରିଛନ୍ତି। ଆଜି ଭାରତକୁ ବିଶ୍ୱ ଅର୍ଥନୀତିର ଉଜ୍ଜ୍ୱଳ ତାରକା କୁହାଯାଉଛି ଏବଂ ଦେଶ ମଧ୍ୟ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରୁଛି। ୨୦୨୧-୨୨ ବର୍ଷରେ…

ପୁଣି କର୍ମଚାରୀଙ୍କୁ ଛଟେଇ କରିବ ମେଟା

କାଲିଫର୍ନିଆ,୭।୩: ଫେସ୍‌ବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ଲାଟ୍‌ଫର୍ମ ଇନକର୍ସ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ଏହି ନୂତନ ରାଉଣ୍ଡର ଛଟେଇ ଚଳିତ ସପ୍ତାହରେ କରାଯିବ ବୋଲି ଜଣାପଡିଛି। ନଭେମ୍ବରରେ ଏହି କମ୍ପାନୀ ୧୩ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ…

ପାକିସ୍ତାନରେ ହୋଲି ଖେଳୁଥିବା ହିନ୍ଦୁ ଛାତ୍ରଙ୍କ ଉପରେ ଆକ୍ରମଣ: ୧୫ ଆହତ

ଇସ୍‌ଲାମାବାଦ୍‌,୭।୩: ପାକିସ୍ତାନରେ ପୁଣିଥରେ ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ଘଟଣା ସାମ୍ନାକୁ ଆସିଛି। ପଞ୍ଜାବ ବିଶ୍ୱବିଦ୍ୟାଳୟରେ ହୋଲି ଖେଳୁଥିବା ହିନ୍ଦୁ ଛାତ୍ରୀଛାତ୍ରଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୫ଜଣ ଆହତ ହୋଇଥିବା ଜଣାପଡିଛି। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri