ଡିଜି କଲେଜ ହେଲା ବିଶ୍ୱବିଦ୍ୟାଳୟ
କେନ୍ଦୁଝର,୧୨ା୨(ସ୍ବ.ପ୍ର.): କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଦେଇଛନ୍ତି। ଜିଲାର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୯୫୭ରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହା ଜିଲାର ଏକ ମାତ୍ର ସରକାରୀ ମହାବିଦ୍ୟାଳୟ। ଯେଉଁଠି ଉଭୟ ଛାତ୍ରୀଛାତ୍ର ପାଠ…
ସିରିଆରେ ପହଞ୍ଚିଲା ‘ଅପରେଶନ ଦୋସ୍ତ’ର ୭ମ ବିମାନ
ଦାମସକସ,୧୨ା୨: ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ଯଥାସମ୍ଭବ ଉଦ୍ୟମ କରୁଛି। ଅସୁବିଧା ସମୟରେ ‘ଅପରେଶନ ଦୋସ୍ତ’ଷ୍ଟ ଅଭିଯାନ ଭାରତ ଦ୍ୱାରା ପରିଚାଳିତ ହେଉଛି। ଭାରତର ଏନ୍ଡିଆର୍ଏଫ୍ ଟିମ୍ ତୁର୍କୀ…
ବଜରଙ୍ଗବାଲୀଙ୍କୁ ନୋଟିସ, ବେଆଇନ ଜମି ଦଖଲ ନେଇ ରେଳ ବିଭାଗର ଅଭିଯୋଗ…
ଭୋପାଳ,୧୨।୨ : ମଧ୍ୟପ୍ରଦେଶର ମୋରେନାରେ ରେଳ ବିଭାଗର ଏକ ଅଦ୍ଭୁତ କାର୍ଯ୍ୟ ସାମ୍ନାକୁ ଆସିଛି। ମନ୍ଦିରରେ ରଖାଯାଇଥିବା ପ୍ରଭୁ ବଜରଙ୍ଗବାଲୀଙ୍କୁ ବିଭାଗ ନୋଟିସ ଜାରି କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବିଜ୍ଞପ୍ତିରେ ରେଳବାଇ ବଜରଙ୍ଗ ବାଲୀଙ୍କୁ ସାତ ଦିନ…
ଭୂକମ୍ପ ଯୋଗୁ ଶେଷ ହେଲା ଆର୍ମେନିଆ-ତୁର୍କୀ ଶତ୍ରୁତା: ୩୦ ବର୍ଷ ପରେ ଖୋଲିଲା ସୀମା…
ଆଙ୍କରା/ୟେରେଭାନ,୧୨।୨ : ସମ୍ପ୍ରତି ତୁର୍କୀ ଭୟଙ୍କର ଭୂକମ୍ପ ଯୋଗୁଁ ଘଟିଥିବା ବିନାଶ ଦେଇ ଗତି କରୁଛି। ଗତ ସୋମବାର ଏଠାରେ ହୋଇଥିବା ଭୂକମ୍ପରେ ଏପର୍ଯ୍ୟନ୍ତ ୨୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ବହୁ ସହର ଧ୍ୱଂସ ହୋଇଯାଇଛି । ଉଦ୍ଧାର…
ଭୂକମ୍ପ ମୃତକଙ୍କ ସଂଖ୍ୟା ୫୦ ହଜାର ଟପିବା ଆଶଙ୍କା…
ଜେନେଭା,୧୨।୨ :ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ବିନାଶ ସମଗ୍ର ବିଶ୍ୱରେ ଲୋକଙ୍କୁ ବ୍ୟଥିତ କରିଛି। ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୨୮ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଜାତିସଂଘର ରିଲିଫ ମୁଖ୍ୟ ମାର୍ଟିନ ଗ୍ରିଫିଥସଙ୍କ ଦ୍ୱାରା ପ୍ରକାଶିତ ଆଶଙ୍କା ଅଧିକ ହୃଦୟ…
ନ୍ୟୁଜିଲାଣ୍ଡରେ ପ୍ରବଳ ବାତ୍ୟା: ୪ ମୃତ
ଓ୍ବେଲିଂଟନ,୧୨ା୨: ବିଶ୍ୱର କିଛି ଦେଶ ଏବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ ଭୂକମ୍ପ ତୁର୍କୀ ଏବଂ ସିରିଆରେ ବ୍ୟାପକ କ୍ଷତି ଘଟାଇଥିବା ବେଳେ ନ୍ୟୁଜିଲାଣ୍ଡ ମଧ୍ୟ ଏହି ଝଡ଼ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏହି ଝଡ଼ବାତ୍ୟା ଯୋଗୁ ନ୍ୟୁଜିଲାଣ୍ଡର…
କେଜରିଓ୍ବାଲଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ଉପରାଜ୍ୟପାଳ, ମେୟର ନିର୍ବାଚନ ଫେବୃୟାରୀ ୧୬ରେ…
ନୂଆଦିଲ୍ଲୀ,୧୨।୨ : ଫେବୃଆରୀ ୧୬ରେ ମେୟର, ଡେପୁଟି ମେୟର ଏବଂ ସ୍ଥାୟୀ କମିଟିର ସଦସ୍ୟଙ୍କ ପାଇଁ ନିର୍ବାଚନ ଆୟୋଜନ ପ୍ରସ୍ତାବକୁ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ଅନୁମୋଦନ କରିଛନ୍ତି। ଏଲଜି ସାକ୍ସେନା କହିଛନ୍ତି ଯେ ’ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସୁପାରିଶ…
ଛତିଶଗଡ଼ର ରାଜ୍ୟପାଳ ହେଲେ ବିଶ୍ୱଭୂଷଣ
ରାୟପୁର,୧୨ା୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ବିଶ୍ୱଭୂଷଣ ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିଲେ। ରାଷ୍ଟ୍ରପତି ରବିବାର ୧୩ ରାଜ୍ୟର ରାଜ୍ୟପାଳ-ଉପରାଜ୍ୟପାଳ ବଦଳି କରିଛନ୍ତି। ଏହି ବଦଳିରେ ବିଶ୍ୱଭୂଷଣଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି।…
ନ କହି ଚୁପ୍ ରହିବା ଅଧିକ ବିପଜ୍ଜନକ: ସିଜେଆଇ…
ନାଗପୁର,୧୨।୨ : ନାଗପୁରରେ ଅବସ୍ଥିତ ମହାରାଷ୍ଟ୍ର ଆଇନ ବିଶ୍ୱବିଦ୍ୟାଳୟର ପ୍ରଥମ ଦୀକ୍ଷାନ୍ତ ସମାରୋହରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ ଯୋଗଦେଇ ଦେଶର ସମ୍ବିଧାନ ସମ୍ବନ୍ଧରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେ ଆଇନ ଛାତ୍ରମାନଙ୍କୁ ସମ୍ବିଧାନ ସହିତ ପରିଚିତ କରାଇ…
ଜାପାନରେ ଦ୍ୱୀପ କିଣିଥିବା ଦାବି କଲେ ଚାଇନା ମହିଳା…
ବେଜିଂ,୧୨।୨ : ଜାପାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚାଇନାର ଜଣେ ମହିଳା ଜାପାନର ଓକିନାୱା ପ୍ରଦେଶରେ ଏକ ଦ୍ୱୀପ କିଣିଥିବା ଦାବି କରିଛନ୍ତି। ତେବେ ମହିଳାଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ ଏବଂ ତାଙ୍କ ବୟସ ପ୍ରାୟ ୩୦ ବର୍ଷ…
୧୦ ବର୍ଷରୁ କମ୍ ପିଲାଙ୍କୁ ଏହି ରେଷ୍ଟୁରାଣ୍ଟ ମନା, କାରଣ ଜାଣିଲେ…
ବେଳେବେଳେ ଲୋକଙ୍କ ଉପରେ ଅଜବ ପ୍ରତିବନ୍ଧକ ଲଗାଯାଇଥାଏ। ଠିକ୍ ସେମିତି ଆମେରିକାର ନ୍ୟୁ ଜର୍ସିର ଏକ ଲୋକପ୍ରିୟ ଇଟାଲୀ ରେଷ୍ଟୁରାଣ୍ଟରେ ଅଜବ ନିୟମ ଦେଖିବାକୁ ମିଳିଛି। ୧୦ ବର୍ଷରୁ କମ୍ ପିଲାମାନଙ୍କୁ ଖାଇବାକୁ ବାରଣ କରିଛି। ଟିଣ୍ଟନ ଫଲ୍ସର ନେଟି ହାଉସ…
ଜଷ୍ଟିସ ନାଜିର ହେଲେ ରାଜ୍ୟପାଳ…
ନୂଆଦିଲ୍ଲୀ,୧୨।୨ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏସ ଅବଦୁଲ ନାଜିରଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ବେଞ୍ଚର ଅଂଶ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଏକମାତ୍ର ବିଚାରପତି ଜଷ୍ଟିସ ଏସ ଅବଦୁଲ ନାଜିର…
Archives


