ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଶିଳ୍ପ ପ୍ରଦୂଷଣରେ ଆକ୍ରାନ୍ତ
କେନ୍ଦ୍ରାପଡ଼ା ଅଫିସ,୫ା୫: ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବା ବେଳେ ଅନ୍ୟ ୩ ପାର୍ଶ୍ୱରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତସିଂହପୁର, କଟକ, ଯାଜପୁର ଓ ଭଦ୍ରକ ଜିଲାର ଶିଳ୍ପରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ରାସାୟନିକ ପ୍ରଦୂଷଣ ଏହି…
ଅସୁରକ୍ଷିତ ବୌଦ୍ଧପୀଠ
ଚଣ୍ଡିଖୋଲ,୫ା୫(ଡି.ଏନ୍.ଏ.): ଶୁକ୍ରବାର ଚନ୍ଦନ ପୂର୍ଣ୍ଣିମା। ଏହାକୁ ବୌଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଭଗବାନ ତଥାଗତ ବୁଦ୍ଧ ଏହି ଦିନ ଜନ୍ମଗ୍ରହଣ କରିଥିବାରୁ ଏହାକୁ ବୁଦ୍ଧ ଜୟନ୍ତୀ ରୂପେ ପାଳନ କରାଯାଏ। ଓଡ଼ିଶାର ପ୍ରମୁଖ ବୌଦ୍ଧକ୍ଷେତ୍ର ହୀରକ ତ୍ରିଭୁଜ କଟକ ଜିଲାର ଲଳିତଗିରି,…
ନଗଡ଼ାରେ ପୋଡୁଚାଷ ପାଇଁ ଜଙ୍ଗଲ କଟା ଆରମ୍ଭ
କାଳିଆପାଣି,୫ା୫(ଡି.ଏନ.ଏ.):ସୁକିନ୍ଦା ବନାଞ୍ଚଳ ଅଧୀନ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନଗଡ଼ା ଜଙ୍ଗଲକୁ ଜୁଆଙ୍ଗମାନେ ପୋଡୁଚାଷ ପାଇଁ ବ୍ୟବହାର କରୁଛନ୍ତି। ସେଥିପାଇଁ ନଗଡ଼ାରେ ଆରମ୍ଭ ହେଲାଣି ଜଙ୍ଗଲ କଟା। ବର୍ଷା ଦିନେ ଉକ୍ତ ଚାଷ କରିବା ପାଇଁ ପାହାଡ଼ର ଜଙ୍ଗଲ କାଟି ସଫା କରାଯାଉଛି। ଜଙ୍ଗଲରେ…
ଚର୍ଚ୍ଚାରେ ସପକ୍ଷ, ବିପକ୍ଷବାଦୀଙ୍କ ଧାରଣା
ଯାଜପୁର ଅଫିସ୍,୫ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା ମୂଲ୍ୟବାନ କଳାପଥର ଲୁଟ୍ ଅଭିଯୋଗ ମାମଲା ବହୁ ପୁରୁଣା। ଏହି ଲୁଟ ଅଭିଯୋଗରେ ପୂର୍ବରୁ ୧୦ ଜଣ ଲେଖାଏ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ସମେତ ୬ ଜଣ ଉପଜିଲାପାଳ…
ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୫ା୫: ରେସଲିଂ ଫେଡେରେଶନ ଅଫ୍ ଇଣ୍ଡିଆ (ଡବ୍ଲ୍ୟୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗର ଶୁଣାଣିକୁ ସୁପ୍ରିମକୋର୍ଟ ଗୁରୁବାର ବନ୍ଦ କରିଦେଇଛନ୍ତି। ବ୍ରିଜଭୂଷଣଙ୍କ ବିରୋଧରେ ଏତଲା ଦାଏର ହେବା ସହ ଆବେଦନକାରିଣୀମାନଙ୍କୁ…
ପଟ୍ଟାଜମିରେ ଗୁଣ୍ଡାଗର୍ଦ୍ଦି, ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଲୋକେ
ବାଲିଗୁଡ଼ା,୪ା୫(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ଼ଠାରେ ଦୀର୍ଘବର୍ଷ ହେଲା ରହିଆସୁଥିବା ସାଧାରଣ ଲୋକଙ୍କ ସେଟେଲମେଣ୍ଟ ପଟ୍ଟା ଜମି ଉପରେ କିଛି ଅସାମାଜିକ ବ୍ୟକ୍ତି ଜୋର ଜବରଦସ୍ତି ଆସି ଗୁଣ୍ଡା ଗର୍ଦ୍ଦି କରି ଜାଗା ଅକ୍ତିଆର ଘଟଣା…
ଶିମଲା ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନରେ ହାରିଲା ଭାଜପା
ଶିମଲା,୪।୫: ଶିମଲା ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନରେ ଭାଜପା ଏଥର ପରାଜୟର ସମ୍ମୁଖୀନ ହୋଇଛି। ତେବେ କଂଗ୍ରେସ ଏଥର ପୁଣି ବାଜି ମାରି ନେଇଛି। ଏହାକୁ ଭାଜପାର ଲଗାତାର ପରାଜୟର ହ୍ୟାଟ୍ରିକ କୁହାଯାଉଛି। ଏହାପୂର୍ବରୁ ୨୦୨୧ ଉପ-ନିର୍ବାଚନରେ, ୨୦୨୨ ବିଧାନସଭା ନିର୍ବାଚନରେ ଏବଂ…
ଏସ୍ଆର୍ଏଚ୍ ପାଇଁ ୧୭୨ ରନ୍ର ବିଜୟ ଲକ୍ଷ୍ୟ ରଖିଲା କେକେଆର୍
ହାଇଦ୍ରାବାଦ,୪ା୫: ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ ୨୦୨୩ର ୪୭ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ସନ୍ରାଇଜର୍ସ ହାଇଦ୍ରାବାଦ ଆଗରେ୧୭୨ ରନ୍ର ବିଜୟ ଲକ୍ଷ୍ୟ ରଖିଛି। ଏହି ମ୍ୟାଚରେ କୋଲକାତା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
ହନିଟ୍ରାପ୍ରେ ଫସିଲେ ଡିଆର୍ଡିଓର ବୈଜ୍ଞାନିକ
ମୁମ୍ବାଇ,୪।୫: ପାକିସ୍ତାନର ଏଜେଣ୍ଟଙ୍କୁ ଦେଶର ଗୁପ୍ତ ସୂଚନା ଦେବା ମାମଲାରେ ମହାରାଷ୍ଟ୍ରର ଆଣ୍ଟି ଟେରରଜିମ୍ ସ୍କ୍ବାଡ(ଏଟିଏସ) ଗୁରୁବାର ଡିଆର୍ଡିଓର ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ପୁଣେରୁ ଗିରଫ କରିଛି। ଏକ ରିପୋର୍ଟରୁ ପ୍ରକାଶ ଯେ, ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଂ (ପିଆଇଓ)ର ଜଣେ ବ୍ୟକ୍ତି…
ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ପାଇଁ ମିଳିଲା ଏନ୍ଓସି
ପୁରୀ ଅଫିସ,୪ା୫: ଶ୍ରୀମନ୍ଦିର ପ୍ରଶାସନର ଅଫିସ କୋଠା ନିର୍ମାଣ ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନ୍ଏମ୍ଏ)ପକ୍ଷରୁ ଅନୁମତି ମିଳିଛି। ଏହାର ତଦାରଖ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ଅଧୀକ୍ଷକଙ୍କୁ ପରାମର୍ଶ ଦିଆଯାଇଛି। ଏହି ତିନି ମହଲା…
ମହିଳାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା, ଅଭିଯୁକ୍ତ ଗିରଫ
ହିଞ୍ଜିଳିକାଟୁ ୨।୫(ଡି.ଏନ.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୫୯ କଡ଼ରେ ମକରଝୋଳ ଗାଁ ନିକଟ ବିଲରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମହିଳାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ…
‘ବିଜୟ ୬୯’ ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍
ମୁମ୍ବାଇ,୪।୫: ନିଜର ଜବରଦସ୍ତ ଅଭିନୟରେ ଚର୍ଚ୍ଚାରେ ରହୁଥିବା ଅନୁପମ ଖେର ପୁଣି ଥରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେବା ପାଇଁ ପ୍ରସ୍ତୁତ ହେଲେଣି। ଖୁବ ଶୀଘ୍ର ତାଙ୍କ ନୂଆ ଚଳଚ୍ଚିତ୍ର ‘ବିଜୟ ୬୯’ ରିଲିଜ ହେବାକୁ ଯାଉଛି। ଅନୁପମଙ୍କ ଏହି ଫିଲ୍ମର ଫାଷ୍ଟ୍…
Archives


