Home

ବାଲିମେଳାରେ ଧୁମ୍‌ଧାମ୍‌ରେ ପାଳିତ ହେଲା ଶ୍ରୀରାମ ନବମୀ

କୋରୁକୋଣ୍ଡା, ୩୦।୦୩(ଡି.ଏନ୍‌. ଏ): ମାଲକାନଗିରି ଜିଲା ବାଲିମେଳା ସହରରେ ଗୁରୁବାର ସ୍ଥାନୀୟ ଅଞ୍ଚଳର ଯୁବ ଗୋଷ୍ଠୀଙ୍କ ଦ୍ୱାରା ବହୁ ଧୁମଧାମରେ ଶ୍ରୀରାମ ନବମୀ ପାଳିତ ହୋଇଛି। ପ୍ରଥମେ ସହରର ୨ ନଂ ୱାର୍ଡ ସ୍ଥିତ ହନୁମାନ ମନ୍ଦିରଠାରୁ ଏକ ବାଇକ ରାଲି…

୬ଘଣ୍ଟା ପରେ ପୋଖରୀରୁ ଉଦ୍ଧାର ହେଲା ପରେଶଙ୍କ ମୃତଦେହ

ସିମୁଳିଆ,୩୦।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତ ଅଧିନ ସିମୁଳିଆ ଗାଁର କୁନା ନାଥଙ୍କ ପୁତ୍ର ପରେଶ(୧୩)ଙ୍କୁ ଗୁରୁବାର ପୂର୍ବାହ୍ନ ୧୦ଟାରେ ଘର ନିକଟସ୍ଥ ପୋଖରୀରେ ବୁଡ଼ିଯାଇଥିଲେ। ଘଟଣାସ୍ଥଳରେ ଅଡା ଓ ସୋର ଦମକଳ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର…

ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ: ବନ୍ଧା ହେଲେ ରସିକିଆ ହେଡ୍‌ମାଷ୍ଟର

କେନ୍ଦୁଝର,୩୦।୩(ସ୍ବ.ପ୍ର.): ଭାରତରେ ଗୁରୁଙ୍କୁ ଭଗବାନ ରୂପରେ ପୂଜା କରାଯାଏ। ତେଣୁ ଗୁରୁପୂର୍ଣ୍ଣିମା ଭଳି ଏକ ପବିତ୍ର ଦିବସ ପାଳନ କରାଯାଇଥାଏ। ଯୁଗେ ଯୁଗେ ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ପରମ୍ପରାକୁ ଉଚ୍ଚ ସ୍ଥାନରେ ରଖାଯାଇଛି। ହେଲେ କେତେକ ରସିକିଆ…

ରାମ ନବମୀରେ କନ୍ୟା ପୂଜା କଲେ ମୁଖ୍ୟମନ୍ତ୍ରୀ

ଭୋପାଳ,୩୦।୪: ସାରାଦେଶରେ ଗୁରୁବାର ରାମ ନବମୀ ବହୁ ଆଡ଼ମ୍ବରରେ ପାଳନ କରାଯାଇଛି। ଇତିମଧ୍ୟରେ ନବରାତ୍ରୀର ନବମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରୀତିନୀତିରେ କନ୍ୟା ପୂଜା ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସକାଳୁ କନ୍ୟା ବା ଛୋଟ ଛୋଟ ଝିଅମାନଙ୍କୁ…

ଓସ୍କାର ବିଜେତାଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଓସ୍କାର ବିଜେତା ଚଳଚ୍ଚିତ୍ର ‘ଦି ଏଲିଫ୍ୟାଣ୍ଟ ହ୍ବିସ୍‌ପର୍‌’ର ନିର୍ମାତା-ନିର୍ଦ୍ଦେଶକ ଗୁନିତ ମୋଙ୍ଗା ଏବଂ କାର୍ତ୍ତିକି ଗୋନସାଲଭସଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ ଯୋଗେ ସାକ୍ଷାତ ସମୟର ଫଟୋ ମଧ୍ୟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘ଦି…

ଇନ୍ଦୋର ମନ୍ଦିର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି: ଶୋକ ପ୍ରକାଶ କଲେ ସ୍ବରାଷ୍ଟ୍ରମନ୍ତ୍ରୀ

ଇନ୍ଦୋର,୩୦।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଗୁରୁବାର ରାମ ନବମୀ ଅବସରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀ ବେଲେଶ୍ୱର ଝୁଲେଲାଲ ମନ୍ଦିରରେ କୂଅ ଛାତ ଭୁଷୁଡ଼ିପଡ଼ିବାରୁ ୩୦ରୁ ଊର୍ଦ୍ଧ୍ୱ ଲୋକ ୪୦ଫୁଟ ଗଭୀର ତଳଖୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ…

ଗୁପ୍ତଚର ଅଭିଯୋଗରେ ଖବରଦାତା ଅଟକ

ମସ୍କୋ,୩୦ା୩: ଗୁପ୍ତଚର ସନ୍ଦେହରେ ଆମେରିକାର ଖବରକାଗଜ ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲର ଜଣେ ଖବରଦାତାଙ୍କୁ ଗୁରୁବାର ଅଟକ ରଖାଯାଇଥିବା ରୁଷିଆର ସୁରକ୍ଷା ଏଜେନ୍ସି ଏଫ୍‌ଏସ୍‌ବି କହିଛି। ରୁଷିଆ-ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଏହା ବିଦେଶୀ ଖବରଦାତାଙ୍କ ବିରୋଧରେ ଏକ ପ୍ରମୁଖ ପଦକ୍ଷେପ ବୋଲି…

ମାତ୍ର ୧୫ ବର୍ଷ ବୟସରେ ଏଚ୍‌ଆଇଭି ଟେଷ୍ଟ କରାଇଥିଲେ ଶିଖର ଧାଓ୍ବନ, କାରଣ ଜାଣିଲେ…

ଭେଟେରାନ ଭାରତୀୟ କ୍ରିକେଟର ଶିଖର ଧାଓ୍ବନ ଖୁବ୍‌ କମ୍‌ ବୟସରେ ତାଙ୍କର ଏଚ୍‌.ଆଇ.ଭି ପରୀକ୍ଷା କରିଥିବା ବିଷୟରେ ଏକ ନିଚ୍ଛକ ସତ ପ୍ରକାଶ କରିଛନ୍ତି। ଧାଓ୍ବନ ସବୁବେଳେ ପାଇଁ କିଛି ନା କିଛି ଷ୍ଟାଇଲ୍‌ କରି ଚର୍ଚ୍ଚାରେ ରହିଥାନ୍ତି। ସେ ଶରୀରରେ…

ମନ୍ଦିର କୂଅ ଛାତ ଭୁଶୁଡିବା ଘଟଣା: ୪ ମୃତ, ୧୯ ସୁରକ୍ଷିତ ଉଦ୍ଧାର

ଇନ୍ଦୋର,୩୦।୩: ମଧ୍ୟ ପ୍ରଦେଶର ଇନ୍ଦୋରରେ ରାମ ନବମୀରେ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ଥିବା କୂଅ ଛାତ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୨…

ରାହୁଲଙ୍କୁ ଧମକ ଦେଲେ ଲଳିତ ମୋଦି

ନୂଆଦିଲ୍ଲୀ/ଲଣ୍ଡନ,୩୦।୩: ମୋଦି ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ବିରୋଧ କରିଛନ୍ତି ଆଇପିଏଲ୍‌ର ପୂର୍ବତନ ମୁଖ୍ୟ ଲଳିତ ମୋଦି। ସେ ଇଂଲଣ୍ଡର ଅଦାଲତରେ ମାମଲା ରୁଜୁ କରିବେ ବୋଲି ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଲଳିତ ମୋଦି ଟୁଇଟ୍‌…

୨୭ ବର୍ଷର ଶିକ୍ଷାନୁଷ୍ଠାନ, ନାହିଁ ବିଦ୍ୟୁତ୍‌ ସଂଯୋଗ

ଲୋଇସିଂହା,୩୦ା୩(ବଲାଙ୍ଗୀର): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଟେନପାଲି ଆଦିବାସୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୨୦୧୬ରୁ ଉକ୍ତ ସ୍କୁଲ ଶତପ୍ରତିଶତ ଅନୁଦାନ ଲାଭ କରି ସାରିଛି। ଇତିମଧ୍ୟରେ ଶିକ୍ଷାନଷ୍ଠାନକୁ ୨୭ ବର୍ଷ ହେଲାଣି। ବିଡ଼ମ୍ବନାର ବିଷୟ ଯେ, ପ୍ରଶାସନିକ ଓ ରାଜନୈତିକ…

ଏପ୍ରିଲ ୧୨ରେ କୋର୍ଟରେ ହାଜର ହେବାକୁ ରାହୁଲଙ୍କୁ ନୋଟିସ

ପାଟନା,୩୦।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ପାଟନାର ଏମ୍‌ପି-ବିଧାୟକ କୋର୍ଟ ରାହୁଲଙ୍କୁ ଏପ୍ରିଲ ୧୨ରେ ଏକ ମାନହାନି ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ସୁଶୀଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri