ସୁପ୍ରିମକୋର୍ଟଙ୍କ ରାୟ ପରେ ସର୍ଭିସ ସେକ୍ରେଟାରୀଙ୍କୁ ହଟାଇଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୧।୫: ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାରକୁ ନେଇ ବିବାଦ ଉପରେ ସୁପ୍ରିମକୋର୍ଟ ଗୁରୁବାର ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏହି ରାୟ ଆସିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ସେବା ବିଭାଗର ସଚିବ ଆଶିଷ ମୋରେଙ୍କୁ…
ସୁପ୍ରିମକୋର୍ଟରେ ହାଜର ହେଲେ ଇମ୍ରାନ
ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫକୁ ନେଇ ଗୁରୁବାର (ମେ ୧୧)ରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ପ୍ରଧାନ ବିଚାରପତି ଉମର ଅତା ବନ୍ଦିଆଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶୁଣାଣିରେ ଇମ୍ରାନଙ୍କ ଗିରଫକୁ ନେଇ କୋର୍ଟ ଅସନ୍ତୋଷ…
ବଲିଉଡ୍ ଷ୍ଟାର୍ଙ୍କ ଫଟୋ ଲଗାଇ ବହୁ କୋଟି ଟଙ୍କା ଲୁଟ୍
ଭୁବନେଶ୍ୱର,୧୧ା୫(ବ୍ୟୁରୋ): ଅର୍ଥନେତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଏକ ଫ୍ରଡ୍ ଆପ୍ ଜଏନ ଟ୍ରେଡ’ର ୧ କୋଟି ୨୨ ଲକ୍ଷ ଟଙ୍କା ଜବତ କରିଛି। ଅକ୍ଷୟ କୁମାର ଏବଂ ମନୀଷ ପଲଙ୍କ ପରି ବଲିଉଡ୍ର ଲୋକପ୍ରିୟ ଅଭିନେତାଙ୍କ ଫଟୋ ଦେଇ ବିଜ୍ଞାପନ ମାଧ୍ୟମରେ ଜନସାଧାରଣଙ୍କୁ…
ନିକ୍ଙ୍କ ଏକ୍ସ-ଗର୍ଲଫ୍ରେଣ୍ଡଙ୍କୁ ନେଇ ଏମିତି କହିଲେ ପ୍ରିୟଙ୍କା
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରୁ ବାହାରିବା ପରେ ଗ୍ଲୋବାଲ ଷ୍ଟାର୍ ପାଲଟିଥିବା ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସୁଛନ୍ତି। ସେ ସବୁବେଳେ ଗୋଟିଏ ବିଷୟରେ ପ୍ରକାଶ କରୁଛନ୍ତି, ଆକ୍ସନ ପ୍ୟାକ୍ ସିରିଜ ‘ସିଟାଡେଲ’ ଏବଂ ରୋମାଣ୍ଟିକ୍ ଫିଲ୍ମ ‘ଲଭ୍ ଏଗେନ୍’…
ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଲେ ନୀତୀଶ, ‘ମିଶନ ୨୪’କୁ ନେଇ ମୁଖ୍ୟମନ୍ତ୍ରୀ କହିଲେ- ‘ସମସ୍ତଙ୍କ ସହମତି…’
ମୁମ୍ବାଇ,୧୧।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଏକତାକୁ ନେଇ ଗୁରୁବାର ମୁମ୍ବାଇ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଶିବସେନା ୟୁବିଟି ମୁଖ୍ୟ ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ଏନସିପି ମୁଖ୍ୟ ଶରଦ…
୧୪ ଦିନ ପରେ ଦୁବାଇରୁ ଗଞ୍ଜାମ ମର୍ଦ୍ଦକୋଟକୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ
ବେଗୁନିଆପଡ଼ା,୧୧ା୫(ଡି.ଏନ୍.ଏ.): ପରିବାର ପ୍ରତିପୋଷଣ ପାଇଁ ସୁଦୂର ଦୁବାଇ ଯାଇଥିଲେ ଜଣେ ବ୍ୟକ୍ତି। ହାର୍ଟ ଆଟାକ୍ରେ ତାଙ୍କର ଜୀବନ ଚାଲିଯାଇଥିଲା। ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମର ଜଣେ ବ୍ୟକ୍ତିଙ୍କର ଦୁବାଇରେ ମୃତ୍ୟୁ ହୋଇଥିବା ବେଳେ ଦୀର୍ଘ ୧୪ ଦିନ…
ଖୁବ୍ଶୀଘ୍ର ପ୍ରକାଶ ପାଇବ ସିବିଏସ୍ଇ ରେଜଲ୍ଟ
ନୂଆଦିଲ୍ଲୀ,୧୧ା୫: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍ଇ) ନିକଟରେ ଏକ ସର୍କୁଲାରରେ କହିଛି ଯେ, ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ ଖୁବ୍ଶୀଘ୍ର ଘୋଷଣା କରାଯିବ। ଛାତ୍ରୀଛାତ୍ର ସେମାନଙ୍କ ଫଳାଫଳକୁ ବୋର୍ଡର results.cbse.nic.in କିମ୍ବା cbseresults.nic.inରେ ଦେଖିପାରିବେ। ଛାତ୍ରୀଛାତ୍ରଙ୍କ ଦଶମ…
ପୁଣି ହେବାକୁ ଚାହୁଁଛି ଫାଷ୍ଟ ଲେଡି: ମେଲାନିଆ
ଓ୍ବାଶିଂଟନ,୧୧।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବ୍ୟକ୍ତିଗତ ଭାବେ ଏବେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ବିରୋଧରେ ପ୍ରାୟ ୩୪ଟି ମାମଲା ଚାଲିଛି। ଏହାରି ଭିତରେ ଡୋନାଲ୍ଡ ଟ୍ରମ୍ଫଙ୍କୁ ନେଇ ଏକ ଭଲ ଖବର ଆସିଛି। ଏକ ରିପୋର୍ଟ…
ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ
କଟକ ଅଫିସ,୧୧ା୫: ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ଗୁରୁବାର ପରଲୋକ ଘଟିଛି। ତେଲଙ୍ଗାବଜାରସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।ସୂଚନାଯୋଗ୍ୟ, ସେ କିଛିଦିନ ହେଲା ଲିଭର ଜନିତ ରୋଗରେ ପୀଡ଼ିତ ଥାଇ ଚିକିତ୍ସିତ…
ଇଟାଲୀରେ ବଡ ଧରଣର ବିସ୍ଫୋରଣ, ପାର୍କିଂରେ ଥିକା କାରରେ ହେଲା ବ୍ଲାଷ୍ଟ
ମିଲାନ,୧୧।୫: ଉତ୍ତର ଇଟାଲୀର ମିଲାନରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ପାର୍କିଂରେ ଥିବା କାରରେ ବିସ୍ଫୋରଣ ହୋଇଥିବା ଜଣାପଡିଛି। ଏବେ ପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣ ପରେ…
ଟୁଇଟର୍ରେ ଆସିବାକୁ ଯାଉଛି ନୂଆ ଫିଚର୍ସ, ଏନ୍କ୍ରିପଟେଡ୍ ମେସେଜ୍ ସହ ଅଡିଓ-ଭିଡିଓ କଲ୍ର ମିଳିବ ସୁବିଧା
ନୂଆଦିଲ୍ଲୀ,୧୧।୫: ମାଇକ୍ରୋ ବ୍ଲଗିଂ ଟୁଇଟର୍ ଖୁବ୍ଶୀଘ୍ର ଅଡିଓ ଓ ଭିଡିଓ କଲ୍ର ସୁବିଧା ଆଣିବାକୁ ଯାଉଛି। ଟୁଇଟର୍ ସିଇଓ ଏଲନ ମସ୍କ ଏହି ନୂଆ ଫିଚର ସମ୍ବନ୍ଧରେ ଟୁଇଟ୍ କରି ଘୋଷଣା କରିଛନ୍ତି। ମସ୍କ କହିଛନ୍ତିି ଯେ, ଟୁଇଟର ୟୁଜର୍ସମାନେ ଏହି…
୨ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡା: ସମାଜସେବୀଙ୍କ ସହାୟତାରେ ଘରେ ପଶିଲେ
ଛତ୍ରପୁର,୧୧ା୫(ଡି.ଏନ୍.ଏ.): ଦୁଇ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡ଼ା ହୋଇଯାଇଛନ୍ତି। ନିଜ ସ୍ତ୍ରୀ ଓ ୨ ପିଲାମାନଙ୍କୁ ଛାଡ଼ି ସ୍ବାମୀ ପ୍ରତ୍ୟାଖାନ କରିବା ସହ ସୁଦୂର କେରଳ ରାଜ୍ୟକୁ ଚାଲିଯାଇଛନ୍ତି। ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ କତୁରୁ ଗାଁରେ ଏପରି…

