ନିର୍ବାଚନ ହେବାକୁ ଥିବା ରାଜ୍ୟରେ ୩୩ ଲକ୍ଷ ଶ୍ରମିକ, ଭୋଟରଙ୍କ ଉପରେ ମନରେଗା ବଜେଟ ହ୍ରାସର ପ୍ରଭାବ ପଡ଼ିବା ଆଶଙ୍କା…
ନୂଆଦିଲ୍ଲୀ,୧୧।୨ : ଆଗାମୀ ଦିନରେ ମେଘାଳୟ, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ,ଛତିଶଗଡ଼, ତେଲେଙ୍ଗାନା, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏସବୁ ରାଜ୍ୟରେ ୩୩ ଲକ୍ଷରୁ ଅଧିକ ଶମିକ ଅଛନ୍ତି। ମାତ୍ର ଚଳିତ କେନ୍ଦ୍ରୀୟ ବଜେଟରେ ମହାତ୍ମା…
ବିନା ପାର୍କିଂରେ ମାର୍କେଟ କମ୍ପ୍ଲେକ୍ସ
କେନ୍ଦୁଝର,୧୧ା୨(ସ୍ବ.ପ୍ର.): କେନ୍ଦୁଝର ସହରରେ ବିନା ପାର୍କିଂ ବ୍ୟବସ୍ଥାରେ ବ୍ୟବସାୟିକ କେନ୍ଦ୍ର ଗଢ଼ି ଉଠିଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡ଼ିଛି। ତେବେ ଏ ନେଇ ପୌର ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବାରୁ ଏଭଳି ଅସନ୍ତୋଷ ବଢୁଛି। ସ୍ଥାନୀୟ ରାମରାମ ଗଳିରେ…
ହାତୀ ଦାନ୍ତ ଜବତ, ଜଣେ ଗିରଫ
କେନ୍ଦୁଝର,୧୧ା୨(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଘଟଗାଁ ଥାନା ମେଲାଣ ଗ୍ରାମ ନିକଟ ଏନ୍ଏଚ୍ ୨୦ ନିକଟରୁ ବନ ବିଭାଗ ଜଣେ ହାତୀ ଦାନ୍ତ ଚୋରଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୧୦.୧୬୦ କିଲୋର ଆଠ ଖଣ୍ଡ ଦାନ୍ତ ଜବତ କରିଥିବା ବେଳେ ସେଥିରୁ…
ବିଷ୍ଣୁପୁରରେ ହାତୀ ଆତଙ୍କ
ବୌଦ୍ଧ,୧୧ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ସମ୍ପୋଚ ଗ୍ରାମ ନିକଟ ବିଷ୍ଣୁପୁର ଗ୍ରାମରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗାମବାସୀ ଭୟଭୀତ ହୋଇଥିବା ଜଣାପଡ଼ିଛ। ଶନିବାର ସକାଳୁ ୩ଟି ହାତୀକୁ ଗ୍ରାମ ମୁଣ୍ଡରେ ଦେଖିବାକୁ ମିଳିଥିଲା। ଏହି ହାତୀଙ୍କ ମଧ୍ୟରେ ୨ଟି…
ଦୁର୍ନୀତି ବିରୋଧରେ ଶୂନ ସହନଶୀଳ ନୀତି ଉପରେ ଗୁରୁତ୍ୱାରୋପ କଲେ ରାଜ୍ୟପାଳ…
କୋଲକାତା,୧୧।୨ : ଦୁର୍ନୀତି ବିରୋଧରେ ଶୂନ ସହନଶୀଳ ନୀତି ପଶ୍ଚିମବଙ୍ଗରେ ଗ୍ରହଣ କରାଯିବ ବୋଲି ରାଜ୍ୟପାଳ ସିବି ଆନନ୍ଦ ବୋଷ କହିଛନ୍ତି। ଏନେଇ ସେ ଭାଜପା ପ୍ରଦେଶ ଅଧ୍ୟକ୍ଷ ସୁକାନ୍ତ ମଜୁମଦାରଙ୍କୁ ଆଶ୍ୱାସନା ଦେଇଛନ୍ତି। କାହାକୁ ଆଇନର ଉଲ୍ଲଂଘନ କରିବାକୁ ଦିଆଯିବ…
ମହାଦୟୀ ନଦୀ ଜଳ ବିବାଦ: କର୍ନାଟକ ବିରୋଧରେ ଅଭିଯୋଗ ଆଣିଲା ଗୋଆ…
ପଣଜୀ,୧୧।୨ : ଗୋଆର ବିଭିନ୍ନ ସଂଗଠନ ପଡୋଶୀ କର୍ନାଟକ ଦ୍ୱାରା ମହାଦୟୀ ନଦୀ ଜଳ ବିବାଦ ନେଇ କର୍ନାଟକ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହାଦୟୀ ବଚାଓ ଗୋଆ ମୋର୍ଚ୍ଚାରେ ସାମିଲ ହୋଇଥିବା ଏନଜିଓମାନେ ରବିବାର ସା ୭ଟା ୩୦ରେ ଦୀପ…
ବେଙ୍ଗ ତରକାରି ଖାଇ ଜଣେ ମୃତ, ଜଣେ ଗୁରୁତର
କେନ୍ଦୁଝର,୧୧ା୨(ସ୍ବ.ପ୍ର.): ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମରେ ବେଙ୍ଗ ତରକାରି ଖାଇ ଜଣେ ବାଳିକାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡ଼ିଛି। ମୃତକଙ୍କ ନାମ ସୁମିତ୍ରା ମୁଣ୍ଡା (୬) ବୋଲି…
ହେମନ୍ତ-ତେଜସ୍ବୀ ଭେଟ: ମିଳିମିଶି ଭାଜପାକୁ ହଟାଇବା ଯୋଜନା …
ରାଞ୍ଚି,୧୧।୨ : ବିହାରର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ ଶନିବାର ରାଞ୍ଚିରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ହେମନ୍ତ ସୋରେନଙ୍କୁ ଭେଟିଛନ୍ତି। ପରେ ତେଜସ୍ବୀ ଯାଦବ ଏହି ସାକ୍ଷାତର ଫଟୋ ଟୁଇଟରରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି…
‘ଏପ୍ରିଲ ୨୬ରେ ମୋ’ ବିବାହ, ମୋତେ ଉଠାଇ ନେଇଯାଅ’
ଦଶ ଟଙ୍କିଆ ନୋଟ୍ରେ ପ୍ରେମପତ୍ର। ବିବାହକୁ ନେଇ ଖୁସି ନ ଥିବା ପ୍ରେମିକା ନିଜର ପ୍ରେମିକଙ୍କୁ ବିବାହ ମଣ୍ଡପରୁ ଉଠାଇ ନେବାକୁ ପତ୍ରରେ କହିଛନ୍ତି। ଏଥିପାଇଁ ସେ ନୋଟ୍ରେ ନିଜର ମନକଥା ଲେଖି ପଠାଇଛନ୍ତି। ପ୍ରେମ ସପ୍ତାହରେ ସୋସିଆଲ ମିଡିଆରେ ଏଭଳି…
ଆଇନଗତ ବିବାଦରେ ଫସିଲେ ରାଣା ଦଗ୍ଗୁବତୀ
ହାଇଦ୍ରାବାଦ: ଅଡୁଆରେ ଚଳଚ୍ଚିତ୍ର ‘ବାହୁବଲୀ’ର ଭଲ୍ଲାଲ ଦେବ ଅର୍ଥାତ ଅଭିନେତା ରାଣା ଦଗ୍ଗୁବତୀ। ସେ ଏବଂ ତାଙ୍କ ବାପା ସୁରେଶ ବାବୁଙ୍କ ଉପରେ ଜମି ହଡପ କରିଥିବା ମାମଲା ରୁଜୁ ହୋଇଛି। ହାଇଦ୍ରାବାଦର ବ୍ୟବସାୟୀ ପ୍ରମୋଦ କୁମାର ଉଭୟଙ୍କ ବିରୋଧରେ ଅଭିଯୋଗ…
ତାମିଲଙ୍କ ସମର୍ଥନ ପାଇଁ ଆହ୍ବାନ କଲେ ରାଷ୍ଟ୍ରପତି ବିକ୍ରମସିଂଘେ: ଭାରତ ଜାଫନା ସାଂସ୍କୃତିକ କେନ୍ଦ୍ର ଲୋକାର୍ପିତ…
କଲମ୍ବୋ,୧୧।୨ : ଶ୍ରୀଲଙ୍କାରେ ଜାତିଗତ ସମସ୍ୟାର ସମାଧାନ ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଶନିବାର କହିଛନ୍ତି। ସଂଘର୍ଷ ପ୍ରଭାବିତ ଉତ୍ତର ଅଞ୍ଚଳର ବିକାଶରେ ତାମିଲ ଦେଶବାସୀଙ୍କ ଅଂଶଗ୍ରହଣର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଜାଫନାରେ…
‘ହାଲ୍’ର ଦୁଇ କର୍ମଚାରୀଙ୍କୁ ଉଠାଇନେଲା ସିବିଆଇ
କୋରାପୁଟ,୧୧ା୨(ସ୍ବ.ପ୍ର.): କୋରାପୁଟ ଜିଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ (ହାଲ)ରେ ଶନିବାର ଅପରାହ୍ନରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ( ସିବିଆଇ) ପକ୍ଷରୁ ଚଢ଼ାଉ କରାଯାଇ ହାଲରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କୁ ଉଠାଇ ନେଇଛି। ଉଠାଇ ନେଇଥିବା କର୍ମଚାରୀ ସତ୍ୟଜିତ୍ ଖାଡ଼ଙ୍ଗା, ଦେବାଶିଷ…
Archives


