Home

ଭୂକମ୍ପର ଶକ୍ତ ଝଟକାରେ ଥରିଲା ଜାପାନ

ଟୋକିଓ,୧୫।୫: ଶୁକ୍ରବାର ଜାପାନର ଉତ୍ତର ଭାଗରେ 6.3 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ମିୟାଗି ପ୍ରିଫେକ୍ଚରର ଉପକୂଳ ନିକଟରେ ସମୁଦ୍ରରେ ଅବସ୍ଥିତ ଥିଲା। ସଂସ୍ଥା ରିପୋର୍ଟ କରିଛି ଯେ ଭୂମିକମ୍ପ ପ୍ରାୟ…

ଭାରତ ଉପରେ ରୁଷିଆର ବଡ଼ ଭରସା, କହିଲା…

ମସ୍କୋ,୧୫।୫: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାକୁ କମ କରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚି ଲାଭରୋଭ ମନ୍ତବ୍ୟ ଦେଇଛନ୍ତି…

ଗୋଟିଏ ଅଫିସରେ ୩ ବର୍ଷରୁ ଅଧିକ ରହିଲେ ବଦଳି, ଜୁନ୍‌ ଏହି ତାରିଖ ସୁଦ୍ଧା ପ୍ରକ୍ରିୟା ସାରିବାକୁ…

ଭୁବନେଶ୍ୱର,୧୫ା୫: ରାଜସ୍ବ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ଓ ରୋଟେସନ୍‌ ଶୀଘ୍ର ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୩ ବର୍ଷରୁ ଊଦ୍ଧର୍‌ବ ସମୟ ଗୋଟିଏ ଅଫିସ୍‌ରେ ରହିଲେ ବଦଳି ସୁନିଶ୍ଚିତ ବୋଲି ରାଜସ୍ବ ସଚିବ କହିଛନ୍ତି। ଜୁନ୍‌ ୧୫ ସୁଦ୍ଧା ବଦଳି ପ୍ରକ୍ରିୟା…

କେରଳ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ ଥରୁର

ନୂଆଦିଲ୍ଲୀ,୧୫।୫: କେରଳର ନୂଆ ମୁଖ୍ୟମନ୍ତ୍ରୀ, ଭି.ଡି. ସତିସନ, ସୋମବାର (୧୮ ମଇ) ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ବ୍ୟାପକ ବିଚାର ବିମର୍ଶ ପରେ, କଂଗ୍ରେସ ଦଳର ଶୀର୍ଷ ନେତୃତ୍ୱ ରାହୁଲ ଗାନ୍ଧୀଙ୍କ ସମେତ ସତିସନଙ୍କ ନାମକୁ ଚୂଡ଼ାନ୍ତ ଅନୁମୋଦନ…

ଟ୍ରମ୍ପଙ୍କ ନଜର ସି ଜିନପିଙ୍ଗଙ୍କ ନୋଟବୁକ ଉପରେ! ବେଜିଂ ବୈଠକର ଗୋଟିଏ ଫଟୋ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି

ଓ୍ବାଶିଂଟନ,୧୫।୫: ବେଜିଂର ଭବ୍ୟ ଗ୍ରେଟ ହଲ ଅଫ ଦି ପିପୁଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଉପରେ ସମଗ୍ର ବିଶ୍ୱର ନଜର ସ୍ଥିର ରହିଥିଲା। ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା…

UAE ରାଷ୍ଟ୍ରପତିଙ୍କୁ ଏମିତି କହି ସଭିଙ୍କ ମନ ଜିତିଗଲେ ମୋଦି, କହିଲେ ଆକ୍ରମଣ ଗ୍ରହଣୀୟ ନୁହେଁ

ଆବୁ ଧାବି,୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର UAE ରାଷ୍ଟ୍ରପତି ମହମ୍ମଦ ବିନ ଜାଏଦ ଅଲ ନାହୟାନଙ୍କ ସହ ଆଲୋଚନା ସମୟରେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ପ୍ରତି ଭାରତର ଦୃଢ଼ ସମର୍ଥନକୁ ପୁନର୍ବାର ଦୋହରାଇଥିଲେ। ସେ ଜୋର ଦେଇ କହିଥିଲେ…

ଆର.ଜି କର ବଳାତ୍କାର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୂର୍ବତନ ପୋଲିସ କମିଶନର ବିନୀତ ଗୋୟଲଙ୍କ ସମେତ ତିନି ଜଣ ଅଧିକାରୀଙ୍କୁ ନିଲମ୍ବନ

କୋଲକାତା,୧୫।୫: ବଙ୍ଗଳାରେ ନୂଆ ସରକାର ଗଠନ ହେବା ପରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ହାଇପ୍ରୋଫାଇଲ ଆର.ଜି. କର ମାମଲା ସମ୍ପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଅପରାହ୍ନରେ ରାଜ୍ୟ ସଚିବାଳୟ, ନବାନ୍ନାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ତିନି…

ବିଭିନ୍ନ ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ଦାବିପତ୍ରରେ ଭୂମିହୀନଙ୍କୁ…

ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶୁକ୍ରବାର ଅଲ୍‌ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ସଭାପତି ପ୍ରଶାନ୍ତ ପ୍ରଧାନ ଏବଂ ସମ୍ପାଦକ ନୀରଜ ପ୍ରଧାନଙ୍କ…

କ୍ରିଷ୍ଣା ବିକାଶ ଗ୍ରୁପ୍‌ର ନୂଆ ରେକର୍ଡ: ସିବିିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଆଦ୍ୟାଶା ସାହୁ ରାଜ୍ୟ ଟପ୍ପର

ବରଗଡ଼,୧୫ା୫(ପ୍ରେମାନନ୍ଦ ଖମାରୀ): ସଦ୍ୟ ପ୍ରକାଶିତ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳରେ କ୍ରିଷ୍ଣା ବିକାଶ ଗ୍ରୁପ୍‌ ଅଧୀନ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିକାଶ ଆବାସିକ ବିଦ୍ୟାଳୟ, ଦୀର୍ଘ ୨୫ ବର୍ଷର ଯାତ୍ରାରେ ନୂଆ ରେକର୍ଡ ସୃଷ୍ଟି…

ବଜାରରେ ଫଳ ଦର ଆକାଶ ଛୁଆଁ: ପଣସ ଗୋଟା ରହିଛି…

ପଦ୍ମପୁର,୧୫ା୫ (ପ୍ରଦୀପ୍ତ ଦାଶ):ଆସନ୍ତା ୧୬ ତାରିଖରେ ପବିତ୍ର ସାବିତ୍ରୀ ଅମାବାସ୍ୟା। ଏଥିପାଇଁ ବଜାର ଚଳଚଞ୍ଚଳ ହୋଇଯାଇଛି। ସାବିତ୍ରୀ ପାଇଁ ପଦ୍ମପୁର ସହରର ଛୋଟରୁ ବଡ କପଡ଼ା ଦୋକାନରେ ନୂତନ ବସ୍ତ୍ର କିଣିବା ପାଇଁ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ସେହିଭଳି ଦୈନିକ…

ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ହେବ, ଭିତ୍ତିପ୍ରସ୍ତର ସ୍ଥାପନ କରି ମନ୍ତ୍ରୀ କହିଲେ…

ଛତ୍ରପୁର,୧୫ା୫(ଦିଲ୍ଲୀପ ସାମଲ): ଛତ୍ରପୁରର ବହୁ ପ୍ରତୀକ୍ଷିତ ଫ୍ଲାଏଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜିଲାର ସଦରମହକୁମା ଛତ୍ରପୁର ଜାତୀୟ ରାଜପଥରେ ଦୈନିକ ହଜାର ହଜାର ଯାନବାହନ ଚଳପ୍ରଚଳ ଯୋଗୁ ସ୍ଥାନୀୟ କଲେଜ ଛକ ଏବଂ ଡିଆରଡିଏ…

ତେଲ ରେଟ୍ ବଢୁବଢୁ ଭାରତ ପାଇଁ ଆସିଲା ଖୁସି ଖବର, ଘୋଷଣା କରି ମୋଦି କହିଲେ…

ନୂଆଦିଲ୍ଲୀ,୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ UAE ଗସ୍ତରେ ଅଛନ୍ତି । ସେ ଆବୁଧାବିରେ UAE ରାଷ୍ଟ୍ରପତି ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ଭେଟିଛନ୍ତି । ଏହି ଗସ୍ତ ସମୟରେ, UAE ଭାରତରେ ବିଲିୟନ ଡଲାରର ନିବେଶ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?