Home

ଚାଇନାର ସମର୍ଥନ ପରେ ଶ୍ରୀଲଙ୍କାକୁ ୨.୯ ବିଲିୟନ ଡ଼ଲାର ଆଇଏମଏଫ ସହାୟତା…

କଲମ୍ବୋ,୮।୩ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ୨.୯ ବିଲିୟନ ଡ଼ଲାରର ଏକ ସର୍ତ୍ତମୂଳକ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପ୍ୟାକେଜ ପ୍ରଦାନ ପାଇଁ ସବୁଜ ସଙ୍କେତ ମିଳିଛି। ଏହା ହାସଲ କରିବା ପାଇଁ ସବୁଠୁ ବଡ ପ୍ରତିବନ୍ଧକକୁ…

ଆମେରିକା ଉପରେ ଋଣବୋଝ ପାଇଁ ଉଭୟ ଡେମୋକ୍ରାଟ-ରିପବ୍ଲିକାନ ଦାୟୀ: ନିକ୍କି ହାଲି…

ଓ୍ବାଶିଂଟନ,୮।୩ : ଆମେରିକାର ମୂଳ ଭାରତୀୟ ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହାଲି ଦେଶର ବର୍ଦ୍ଧିତ ଋଣବୋଝକୁ ନେଇ ପୁଣି ଥରେ ଡେମୋକ୍ରାଟ-ରିପବ୍ଲିକାନଙ୍କୁ ଟାର୍ଗେଟ କରିଛନ୍ତି। ଆମେରିକାର ଖର୍ଚ୍ଚ ସଙ୍କଟ ଏବଂ ବିପୁଳ ପରିମାଣ ଋଣ ବୋଝ ପାଇଁ ସେ ଉଭୟ ଡେମୋକ୍ରାଟ…

ବିବାହ ବନ୍ଧନରେ ବାନ୍ଧିହେଲେ ଓଓ୍ବାଇଓ ମାଲିକ ରିତେଶ…

ନୂଆଦିଲ୍ଲୀ,୮।୩ : ଓଓ୍ବାଇଓ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦିଲ୍ଲୀରେ ରିତେଶଙ୍କ ବିବାହ ଭୋଜିରେ ଯୋଗ ଦେଇଥିବା କର୍ପୋରେଟ ନେତାଙ୍କ ମଧ୍ୟରେ ସଫ୍ଟବ୍ୟାଙ୍କ ସିଇଓ ମାସାୟୋଶୀ ସୋନ ଉପସ୍ଥିତ ଥିଲେ। ରିତେଶ ଏବଂ ତାଙ୍କ ସ୍ତ୍ରୀ ଗୀତାଂଶା…

ଦିଲ୍ଲୀ ମଦ ଦୁର୍ନୀତି: କେସିଆରଙ୍କ ଝିଅ କବିତାଙ୍କୁ ଇଡି ସମନ ଜାରି, ଗୁରୁବାର ଜେରା…

ହାଇଦ୍ରାବାଦ,୮।୩ : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ ତଥା ବିଆଇଏସ ଏମଏଲସି କେ. କବିତାଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ ଜାରି କରାଯାଇଛି। ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଇଡି କବିତାଙ୍କୁ ଡାକିଛନ୍ତି। ଗୁରୁବାର ତାଙ୍କୁ…

ଝିଅମାନଙ୍କୁ ଜହର ଦେଇଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ମିଳୁ : ଆୟତୋଲ୍ଲା ଖୋମେନି…

ତେହେରାନ,୮।୩ : ଇରାନର ପ୍ରାୟ ୨୩୦ ଟି ବିଦ୍ୟାଳୟରେ ପାଞ୍ଚ ହଜାରରୁ ଅଧିକ ଛାତ୍ରୀଙ୍କୁ ଜହର ଦିଆଯାଇଥିବା ଅଭିଯୋଗ ନେଇ ଦେଶର ପ୍ରଭାବଶାଳୀ ନେତା ଆୟତୋଲ୍ଲା ଅଲି ଖୋମେନିଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଯଦି ଦେଶର ବିଦ୍ୟାଳୟରେ…

କର୍ମଚାରୀଙ୍କୁ କ୍ଷମା ପ୍ରାର୍ଥନା କଲେ ଏଲନ ମସ୍କ…

ଓ୍ବାଶିଂଟନ,୮।୩ : ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖ ବିଶ୍ୱର ଅନେକ ଛୋଟ ବଡ କମ୍ପାନୀ ଛଟେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅନେକ ଥର କର୍ମଚାରୀମାନଙ୍କୁ ସିଧାସଳଖ ବହିଷ୍କାର କରାଯିବା ବିଷୟରେ କୁହାଯାଉଛି। ବେଳେବେଳେ ସେମାନଙ୍କୁ କିଛି ସୂଚନା ନ ଦେଇ ଛଟେଇ…

ନେଡ୍‌ ପ୍ରାଇସ୍‌ ଦେଲେ ଇସ୍ତଫା…

ଓ୍ବାଶିଂଟନ,୮।୩ : ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ତେବେ ସେ ଚଳିତ ଶେଷ ମାସ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ। ଗତ ଦୁଇ ବର୍ଷ ଧରି ଆମେରିକାର ବୈଦେଶିକ…

ନ୍ୟୁୟର୍କର ଜିଲା ଜଜ ହେବେ ମୂଳ ଭାରତୀୟ ଅରୁଣ…

ନ୍ୟୁୟର୍କ,୮।୩ : ନ୍ୟୁୟର୍କର ଦକ୍ଷିଣ ଜିଲା ପାଇଁ ମୂଳ ଭାରତୀୟ ଆମେରିକୀୟ ଅରୁଣ ସୁବ୍ରମଣ୍ୟନ ଜଜ ହେବେ। ସେ ଏହି ବେଞ୍ଚରେ ପ୍ରଥମ ଦକ୍ଷିଣ ଏସୀୟ ବିଚାରପତି ଭାବେ କାର୍ଯ୍ୟ କରିବେ। ସିନେଟ ନ୍ୟାୟପାଳିକା କମିଟି ଏହାକୁ ନିଶ୍ଚିତ କରିଛନ୍ତି। ଗତ…

ଆଜି ହୋଲି : ଗାଁଠୁ ସହର ଯାଏ ସବୁଠି ଉତ୍ସବ ମୁଖର

ଭୁବନେଶ୍ବର,୮।୩(ବ୍ୟୁରୋ): ଆଜି ହେଉଛି ହୋଲି ପର୍ବ। ରଙ୍ଗର ପର୍ବ ହୋଲିକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ହିନ୍ଦୁ ପରମ୍ପରା ଅନୁଯାୟୀ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳଗୋବିନ୍ଦ ଅବିର ଖେଳିଛନ୍ତି। କରୋନା କଟକଣା ପାଇଁ ୨ ବର୍ଷ ହେଲା ରଙ୍ଗ…

୭୦ ଟ୍ରେନିଂ ବିମାନ କ୍ରୟ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏଚଏଏଲ ମଧ୍ୟରେ ଚୁକ୍ତି…

ନୂଆଦିଲ୍ଲୀ,୭।୩ : ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ୭୦ ଏଚଟିଟି-୪୦ ଟ୍ରେନିଂ ବିମାନ କ୍ରୟ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ଏଚଏଏଲ) ସହିତ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ବାୟୁସେନା ଏହି କ୍ରୟ ପାଇଁ ୬,୮୦୦ କୋଟି ଟଙ୍କା ଖର୍ଚ୍ଚ କରିବ। ୩୧,୦୦୦ କୋଟି…

ଚାଇନା କିଣୁଛି ଶୀତଳ ଅସ୍ତ୍ର…

ନୂଆଦିଲ୍ଲୀ,୭।୩ : ଗଲଓ୍ବାନ ଏବଂ ତୱାଙ୍ଗରେ ଭାରତୀୟ ସେନାର ଆକ୍ରମଣର ପ୍ରତିଶୋଧ ନେବାକୁ ଚାଇନା ଷଡ଼ଯନ୍ତ୍ର କରୁଛି। ଭାରତୀୟ ସେନାର ମୁକାବିଲା କରିବାକୁ ଚାଇନା ଏଲଏସିରେ ଲଢ଼େଇ ପାଇଁ ଶୀତଳ ଅସ୍ତ୍ର (କୋଲ୍ଡ ଓ୍ବିପୋନ) କିଣୁଛି। ଗୁପ୍ତଚର ରିପୋର୍ଟ ଅନୁଯାୟୀ ଚାଇନର…

କର୍ନାଟକର ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବ ୧୪୦ରୁ ଅଧିକ ଆସନ: ଡି.କେ ଶିବକୁମାର…

ବେଙ୍ଗାଲୁରୁ,୭।୩ : କର୍ନାଟକ ବିଧାନସଭାର କାର୍ଯ୍ୟକାଳ ୨୪ ମେ ୨୦୨୩ ରେ ଶେଷ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଚଳିତ ମାସରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହି ସମୟରେ କର୍ନାଟକ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଡି.କେ ଶିବକୁମାର ଦାବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri