ହକି ବିଶ୍ୱକପ୍ରୁ ବିଦାୟ ନେଲା ଭାରତ
ଭୁବନେଶ୍ୱର,୨୨।୧(ବ୍ୟୁରୋ): ଭାରତ ୨୦୨୩ ହକି ବିଶ୍ୱକପ୍ରୁ ବିଦାୟ ନେଇଛି। କ୍ରସ୍ ଓଭର ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡଠାରୁ ପେନାଲଟି ସୁଟ୍ଆଉଟ୍ ପରାଜିତ ହୋଇଛି। ଫଳରେ ଭାରତର କ୍ୱାର୍ଟରଫାଇନାଲ ଖେଳିବା ଆଶା ମଉଳିଯାଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆରମ୍ଭରୁ ଭାରତ ଭଲ…
ମୋଦିଙ୍କୁ ହିଟଲରଙ୍କ ସହ ତୁଳନା କଲେ ସିଦ୍ଦରମୈୟା
ବେଙ୍ଗାଲୁରୁ,୨୨।୧: ଚଳିତବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ତୀବ୍ର ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ସିଦ୍ଦରମୈୟା ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ମୋଦିଙ୍କୁ…
ହକି ବିଶ୍ୱକପ୍ ୨୦୨୩: ପ୍ରଥମ ଟିମ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କଲା ସ୍ପେନ୍
ଭୁବନେଶ୍ବର,୨୨।୧(ବ୍ୟୁରୋ): ହକି ବିଶ୍ୱକପ୍ ୨୦୨୩ରେ ପ୍ରଥମ ଟିମ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି ସ୍ପେନ୍। ମାଲେସିଆ ଓ ସ୍ପେନ ମଧ୍ୟରେ ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା କ୍ରସ ଓଭର ମ୍ୟାଚରେ ସୁଟଆଉଟ୍ରେ ମାଲେସିଆକୁ ସ୍ପେନ ପରାସ୍ତ କରିଛି। ଏହି ବିଜୟ ସହ…
ଭାଜପା ବିଧାୟକଙ୍କ ଯୁକ୍ତି: ଭଲ ରାସ୍ତା ଯୋଗୁ ଘଟୁଛି ସଡ଼କ ଦୁର୍ଘଟଣା
ଭୋପାଳ,୨୨।୧: ମଧ୍ୟପ୍ରଦେଶ ଖଣ୍ଡଓ୍ବା ମାନ୍ଧାତା ବିଧାନସଭା ଆସନର ଭାଜପା ବିଧାୟକ ନାରାୟଣ ସିଂ ପଟେଲ ସଡ଼କ ଦୁର୍ଘଟଣାକୁ ନେଇ ଏକ ଅଜବ ଯୁକ୍ତି ବାଢିଛନ୍ତି। ଭଲ ରାସ୍ତା ଯୋଗୁ ସଡ଼କ ଦୁର୍ଘଟଣା ଘଟୁଛି। ଭଲ ରାସ୍ତା ଯୋଗୁ ଯାନବାହାନ ଅଧିକ ବେଗରେ…
ଦେଶରେ ଘୃଣା ଅଛି କହି ରାହୁଲ ଜୀ ଭାରତକୁ ବଦନାମ କରିବା ଉଚିତ୍ ନୁହେଁ: ରାଜନାଥ
ଭୋପାଳ,୨୨।୧: ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ମଧ୍ୟପ୍ରଦେଶର ସିଙ୍ଗ୍ରାଉଲିରେ ପହଞ୍ଚି ୨୫ ହଜାରରୁ ଅଧିକ ହିତାଧିକାରୀଙ୍କୁ ପ୍ଲଟ ବଣ୍ଟନ କରିଛନ୍ତି। ଏଠାରେ ରାଜନାଥ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ଦେଶରେ ଘୃଣା ଅଛି ବୋଲି…
ଖବରଦାତାଙ୍କ ବିରୋଧରେ ମିଥା ମାମଲା ନେଇ ଜିଲା ଏସ୍ପିଙ୍କୁ ଜବାବ ତଲବ କଲେ ଜାତୀୟ ମାନବାଧିକାର ଆୟୋଗ
କେନ୍ଦୁଝର,୨୨ା୧(ସ୍ବ.ପ୍ର.): କେନ୍ଦୁଝର ବାଂଶପାଳ ବ୍ଲକରେ ଜଣେ ଓ୍ବେବ ଖବରଦାତା ରିପୁନ ବାରିକଙ୍କ ପ୍ରତି କରିଥିବା ଅତ୍ୟାଚାର ଓ ମିଥ୍ୟା ମୋକଦ୍ଦମା ଘଟଣାକୁ ନେଇ ଯାଜପୁରର ମାନବାଧିକାର ରକ୍ଷକ ନାରାୟଣ ରଥ ଜାତୀୟ ମାନବାଧିକାର ଆୟୋଗଙ୍କ ପାଖେ ଏକ ଅଭିଯୋଗ କରିଥିଲେ। ଏହି…
ଖେଳିବାକୁ ଯାଇ ନିଖୋଜ ଥିଲେ ଛାତ୍ର, କୂଅରୁ ମିଳିଲା ମୃତଦେହ
ଖୋର୍ଦ୍ଧା ଅଫିସ,୨୨ା୧: ସୋମବାର କୂଅ ଭିତରୁ ନାବାଳକ ଛାତ୍ରଙ୍କ ମୃତଦେହ ମିଳିଛି। ଖୋର୍ଦ୍ଧା ପୁବୁସାହି ଓଲିସିଂହ ଗ୍ରାମର ୧୧ବର୍ଷ ନାବାଳକ ଦିବ୍ୟଜ୍ୟୋତି ବେହେରାଙ୍କ ମୃତଦେହ ରବିବାର ଘର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ମିଳିଛି। ଶନିବାର ଅପରାହ୍ନରୁ ସାଇକେଲ ଧରି…
ରାହୁଲଙ୍କ ପ୍ରଶ୍ନ: ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ‘ପ୍ରିୟ ବନ୍ଧୁ’ଙ୍କ ସମ୍ପତ୍ତି କେମିତି ବଢିଲା ୮ ଗୁଣା
ନୂଆଦିଲ୍ଲୀ,୨୨।୧: କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍ ଯୋଗେ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ‘ପ୍ରିୟ ବନ୍ଧୁ’ର ସମ୍ପତ୍ତି କିପରି ୮ ଗୁଣ ବୃଦ୍ଧି ପାଇଲା? ଗୋଟିଏ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ‘ପ୍ରିୟ…
ଯୁବକଙ୍କୁ ହତ୍ୟା କରି ସୁଟ୍କେସରେ ପୂରାଇ ଫିଙ୍ଗିଦେଲେ
ଖୋର୍ଦ୍ଧା ଅଫିସ,୨୨ା୧(.): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ହରିପୁର ଫରେଷ୍ଟ ଜଙ୍ଗଲରୁ ଜଙ୍ଗଲ ମଧ୍ୟରେ ପଡ଼ିଥିବା ଏକ ସୁଟ୍କେସରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ନାଚୁଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ରବିବାର ହରିପୁର…
ରାହୁଲ-ଆଥିଆଙ୍କ ବିବାହକୁ ମୋବାଇଲ୍ ମନା
ଷ୍ଟାର ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲ ଏବଂ ବଲିଉଡର ଅଭିନେତ୍ରୀ ଆଥିଆ ଶେଟ୍ଟି ଜାନୁଆରୀ ୨୩ରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଚାନ୍ଦଲାସ୍ଥିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଠାରେ ଉଭୟ ପରସ୍ପରର ହାତ ଧରିବେ। ରାହୁଲ ଏବଂ ଆଥିଆଙ୍କ ବିବାହକୁ ଆସୁଥିବା…
ନିଜ ବାୟୋପିକ ଛାଡ଼ିଲେ ଅଖତର, ନିର୍ମାତାଙ୍କୁ ଦେଲେ ଚେତାବନୀ
ନୂଆଦିଲ୍ଲୀ, ୨୨।୧: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଜୀବନକାହାଣୀକୁ ନେଇ ଫିଲ୍ମ ‘ରାଓ୍ବଲପିଣ୍ଡି ଏକ୍ସପ୍ରେସ’ ଆସୁଥିବା ନେଇ ନିକଟରେ ଘୋଷଣା କରାଯାଇଥିଲା। ଏବେ ଶୋଏବ ଏହି ବାୟୋପିକ୍କୁ ପଛକୁ ହଟିଯିବା ସହ ଫିଲ୍ମ…
ପ୍ରେମିକାଙ୍କ ସହ ସର୍ବସାଧାରଣରେ ଝଗଡ଼ା: ଜରିମାନା ଗଣିବେ କ୍ଲାର୍କ !
ନୂଆଦିଲ୍ଲୀ, ୨୨।୧: ସର୍ବସାଧାରଣରେ ପ୍ରେମିକାଙ୍କ ସହ ବଚସାକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ କ୍ଲାର୍କଙ୍କୁ ପ୍ରେମିକା ଜାଡେ ଚାପୁଡ଼ା ମାରିଥିବା ଦେଖାଯାଇଥିଲା। ଏହି ଘଟଣା ପରେ…
Archives


